Latest Odisha News

BREAKING NEWS

Browsing Category

ଓଡିଶା

Odisha

ରତ୍ନଭଣ୍ଡାର ଓ ଭୋଗ ମଣ୍ଡପ ଫଟୋ ପ୍ରଘଟ ପ୍ରସଙ୍ଗ: ଶ୍ରୀମନ୍ଦିର ପ୍ରଶାସନ, ରାଜ୍ୟ ଆଇନ ମନ୍ତ୍ରୀଙ୍କୁ ସ୍ପଷ୍ଟୀକରଣ…

ଭୁବନେଶ୍ୱର: ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ମରାମତି ପରର ଫଟୋ ଏଏସଆଇ ଦ୍ୱାରା ସାମାଜିକ ଗଣମାଧ୍ୟମ ଏକ୍ସରେ ପୋଷ୍ଟ କରିବା ପରେ ବିଭିନ୍ନ ମହଲରୁ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ବିଜୁ ଜନତା ଦଳ ଆଜି ଏହାକୁ ଦୃଢ଼ ନିନ୍ଦା କରିଛି। ଶଙ୍ଖ ଭଵନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ବିଜୁ…

ଆଗାମୀ ୨ ଦିନ ଯାଏଁ ପ୍ରବଳ ବର୍ଷା ସତର୍କତା 

ଭୁବନେଶ୍ୱର: ଓଡ଼ିଶାରେ ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ଏବଂ ବଜ୍ରପାତ ଜାରି ରହିପାରେ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ମଙ୍ଗଳବାର ସୂଚନା ଦେଇଛି। ପାଣିପାଗ ବିଭାଗ ୨୭ ଜୁଲାଇରେ କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, କଳାହାଣ୍ଡି ଏବଂ ବଲାଙ୍ଗୀର ଜିଲ୍ଲାର ଗୋଟିଏ କିମ୍ବା…

ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କୁ ଠକି ବନ୍ଧା ହେଲେ ଅଭିଯୁକ୍ତ

ଢେଙ୍କାନାଳ: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଠକାମି ମାମଲାର ଅଭିଯୁକ୍ତ ଗିରଫ ହୋଇଛି। ଆଜି ଅଭିଯୁକ୍ତ ନିରଞ୍ଜନ ଶତପଥୀଙ୍କୁ ଟାଉନ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତର ଘର ଢେଙ୍କାନାଳ ସଦର ଥାନା ବଣସିଂହ ଗାଁରେ ଥିବା ଜଣାପଡିଛି। ଆଜି…

ବାଙ୍କୋରେ ମାଓ ପୋଷ୍ଟର, ସ୍ଥାନୀୟ ଲୋକେ ଆତଙ୍କିତ

ରାଉରକେଲା: ଗୋଟେ ପଟେ କେନ୍ଦ୍ର ସରକାରଙ୍କ ମାଓ ଦମନ ନୀତି ଚାଲିଥିବା ଦେଖି ଅଧିକାଂଶ ମାଓବାଦୀ ଆତ୍ମସମର୍ପଣ କରୁଛନ୍ତି। ଅନ୍ୟପଟେ କିଛି ରାଜ୍ୟରେ ଏବେ ବି ଥମିନି ମାଓବାଦୀଙ୍କ ବର୍ବର କାଣ୍ଡ। ସମ୍ପ୍ରତିରେ ସୁନ୍ଦରଗଡ଼ ଜିଲ୍ଲା କ. ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ଅଞ୍ଚଳରେ ମାଓ ପୋଷ୍ଟର…

ଘର ଗୋଡ ପୋଛାରେ ଶ୍ରୀଜଗନ୍ନାଥଙ୍କ ଫଟୋ: ଦୁଇ ଅନଲାଇନ୍ ସଂସ୍ଥା ନାଁରେ ଏତଲା ଦେଲା ଜଗନ୍ନାଥ ସେନା

ପୁରୀ: ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଫୋଟୋ ବ୍ୟବହାର କରି ଅନଲାଇନରେ ବିଭିନ୍ନ ସାମଗ୍ରୀ ବିକ୍ରି କରିଥିବା ସଂସ୍ଥା ନାଁରେ ଜଗନ୍ନାଥ ସେନା ପକ୍ଷରୁ ଥାନାରେ ଏତଲା ଦିଆଯାଇଛି l ଜଗନ୍ନାଥ ସେନା ପକ୍ଷରୁ ମହାପ୍ରଭୁଙ୍କୁ ଅପମାନ କରିବା ଅଭିଯୋଗରେ ଅନଲାଇନ ସଂସ୍ଥା ନାଁରେ ସାଇବର ଥାନାରେ ଏତଲା…

ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାର

ପୁରୀ: ନିଶା ନିବାରଣ କେନ୍ଦ୍ରରେ ଯୁବକଙ୍କ ମୃତ୍ୟୁ । ପୁରୀ ସଦର ଥାନା ଅନ୍ତର୍ଗତ ମଙ୍ଗରାଜପୁର ଛକ ନିକଟରେ ଥିବା ରାଇଟ ଫ୍ୟୁଚର ନିଶା ନିବାରଣ କେନ୍ଦ୍ରରେ ଘଟିଛି ଏଭଳି ଘଟଣା । ମୃତ ଯୁବକ ହେଉଛନ୍ତି ଚକ୍ରତୀର୍ଥ ରୋଡ ନୂଆ ସାହିର ଡି. ରାମ ମୁର୍ତ୍ତୀ ।‌ ଖବର ପାଇ ସଦର ଥାନା ପୋଲିସ ପହଞ୍ଚି…

ଗୋଟିଏ ସ୍କୁଟିରେ ୭ ଜଣ; ଲାଗିଲା ୨୧,୫୦୦ ଟଙ୍କାର ଫାଇନ

ସମ୍ବଲପୁର: ସମ୍ବଲପୁରର ଧନୁପାଲିରେ ଗୋଟିଏ ସ୍କୁଟିକୁ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ମୋଟା ଅଙ୍କର ଫାଇନ ଲାଗିଛି। ସୂଚନା ଅନୁଯାୟୀ, ରବିବାର ବିଳମ୍ବିତ ରାତିରେ ଛଅ ଜଣ ନାବାଳକଙ୍କ ସମେତ ସାତ ଜଣ ପିଲା ଗୋଟିଏ ସ୍କୁଟିରେ ବସି ଯାଉଥିଲେ। ଅତ୍ୟନ୍ତ ବେପରୁଆ ଭାବରେ ଢଙ୍ଗରେ…

ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ ସମସ୍ୟାକୁ ନେଇ ଆସନ୍ତାକାଲି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ

ଭୁବନେଶ୍ୱର : ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ ସମସ୍ୟା ସମାଧାନ ହେବା ନେଇ ଆସନାକାଲି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଉଚ୍ଚ ସ୍ତରୀୟ ବୈଠକ ବସିବ। ଆସନ୍ତାକାଲି ବୈଠକରେ ରେରା ସମ୍ବନ୍ଧୀୟ ବିଷୟଗୁଡିକର ସମୀକ୍ଷା ହେବ। ଏ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ, ଓରେରା ଅଧ୍ୟକ୍ଷ, ଜଙ୍ଗଲ…

ଧରାପଡିଲେ ୧ ଲକ୍ଷ ୮୧ ହଜାର ନକଲି ଚାଷୀ, ସମସ୍ତଙ୍କୁ ପଠାଗଲା ନୋଟିସ

ଭୁବନେଶ୍ବର: ଧରାପଡିଲେ ନକଲି ଚାଷୀ । ବର୍ଷ ବର୍ଷ ଧରି ରାଜସ୍ବ ଲୁଟ୍ କରି ଚାଲିଥିବା ଏହି ଚାଷୀ ମାନଙ୍କର ପର୍ଦ୍ଦାଫାସ ହୋଇଛି । ଯେଉଁମାନଙ୍କ ପାଇଁ ପ୍ରକୃତ ଚାଷ କରୁଥିବା ଲୋକ ଲାଭବାନ ହୋଇପାରୁନାହିଁ । ହେଲେ ଏମାନେ ମାଲାମାଲ ହେଇଛନ୍ତି ବୋଲି ଆଜି ଏଭଳି କହିଛନ୍ତି ସମବାୟ ମନ୍ତ୍ରୀ…

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଅଗଷ୍ଟ ୧ରୁ ଖୋଲିବ ଭିତରକନିକା, ମ୍ୟାନ୍‌ଗ୍ରୁଭ୍‌ ନର୍ସରୀ ସାଙ୍ଗକୁ ମ୍ୟୁଜିୟମ୍‌ର ନେବେ…

କେନ୍ଦ୍ରାପଡା: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଅଗଷ୍ଟ ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ। ଦୀର୍ଘ ୩ ମାସ ଧରି ବନ୍ଦ ରହିବା ପରେ ଭିତରକନିକା ଖୋଲୁଥିବାରୁ ପର୍ଯ୍ୟଟକ ବେଶ ଉତ୍ସାହିତ ଅଛନ୍ତି। ଏବେ ନୂଆ ରୂପରେ ସଜେଇ ହୋଇଛି ଭିତରକନିକା । ପର୍ଯ୍ୟଟକମାନେ…