Latest Odisha News

BREAKING NEWS

Browsing Category

ଓଡିଶା

Odisha

‘ଖୁବଶୀଘ୍ର କଟକରେ ହୋଇପାରେ ବିମାନବନ୍ଦର!’

କଟକ: କଟକବାସୀଙ୍କ ପାଇଁ ଖୁସି ଖବର। ଖୁବଶୀଘ୍ର କଟକରେ ହେବ ବିମାନବନ୍ଦର। ସିଲଭର ସିଟିରେ ଖୁବ୍ ଶୀଘ୍ର ନିଜସ୍ୱ ଏକ ବିମାନବନ୍ଦର ତିଆରି ହୋଇପାରେ ବୋଲି କହିଛନ୍ତି କଟକର ସାଂସଦ ଭତୃହରି ମହତାବ। ସେ ଏକ ସାମ୍ବାଦିକଙ୍କ ସହ ଆଲୋଚନା ସମୟରେ ଏହି ସୂଚନା ଦେଇଛନ୍ତି। ଖବର ଅନୁସାରେ ସାଂସଦ…

ଦାୟିତ୍ଵ ନେଲେ ନୂଆ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି

ଭୁବନେଶ୍ୱର: ଦାୟିତ୍ବ ନେଲେ ନୂଆ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି। ଆତ୍ମାହୁତି ପ୍ରସଙ୍ଗରେ ଦେଲେ ନିଜର ପ୍ରତିକ୍ରିୟା। ଆତ୍ମାହୁତି ପ୍ରସଙ୍ଗକୁ ନେଇ ସେ କହିଛନ୍ତି କେହି ଆଇନର ଉର୍ଦ୍ଧ୍ବରେ ନୁହଁନ୍ତି, ଅନୁଧ୍ୟାନ କରିବି। ମହିଳାଙ୍କ ସୁରକ୍ଷା ନେଇ ଆଇନରେ କଠୋର ପଦକ୍ଷେପ ଦରକାର।…

୧୨ନକଲି ଗୁମାସ୍ତା ଗିରଫ; ମହାପ୍ରଭୁଙ୍କ ଦର୍ଶନ କରାଇବା ଆଳରେ ଲୁଟୁଥିଲେ ଟଙ୍କା

ପୁରୀ: ପୋଲିସ ହାତରେ ବନ୍ଧା ହେଲେ ନକଲି ଗୁମାସ୍ତା। ପୁରୀ ସିଂହଦ୍ଵାର ଓ ଟାଉନ ଥାନା ପୋଲିସ ୧୨ ଜଣ ନକଲି ଗୁମାସ୍ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବିଏନଏସ୍ ଧାରା ୧୧୧ ଅନୁଯାୟୀ ଏହି ନକଲି ଗୁମାସ୍ତାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ…

ଆଖି ବୁଜିଲେ ଅର୍ଦ୍ଧଦଗ୍ଧ ନାବାଳିକା, ବୁର୍ଲା ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ବରଦଡ଼: ଆଖି ବୁଜିଲେ ବରଗଡ଼ର ଅର୍ଦ୍ଧଦଗ୍ଧ ନାବାଳିକା। ଏନେଇ ବରଗଡ଼ ଦାୟିତ୍ବରେ ଥିବା ବଲାଙ୍ଗିର ଏସ୍‌ପି ଅଭିଳାଷ.ଜି ଦେଇଛନ୍ତି ସୂଚନା। ଡାକ୍ତର ମୃତ ଘୋଷଣା କରିଥିବା କହିଲେ ଭାରପ୍ରାପ୍ତ ଏସ୍‌ପି। ବୁର୍ଲା ମେଡିକାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାଙ୍କର ମୃତ୍ୟୁ ଘଟିଛି। ବରଗଡ଼ରୁ…

ରାଜ୍ୟରେ ପ୍ରଥମ: ମିଠା ହେବ ସମୁଦ୍ର ପାଣି, ପାଣି ସମସ୍ୟା ଦୂର କରିବ ଡିସାଲିନେସନ୍ ପ୍ରକ୍ରିୟା…

ବ୍ରହ୍ମପୁର: ଏଣିକି ସମୁଦ୍ର ପାଣି ବି ହୋଇପାରିବ ବ୍ୟବହାରଯୋଗ୍ୟ । ଦୂର ହେବ ସମୁଦ୍ର ଉପକୂଳବର୍ତ୍ତୀଙ୍କ ପାଣି ସମସ୍ୟା ।  ଏଥିପାଇଁ ରାଜ୍ୟରେ ପ୍ରଥମ ଥର ପାଇଁ ଖୋଲାଯାଇଛି ଡିସାଲିନେସନ ପ୍ଲାଣ୍ଟ ଅର୍ଥାତ୍ ଲୁଣିଆ ପାଣିରୁ ଲୁଣ କିମ୍ବା ଅଲଗା ମିନେରାଲ୍ସକୁ ଅଲଗା କରିବା ପ୍ରକ୍ରିୟା…

ପଟ୍ଟାମୁଣ୍ଡାଇ ଛାତ୍ରୀ ପୋଡି ଘଟଣା: ଆତ୍ମହତ୍ୟା ପାଇଁ ଉସୁକାଇଥିଲେ କି ପୁରୁଷ ବନ୍ଧୁ?, କଲ ଲିଷ୍ଟରୁ ମିଳିଲା…..

କେନ୍ଦ୍ରାପଡା: ଏବେ ବି ରହସ୍ୟ ଘେରରେ ପଟ୍ଟାମୁଣ୍ଡାଇ ଛାତ୍ରୀ ପୋଡି ଘଟଣା । କିଏ କହୁଛି ସତ? କାହିଁକି ଏତେ ବଡ ପଦକ୍ଷେପ ନେଲେ ଛାତ୍ରୀ ଜଣଙ୍କ । ଏନେଇ ତଦନ୍ତକାରୀ ଟିମ୍ ଏବେ ସୂତା ଖିଅ ଖୋଲୁଥିବା ବେଳେ ପୁରୁଷ ବନ୍ଧୁଙ୍କୁ ହେପାଜତରେ ନେଇଛି ପୋଲିସ୍ । ଯାହାକୁ ନେଇ ଏବେ ଅନେକ ପ୍ରଶ୍ନ…

ନାବାଳିକାଙ୍କ ଆତ୍ମାହୁତି ଉଦ୍ୟମ,କାରଣ ଅସ୍ପଷ୍ଟ;ତଦନ୍ତ ପାଇଁ ପୋଲିସ ଟିମ୍‌ ଗଠନ

ବରଗଡ଼: ଗାଇସିଲଟ ଥାନା ଫିରିଙ୍ଗିମାଲରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ୧୩ ବର୍ଷ ବୟସ୍କା ନାବାଳିକା ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବାର ସୂଚନା ରହିଛି। ସଙ୍କଟାପନ୍ନ ଅବସ୍ଥାରେ ଆମ୍ବୁଲାନ୍ସରେ ପଦ୍ମପୁରରୁ ବୁର୍ଲା ହସ୍ପିଟାଲକୁ ସ୍ଥାନାନ୍ତର…

କଡ଼ା ନଜରରେ ରହିବେ କଏଦୀ, ୫ଟି ଜେଲ୍‌ରେ ଉଡ଼ିବ ଡ୍ରୋନ୍

କଟକ: ଏଣିକି କଡ଼ା ନଜରରେ ରହିବେ କଏଦୀ। ରାଜ୍ୟର ବିଭିନ୍ନ ଜେଲ୍‌ର କଏଦୀଙ୍କ ବିଶୃଙ୍ଖଳିତ ଆଚରଣ ଏବେ ଜେଲ୍ ବିଭାଗ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ଜେଲ ଉପରେ ଡ୍ରୋନ୍ ଉଡାଯିବାକୁ ନିଷ୍ପତ୍ତି ନିଆଯାଇଛି। ଜେଲ୍ ପାଚେରି ଦେଇ ନିଶା ସାମଗ୍ରୀ ଜେଲ୍ ଭିତରକୁ ଆସୁଛି।…

୧୩ରେ ଲଘୁଚାପ, ରାଜ୍ୟରେ ଝଡ ପବନ ସହ ବର୍ଷା ସମ୍ଭାବନା: ଆଜି ପାଇଁ ୨୬ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ଆସନ୍ତା ୧୩ ତାରିଖରେ ଉତ୍ତର ପଶ୍ଚିମ ଓ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇପାରେ। ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ମଙ୍ଗଳବାରଠାରୁ ବର୍ଷା ଆରମ୍ଭ ହୋଇଯିବ। ତିନି ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି। ଦକ୍ଷିଣ ଓଡ଼ିଶାରେ…

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲା; ଆଜିଠୁ ୨ଦିନିଆ ରିମାଣ୍ଡରେ ଜିତେନ ଓ ବିଜୟ

କଟକ:ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲାରେ କ୍ରାଇମବ୍ରାଞ୍ଚକୁ ମିଳିବ ଅଧିକ ତଥ୍ୟ। ଆଜିଠାରୁ ଦୁଇ ଅଭିଯୁକ୍ତ ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ଏବଂ ଏକ୍ସ କ୍ୟାଡର ଶିକ୍ଷକ ସଂଘର ପୂର୍ବତନ କାର୍ଯ୍ୟକାରୀ ସଭାପତି ବିଜୟ ମିଶ୍ରଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଆଣିବ। ୧୧ ଏବଂ…