Latest Odisha News

BREAKING NEWS

Browsing Category

ଓଡିଶା

Odisha

୩୦ ଘଣ୍ଟା ହେଲା ପଡିରହିଛି ଶବ: ଶେଷକୃତ୍ୟ ପାଇଁ ମିଳୁନି ଜାଗା

ନବରଙ୍ଗପୁର: ୩୦ ଘଣ୍ଟା ହେଲା ଘର ଭିତରେ ପଡିରହିଛି ଶବ । ଦୁର୍ଗନ୍ଧ ହେବା ବି ଆରମ୍ଭ ହେଲାଣି । ହେଲେ ଟିକିଏ ଜାଗା ମିଳୁନି ଶବ ଦାହ କରିବା ପାଇଁ । ଗ୍ରାମବାସୀ ତାଙ୍କ ଜିଦରେ ଅଟଳ, ଶେଷକୃତ୍ୟ ପାଇଁ ଗାଁ ଶ୍ମଶାନରେ ଦେବୁନାହିଁ ଜାଗା । ଏମିତି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ନଭେମ୍ବର ପ୍ରଥମ ସପ୍ତାହରୁ ରାଜ୍ୟରେ ବଢିବ ଶୀତ

ଭୁବନେଶ୍ବର: ଚାଲି ଯାଇଛି ବାତ୍ୟା ‘ଦାନା’ । ହେଲେ ଏହାର ପ୍ରଭାବରେ ଦକ୍ଷିଣ ଓଡ଼ିଶା ସମେତ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳବର୍ତ୍ତୀ ଅଞ୍ଚଳରେ ସମୁଦ୍ରପତ୍ତନଠାରୁ ୫.୮ କିମି ଊର୍ଦ୍ଧ୍ୱରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହି କ୍ରମଶଃ ଦକ୍ଷିଣ-ପଶ୍ଚିମ ଦିଗରେ ଅଗ୍ରସର ହେଉଛି । ଯାହାର ପ୍ରଭାବରେ…

ପାଟଣାରେ ଟନେଲ ନିର୍ମାଣ ବେଳେ ଦୁର୍ଘଟଣା, ୨ ଓଡ଼ିଆ ଶ୍ରମିକ ମୃତ

ପାଟନା: ବିହାର ପାଟଣା ମେଟ୍ରୋ ନିର୍ମାଣ ସ୍ଥଳରେ ଭୟଙ୍କର ଦୁର୍ଘଟଣା। ବ୍ରେକ୍‌ ଫେଲ୍‌ ଯୋଗୁଁ ଶ୍ରମିକଙ୍କ ଉପରେ ଚଢ଼ିଗଲା ମେସିନ। ଏଥିରେ ଦୁଇ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି। ସେହିପରି ୮ ଜଣ ଆହତ ହୋଇଛନ୍ତି। ଏହି ଦୁଇ ଶ୍ରମିକ ଓଡିଶା ବାସିନ୍ଦା ବୋଲି କୁହାଯାଉଛି। ସେହିପରି ୮ ଆହତ ଶ୍ରମିକଙ୍କ…

୧୯୯୯ ଆଜିର ଦିନ, ମହାବାତ୍ୟାକୁ ପୁରିଲା ୨୫ ବର୍ଷ

ଭୁବନେଶ୍ବର: ୧୯୯୯ ମସିହା ଅକ୍ଟୋବର ୨୯ ତାରିଖ, ଶୁକ୍ରବାର ଏହାକୁ ଚାହିଁଲେ ବି କେହି ମନରୁ ପାସୋରି ପାରିବେନି । କାରଣ ଏହି ଦିନ ଥିଲା ଏକ କାଳ ଦିନ । ଆଜିର ଦିନରେ ତାଣ୍ଡବ ରଚିଥିଲା ପ୍ରକୃତି । ଉଜାଡି ଦେଇଥିଲା ଅନେକ ସୁନାର ହସ ଖୁସିର ସଂସାର । ମହାବାତ୍ୟା ସିନା ଚାଲିଯାଇଛି ହେଲେ ପଛରେ…

ଗାଁରେ ବୁଲୁଛି ମହାବଳ ବାଘ, ଗୃହପାଳିତ ପଶୁଙ୍କୁ କରୁଛି ଶିକାର

ବ୍ରହ୍ମପୁର: ଗାଁରେ ବୁଲୁଛି ମହାବଳ ବାଘ। ଗୃହପାଳିତ ପଶୁଙ୍କୁ କରୁଛି ଶିକାର। କ୍ୟାମେରାରେ କଏଦ ହେଲା ଦୃଶ୍ୟ। ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ନରସିଂହଗଡ଼ ଗାଁରେ ମହାବଳ ବାଘ ବୁଲୁଥିବା ନଜର ଆସିଛି। ଗଜପତି ଜିଲ୍ଲା ଢେପାଗୁଡା ପଂଚାୟତ କୃଷ୍ଣପୁର ଗାଁ ନିକଟରେ ଗାଈକୁ ବାଘ ମାରି ଖାଇଥିବା…

‘ରନ୍ ଫର୍ ୟୁନିଟି’: ଲୋକଙ୍କ ସହ ମିଶି ଦୌଡିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ୱର: ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମ୍‌ରେ ଆୟୋଜିତ ହୋଇଛି 'ରନ୍ ଫର୍ ୟୁନିଟି' କାର୍ଯ୍ୟକ୍ରମ l କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ l କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ, ରାଜସ୍ବ ମନ୍ତ୍ରୀ, କ୍ରୀଡ଼ାମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଅଛନ୍ତି l ସର୍ଦ୍ଦାର…

ଆଜି ଓଡ଼ିଶାରେ ଶୁଭାରମ୍ଭ ହେବ ଆୟୁଷ୍ମାନ ଯୋଜନା

ଭୁବନେଶ୍ଵର: ଆଜିଠୁ ଓଡିଶାରେ ଆରମ୍ଭ ହେବ ଆୟୁଷ୍ମାନ ଯୋଜନା । ଭିସି ମାଧ୍ୟମରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ସାମିଲ ହେବେ ୭୦ ବର୍ଷରୁ ଅଧିକ ବୟସ୍କ । ୭୦ ବର୍ଷ ଉପରେ ଥିବା ସମସ୍ତ ଧନୀ ଗରିବ ସମସ୍ତଙ୍କୁ ମିଳିବ ଏହି ଚିକିତ୍ସା ସୁବିଧା । ୨୦୨୫ ମାର୍ଚ୍ଚ ସୁଦ୍ଧା ୧ କୋଟିଙ୍କୁ…

ଦିପାବଳୀରେ ବାଣ ଧୂଆଁରୁ ଆଖିକୁ ରକ୍ଷା ପାଇଁ ଆପଣାନ୍ତୁ ଏହି ୫ ଉପାୟ…

ଭୁବନେଶ୍ବର: ଦିପାବଳୀକୁ ଆଉ ମାତ୍ର ଦୁଇ ଦିନ ବାକି ଅଛି । ପ୍ରାୟ ସମସ୍ତେ ଏହି ପର୍ବ ପାଇଁ ପ୍ରସ୍ତୁତି କରିଥାନ୍ତି । ନିଜ ଘରକୁ ସଜେଇବା ସହ ସୁସ୍ୱାଦୁ ଖାଦ୍ୟ ରାନ୍ଧନ୍ତି । ପରସ୍ପରର ଘରକୁ ଯାଇ ଅଭିନନ୍ଦନ ଜଣାଇଥାନ୍ତି । ଏହା ସହିତ ଆଉ ଏକ ଜିନିଷ ଅଛି ଯାହା ଏହି ପର୍ବକୁ ଆହୁରି ସୁନ୍ଦର ସହ…

ଭୁବନେଶ୍ୱର ଆସି ବିବାଦରେ ଫଶିଲେ ଶିଳ୍ପା ସେଟ୍ଟୀ

ଭୁବନେଶ୍ୱର: ବିବାଦରେ ଫଶିଲେ ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ । ସୋମବାର ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିଲେ ଶିଳ୍ପା । ଏହି ସମୟ ମଧ୍ୟରେ ସେ ବାବା ଲିଙ୍ଗରାଜଙ୍କୁ ଦର୍ଶନ ପାଇଁ ଯାଇଥିଲେ । ଏହି ସମୟରେ ସେ ଶ୍ରୀଲିଙ୍ଗରାଜ ମନ୍ଦିର ଭିତରେ ଫଟୋ ଉଠାଇ…