Latest Odisha News

BREAKING NEWS

Browsing Category

ଓଡିଶା

Odisha

୨୦୨୫-୨୬ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାର ଶୁଭାରମ୍ଭ; ଜୁଲାଇ ୧୭ରୁ ଅଗଷ୍ଟ ୧୫ ଯାଏଁ ପଞ୍ଜିକରଣ

ଭୁବନେଶ୍ୱର: ରାଜ୍ୟର ବରିଷ୍ଠ ନାଗରିକମାନଙ୍କୁ ତୀର୍ଥଯାତ୍ରାର ସୁଯୋଗ ଦେବା ପାଇଁ ରାଜ୍ୟ ପର୍ଯ୍ୟଟନ ବିଭାଗ ୨୦୨୫ -୨୬ ଆର୍ଥିକ ବର୍ଷ ପାଇଁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଆଜି ଭୁବନେଶ୍ୱରସ୍ଥିତ ପାନ୍ଥନିବାସର ଅଡିଟରିୟମରେ ଆୟୋଜିତ ଏକ ସାମ୍ବାଦିକ…

ବଜ୍ରାଘାତରେ ଚାଲିଗଲା ଶାଶୂ ଓ ବୋହୂଙ୍କ ଜୀବନ

କେନ୍ଦୁଝର:କେନ୍ଦୁଝରର ତେଲକୋଇ ଥାନା ବିଞ୍ଜିବାହାଳ ଗାଁରେ ବଜ୍ରାଘାତ । ବଜ୍ରାଘାତରେ ୨ ମହିଳାଙ୍କ ମୃତ୍ୟୁ । ବିଞ୍ଜିବାହାଳ ଗାଁରେ ବଜ୍ରାଘାତରେ ମୃତ୍ୟୁ ହୋଇଥିବା ଦୁଇ ମହିଳା ସଂପର୍କରେ ଶାଶୂ ଓ ବୋହୂ ବୋଲି ଜଣାପଡିଛି । ମୃତକ ହେଲେ ଟେଣ୍ଟ ନାଏକଙ୍କ ସ୍ତ୍ରୀ ରୁକ୍ମିଣୀ ନାଏକ(୫୦) ଓ ବୋହୂ…

ଓଡ଼ିଶା ବନ୍ଦ ଡାକରାକୁ ନେଇ ଟ୍ବିନ୍‌ ସିଟିରେ କଡ଼ା ସୁରକ୍ଷା, କଂଗ୍ରେସ କର୍ମୀଙ୍କୁ ଜଗିବ ଏଆଇ ଓ ଡ୍ରୋନ୍‌

ଭୁବନେଶ୍ୱର: କଂଗ୍ରେସର ଓଡ଼ିଶା ବନ୍ଦ ଡାକରାକୁ ନେଇ ଟ୍ବିନ୍‌ ସିଟିରେ କଡ଼ା ସୁରକ୍ଷା। ସମସ୍ତ ଆନ୍ଦୋଳନକାରୀଙ୍କ ଉପରେ ନଜର ରଖିବ ଏଆଇ କ୍ୟାମେରା ଓ ଡ୍ରୋନ୍‌। ଆଇନ୍ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଲେ ପୋଲିସ କମିଶନର। ଲୋକସେବା ଭବନ, ବିଧାନସଭା, ରାଜୀବ ଭବନରେ କଡ଼ା…

୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ୨୧ରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ଏନେଇ ସୂଚନା ଜାରି କଲା ସାଧାରଣ ପ୍ରଶାସନ ବିଭାଗ। ଅନିବାର୍ଯ୍ୟ କାରଣ ଯୋଗୁଁ ବନ୍ଦ ରହିବ ଅଭିଯୋଗ ଶୁଣାଣି। ଜୁଲାଇ ୭ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଜୁନ ୩୦…

‘ଓଡିଶା ସରକାରଙ୍କ ସମସ୍ତ ଗୁଳି ସରିବା ଯାଏ ଲଢିବ ବିଜେଡି’: ପୋଲିସ୍ ଆକ୍ସନ ନେଇ ବର୍ଷିଲେ ସଂତୃପ୍ତ ମିଶ୍ର….

ଭୁବନେଶ୍ବର: ବାଲେଶ୍ବର ଏଫଏମ ବିଏଡ୍ ଛାତ୍ରୀ ସୌମ୍ୟାଶ୍ରୀ ବିଶି ମୃତ୍ୟୁ ମାମଲାରେ ଆଜି ବିରୋଧୀ ବିଜେଡି ଲୋକସେବା ଭବନ ଘେରାଉ କରିବାକୁ ଉଦ୍ୟମ କରିଥିବା ବେଳେ ମୁହଁମୁହିଁ ହୋଇଥିଲା ପୋଲିସ୍ ବିଜେଡି କର୍ମୀ । ଯେଉଁଥିରେ ଆନ୍ଦୋଳନକାରୀ ବିଜେଡି ନେତାଙ୍କୁ ପୋଲିସ୍ ରୋକିବାକୁ ଚେଷ୍ଟା…

ଖବର ଭାଇରାଲ ହେବା ପରେ, ସୌମ୍ୟାଶ୍ରୀଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିବା ଯୁବକଙ୍କ ମା‘ଙ୍କ ସହ କଥା ହେଲେ…

ଭୁବନେଶ୍ବର: ଆଜି ସିନା ସୌମ୍ୟାଶ୍ରୀ ନାହାନ୍ତି, ହେଲେ ତାଙ୍କୁ ବଞ୍ଚାଇବା ପାଇଁ ଶତ ଚେଷ୍ଟା କରିଥିବା ଯୁବକ ଜଣଙ୍କ ପୋଡାଜଳା ଯନ୍ତ୍ରଣା ସହ ଯୁଝି ହେଉଛନ୍ତି । ହେଲେ ତାଙ୍କୁ ଅଣଦେଖା କରାଯାଇଛି । ଯାହା ବିଭିନ୍ନ ଗଣମାଧ୍ୟମରେ ଆଜି ସକାଳୁ ପ୍ରକାଶ ପାଇବା ପରେ ଆହତ ଉଦ୍ଧାର ଉଦ୍ୟମକାରୀ…

ଗଙ୍ଗାବାଡ଼ ଅଞ୍ଚଳକୁ ନିଜ ରାଜ୍ୟରେ ମିଶାଇବାକୁ ଆନ୍ଧ୍ରର ଚକ୍ରାନ୍ତ…

ଗଜପତି: ନିଜ ହରକତରୁ ବାଦ ଆସୁନି ଆନ୍ଧ୍ର । ଓଡ଼ିଶା ସୀମାରେ ପୁଣି ଆନ୍ଧ୍ରର ଅନୁପ୍ରବେଶ ଉଦ୍ୟମ । ଗଜପତି ଜିଲ୍ଲା ରାୟଡ ବ୍ଲକ ଗଙ୍ଗାବାଡ଼ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ପକ୍କା ଘର, ଭତ୍ତା, ପିଲାଙ୍କ ଶିକ୍ଷା ପାଇଁ ଟଙ୍କା, ହଷ୍ଟେଲ ବ୍ୟବସ୍ଥା, ବସ ସେବା ଭଳି ଅନେକ ପ୍ରଲୋଭନ ଦେଖାଇ ନିଜ…

କଣାସ ବ୍ଲକରେ ପରିସ୍ଥିତି ଉପରେ ତୀକ୍ଷ୍ମ ନଜର ରଖାଯାଇଛି: ଜିଲ୍ଲାପାଳ

ପୁରୀ: ପୁରୀ ଜିଲ୍ଲାର ବିଭିନ୍ନ ବ୍ଲକରେ ପ୍ରତିଦିନ ହଇଜା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ବିଶେଷ କରି ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ଝାଡା ବାନ୍ତିରେ ଜଣଙ୍କ ମୃତ୍ୟୁ ହେବା ସହ ପ୍ରତିଦିନ ୧୫ ରୁ ୨୦ ଜଣ ଝାଡା ବାନ୍ତିରେ ଆକ୍ରାନ୍ତ ହେଉଛନ୍ତି । ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସହ…

ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ; ପ୍ରଣବ ଦାସ ଏବଂ ପ୍ରୀତିରଞ୍ଜନ ଘଡ଼ାଇ ଆହତ

ଭୁବନେଶ୍ୱର: ଭୁବନେଶ୍ୱରର ଲୋକସେବା ଭବନ ଅଭିମୁଖେ ବିଜେଡିର ପଦଯାତ୍ରା ସମୟରେ ଦଳୀୟ ନେତା ପ୍ରଣବ ପ୍ରକାଶ ଦାସ ଏବଂ ପ୍ରୀତିରଞ୍ଜନ ଘଡ଼ାଇ ଆହତ ହୋଇଛନ୍ତି। ଏଫଏମ କଲେଜର ୨୦ ବର୍ଷୀୟ କଲେଜ ଛାତ୍ରୀଙ୍କ ପାଇଁ ନ୍ୟାୟ ଦାବି କରି ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ସୂଚନା ଅନୁଯାୟୀ,…

ଲୋୟର ପିଏମଜିରେ ଧସ୍ତାଧସ୍ତି ପୋଲିସ୍- ବିଜେଡି କର୍ମୀ: ଆହତ ହେଲେ ବିଜେଡି ନେତା….

ଭୁବନେଶ୍ବର: ସୌମ୍ୟାଶ୍ରୀଙ୍କ ମୃତ୍ୟୁ ମାମଲାକୁ ନେଇ ଏବେ ଉଠୁଛି ପଡୁଛି ଓଡିଶା । ବାଲେଶ୍ବର ଠାରୁ ଭୁବନେଶ୍ବର ସବୁଠି ବିରୋଧର ସ୍ବର ଦେଖିବାକୁ ମିଳୁଛି । ରଣକ୍ଷେତ୍ର ପାଲଟିଛି ଭୁବନେଶ୍ବର ଲୋକୟର ପିଏମଜି । ଆଜି ବିରୋଧୀ ବିଜେଡି ଲୋକସେବା ଭବନ ଘେରାଉ କରିବାକୁ ଉଦ୍ୟମ କରିଥିବା ବେଳେ…