Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆଉ ହେବନି ‘ହରିଜନ’ ଶବ୍ଦର ବ୍ୟବହାର

ଭୁବନେଶ୍ୱର: ଓଡ଼ିଶା ସରକାର ସମସ୍ତ ସରକାରୀ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ ଏବଂ ବିଭାଗଗୁଡ଼ିକୁ 'ହରିଜନ' ଶବ୍ଦ ଆଉ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅତିରିକ୍ତ ମୁଖ୍ୟ ସଚିବ, ପ୍ରମୁଖ ସଚିବ ଏବଂ କମିଶନର-କମ୍-ସଚିବମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ 'ହରିଜନ' ଶବ୍ଦଟି କୌଣସି…

ଓଡ଼ିଶାରେ ୪୨ ଲକ୍ଷ ଭୋଟ୍ ଚୋରୀ ହୋଇଛି: କଂଗ୍ରେସ

ପୁରୀ: ଓଡ଼ିଶା ସମେତ ସମଗ୍ର ଦେଶର ବିଭିନ୍ନ ରାଜ୍ୟରେ ଭୋଟ ଚୋରୀ ହୋଇଛି । ଓଡ଼ିଶାରେ ୪୨ ଲକ୍ଷ ଭୋଟ ଚୋରୀ ହୋଇଛି । ସୁନ୍ଦରଗଡ଼ ଜିଲ୍ଲା ତଳସରା, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାର କଣ୍ଟାମାଳ, କେନ୍ଦୁଝର ଜିଲ୍ଲାର ବିଭିନ୍ନ ବୁଥରେ ୨୦୨୪ ସାଧାରଣ ନିର୍ବାଚନରେ ଭୋଟର ଲିଷ୍ଟ ଠାରୁ ଅଧିକ ମତଦାନ ହୋଇଛି…

ଆସନ୍ତାକାଲି ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ…

ଭୁବନେଶ୍ୱର: ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବା ସହିତ, ଆଗାମୀ ପାଞ୍ଚ ଦିନ ମଧ୍ୟରେ ଓଡ଼ିଶାର ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) ମଙ୍ଗଳବାର ଆକଳନ କରିଛି। କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି…

୨୪ ବର୍ଷ ପରେ ଚେନ୍ନାଇରୁ ହତ୍ୟା ଅଭିଯୁକ୍ତଙ୍କୁ ଗିରଫ କଲା ଓଡ଼ିଶା ପୋଲିସ୍

ବ୍ରହ୍ମପୁର: ୨୪ ବର୍ଷ ଧରି ଫେରାର ଥିବା ଚେନ୍ନାଇରେ ଜଣେ ହତ୍ୟା ଅଭିଯୁକ୍ତକୁ ସୋମବାର ଦିନ ଗିରଫ କରାଯାଇଛି। ସେଠାରେ ସେ ଏକ ନିର୍ମାଣ ସଂସ୍ଥାରେ କାମ କରୁଥିଲେ। ଗଞ୍ଜାମ ଜିଲ୍ଲାର କେରାଣ୍ଡିଟୋଲା ଗ୍ରାମର ବାସିନ୍ଦା ଉଦୟ ପ୍ରଧାନ (୫୨) ଓରଫ ଗଣେଶ ନାମରେ କାମ କରୁଥିଲେ। ସୂଚନା…

ବିଧାନସଭା ଆଗରେ ୭ ବର୍ଷୀୟ ଝିଅ ସହ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ଭବନ ନିକଟରେ ମଙ୍ଗଳବାର ଦିନ ଜଣେ ୭ ବର୍ଷୀୟ ଝିଅ ସହ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମକୁ ପଣ୍ଡ କରିଛି ପୋଲିସ। ପ୍ରାଥମିକ ସୂଚନା ଅନୁଯାୟୀ, ବୌଦ୍ଧ ଜିଲ୍ଲାର କୋଟାସିଙ୍ଗା ଅଞ୍ଚଳର ଦୁଇଜଣ ନାବାଳିକା ଝିଅ ସହିତ ବିଧାନସଭା ଭବନ ଅଭିମୁଖେ ଯାଉଥିବା ସମୟରେ ପୋଲିସ…

ରାହୁଲଙ୍କ ପରି ଭୋଟକୁ ପ୍ରସଙ୍ଗ କରିବ କି ବିଜେଡି !

ନୂଆଦିଲ୍ଲୀ: ନିର୍ବାଚନ ପରିଚାଳନାରେ ସ୍ବଚ୍ଛତାକୁ ନେଇ ଉଠୁଛି ପଡୁଛି ଦେଶ ରାଜନୀତି। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭୋଟ୍ ଚୋରି ପ୍ରସଙ୍ଗ ବିରୋଧୀ ଇଣ୍ଡିଆ ମେଣ୍ଟରେ ଜୋଶ ଭରିଛି। ପୁରୁଣା କଥା ଭୁଲି ଏକାଠି ହେଲେଣି ବିଭିନ୍ନ ଦଳର ନେତା। ମମତା ହୁଅନ୍ତୁ କି ଅଖିଳେଶ କିମ୍ବା…

ଓଡ଼ିଶାରେ ପ୍ରତିଷ୍ଠା ହେବ ୨ଟି ସେମିକଣ୍ଡକ୍ଟର ମ୍ୟାନୁଫାକ୍‌ଚରିଂ ୟୁନିଟ୍‌, କେନ୍ଦ୍ର କ୍ୟାବିନେଟର ଅନୁମୋଦନ

ଭୁବନେଶ୍ୱର: ଓଡ଼ିଶାରେ ପ୍ରତିଷ୍ଠା ହେବ ୨ଟି ସେମିକଣ୍ଡକ୍ଟର ମ୍ୟାନୁଫାକ୍‌ଚରିଂ ୟୁନିଟ୍‌। ଭୁବନେଶ୍ବରରେ ହେବ ସିଲିକନ୍‌ କାର୍ବାଇଟ୍‌ ସେମିକଣ୍ଡକ୍ଟର ୟୁନିଟ୍‌। ଥ୍ରି ଡି ଗ୍ଲାସ୍‌ ସେମିକଣ୍ଡକ୍ଟର ୟୁନିଟ୍‌ ମଧ୍ୟ ଭୁବନେଶ୍ବରରେ ପ୍ରତିଷ୍ଠା ହେବ। ସେମିକଣ୍ଡକଟର ଓ ଥ୍ରୀଡି ଗ୍ଲାସ…

ସ୍ୱାଧୀନତା ଦିବସ ୨୦୨୫: ଜାଣନ୍ତୁ କିଏ କେଉଁଠାରେ କରିବେ ଜାତୀୟ ପତାକା ଉତ୍ତୋଳନ…..

ଭୁବନେଶ୍ବର: ଆଉ ମାତ୍ର ଦୁଇଟା ଦିନ । ସ୍ବାଧୀନତାର ୭୯ ବର୍ଷର ସ୍ବାଦ ଚାଖିବେ ଦେଶବାସୀ । ଦିଲ୍ଲୀରୁ ପଲ୍ଲୀ, ପୁଣି ଗର୍ବର ସହିତ ଉଡିବ ତ୍ରିରଙ୍ଗା । ଏଥିପାଇଁ ଓଡିଶା ସରକାର ଆସନ୍ତା ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ଅବସରରେ ବିଭିନ୍ନ ଜିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ…

ବରଗଡ଼ ଛାତ୍ରୀ ଜୀବନ ହାରିବା ଘଟଣା, ଗାଏସିଲେଟ୍ ଥାନାରେ ୩ ଜଣ ଅଟକ

ବରଗଡ଼: ବରଗଡ଼ ଗାଇସିଲେଟ ବ୍ଲକରେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଆତ୍ମାହୁତି ଘଟଣା ଏବେ ରହସ୍ୟ ପାଲଟିଛି। ନିଜେ ଜଳିଲେ ନା ଅନ୍ୟ କିଏ ଜାଳିଦେଲା ସେନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ। ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ। ମୃତ ଛାତ୍ରୀଙ୍କ ଅଜା, ଜଣେ ଦୋକାନୀଙ୍କ ସମେତ ୨…

ସଚିବସ୍ତରୀୟ ବୈଠକ; ସବୁ ସରକାରୀ ଅଫିସରେ ଲାଗିବ ଏଆଇ କ୍ୟାମେରା

ଭୁବନେଶ୍ୱର: ଏଣିକି ସବୁ ସରକାରୀ ଅଫିସରେ ଲାଗିବ ଏଆଇ କ୍ୟାମେରା। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ସଚିବ ସ୍ତରୀୟ ବୈଠକ ହୋଇଛି। ଏହି ବୈଠକରେ ୧୦ଟି ଦିଗ ଉପରେ ଫୋକସ ଦିଆଯାଇଛି। ୧୦ ଦିଗକୁ ଫୋକସ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ସେହି ଅନୁଯାୟୀ…