Latest Odisha News

BREAKING NEWS

Browsing Category

ଓଡିଶା

Odisha

ଝାରସୁଗୁଡ଼ାରେ ୪୪୪ରୁ ଅଧିକ ବାଂଲାଦେଶୀ ଓ ରୋହିଙ୍ଗ୍ୟା ଅଟକ

ଭୁବନେଶ୍ବର: ଝାରସୁଗୁଡା ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ଅବୈଧ ଭାବେ ରହୁଥିବା ୪୪୪ ଜଣରୁ ଅଧିକ ବାଙ୍ଗାଦେଶୀ ଓ ରୋହିଙ୍ଗ୍ୟାଙ୍କୁ ଚିହ୍ନଟ କରାଯାଇଛି। ସମସ୍ତଙ୍କୁ ଅଟକ ରଖାଯାଇଛି। ଝାରସୁଗୁଡ଼ା ପୋଲିସ ସବ ଡିଭିଜନ ଅଂଚଳରର ୧୮୩ ଏବଂ ବ୍ରଜରାଜନଗର ସବ ଡିଭିଜନ ଅଂଚଳରୁ ୨୬୧ ଜଣଙ୍କୁ ଅଟକ…

ଦିଗପହଣ୍ଡିରେ ଡାଇରିଆ ପୂର୍ଣ୍ଣ ନିୟନ୍ତ୍ରଣାଧୀନ: ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକର ଉସ୍ତପଲ୍ଲୀ ଗ୍ରାମରେ ଦେଖାଦେଇଥିବା ଡାଇରିଆ ରୋଗକୁ ସପୂର୍ଣ୍ଣ ନିୟନ୍ତ୍ରଣାଧୀନ କରାଯାଇଛି। ଚଳିତ ମାସ ୬ରେ ବିକ୍ଷିପ୍ତ ଭାବେ ଆରମ୍ଭ ହୋଇଥିବା ଏହି ରୋଗ ସ୍ଥିତିରେ ସୁଧାର ଆସିଛି। ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର…

ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୯ ବରିଷ୍ଠ ଡାକ୍ତରଙ୍କୁ ନିଯୁକ୍ତି

ଭୁବନେଶ୍ୱର: ଓଡ଼ିଶା ସରକାର ନଅ ଜଣ ବରିଷ୍ଠ ଡାକ୍ତରଙ୍କ ନିଯୁକ୍ତି ଏବଂ ବଦଳି ସହିତ ମେଡିକାଲ କଲେଜ ଏବଂ ହସ୍ପିଟାଲ (ଏମସିଏଚ)ରେ ଏକ ଅଦଳବଦଳ କରିଛନ୍ତି। ବ୍ରହ୍ମପୁରର MKCG ଏମସିଏଚର ଅଧୀକ୍ଷକ ସୁଚିତ୍ରା ଦାସଙ୍କୁ ସେହି ପ୍ରତିଷ୍ଠାନର ଡିନ୍ ଏବଂ ପ୍ରିନ୍ସିପାଲ ଭାବେ ନିଯୁକ୍ତ କରାଯାଇଛି।…

ଓଡ଼ିଶା ଉପକୂଳରେ ହେବ କ୍ଷେପଣାସ୍ତ୍ର ପରୀକ୍ଷଣ, ୨ ଦିନ ଯାଏଁ ମାଛ ଧରା ବ୍ୟାନ

ଭୁବନେଶ୍ୱର: ବାଲେଶ୍ୱରର ଚାନ୍ଦିପୁରରେ ଥିବା ଇଣ୍ଟିଗ୍ରେଟେଡ ଟେଷ୍ଟ ରେଞ୍ଜ (ITR) ଏବଂ ଭଦ୍ରକ ଜିଲ୍ଲାର ଡକ୍ଟର APJ ଅବଦୁଲ କଲାମ ଦ୍ୱୀପରୁ ଡିଆରଡିଓ କ୍ଷେପଣାସ୍ତ୍ର ପରୀକ୍ଷଣ କରିବା ନେଇ ସୂଚନା ମିଳିଛି। ଏଥିପାଇଁ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଜଗତସିଂହପୁର ସମେତ ଉପକୂଳ…

ଛାତ ଉପରେ ଏବଂ ସହରାଞ୍ଚଳ ଉଦ୍ୟାନ କୃଷିକୁ ପ୍ରୋତ୍ସାହନ ପାଇଁ ଶୁଭାରମ୍ଭ ହେଲା ଅଭିଯାନ ରଥ

ଭୁବନେଶ୍ଵର: କୃଷି ଭବନଠାରେ ଛାତ ଉପରେ ଉଦ୍ୟାନ ଓ ସହରାଞ୍ଚଳ ଉଦ୍ୟାନକୃଷି ରଥର ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ l ଏହି ଅବସରରେ ଶ୍ରୀ ସିଂହଦେଓ କହିଛନ୍ତି ଯେ, ଆଜିର ସମୟରେ ରାଜ୍ୟର ସହରଗୁଡ଼ିକରେ ସବୁଜ ସ୍ଥାନ ହ୍ରାସ, କଂକ୍ରିଟ୍ କୋଠା…

ପାରାଦୀପରେ ୪ ବାଂଲାଦେଶୀ ଠାବ

ପାରାଦୀପ: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏବେ ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଜୋରଦାର ଚାଲିଛି। ଗତ ଆଠ ଦିନ ହେଲା ପାରାଦୀପର ଜର୍ଦାରୀ ପଡାରେ ଆସି ରହୁଥିବା ଏକ ବାଂଲାଦେଶୀ ପରିବାରକୁ ପୋଲିସ ଉଠାଇନେବା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।…

କଇଁଛ ପିଠିରେ ଶ୍ରୀଜଗନ୍ନାଥଙ୍କ ଚିତ୍ର ଆଙ୍କିବା ଘଟଣା: ବିଜେପୁର ଅଞ୍ଚଳରୁ ୨ ଯୁବକ ଗିରଫ

ବରଗଡ଼: କଇଁଛ ପିଠିରେ ଶ୍ରୀଜଗନ୍ନାଥଙ୍କ ଚିତ୍ର ଆଙ୍କିବା ଘଟଣା। ବିଜେପୁର ଅଞ୍ଚଳରୁ ୨ ଯୁବକଙ୍କୁ ଗିରଫ କଲା ବନ ବିଭାଗ। ବନ୍ୟପ୍ରାଣୀ ଆଇନ୍ ଆଧାରରେ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଏନେଇ ସୂଚନା ଦେଲେ ବରଗଡ଼ DFO ବିକ୍ରମଦେବ ପଟ୍ଟନାୟକ। କହିରଖୁଛୁ, ବରଗଡ଼ ଜିଲ୍ଲାର ଜଣେ ୟୁଟ୍ୟୁବର…

କର୍ମକର୍ତ୍ତାଙ୍କୁ ମନମୋହନଙ୍କ ବଡ଼ ଆହ୍ବାନ: ସଙ୍ଗଠନକୁ ଶକ୍ତିଶାଳୀ କରିବା, ଆମକୁ କେହି ଛୁଇଁ ପାରିବେନି

ଭୁବନେଶ୍ୱର: ଚତୁର୍ଥ ଥର ପାଇଁ ବିଜେପିର ରାଜ୍ୟ ସଭାପତି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ମନ‌ମୋହନ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରି କହିଛନ୍ତି, ବିଜେପି ସରକାର ୨୦୩୬ ମସିହା ବି ଦେଖିବ ୨୦୪୭ ମସିହା ବି ଦେଖିବ। ବିଜେପି ସରକାର ଲମ୍ବା ଇନିଙ୍ଗିସ ଖେଳିବ। ରାଜ୍ୟରେ ବିଜେପି ସରକାର ଲମ୍ବା…

ସୁନାବେଶରେ ଲାଗିବ ନୂଆ ଅଳଙ୍କାର: ଆଇନ ମନ୍ତ୍ରୀ

ଭୁବନେଶ୍ୱର: ଆଗାମୀ ଦିନରେ ମହାପ୍ରଭୁଙ୍କ ସୁନାବେଶରେ ଲାଗିବ ନୂଆ ଅଳଙ୍କାର। ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ରତ୍ନଭଣ୍ଡାରର କୌଣସି ଅଳଙ୍କାର ଏଥିରେ ବ୍ୟବହାର ହେବନି। ନୂଆ ଅଳଙ୍କାର ନେଇ ସରକାର ବ୍ୟବସ୍ଥା କରିବେ ଏବଂ ଭକ୍ତଙ୍କୁ ସ୍ବର୍ଣ୍ଣ ଦାନ ପାଇଁ ଅନୁରୋଧ କରାଯିବ ବୋଲି…

ରଥଯାତ୍ରାରେ ୩ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟଣା: ୨୫ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁରକ୍ଷିତ ଦର୍ଶନ ପାଇଁ ହେବ ଯୋଜନା

ଭୁବନେଶ୍ୱର: ଚଳିତ ରଥଯାତ୍ରାରେ ୩ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ତଥା ରାଜ୍ୟ ବାହାରେ ବେସ୍ ସମାଲୋଚନା ହୋଇଛି। ସରକାର ଏହାର କାରଣ ଭାବେ ଅତ୍ୟାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୋଷ ଦେଇଥିଲେ। ହେଲେ ଏପରି ଘଟଣା ପୁଣି ଥରେ ଯେପରି ନଘଟୁ ସେନେଇ ରାଜ୍ୟସରକାର ସମ୍ପୂର୍ଣ୍ଣ…