Latest Odisha News

BREAKING NEWS

Browsing Category

ଓଡିଶା

Odisha

ବସ୍‌ରେ ଗଞ୍ଜେଇ ନେଉଥିଲେ ମହିଳା, ଆଉ ତା ପରେ..

ନୂଆପଡା : ନୂଆପଡାରେ ଅପରେସନ ଶୁଦ୍ଧି ପରେ ଆରମ୍ଭ ହୋଇଛି ଅପରେସନ ପ୍ରହାର । ପୋଲିସ ଡିଜିଙ୍କ ନିର୍ଦ୍ଦେଶକ୍ରମେ ଆକ୍ସନ ମୋଡରେ ଅଛନ୍ତି ଏସପି ଅମରିତ ପାଲ ସିଂ । ଜିଲ୍ଲାରେ ଅପରେସନ ପ୍ରହାର ଆରମ୍ଭ ହେବାରୁ ୧୩ଜଣ ଅଭିଯୁକ୍ତ ଧରାପଡିଛନ୍ତି । ୧୩ଜଣଙ୍କ ମଧ୍ୟରେ ୬ଜଣ ମହିଳା ଥିବା ସୂଚନା ମିଳିଛି…

ରାଜ୍ୟରେ ସାରର କୌଣସି ଅଭାବ ନାହିଁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲୋକସେବା ଭବନ ଠାରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ସାର ଯୋଗାଣ ସ୍ଥିତିର ସମୀକ୍ଷା କରି ସମସ୍ତ ଜିଲ୍ଲାରେ ଥିବା ପ୍ୟାକ୍ସ ଏବଂ ଲ୍ୟାମ୍ପ୍‌ସ ଜରିଆରେ ସାର ଆବଣ୍ଟନ କାର୍ଯ୍ୟକୁ ଠିକ ଭାବରେ ତଦାରଖ କରିବା ପାଇଁ ମୁଖ୍ୟମନ୍ତ୍ରୀ ସମସ୍ତ ଜିଲ୍ଲାପାଳଙ୍କୁ କଡାକଡି…

କଣ ପାଇଁ ପ୍ରଫୁଲ୍ଲ ଖପ୍ପା

ଚର୍ଚ୍ଚାରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବୟାନ । ବିଜେଡିରେ ଜଳୁଥିବା ନିଆଁରେ ସେ ଘିଅ ଢାଳିଛନ୍ତି । ବିଜେଡିର ପରିଚାଳନାକୁ ନେଇ ସେ ପ୍ରଶ୍ନ ଉଠାଛନ୍ତି । ଦେବାଶିଷ ସାମନ୍ତରାୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଭୂପିନ୍ଦର ସିଂ, ଅମର ଶତପଥୀ, ଭାସ୍କର…

Harishankar Rout Quits BJD: ‘ ଆଗକୁ ଭାଙ୍ଗିଯିବ ବିଜେଡି’, କହି ଦଳ ଛାଡିଲେ ଛାତ୍ର ନେତା

ଭୁବନେଶ୍ବର: ଆଗକୁ ବିଜେଡି ଭାଙ୍ଗିଯିବ । ଆଜି କିଛି ଏପରି ଅଭିଯୋଗ କରି ଦଳ ଛାଡିଛନ୍ତି ପୂର୍ବତନ ଛାତ୍ର ନେତା ହରିଶଙ୍କର ରାଉତ । ତିନି ଫର୍ଦ୍ଦର ଅଭିଯୋଗ ଦାଖଲ କରି ସେ ଦଳ ଛାଡିଛନ୍ତି । ହରିଶଙ୍କର ଦଳୀୟ ଆଭ୍ୟନ୍ତରୀଣ ଗୋଷ୍ଠୀ ବିବାଦକୁ କାରଣ ଦର୍ଶାଇ ଏବଂ ବରିଷ୍ଠ ବ୍ୟୁରୋକ୍ରାଟରୁ…

Odisha police: ଅପରେସନ୍ ପ୍ରହାର: ନିଶାଦ୍ରବ୍ୟ ଚୋରା ଚାଲାଣ ମାମଲାରେ ୭ଦିନରେ ୧୫୭ ଗିରଫ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟକୁ ନିଶାମୁକ୍ତ କରିବା ତଥା ନିଶା କାରବାର ଉପରେ ରୋକ ଲଗାଇବା ପାଇଁ ଓଡିଶା ପୋଲିସ ତରଫରୁ "ଅପରେସନ୍ ପ୍ରହାର" ଆରମ୍ଭ କରାଯାଇଛି। ଗତ ୧ ତାରିଖରୁ ୦୭ ତାରିଖ ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲା ପୋଲିସ ଏହି ଅଭିଯାନରେ ସାମିଲ ହୋଇ ବିଭିନ୍ନ…

ଦୁର୍ନୀତି ରୋକିବା ପାଇଁ ମୁଖ୍ୟ ଶାସନ ସଚିବଙ୍କ କଡ଼ା ଆଭିମୁଖ୍ୟ

ଭୁବନେଶ୍ୱର: ଦୁର୍ନୀତି ରୋକିବା ଦିଗରେ ପ୍ରଶାସନିକ ବ୍ୟବସ୍ଥାର ସୁଦୃଢୀକରଣ ଏବଂ ପ୍ରତିକାରାତ୍ମକ ସତର୍କତା ଅବଲମ୍ବନ ସଂପର୍କରେ ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏ ସଂପର୍କରେ ଦୃଢ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ଶାସନ ସଚିବ ଏ…

Operation Prahar: ନିଶା ବେପାରୀଙ୍କୁ ଆଉ ନିସ୍ତାର ନାହିଁ: ‘ଅପରେସନ୍ ପ୍ରହାର’ରେ ୧୫୭ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟକୁ ନିଶାମୁକ୍ତ କରିବା ତଥା ନିଶା କାରବାର ଉପରେ ରୋକ ଲଗାଇବା ପାଇଁ ଓଡିଶା ପୁଲିସ ତରଫରୁ "ଅପରେସନ୍ ପ୍ରହାର" ଆରମ୍ଭ କରାଯାଇଛି। ଗତ ୧ ତାରିଖରୁ ୦୭ ତାରିଖ ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲା ପୁଲିସ ଏହି ଅଭିଯାନରେ ସାମିଲ ହୋଇ ବିଭିନ୍ନ…

Assembly Monsoon Session: ସେପ୍ଟେମ୍ବର ୧୮ରୁ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର: ଖୁବ୍ ଶୀଘ୍ର ବିଧାନସଭା ମୌସୁମୀ ଅଧିବେଶନ। ସେପ୍ଟେମ୍ବର ୧୮ରୁ ୨୫ ଯାଏଁ ମୌସୁମୀ ଅଧିବେଶନ ନେଇ ସୂଚନା ମିଳିଛି। ମୌସୁମୀ ଅଧିବେଶନ ନେଇ ବାଚସ୍ପତିଙ୍କ ଅଫିସ୍‌ ପକ୍ଷରୁ ସୂଚନା ମିଳିଛି। ୧୬ରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସିବ ସର୍ବଦଳୀୟ ବୈଠକ। ଗୃହକୁ ସୁରୁଖୁରୁରେ କେମିତି…

Model Goshala: ଭୁବନେଶ୍ୱରରେ ନିର୍ମାଣ ହେବ ଆଦର୍ଶ ଗୋଶାଳା, ଖର୍ଚ୍ଚ ହେବ ୪୦ କୋଟି ଟଙ୍କା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରେ ୪୦ କୋଟି ବ୍ୟୟରେ ନିର୍ମାଣ ହେବ ଆଦର୍ଶ ଗୋଶାଳା। ଏନେଇ ସୂଚନା ଦେଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର। ରାଜଧାନୀର ବୁଲା ଗୋରୁଙ୍କୁ ସେଠାରେ ରଖାଯିବ। ଏଥିଲାଗି ଜମି ଚିହ୍ନଟ ସରିଛି। ଗୋରୁଙ୍କ ଗୋବର, ମୂତ୍ରରୁ ବିଭିନ୍ନ…

Cuttack Durga puja:NOC ନନେଲେ ମିଳିବନି ପୂଜା ମଣ୍ଡପକୁ ଆୟୋଜନ ଅନୁମତି: କଟକ ଜିଲ୍ଲାପାଳ

କଟକ: କଟକରେ ଏନଓସି ନନେଲେ ମିଳିବନି ପୂଜା ମଣ୍ଡପକୁ ଆୟୋଜନ ଅନୁମତି । ପ୍ରଶାସନର ପୂଜା ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳଙ୍କ ସୂଚନା ଦେଇଛନ୍ତି । କଟକରେ ମୋଟ ୧୫୭ଟି ପୂଜା ମଣ୍ଡପ ରହିଛି । କେବଳ ୧୧୭ଟି ପୂଜାମଣ୍ଡପ NOC ପାଇଁ ଆବେଦନ କରିଛନ୍ତି । ୪୦ଟି ମଣ୍ଡପ NOC ପାଇଁ ଆବେଦନ କରି ନାହାନ୍ତି…