Latest Odisha News

BREAKING NEWS

Browsing Category

ଓଡିଶା

Odisha

Weather update: ଖସୁଛି ପାରଦ;ରାତ୍ରି ତାପମାତ୍ର ୩ରୁ ୪ ଡିଗ୍ରୀ କମିବ

ଭୁବନେଶ୍ବର:ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉତ୍ତର ଆଭ୍ୟନ୍ତରୀଣ ବିଭିନ୍ନ ସ୍ଥାନରେ ଅନୁଭୂତ ହେବ ପ୍ରବଳ ଥଣ୍ଡା । ରାଜ୍ୟର ୨୮ସ୍ଥାନରେ ରାତି ତାପମାତ୍ରା ଖସିଛି ଓ ଆଗକୁ ଆହୁରି ଖସିବ। ୨ରୁ ୩ ଦିନ ମଧ୍ୟରେ ୩ରୁ ୪ ଡିଗ୍ରୀ କମିବ ରାତ୍ରି ତାପମାତ୍ର  ବୋଲି ଆଞ୍ଚଳିକ…

Odia youth Kidnapped: ସୁଦାନରେ ଓଡ଼ିଆ ଯୁବକ ଅପହୃତ; ସହଯୋଗ ଲୋଡ଼ିଲେ ପରିବାର ଲୋକ

ଜଗତସିଂହପୁର:ସୁଦାନରେ ଓଡ଼ିଆ ଯୁବକଙ୍କୁ ଅପହରଣ। ।ଉଦ୍ଧାର ନିମନ୍ତେ ପରିବାର ଲୋକଙ୍କ ଆକୁଳ ନିବେଦନ । ଗୃହ ଯୁଦ୍ଧରେ ସାମିଲ ବିଦ୍ରୋହୀଙ୍କ ଦ୍ୱାରା ଅପହରଣ କରାଯାଇଥିବା ଅଭିଯୋଗ କରିଛନ୍ତି ଅପହୃତ ଯୁବକଙ୍କ ପରିବାର ଲୋକେ। ସୂଚନାଥାଉକି, ଯୁବକ ଜଣକ ହେଲେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ…

Nuapada Bypoll: ନୂଆପଡ଼ାରେ ନବୀନଙ୍କ ଗର୍ଜନ, ଛାନିଆଁ ହେଲେ ବିରୋଧୀ

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ହେବା ଆଗରୁ ରାଜନୈତିକ ମାହୋଲ ବେସ ସରଗରମ ରହିଛି । ତିନି ପ୍ରମୁଖ ଦଳ ନିଜ ନିଜ ରଣନୀତିରେ ପ୍ରଚାର ଚଳାଇଛନ୍ତି । ଶାସକ ଦଳ ୧୬ ମାସର ସଫଳତା କଥା କହି ଭୋଟ ମାଗୁଥିବା ବେଳେ ବିରୋଧୀ ବିଜେଡି ଓ କଂଗ୍ରେସ ବିଜେପି ସରକାରକୁ କଟାକ୍ଷ କରିଛନ୍ତି । ଏହାରି ମଧ୍ୟରେ…

Chadakhai Celebration: ଏଥର ଅଡୁଆ ଛାଡ଼ଖାଇ ବାର, ମାନ୍ଦା ହେବ କି ବେପାର?

ଭୁବନେଶ୍ବର: ସରିବ କାର୍ତ୍ତିକ ମାସ । ଏହାସହ ପଞ୍ଚୁକ ମଧ୍ୟ ଚାଲିଛି । ଏଥରକ ପଞ୍ଚୁକ ଚାରିଦିନ ପାଳନ ହେବାକୁ ଥିବା ବେଳେ ଛାଡ଼ଖାଇକୁ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି ଆମିଷପ୍ରେମୀ । ହେଲେ ଏବର୍ଷ ଛାଡ଼ଖାଇ ପଡ଼ୁଛି ଗୁରୁବାର। ତେଣୁ ପରଦିନ ଅର୍ଥାତ୍‌ ଶୁକ୍ରବାର ଛାଡ଼ଖାଇ ପାଳନ ହେବ। ଛାଡ଼ଖାଇ…

Shreemandir: ଶ୍ରୀମନ୍ଦିର ଭିତରୁ ଡାଲଡା ଘିଅ ଜବତ, କୈଫିୟତ ତଲବ

ପୁରୀ:ଆଜି ପଞ୍ଚୁକର ଦ୍ବିତୀୟ ଦିନରେ ମହାପ୍ରଭୁଙ୍କୁ ଆଡ଼କିଆ ବା ତ୍ରିବ୍ରିକ୍ରମ ବେଶ । ଏପଟେ ଶ୍ରୀମନ୍ଦିର ଭିତରେ ଡାଲଡା ଘିଅ ଜବତ ହୋଇଛି । ଶ୍ରୀମନ୍ଦିର ଭିତରେ କେବଳ ଓମ୍‌ଫେଡ୍‌ ଘିଅ ବ୍ୟବହାର ପାଇଁ ନିର୍ଦ୍ଦେଶ ରହିଛି । କିନ୍ତୁ ଜନୈକ ମହାସୁଆର ସେବକ ଏହାର ଉଲ୍ଲଂଘନ କରିଥିବାରୁ, ସମ୍ପୃକ୍ତ…

ପୋଲିସ SI ପରୀକ୍ଷା ଘୋଟାଲା: ଜେଲ୍‌ ଗଲେ ଶଙ୍କର ପୃଷ୍ଟି ଓ ସୁରେଶ ନାୟକ

ବ୍ରହ୍ମପୁର: ପୋଲିସ ଏସ୍‌ଆଇ ପରୀକ୍ଷା କେଳେଙ୍କାରୀ ମାମଲା। ଜେଲ୍‌ ଗଲେ ଶଙ୍କର ପୃଷ୍ଟି ଓ ସୁରେଶ ନାୟକ। ଜେଏମ୍‌ଏଫ୍‌ସି କୋର୍ଟରେ ହାଜର ପରେ ଗଲେ ଜେଲ୍‌। ପୋଲିସ SI ପରୀକ୍ଷା ଘୋଟାଲାରେ ଦୁହେଁ ମାଷ୍ଟରମାଇଣ୍ଡ ଥିଲେ। ପଞ୍ଚସଫ୍ଟ ମୁଖ୍ୟ ଶଙ୍କର ପୃଷ୍ଟି, ସିଲିକନ ମୁଖ୍ୟ ସୁରେଶ ନାୟକ।…

ଲାଞ୍ଚ ନେଇ ଫସିଲେ କମ୍ୟୁନିଟି ହେଲ୍ଥ ସେଣ୍ଟରର ଆକାଉଣ୍ଟାଣ୍ଟ ଓ ପିଅନ୍

ଭୁବନେଶ୍ୱର: ବରଗଡ଼ ଜିଲ୍ଲାର ବରପାଲି କମ୍ୟୁନିଟି ହେଲ୍ଥ ସେଣ୍ଟର (ସିଏଚ୍ସି)ର ଆକାଉଣ୍ଟାଣ୍ଟ ଏବଂ ପିଅନ୍ ଶେଖର ଚନ୍ଦ୍ର ସାହୁ ଏବଂ ତମନ୍ନା ସାହୁ ଲାଞ୍ଚ ନେବା ଅଭିଯୋଗରେ ଗିରଫ ହେଇଛନ୍ତି। ଜଣେ ସ୍ୱାସ୍ଥ୍ୟ କର୍ମୀଙ୍କଠାରୁ ୭,୦୦୦ ଟଙ୍କା ଲାଞ୍ଚ  ନେଉଥିବା ସମୟରେ ଉଭୟଙ୍କୁ ଓଡ଼ିଶା ଭିଜିଲାନ୍ସ…

ପଞ୍ଚାୟତିରାଜ ଅନୁଷ୍ଠାନ ପାଇଁ ଓଡ଼ିଶାକୁ ୪୪୪ କୋଟି

ଭୁବନେଶ୍ୱର: ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ଓଡ଼ିଶାର ପଞ୍ଚାୟତିରାଜ ଅନୁଷ୍ଠାନଗୁଡ଼ିକ ପାଇଁ ପଞ୍ଚଦଶ ଅର୍ଥ ଆୟୋଗ ଅନୁଦାନ ଆକାରରେ ୪୪୪ କୋଟିରୁ ଅଧିକ ଟଙ୍କା ଜାରି କରିଛନ୍ତି କେନ୍ଦ୍ର ସରକାର। ରାଜ୍ୟର ୨୦ଟି ଯୋଗ୍ୟ ଜିଲ୍ଲା ପଞ୍ଚାୟତ (ଜିଲ୍ଲା ପରିଷଦ), ୨୯୬ଟି ଯୋଗ୍ୟ ବ୍ଲକ ପଞ୍ଚାୟତ (ପଞ୍ଚାୟତ…

ଶ୍ରୀମନ୍ଦିରରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ

ଭୁବନେଶ୍ୱର: ଶ୍ରୀମନ୍ଦିରରେ ଭକ୍ତଙ୍କ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (ଏଡିଜି) ସୌମେନ୍ଦ୍ର ପ୍ରିୟଦର୍ଶୀ ସୋମବାର ପୁରୀରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କରିଛନ୍ତି। ପଞ୍ଚୁକର ଦ୍ୱିତୀୟ ଦିନରେ ତ୍ରିବିକ୍ରମ ବେଶରେ ମହାପ୍ରଭୁଙ୍କ ଦର୍ଶନ ପାଇଁ…

ମାମୁଁ ଘର ବୁଲିଯିବା ହେଲା କାଳ, ପାଇଖାନା ଟାଙ୍କିରେ ପଡ଼ି ଚାଲିଗଲା ୩ ଶିଶୁଙ୍କ ଜୀବନ

କଟକ: କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗତ ରଗଡ଼ିପଡ଼ାରେ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ପାଇଖାନା ଟାଙ୍କିରେ ଖସିପଡ଼ି ୩ ଶିଶୁଙ୍କର ମୃତ୍ୟୁ ଘଟିଛି । ମୃତକମାନଙ୍କ ମଧ୍ୟରେ ୨ ନାବାଳକ ଏବଂ ଜଣେ ନାବାଳିକା ରହିଛନ୍ତି । ସେମାନେ ହେଲେ ୯ ବର୍ଷୀୟ ଅଙ୍କିତ ନାୟକ, ୭ ବର୍ଷୀୟା…