Latest Odisha News

BREAKING NEWS

Browsing Category

ଓଡିଶା

Odisha

Bhadrak Collector: ସାଇକେଲରେ କାର୍ଯ୍ୟାଳୟକୁ ଆସିଲେ ଭଦ୍ରକ ଜିଲ୍ଲାପାଳ; କହିଲେ ଅଧିକାରୀମାନେ ବି…

ଭଦ୍ରକ:ଆଗରୁ ଚାଷୀ ବେଶରେ ମଣ୍ଡିରେ ପହଞ୍ଚିଥିଲେ ଆଜି ରାସ୍ତାରେ ସାଇକେଲରେ ଯାଉଥିଲେ ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ । ମୁହଁରେ ମାସ୍କ ପିନ୍ଧି ସାଇକେଲ ଚଢ଼ି ଭଦ୍ରକ ଜିଲ୍ଲାପାଳ ଦିଲୀପ ରାଉତରାୟ ନିଜ ଆବାସିକ କାର୍ଯ୍ୟାଳୟରୁ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ସାଇକେଲରେ ଆସିଥିଲେ।…

ଓଡ଼ିଶାର ତୀର୍ଥଙ୍କର ଦାସ ଲୋକସଭାର ଯୁଗ୍ମ ସଚିବ ପାହ୍ୟାକୁ ପଦୋନ୍ନତି 

ନୂଆଦିଲ୍ଲୀ: ଲୋକସଭା ସଚିବାଳୟ ବାଲେଶ୍ବରର ତୀର୍ଥଙ୍କର ଦାସଙ୍କୁ ଯୁଗ୍ମ ସଚିବ ପାହ୍ୟାକୁ ପଦୋନ୍ନତି କରିଛନ୍ତି। ଡିସେମ୍ବର ୧୬ରେ ଜାରି ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ, "ତୀର୍ଥଙ୍କର ଦାସଙ୍କୁ ଡିସେମ୍ବର ୧୨, ୨୦୨୫ ଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପେ ମ୍ୟାଟ୍ରିକ୍ସର ସ୍ତର ୧୪ରେ…

Dhaulli Case: ଧଉଳି ଗଣଦୁଷ୍କର୍ମ ମାମଲା: ପୁରୁଷ ବନ୍ଧୁ କଲେ ସାଙ୍ଘାତିକ ଖୁଲାସା

ଭୁବନେଶ୍ୱର: ସାରା ରାଜ୍ୟରେ ହଇଚଇ ଖେଳାଇଛି ଭୁବନେଶ୍ୱର ଧଉଳି ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା । ମାମଲାରେ ୨ ଅଭିଯୁକ୍ତ ଗିରଫ ହୋଇଥିଲେ ବି, ଅନ୍ୟ ୩ ଜଣ ଫେରାର୍ ଅଛନ୍ତି। ରେଡ୍‌ଫ୍ଲାଗ ଅର୍ନ୍ତଭୁକ୍ତ ହୋଇଛି ଧଉଳି ଗଣଦୁଷ୍କର୍ମ। ମାମଲାର ଷ୍ଟାଟସ ରିପୋର୍ଟ ଡିଜିପିଙ୍କୁ ଜଣାଇବେ…

Cold Wave: କଲବଲ କରୁଛି ଶୀତ, ୨ ଦିନ ପାଇଁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ବର: ଜାଡ଼ରେ ଥରୁଛି ସମଗ୍ର ରାଜ୍ୟ । ରାତିର ତାପମାତ୍ର ଅହେତୁକ ହ୍ରାସ ପାଇଛି । ରାଜ୍ୟର ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୭ରୁ ୧୦ ଡିଗ୍ରୀ ମଧ୍ୟରେ ରହିଛି । ପାଞ୍ଚଟି ଜିଲ୍ଲାର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ସାଧାରଣତଃ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ଶୀତ…

ଗ୍ୟାରେଣ୍ଟର ପଡିବା ମହଙ୍ଗା ପଡିଲା

ବାଲେଶ୍ୱର: କୁହାଯାଏ କାହା ପାଇଁ ମାନି ପଡିବନି। ଆଉ ଯଦି ମାନି ପଡୁଛ ଭବିଷ୍ୟତରେ ହଇରାଣ ହେବାର ସମ୍ଭାବନା ରହିଛି। ସେମିତି ଏକ ଘଟଣା ଏବେ ଚର୍ଚ୍ଚାରେ। ଜଣେ ବ୍ୟକ୍ତି ଅନ୍ୟଜଣଙ୍କ ପାଇଁ ମାନି ପଡି ସର୍ବସ୍ୱାନ୍ତ ହେବାକୁ ପଡିଛି। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ବେଣୁଦା ଗାଁର ଯାଦବେନ୍ଦ୍ର…

OTET Exam: ୪୫୨ଟି କେନ୍ଦ୍ରରେ ଚାଲିଛି ଓଟିଇଟି ପରୀକ୍ଷା-୨୦୨୫

ଭୁବନେଶ୍ବର: ଆଜି ସାରା ରାଜ୍ୟରେ ଚାଲିଛି ଓଟିଇଟି ପରୀକ୍ଷା-୨୦୨୫ । ୪୫୨ଟି କେନ୍ଦ୍ରରେ ଆରମ୍ଭ ହୋଇଛି ଓଟିଇଟି ପରୀକ୍ଷା । ଓଟିଇଟି ପେପର-୧ ରେ ୪୭ ହଜାର ୭୨୦ ଜଣ ଓ ପେପର-୨ରେ ୧ ଲକ୍ଷ ୧୨ ହଜାର ୬୫୯ ପରୀକ୍ଷାର୍ଥୀ ଅଛନ୍ତି । ରାଜ୍ୟର ୧ ଲକ୍ଷ ୬୦ ହଜାର ୩୭୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା…

Odia Youth Return: ସୁଦାନ ଗୃହ ଯୁଦ୍ଧରେ ଫସିଥିବା ଓଡ଼ିଆ ପୁଅ ଫେରିଲେ; କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଲେ…

ଭୁବନେଶ୍ବର:ସୁଦାନରେ ବିଦ୍ରୋହୀ ଆତଙ୍କୀ ସଂଗଠନ ଆରଏସଏଫ ଆଦର୍ଶଙ୍କୁ ଅପହରଣ କରି ନେଇଥିଲା । ଫେରିବା ପରେ ନିଜ ଯନ୍ତ୍ରଣା କହି ଭାବବିହ୍ୱଳ ହୋଇ ପଡିଛନ୍ତି ଆଦର୍ଶ । ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ନିଖୋଜ ଥିବା ଜଗତସିଂହପୁର ଜିଲ୍ଲାର ଓଡିଆ ଯୁବକ ଆଦର୍ଶ କୁମାର ବେହେରାଙ୍କୁ ଉଦ୍ଧାର…

ବଡଦିନ ଓ ନୂଆବର୍ଷରେ କେବଳ ସିଂହଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ ଅନୁମତି

ପୁରୀ:ବଡଦିନ ଓ ନୂଆବର୍ଷରେ କେବଳ ଶ୍ରୀମନ୍ଦିର ସିଂହଦ୍ବାର ଦେଇ ଭକ୍ତମାନେ ପ୍ରବେଶ କରିବେ ଏବଂ ଅନ୍ୟ ତିନି ଦ୍ଵାର ଦେଇ ପ୍ରସ୍ଥାନ କରିବେ ବୋଲି ନିଷ୍ପତ୍ତି ନିଆଯାଇଛି। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।…

ଗୁଣି ଗାରେଡ଼ି ପାଇଁ ମାଟିରେ ପୋତି ହୋଇ ଘର ମାଲିକ ମୃତ

କେନ୍ଦ୍ରାପଡ଼ା: ଗୁଣିଗାରେଡ଼ି ନେଲା ଜୀବନ । ଗୁଣିଗାରେଡ଼ି ପୂଜା ବେଳେ ମାଟିତଳେ ପୋତି ହୋଇ ଜଣେ ମୃତ। କେନ୍ଦ୍ରାପଡ଼ା ନିକିରାଇ ଥାନା ଅନ୍ତର୍ଗତ ପାଳକଣା ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଖବରମୁତାବକ, ପାଳକଣା ଗାଁ ଜଗବନ୍ଧୁ ମହାରଣାଙ୍କ ନିଜ ଘରେ ଚାଲିଥିଲା ଗୁଣି…

ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କୁ ଲାଗି ହେଲା ପହିଲି ଭୋଗ

କେନ୍ଦ୍ରାପଡ଼ା: ପବିତ୍ର ଧନୁ ସଂକ୍ରାନ୍ତିରେ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ପାଖରେ ପହିଲି ଭୋଗ ଲାଗି ହୋଇଛି । ଏହ ସହ ମହାପ୍ରଭୁଙ୍କ ପାଖରେ ଧନୁ ମୁଁଆ ଭୋଗ ଲାଗି ହୋଇଛି। ଶାସ୍ତ୍ର ଅନୁଯାୟୀ ମା’ ଲକ୍ଷ୍ମୀ ଧନୁ ସଂକ୍ରାନ୍ତି ପୂର୍ବ ମାସନ୍ତ ରାତିରେ ନିଜ ପିତୃ ଆଳୟକୁ ଯାତ୍ରା କରିଥାନ୍ତି।…