Latest Odisha News

BREAKING NEWS

Browsing Category

ଓଡିଶା

Odisha

Jeevan zindabad: ଆତ୍ମହତ୍ୟା ରୋକିବାକୁ ପ୍ରୟାସ; ସେପ୍ଟେମ୍ବର ୧୦ରୁ ‘ଜୀବନ ଜିନ୍ଦାବାଦ୍’ କାର୍ଯ୍ୟକ୍ରମ..

ଭୁବନେଶ୍ୱର: ଗତ କିଛି ଦିନ ହେବ ଲଗାତାର ଭାବେ ରାଜ୍ୟର ଅନେକ ସ୍ଥାନରୁ ଆତ୍ମହତ୍ୟା ଖବର ସାମ୍ନାକୁ ଆସୁଛି । ସେ ବୟସ୍କ ହେଉଛି ଯୁବପିଢି କିଏ ନା କିଏ ଜୀବନ ହାରୁଛନ୍ତି । ଏଭଳି ଘଟଣା ଉପରେ କିପରି ରୋକ ଲାଗିବ ସେନେଇ ଆଜି ଲୋକସଭା ଭବନରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ…

କିଟରେ ୩୧ତମ ରାଜ୍ୟ ଏସଏନଏଆଇ ଦ୍ୱିବାର୍ଷିକ ସମ୍ମିଳନୀ ଉଦଯାପିତ

ଭୁବନେଶ୍ୱର: କିଟ୍‍ ବିଶ୍ୱବିଦ୍ୟାଳୟରେ ଷ୍ଟୁଡ଼େଣ୍ଟ ନର୍ସେସ୍‍ ଆସୋସିଏସନ ଅଫ୍‍ ଇଣ୍ଡିଆ(ଏସ୍‍ଏନ୍‍ଏଆଇ) ଓଡ଼ିଶା ରାଜ୍ୟ ଶାଖାର ୩୧ତମ ଦ୍ୱିବାର୍ଷିକ ସମ୍ମିଳନୀ ରବିବାର ଉଦ୍‍ଯାପିତ ହୋଇଯାଇଛି। ଭାରତୀୟ ତାଲିମପ୍ରାପ୍ତ ନର୍ସ ସଂଘ (ଟିଏନ୍‍ଏଆଇ)ର ଓଡ଼ିଶା ଶାଖା ଏବଂ କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍…

ଶ୍ରୀମନ୍ଦିର ପରିଚାଳନା ବୈଠକରେ ନିଷ୍ପତ୍ତି; ପ୍ରଥମ ହୁଣ୍ଡି ସ୍ଥାନାନ୍ତର ତାପରେ ଧାଡି ଦର୍ଶନ..

ପୁରୀ: ଶ୍ରୀମନ୍ଦିର ନୂଆ ପରିଚାଳନା କମିଟିର ପ୍ରଥମ ବୈଠକ ଶେଷ । ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋଚନା ହେବା ସହିତ କିଛି ବଡ଼ ନିଷ୍ପତ୍ତି ମଧ୍ୟ ନିଆଯାଇଛି । ସେଥିମଧ୍ୟରେ ଶ୍ରୀମନ୍ଦିରରେ ହୁଣ୍ଡି ସ୍ଥାନାନ୍ତର ପରେ ଖୁବଶୀଘ୍ର ଧାଡି ଦର୍ଶନ ଆରମ୍ଭ ହେବ ବୋଲି ନିଷ୍ପତ୍ତି ରହିଛି ।…

ପାଣିରେ ବୁଡ଼ି ମୃତ୍ୟୁ ନାଟକ; ପ୍ରେମିକ ସହ ପୁରୀରୁ ଉଦ୍ଧାର ମହିଳା

କଟକ: କଟକ ଜିଲ୍ଲା ବାଙ୍କି ଅଞ୍ଚଳର ଜଣେ ମହିଳା ତାଙ୍କ ପ୍ରେମିକଙ୍କ ସହ ପଳାଇବା ପାଇଁ ମୃତ୍ୟୁର ମିଛ ନାଟକ ରଚିଥିଲେ। ପରେ ଦୁହିଁଙ୍କୁ ପୁରୀରୁ ଠାବ କରାଯାଇଥିଲେ। ସୂଚନା ଅନୁଯାୟୀ, ରତାଗଡ଼ ଗାଁର ଜଣେ ମହିଳା ସୋମବାର ସକାଳେ 'ଖୁଦୁରୁକୁଣୀ' ମୂର୍ତ୍ତି ବିସର୍ଜନ ସମୟରେ ମହାନଦୀରେ ବୁଡ଼ି…

Bird Flu: ପୁଣି ବ୍ୟାପିଲାଣି କି ବାର୍ଡ ଫ୍ଲୁ! ମଲେଣି ୩୦୦ରୁ ଅଧିକ କୁକୁଡ଼ା

ଜଗତସିଂହପୁର: ପୁଣି ବ୍ୟାପିଲାଣି କି ବାର୍ଡ ଫ୍ଲୁ ! ଜଗତସିଂହପୁର ଜିଲ୍ଲା ମଖି ଅଞ୍ଚଳରେ ଦେଖିବାକୁ ମିଳିଛି କୁକୁଡ଼ା ମଡ଼କ। ଏକ ଫାର୍ମରେ ଗତକାଲି ରାତିରେ ୩୦୦ରୁ ଅଧିକ କୁକୁଡ଼ା ମରିଯାଇଛନ୍ତି। କେଉଁ କାରଣ ପାଇଁ କୁକୁଡ଼ା ମଡ଼କ ଘଟିଲା ତାହା ସ୍ପଷ୍ଟ ହୋଇ ପାରିନାହିଁ। କିନ୍ତୁ ଏହାକୁ ବାର୍ଡ…

ଆଇଆଇସିଙ୍କ ସ୍ବାମୀଙ୍କ ଦବଙ୍ଗଗିରି; ଥାନା ଘେରାଉ କରି ସାଧାରଣ ଲୋକଙ୍କ ପ୍ରତିବାଦ

ବଲାଙ୍ଗୀର: କଣ୍ଟାବାଞ୍ଜି IIC ରଶ୍ମିତା ବେହେରାଙ୍କ ସ୍ୱାମୀଙ୍କ ଦାଦାଗିରି । ମାତାଲ୍ ଅବସ୍ଥାରେ ଲୋକଙ୍କୁ ମାଡ଼ ମାରିଲେ IICଙ୍କ ସ୍ୱାମୀ ଅରବିନ୍ଦ ମହାପାତ୍ର । ରାତିଅଧରେ ଥାନା ଘେରାଉ କରି ସାଧାରଣ ଲୋକଙ୍କ ପ୍ରତିବାଦ । ତେବେ ମାମଲା ଅଧିକ ତେଜିବାରୁ କ୍ଷମା ମାଗିଛନ୍ତି ଥାନା ଅଧିକାରୀଙ୍କ…

Diarrhea: ପୁଣି ଡରାଇଲାଣି ଡାଇରିଆ: ୬ରୁ ୭ ଜଣ ଆକ୍ରାନ୍ତ, ଜଣେ ମହିଳା ମୃତ

ଯାଜପୁର: ୩ ମାସ ପରେ ପୁଣି ଯାଜପୁରରେ ଡାଇରିଆ ଆତଙ୍କ। ଝାଡାବାନ୍ତିରେ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ୬ରୁ ୭ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ବଡଚଣା ବ୍ଲକ ସାଉଡିଆ ପଂଚାୟତ ତାଳୁଆ ଦଳିତ ସାହିରେ ଝାଡାବାନ୍ତିରେ ଜଣେ ମହିଳାଙ୍କର କଟକ ମେଡିକାଲରେ ଚିକିତ୍ସାଧିନ…

Odisha Flood: ରାଜ୍ୟରେ ବର୍ଷା ସ୍ଥିତି ନେଇ ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା, କୌଣସି ନଦୀରେ ବନ୍ୟା ନାହିଁ

ଭୁବନେଶ୍ୱର: ରାଜ୍ୟରେ ବର୍ଷା ସ୍ଥିତି ନେଇ ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା। ଲଗାଣ ବର୍ଷା ଲାଗି ରହିଛି, ହେଲେ କୌଣସି ନଦୀରେ ବନ୍ୟା ନାହିଁ। ଯେଉଁ ଅଧିକ ବର୍ଷା ଆକଳନ ହୋଇଥିଲା ସେପରି ହେଲାନି। ଆଖୁଆପଦାରେ ବୈତରଣୀ ସତର୍କ ସଂକେତ ଉପରେ ଅଛି। ହେଲେ ଜଳସ୍ତର ବିପଦ…

Sagar Kavach 2: ଉପକୂଳ ସୁରକ୍ଷା ପାଇଁ ଆରମ୍ଭ ହେଲା ସମରାଭ୍ୟାସ ସାଗର କବଚ-୨

ପାରାଦୀପ: ବଙ୍ଗୋପସାଗରରେ ଆରମ୍ଭ ହୋଇଛି ଦୁଇ ଦିନିଆ ମିଳିତ ସମରାଭ୍ୟାସ ସାଗର କବଚ-୨ । ପାରାଦୀପରେ ଆଜିଠାରୁ ଆରମ୍ଭ ହୋଇଛି ଦୁଇଦିନିଆ ଉପକୂଳ ସମରଭ୍ୟାସ । ଏଥିରେ ସାମିଲ୍ ହୋଇଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୧୮ଟି ସଂସ୍ଥା । ଜଳପଥରେ ଆତଙ୍କବାଦୀ ଅନୁପ୍ରବେଶ ପ୍ରତିହତ କରିବା ଲକ୍ଷ୍ୟ…

Malkangiri Mao: ସର୍ଚ୍ଚ ଅପରେସନ ବେଳେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ

ମାଲକାନଗିରି: ମାଲକାନଗିରି ଛତିଶଗଡ଼ ସୀମାନ୍ତ ବିଜାପୁର ଜିଲ୍ଲାର ତିନୋଟି ଭିନ୍ନ ଭିନ୍ନ ଜଙ୍ଗଲରୁ ୧୬ ଜଣ ମାଓବାଦୀଙ୍କୁ ଧରିବାରେ ସଫଳ ହୋଇଛନ୍ତି ସୁରକ୍ଷାକର୍ମୀ । ଏସଟିଏଫ୍, ଡିଆରଜି ଏବଂ ସିଆରପିଏଫ୍ ଜବାନଙ୍କ ପକ୍ଷରୁସେନା ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିବାବେଳେ ଏହି ୧୬ ଜଣ ହାର୍ଡକୋର…