Latest Odisha News

BREAKING NEWS

Browsing Category

ଓଡିଶା

Odisha

Aama Bus Strike: ‘ଆମ ବସ୍‌’ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ‌, ୪୨ ଦିନ ହେବ ମିଳୁନି ଦରମା

ଭୁବନେଶ୍ୱର: ‘ଆମ ବସ୍‌’ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ। ରାଜଧାନୀରେ ଗଡୁନି ଆମ ବସ୍। ୪୨ ଦିନ ହେବ ଦରମା ମିଳିନଥିବାରୁ ଡ୍ରାଇଭରଙ୍କ ଆନ୍ଦୋଳନ। ପୋଖରୀପୁଟ ଡିପୋରେ ଆନ୍ଦୋଳନ କାରଣରୁ ଅଟକିଛି ୪୩ଟି ବସ୍‌। ଓଭର ଡ୍ୟୁଟି ଚାପ, ESI ସମସ୍ୟା, ସାପ୍ତାହିକ ଛୁଟି ମିଳୁନଥିବା ଅଭିଯୋଗ।…

ଆଉ ୬ମାସ ବଢ଼ିଲା ପିଏମ୍ କିଷାନ ଅବଧି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର କେୱାଇସି ସମୟ ସୀମାକୁ ଛଅ ମାସ ବୃଦ୍ଧି କରିଛନ୍ତି ଓଡ଼ିଶା ସରକାର। ସେପ୍ଟେମ୍ବର ୮ ତାରିଖରୁ ଆରମ୍ଭ ହୋଇଥିବା ଏହି ଅବଧି ବୃଦ୍ଧିର ଲକ୍ଷ୍ୟ ହେଉଛି ଅଧିକ ଚାଷୀଙ୍କୁ ଯୋଜନାରେ ସାମିଲ କରିବା ଏବଂ ସେମାନଙ୍କୁ ଆର୍ଥିକ ସହାୟତା…

ଭାରତୀୟ ଲ କମିଶନ ଅଧ୍ୟକ୍ଷ ଜଷ୍ଟିସ୍‍ ଦିନେଶ ମହାଶ୍ୱେରୀଙ୍କ ଦ୍ୱାରା ପ୍ରଥମ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ମୁଟ୍‍ କୋର୍ଟ…

ଭୁବନେଶ୍ୱର: ଭାରତର ୨୩ତମ ଭାରତୀୟ ବିଧି ଆୟୋଗ ଅଧ୍ୟକ୍ଷ ତଥା ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‍ ଦିନେଶ ମାହେଶ୍ୱରୀଙ୍କ ଦ୍ୱାରା କିଟ୍‍ ଲ ସ୍କୁଲରେ ପ୍ରଥମ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ମୁଟ୍ କୋର୍ଟ ପ୍ରତିଯୋଗିତା ୨୦୨୫ ଉଦ୍‍ଘାଟିତ ହୋଇଯାଇଛି। ୩ଦିନ ଧରି ଚାଲିବାକୁ ଥିବା…

ସେପ୍ଟେମ୍ବର ୨୮ରେ ୨ୟ ନ୍ୟାସନାଲ ମେଡିଏସନ କର୍ମଶାଳା; ଯୋଗଦେବେ ଭାରତର ମୁଖ୍ୟ ବିଚାରପତିଙ୍କ ସମେତ…

ଭୁବନେଶ୍ୱର: ମଧ୍ଯସ୍ଥତା ମାଧ୍ୟମରେ ମକଦମା ଗୁଡିକର ସମାଧାନ ନେଇ ଚଳିତ ସେପ୍ଟେମ୍ବର ୨୮ ତାରିଖରେ ଭୁବନେଶ୍ବରରେ ହେବାକୁ ଯାଉଛି ଦ୍ଵିତୀୟ ନ୍ୟାସନାଲ ମେଡିଏସନ କର୍ମଶାଳା । ଲୋକସେବା ଭବନ ସ୍ଥିତ କନଭେନସନ ହଲରେ ହେବାକୁ ଥିବା ଏହି କର୍ମଶାଳାକୁ ସବୁ ଦିଗରୁ ସଫଳ କରିବା ଲାଗି ଆଇନ, ପୂର୍ତ୍ତ ଓ…

ଅବକାରୀ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ: ଏକ ଦିନରେ ୨.୬୩ କୋଟିର ବେଆଇନ ସାମଗ୍ରୀ ଜବତ

ଭୁବନେଶ୍ୱର: ଅବକାରୀ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ "ଏନ୍‌ଫୋର୍ସମେଣ୍ଟ ସ୍ପେଶାଲ୍ ଡ୍ରାଇଭ୍"ର ୧୧ତମ ଦିନରେ ଏକ ବଡ଼ ସଫଳତା ସହ ମୋଟ ୨.୬୩ କୋଟି ଟଙ୍କାର ବେଆଇନ ସାମଗ୍ରୀ ଜବତ ହୋଇଛି। ଏହି ବଡ଼ ଅଭିଯାନରେ ୨୬୩ଟି ମାମଲା ରୁଜୁ ହେବା ସହ ୧୫୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ୧୩,୮୨୭ BL…

ସାରା ଓଡ଼ିଶାରେ ୫,୦୦୦ ମହିଳାଙ୍କୁ ସଶକ୍ତ କରିଛି “ଦିଶା”

ବ୍ରହ୍ମପୁର: ଟାଟା ଷ୍ଟିଲ ଫାଉଣ୍ଡେସନ୍ (ଟିଏସ୍‌ଏଫ୍‌) ପକ୍ଷରୁ ଆଜି ବ୍ରହ୍ମପୁରରେ ଦିଶା ସମାବର୍ତ୍ତନ ସମାରୋହ ଅନୁଷ୍ଠିତ ହୋଇଯାଇଛି। “ଏନଲାଇଟେଡ୍ ଇକ୍ୱିଟେବଲ୍ ସୋସାଇଟି’ ବିଷୟବସ୍ତୁ ଉପରେ ଅଧାରିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ, କଳିଙ୍ଗନଗର ଏବଂ ସୁକିନ୍ଦା (ଯାଜପୁର), ବ୍ରାହମଣିପାଳ…

ପାଖେଇ ଆସୁଛି ଶାରଦୀୟ ଦୁର୍ଗାପୂଜା: ଭାରତୀୟ ରେଳବାଇ ପକ୍ଷରୁ ସ୍ବତନ୍ତ୍ର ଟ୍ରେନ୍‌ ସେବା ଯୋଗାଇବାକୁ ପ୍ରସ୍ତୁତି…

ଭୁବନେଶ୍ବର: ପାଖେଇ ଆସୁଛି ଶାରଦୀୟ ଦୁର୍ଗାପୂଜା । ଅକ୍ଟୋବର ୨ ତାରିଖରେ ସମଗ୍ର ଦେଶବାସୀ ପାଳିବେ ଦଶହରା ପର୍ବ । ଆଉ ଦିନକ ପରେ ଆରମ୍ଭ ହେବ ପୀଠରେ ମାଆଙ୍କର ଷୋଡଶ ଉପଚାର । ଆସନ୍ତା ୨୨ ତାରିଖ ଠାରୁ ମା’ ଦୁର୍ଗାଙ୍କ ନବରାତ୍ରୀ ଆରମ୍ଭ ହୋଇଯିବ । ବିଶେଷ ଭାବରେ ଓଡ଼ିଶା, ପଶ୍ଚିମବଙ୍ଗ,…

୨୦୨୫ ଶେଷରେ ଓଡ଼ିଶାରେ ବାତ୍ୟା ଆଶଙ୍କା!

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଏହା ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବ । ଏହାର ପ୍ରଭାବରେ ରାଜ୍ୟରେ ଆହୁରି ୨ ଦିନ ପ୍ରବଳ ବର୍ଷା ସମ୍ଭାବନା । ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳ ବର୍ଷା ହେବ । ଆସନ୍ତାକାଲି ପାଇଁ…

Archana Nag: ଅର୍ଚ୍ଚନା ନାଗ୍‌ଙ୍କ ଘରେ ED; ବିଲ୍‌ଡିଂ ସହ ଆସବାବପତ୍ର ଆଟାଚ୍

ଭୁବନେଶ୍ବର:ଅର୍ଚ୍ଚନା ନାଗଙ୍କ ଘରେ ED ଚଢ଼ାଉ । ୨୦୨୨ ଅର୍ଥ କାରବାର ମାମଲାରେ ଇଡି ଛାନ୍‌ଭିନ୍‌ ଚଳାଇଛନ୍ତି। ବେଆଇନ ଅର୍ଥ କାରବାର ମାମଲାରେ ଚଢ଼ାଉ କରିଛି ED । ପୂର୍ବରୁ ଘର ଛାଡ଼ିବା ପାଇଁ ଇଡି ନିର୍ଦ୍ଦେଶ ଦେଇଥିଲା। ଅର୍ଚ୍ଚନା ନାଗ ଇଡି ନିର୍ଦ୍ଦେଶ ଅବମାନନା କରିଥିବା ସୂଚନା ରହିଛି ।…

ସୁନା ଦରରେ ପୁଣି ବୃଦ୍ଧି; ରେକର୍ଡ ଭାଙ୍ଗିଲା ୨୪ କ୍ୟାରେଟ୍‌ ସୁନା

ଭୁବନେଶ୍ୱର: ଚିନ୍ତା ବଢାଇଲା ସୁନା ଦର । ଆଜି ପୁଣି ସୁନା ଦାମ୍‌ ରେ ବୃଦ୍ଧି ଘଟିଛି । ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୧ ଲକ୍ଷ ୧୧ ହଜାର ୨୮୦ ଟଙ୍କା ରହିଛି । ଗତକାଲି ୧ ଲକ୍ଷ ୧୦, ହଜାର ୫୦୯ ଟଙ୍କା ଥିଲା । ଏଥିରେ ୭୭୧ ଟଙ୍କା ବୃଦ୍ଧି ହୋଇଥିବା ସୂଚନା ରହିଛି । ସେହିପରି,…