Latest Odisha News

BREAKING NEWS

Browsing Category

ଓଡିଶା

Odisha

ରାଶନକାର୍ଡକୁ ନେଇ ବଡ ସୂଚନା ଦେଲେ ଯୋଗାଣ ମନ୍ତ୍ରୀ

ଭୁବନେଶ୍ବର: ଇ-କେଓ୍ବାଇସି କୁ ନେଇ ବଡ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ସେ କହିଛନ୍ତି ଯେ, ଅଯୋଗ୍ୟଙ୍କୁ ଚିହ୍ନଟ ପାଇଁ ଚାଲିଛି ଇ-କେଓ୍ବାଇସି ପ୍ରକ୍ରିୟା । ରାଶନକାର୍ଡରୁ ବାଂଲାଦେଶୀ ଓ ରୋହିଙ୍ଗ୍ୟା ବାଦ୍‌ ପଡ଼ିବେ । ୧୦ରୁ ୧୫ ଦିନ ମଧ୍ୟରେ ଶେଷ ହେବ…

ଖୁବଶୀଘ୍ର ଓଡ଼ିଶାରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା। ପୂର୍ବରୁ ବାଦ ପଡ଼ିଥିବା ହିତାଧିକାରୀମାନଙ୍କୁ ଏହି ଯୋଜନାରେ ସାମିଲ କରାଯିବା ସହିତ ଗୋପବନ୍ଧୁ ସ୍ବାସ୍ଥ୍ୟ ଯୋଜନା ମଧ୍ୟ କାର୍ଯ୍ୟକାରୀ ହେବ। ଆୟୁଷ୍ମାନ ଭାରତ ଯୋଜନାରେ ପୂର୍ବରୁ ବାଦ ପଡ଼ୁଥିବା ବୟସ୍କ ଲୋକମାନେ ଉପକୃତ ହେବା ନେଇ…

ଗର୍ଭବତୀ କର୍ମଚାରୀଙ୍କୁ ମେଡିକାଲ ଛାଡ଼ିଲେନି ସିଡିପିଓ: ଚାଲିଗଲା ନିଷ୍ପାପ ଶିଶୁର ଜୀବନ

ଡେରାବିଶ: ନିଷ୍ଠୁର ହୋଇଗଲେ ସିଡିପିଓ। ଅଧୀନସ୍ଥ ଗର୍ଭବତୀ ମହିଳା କର୍ମଚାରୀଙ୍କୁ ମେଡିକାଲ ଯିବାକୁ ଅନୁମତି ନଦେବାରୁ ଅଫିସରେ ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇଥିଲେ ମହିଳା କର୍ମଚାରୀ।  ଶେଷରେ ଜନ୍ମ ପୂର୍ବରୁ ଗୋଟିଏ ନିଷ୍ପାପ ଶିଶୁର ଜୀବନ ଯାଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା…

ପୁରୀ ସ୍ୱର୍ଗଦ୍ୱାରରେ ଏଣିକି ଗୋବର ଘଷିରେ ହେବ ଶବଦାହ

ଭୁବନେଶ୍ୱର: ଓଡିଶା ସରକାର ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ପାଇଁ ଜାଳେଣି କାଠ ବଦଳରେ ଗୋବର ଘଷି ବ୍ୟବହାର ଉପରେ ଚିନ୍ତା କରୁଛନ୍ତି ବୋଲି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମଙ୍ଗଳବାର ସୂଚନା ଦେଇଛନ୍ତି। ଶବଦାହ କରିବା ପାଇଁ ଗୋବର ଭିତ୍ତିକ ଜୈବ ଇନ୍ଧନ…

ଆହୁରି ସଶକ୍ତ ହେବ ଅଗ୍ନିଶମ ବିଭାଗ; ରୋବଟ୍ ଲିଭାଇବ ନିଆଁ

ଭୁବନେଶ୍ବର: ଏଥର ଭୟଙ୍କର ନିଆଁ ଲିଭାଇବା ହେବ ସହଜ । ଯେଉଁ ସ୍ଥାନରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ପାରୁ ନାହାନ୍ତି ସେଠାରେ ଏବେ ନିଆଁ ଲିଭାଇବ ରୋବଟ୍ । ଓଡ଼ିଶାରେ ପ୍ରଥମ ଥର ପାଇଁ ନିଆଁ ଲିଭାଇବା କାର୍ଯ୍ୟାରେ ଅତ୍ୟାଧୁନିକ ଜ୍ଞାନ କୌଶଳରେ ନିର୍ମିତ ରୋବଟକୁ ବ୍ୟବହାର କରାଯିବ । ଏହାର ନାଁ…

ପୁଣି ଓଡ଼ିଶା ଆସିବ ଆଉ ୫ ବାଘୁଣୀ

ଭୁବନେଶ୍ବର: ପୁଣି ଓଡ଼ିଶା ଆସିବ ଆଉ ୫ ବାଘୁଣୀ । ନିକଟରେ ଶିମିଳିପାଳ ଅଭୟାରଣ୍ୟକୁ ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଗୋଟିଏ ବାଘୁଣୀ ଆସିଥିବାବେଳେ ଆଉ ୫ଟି ବାଘୁଣୀ ଆସିବେ । ପଳରେ ରାଜ୍ୟରେ ବାଘ ବଂଶ ବିସ୍ତାର ହେବ । ଖୁବଶୀଘ୍ର ମହାରାଷ୍ଟ୍ରରୁ ୫ଟି ବାଘୁଣୀ ଆସିବେ…

ଶିଳ୍ପାଙ୍କ ଫଟୋ ଭାଇରାଲ ପ୍ରସଙ୍ଗ: ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିର ପରିସର ଭିତରେ ଶିଳ୍ପାଙ୍କ ଫଟୋ ଓ ଭିଡିଓ ଭାଇରାଲ ପ୍ରସଙ୍ଗରେ ସେବାୟତଙ୍କୁ ଗଲା ନୋଟିସ୍ । ଶିଳ୍ପାଙ୍କ ସହ ଫଟୋରେ ନଜର ଆସିଥିବା ମନ୍ଦିର ସୁପରଭାଇଜର ରାଜକିଶୋର ମହାପାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ନୋଟିସ୍ ଜାରି ହୋଇଥିବା ନେଇ…

ବାତ୍ୟା ‘ଦାନା’ ପରେ ପର୍ଯ୍ୟଟକଙ୍କ ପାଇଁ ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ମୟୂରଭଞ୍ଜ: ବାତ୍ୟା ‘ଦାନା’ କାରଣରୁ ସୁରକ୍ଷା ଦୃଷ୍ଟିକୁ ନଜରରେ ରଖି ବନ୍ଦ କରାଯାଇଥିବା ଶିମିଳିପାଳ ଅଭୟାରଣ୍ୟକୁ ଆଜିଠୁ ପୁଣି ଖୋଲିଦିଆଯାଇଛି । ଫଳରେ ପୁଣି ଥରେ ଶିମିଳିପାଳରେ ପର୍ଯ୍ୟଟକଙ୍କ ସମାଗମ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ବାତ୍ୟା ‘ଦାନା’ କାରଣରୁ ଅକ୍ଟୋବର ୨୩ ତାରିଖରୁ…

କାଲି ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ, ଜାଣନ୍ତୁ କେଉଁ ସମୟରେ….

ପୁରୀ: ଆସନ୍ତାକାଲି ୫ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ । ଆସନ୍ତାକାଲି ଅର୍ଥାତ୍ ୩୦ ତାରିଖ ବୁଧବାର ଦିନ କାର୍ତ୍ତିକ ମାସ କୃଷ୍ଣ ତ୍ରୟୋଦଶୀ ତିଥି । ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକଲାଗି ଏକ ଗୁପ୍ତସେବା ହୋଇଥିବାରୁ ଏଥିପାଇଁ ଏହି ସମୟରେ…

ଲିଙ୍ଗରାଜ ମନ୍ଦିର ପରିସରରେ ଶିଳ୍ପାଙ୍କ ଫଟୋ ପ୍ରସଙ୍ଗ: ଗୁରୁତର ତ୍ରୁଟି ବୋଲି କହିଲେ ବିଧାୟକ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିର ପରିସରରେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ଫଟୋ ଭାଇରାଲ ପ୍ରସଙ୍ଗ l ଏହା ଗୁରୁତର ତ୍ରୁଟି ବୋଲି କହିଲେ ଭୁବନେଶ୍ବର ଏକାମ୍ର ବିଧାୟକ ବାବୁ ସିଂ l ଯେଉଁମାନେ ନିୟମ ଉଲ୍ଲଙ୍ଘନ କରିଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ହେଉ ବୋଲି କହିଲେ ବିଧାୟକ l…