Latest Odisha News

BREAKING NEWS

Browsing Category

ଓଡିଶା

Odisha

ଚେକ୍-ପୋଷ୍ଟରେ ଏସୟୁଭି ଧକ୍କା, ଏସଆଇ ଗୁରୁତର

ବରଗଡ଼: ବରଗଡ଼ ଜିଲ୍ଲାର ସୋହେଲା ଅଞ୍ଚଳରେ ଯାନବାହାନର ନିୟମିତ ଯାଞ୍ଚ ସମୟରେ ଏକ ଏସୟୁଭି ଚେକ୍-ପୋଷ୍ଟରେ ଧକ୍କା ଦେବା ଫଳରେ ଜଣେ ସବ-ଇନ୍ସପେକ୍ଟର ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ରବିବାର ରାତିରେ ଜିଲ୍ଲାର ସୋହେଲା ଥାନା ଅଧୀନରେ ଥିବା ଦଶମାଇଲ ଲେବାଡି ଛକରେ ଏହି ଘଟଣା…

୩୧ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ; ଆକର୍ଷଣ ସାଜିଛି ଭାରତନାଟ୍ୟମ୍ ଏବଂ ଓଡ଼ିଶୀ ନୃତ୍ୟ

ଭୁବନେଶ୍ୱର: ସୃଜନ-ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ଦ୍ୱାରା ଆୟୋଜିତ ୩୧ତମ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ ଉତ୍ସବ ତୃତୀୟ ସନ୍ଧ୍ୟା ଅବିସ୍ମରଣୀୟ ତଥା ସୌନ୍ଦର୍ଯ୍ୟପୂର୍ଣ୍ଣ ଥିଲା। ପ୍ରଖ୍ୟାତ ଭାରତନାଟ୍ୟମ୍ ଗୁରୁ-ଶିଷ୍ୟ ଯୋଡ଼ି ସମ୍ରାଟ ଦତ୍ତ ଏବଂ ସାନ୍ତନୁ ରାୟଙ୍କ ଦ୍ୱାରା…

ସେପ୍ଟେମ୍ବର ୧୩ ଯାଏଁ ବର୍ଷାରୁ ନିସ୍ତାର ନାହିଁ

ଭୁବନେଶ୍ୱର: ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ଏବଂ ବଜ୍ରପାତ ହେବାର ସମ୍ଭାବନା ରହିଥିବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ତରଫରୁ ସୋମବାର ଦିନ ସୂଚନା ଦିଆଯାଇଛି। ଉତ୍ତରପଶ୍ଚିମ ବଙ୍ଗୋପସାଗର, ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ର…

Utkal University: ଅଣଛାତ୍ରଙ୍କୁ ହଟାଇ ୩ନଂ ହଷ୍ଟେଲକୁ ସମ୍ପୂର୍ଣ୍ଣ ସିଲ୍‌ କଲେ ବାଣୀବିହାର କର୍ତ୍ତୃପକ୍ଷ

ଭୁବନେଶ୍ବର: ଆକ୍ସନ ମୋଡ୍‌ରେ ବାଣୀବିହାର କର୍ତ୍ତୃପକ୍ଷ । ଅଣଛାତ୍ରଙ୍କୁ ହଟାଇ ୩ ନଂ ହଷ୍ଟେଲକୁ ସମ୍ପୂର୍ଣ୍ଣ ସିଲ୍‌ କଲେ । ମରାମତି କରି ଛାତ୍ରଙ୍କୁ ଆଲଟମେଣ୍ଟ କରାଯିବ କହିଲେ । ୨ନଂ ହଷ୍ଟେଲ୍‌ର ୨୫ ରୁମ୍‌ ଓ ୧ନଂ ହଷ୍ଟେଲ୍‌ର ୧୯ ରୁମ୍‌ ସିଲ୍‌ କଲେ ବାଣୀବିହାର କର୍ତ୍ତୃପକ୍ଷ । ସେହିପରି…

Two Boys Forced To Travel: ହଜିଗଲା ମାନବିକତା! ମାତ୍ର ୫ ଟଙ୍କା ପାଇଁ ଦୁଇ ନାବାଳକଙ୍କୁ ୨୫ କିଲୋମିଟର ବୁଲାଇଲା…

ମୟୂରଭଞ୍ଜ: ମାନବିକତା ଭୁଲିଗଲେ ବସ୍ କଣ୍ଡକ୍ଟର। ୫ ଟଙ୍କା ଭଡା ଦେଲେନି ବୋଲି ଦୁଇ ନାବାଳକଙ୍କୁ ୨୫ କିଲୋମିଟର ବୁଲାଇଲା ଲକ୍ଷ୍ମୀ ବସ୍। ଏଭଳି ଆଶ୍ଚର୍ଯ୍ୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ବେତନଟୀ ବ୍ଲକର ବୈଶିଙ୍ଗା ବଜାରରେ। ଏହି ଦୁଇ ନାବାଳକ ହେଉଛନ୍ତି ୨ ଭାଇ। ସେମାନେ ବସ ଭଡା ୧୦ ଟଙ୍କା…

VP Election: ଏନଡିଏ ପ୍ରାର୍ଥୀଙ୍କୁ ନୀରବ ସମର୍ଥନ! ଉପରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବନି ବିଜେଡି

ଭୁବନେଶ୍ୱର: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଲା ବିଜେଡି। ଉପରାଷ୍ଟ୍ରପତି ନିର୍ବାଚନରେ ଭାଗ ନେବନି ବିଜେଡି। ଭୋଟିଂରୁ ବିରତ ରହିବ ବିଜେଡି। ଦଳୀୟ ବୈଠକରେ ନିଷ୍ପତ୍ତି ହୋଇଥିବା ବେଳେ ଏନେଇ ଦଳୀୟ ସାଂସଦଙ୍କ ସୂତ୍ରରୁ ସୂଚନା ମିଳିଛି। ରାଜ୍ୟସଭାରେ ଅଛନ୍ତି ବିଜେଡିର ୭ ସାଂସଦ। ସି.ପି.…

BJD Leader Shreemayee: କିଏ ସେହି ‘ଧୃତରାଷ୍ଟ୍ର’ ? ଅଯୋଗ୍ୟ ରାଜା କହି କାହାକୁ ନିଶାନ କଲେ ଶ୍ରୀମୟୀ…

ଭୁବନେଶ୍ୱର: ସୋସିଆଲ୍‌ ମିଡିଆରେ ‘ଧୃତରାଷ୍ଟ୍ର’ଙ୍କ ଉଦାହରଣ ଦେଇ ଶ୍ରୀମୟୀଙ୍କ ନିଶାନା। କୌଣସି ବ୍ୟକ୍ତିଙ୍କ ନାଁ ନନେଇ ପରୋକ୍ଷରେ କଡ଼ା ଆକ୍ଷେପ କଲେ ଶ୍ରୀମୟୀ। ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ଅନ୍ଧ ଧୃତରାଷ୍ଟ୍ର ନିଶାନାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଦୀର୍ଘଦିନର ନୀରବତା ପରେ…

Festival special train: ରେଳଯାତ୍ରୀଙ୍କ ପାଇଁ ଖୁସି ଖବର; ବିଶାଖାପାଟଣା – ଶାଲିମାର ମଧ୍ୟରେ ଗଡିବ ସାପ୍ତାହିକ…

ଭୁବନେଶ୍ବର: ଆରାମଦାୟକ ଯାତ୍ରା ଅଭିଜ୍ଞତା ସୁନିଶ୍ଚିତ କରିବା ଏବଂ ପାର୍ବଣ ଋତୁରେ ଯାତ୍ରୀଙ୍କ ଅତିରିକ୍ତ ଭିଡ଼ ପରିଚାଳନା କରିବା ପାଇଁ, ଭାରତୀୟ ରେଳବାଇ ବିଶାଖାପାଟଣା – ଶାଲିମାର ମଧ୍ୟରେ ସାପ୍ତାହିକ ସ୍ୱତନ୍ତ୍ର ଟ୍ରେନ ଚଳାଇବ । ନିମ୍ନଲିଖିତ କାର୍ଯ୍ୟସୂଚୀ ଅନୁଯାୟୀ ସାପ୍ତାହିକ…

BJP MPs Meet: ଦିଲ୍ଲୀରେ ବିଜେପି ସାଂସଦଙ୍କ ବୈଠକ; ଯୋଗ ଦେଲେ ମୁଖ୍ୟମନ୍ତ୍ରୀ, ଚାଲିଛି ଓଡ଼ିଶା ରାଜନୀତି

ଭୁବନେଶ୍ୱର/ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରତାପ ଷଡ଼ଙ୍ଗୀଙ୍କ ବାସଭବନରେ ବିଜେପି ସାଂସଦଙ୍କ ବୈଠକ। ବୈଠକରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବି ଉପସ୍ଥିତ ଅଛନ୍ତି। ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଉପସ୍ଥିତ ଅଛନ୍ତି। ଏହି ବୈଠକରେ…

Illegal Constructions: ଏଣିକି ବିଲଡିଂ ପ୍ଲାନ୍ ଉଲ୍ଲଘଂନ କଲେ ହେବ କାର୍ଯ୍ୟାନୁଷ୍ଠାନ, ବେଆଇନ ନିର୍ମାଣକୁ ନେଇ କଠୋର…

ଭୁବନେଶ୍ୱର: ଏଣିକି ବେଆଇନ ନିର୍ମାଣକୁ ନେଇ କଠୋର ହେଲା ନଗର ଉନ୍ନୟନ ବିଭାଗ। ସୁପ୍ରିମକୋର୍ଟଙ୍କ ଉଦ୍‌ବେଗ ପରେ ନୂଆ ନିର୍ଦ୍ଦେଶାବଳୀ ଜାରି କଲା ବିଭାଗ। କଠୋର ହେବ ଯାଞ୍ଚ ପ୍ରକ୍ରିୟା, ବିଲଡିଂ ପ୍ଲାନ ଉଲ୍ଲଘଂନ କଲେ ହେବ କାର୍ଯ୍ୟାନୁଷ୍ଠାନ। ଏଣିକି ବିଲଡିଂ ପ୍ଲାନର ଏକ କପି ନିର୍ମାଣ…