Latest Odisha News

BREAKING NEWS

Browsing Category

ଓଡିଶା

Odisha

ରେଳ ଧାରଣାରୁ ଟ୍ରାଭେଲ୍ ବ୍ଲଗରଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱରର ପଳାସପାଲି ଅଞ୍ଚଳରେ ରବିବାର ଦିନ ଜଣେ ଲୋକପ୍ରିୟ ବାଇକର ତଥା ଟ୍ରାଭେଲ୍ ବ୍ଲଗର ସନ୍ଦୀପ କୁମାର ଦାସଙ୍କ ମୃତଦେହ ରେଳ ଧାରଣାରୁ ଉଦ୍ଧାର ହୋଇଛି। ପ୍ରାଥମିକ ସୂଚନା ଅନୁଯାୟୀ, ସକାଳେ ଲିଙ୍ଗରାଜ ରେଳ ଷ୍ଟେସନ ନିକଟ ପଳାସପାଲି ଅଞ୍ଚଳରେ ସ୍ଥାନୀୟ ଲୋକମାନେ ତାଙ୍କ…

ଉଚ୍ଚ ସ୍ୱରରେ ସଂଗୀତ ବଜାଇବା ଅଭିଯୋଗରେ ୨୦ ଡିଜେ ଗାଡି ଜବତ…

ବାଲେଶ୍ବର: ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ବ୍ୟବହୃତ ପ୍ରାୟ ୨୦ଟି ଡିଜେ ଗାଡିକୁ ଶବ୍ଦ ନିୟମ ଉଲ୍ଲଂଘନ କରିବା ଅଭିଯୋଗରେ ରବିବାର ଜବତ କରାଯାଇଛି। ଅଧିକାରୀମାନେ କହିଛନ୍ତି ଯେ ଶୁକ୍ରବାର ବିସର୍ଜନ ଶୋଭାଯାତ୍ରା ସମୟରେ ଗାଡିଗୁଡ଼ିକ ଅତ୍ୟନ୍ତ ଉଚ୍ଚ ସ୍ୱରରେ ସଂଗୀତ ବଜାଉଥିବା ନେଇ…

125th Mann Ki Baat: କାନୋଇଙ୍ଗ୍ ଚମ୍ପିୟାନ୍ ଓଡିଆ ଝିଅ ରଶ୍ମିତାଙ୍କୁ  ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୧୨୫ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ପ୍ରସାରଣ ହୋଇଛି । ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ‘ମନ୍ କି ବାତ୍’ ରେ ପ୍ରତ୍ୟେକ ଥର ପରି ସେ ବିଭିନ୍ନ କ୍ଷେତ୍ରର ସାଧାରଣ ଲୋକଙ୍କ ସଫଳତାକୁ ପ୍ରଶଂସା କରି ଲୋକଲୋଚନକୁ ଆଣିଥିଲେ । ଆଜି…

Nandankanan Zoo: ବ୍ୟାପୁଛି ବାର୍ଡ ଫ୍ଲୁ; ନନ୍ଦନକାନନ ପ୍ରାଣୀଉଦ୍ୟାନରେ ନିଆଗଲା ସତର୍କତା ମୂଳକ ପଦକ୍ଷେପ

ଭୁବନେଶ୍ୱର: ରାଜଧାନୀରେ ବ୍ୟାପିବରେ ଲାଗିଛି ବାର୍ଡ ଫ୍ଲୁ । ଏହାକୁ ନେଇ ଏବେ ଚିନ୍ତାରେ ନନ୍ଦନକାନନ ପ୍ରାଣୀଉଦ୍ୟାନ କର୍ତ୍ତୃପକ୍ଷ । ନନ୍ଦନକାନନ ପ୍ରାଣୀଉଦ୍ୟାନରେ ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି । ନନ୍ଦନକାନନର ଉନ୍ନତି କାର୍ଯ୍ୟ ଚାଲୁ ରହିଥିବାରୁ ପୂର୍ବରୁ ହୋଇଥିବା ବାର୍ଡ ଫ୍ଲୁକୁ…

Koraput Municipality: କୋରାପୁଟ ମ୍ୟୁନିପାଲିଟି ପାଇବ ଶ୍ରେଷ୍ଠ ପୌରାଞ୍ଚଳ ପୁରସ୍କାର

କୋରାପୁଟ: ରାଜ୍ୟର ଶ୍ରେଷ୍ଠ ପୁରସ୍କାର ପାଇବ କୋରାପୁଟ ପୌରାଞ୍ଚଳ । ଏନେଇ କୋରାପୁଟ ପୌରାଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ ପ୍ରକାଶ କରିଛନ୍ତି । ସ୍ବାୟତ୍ତ ଶାସନ ଦିବସରେ ଉଲେଖନୀୟ କାର୍ଯ୍ୟ ପାଇଁ କୋରାପୁଟ ମ୍ୟୁନିସିପାଲିଟିକୁ ରାଜ୍ୟର ଶ୍ରେଷ୍ଠ ପୌରାଞ୍ଚଳ ଭାବେ ପୁରସ୍କୃତ କରାଯିବ । କୋରାପୁଟ…

Weather Update: ଆସୁଛି ୨ଟି ଲଘୁଚାପ; ଆଜିଠୁ ପ୍ରବଳ ବର୍ଷିବ!, ଏହି ସବୁ ଜିଲ୍ଲାକୁ ସତର୍କ ଘଣ୍ଟି

ଭୁବନେଶ୍ୱର: ରାଜ୍ୟରେ ମୌସୁମୀ ବର୍ଷା ଜାରି ରହିଛି । ଆଗକୁ ବଙ୍ଗୋପସାଗରରେ ଆଉ ୨ଟି ଲଘୁଚାପ ସୃଷ୍ଟିହେବା ସମ୍ଭାବନା ଥିବାରୁ ପ୍ରବଳ ବର୍ଷା ହୋଇପାରେ । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନାନୁସାରେ, ଆସନ୍ତା ୩ ରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟିହେବ। ଏହାର ପ୍ରଭାବରେ…

Belpahad Municipality corruption: ବହୁଚର୍ଚ୍ଚିତ ବେଲପାହାଡ଼ ମ୍ୟୁନିସିପାଲଟି ଦୁର୍ନୀତି ଘଟଣାରେ ଆଉ ଏକ…

ଝାରସୁଗୁଡ଼ା: ବେଲପାହାଡ଼ ମ୍ୟୁନିସିପାଲିଟି ଦୁର୍ନୀତି ଘଟଣାରେ ନିଆଗଲା ଆଉ ଏକ କାର୍ଯ୍ୟାନୁଷ୍ଠାନ । ମ୍ୟୁନିସିପାଲଟିର ପୂର୍ବତନ ନିର୍ବାହୀ ଅଧିକାରୀ ତଥା ଏବେର ମୟୁରଭଞ୍ଜ ଜିଲ୍ଲା ଜାମଡା ତହସିଲଦାର ମଧୁସ୍ମିତା ସିଂଙ୍କୁ ନିଲମ୍ବିତ କରାଯାଇଛି । ସ୍ବତନ୍ତ୍ର ଅଡିଟ୍ ରିପୋର୍ଟ ଦାଖଲ ପରେ ରାଜସ୍ବ…

ଚାକିରି ଦେବା ନାଁରେ ଯୁବତୀଙ୍କୁ ଘରୁ ଡାକି ନେଇ ଗଣଦୁଷ୍କର୍ମ ଅଭିଯୋଗ

ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଞ୍ଚଳରେ ଲଜ୍ଜା । ଶୁକ୍ରବାର ଚାକିରି ଦେବା ନାଁରେ ଯୁବତୀଙ୍କୁ ଘରୁ ଡାକି ନେଇ ୫ ଜଣ ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିବା ସୂଚନା । ଏନେଇ ଶନିବାର ଥାନାରେ ମାମଲା ରୁଜୁ ହୋଇଛି । ଘଟଣାରେ ୨ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ପୋଲିସ ।…

Digital arrest scam : ଇଞ୍ଜିନିୟରଙ୍କୁ ୬ ଲକ୍ଷ ଚୂନ ଲଗାଇଲେ ମାଟ୍ରିକ୍‌ ଫେଲ୍‌ ଠକ

ଭୁବନେଶ୍ବର: କମିସନରେଟ ପୋଲିସ ହାତରେ ଧରାପଡିଲେ ୩ ସାଇବର ଠକ। ପୋଲିସ ଦୁଇଜଣଙ୍କୁ ଗୁଜୁରାଟରୁ ଆଉ ଜଣଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି । କୋରିଅରରେ ଗଞ୍ଜେଇ ଆସିଥିବା କହି ଠକ ଡିଜିଟାଲ ଆରେଷ୍ଟ କରିଥିଲେ। ଗୁଜରାଟର ଏକ ସାଇବର ଠକ ଗ୍ୟାଙ୍ଗ ସ୍କାଇପ ଜରିଆରେ ଓଡ଼ିଶାର ଜଣେ ବ୍ୟକ୍ତିଙ୍କୁ…

ରାଜ୍ୟର ପାଣିପାଗ ଓ କୃଷି ଉପଦେଶ ମଡେଲର ପ୍ରଶଂସା କଲେ ନୋବେଲ ପୁରସ୍କାର ବିଜେତା ମାଇକେଲ କ୍ରେମର

ଭୁବନେଶ୍ୱର: ଚିକାଗୋ ବିଶ୍ୱବିଦ୍ୟାଳୟର ନୋବେଲ ପୁରସ୍କାର ବିଜେତା ପ୍ରଫେସର ମାଇକେଲ କ୍ରେମର(Nobel Laureate Michael Kremer) ଏବଂ ତାଙ୍କର ୧୨ ଜଣିଆ ଦଳ ୩୦ ଅଗଷ୍ଟ ୨୦୨୫ ରେ କୃଷି ଭବନ ପରିଦର୍ଶନ କରିଛନ୍ତି । ରାଜ୍ୟର ଚାଷୀ ସମାଜ ମଧ୍ୟରେ ପାଣିପାଗ ପୂର୍ବାନୁମାନ ପ୍ରସାରଣ ଏବଂ ଏହାର…