Latest Odisha News

BREAKING NEWS

Browsing Category

ଓଡିଶା

Odisha

ଅସ୍ତରଙ୍ଗ ଯାଇ ବାତ୍ୟା ମୁକାବିଲାର ସ୍ଥିତି ପରକ୍ଷିଲେ ଉପମୁଖ୍ୟମନ୍ତ୍ରୀ

ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ଗସ୍ତ କରି ବାତ୍ୟାର ପ୍ରଭାବ ଓ ତାର ମୁକାବିଲା ପାଇଁ କିଭଳି ପଦକ୍ଷେପ ନିଆଯାଇଛି ତାହାର ସମୀକ୍ଷା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ସମୁଦ୍ର ନିକଟବର୍ତ୍ତୀ ତଳିଆ ଅଞ୍ଚଳର ବାସିନ୍ଦାମାନଙ୍କୁ କେତେ ମାତ୍ରାରେ ଆଶ୍ରୟସ୍ଥଳୀଙ୍କୁ ସ୍ଥାନାନ୍ତର…

ଭୁବନେଶ୍ବର ବିମାନ ବନ୍ଦରରେ ବୋମା ଆତଙ୍କ

ଭୁବନେଶ୍ବର: ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଗୁରୁବାର ଦିନ ବୋମା ଧମକ ମିଳିବା ପରେ ହାଇ ଆଲର୍ଟରେ ବିମାନ ବନ୍ଦର। ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ପରେ ଏହାକୁ ଏକ ଗୁଜବ ବୋଲି କୁହାଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ…

ବାତ୍ୟା ‘ଦାନା’ର ସୃଷ୍ଟି ହେବନି ଆଖି

ଭୁବନେଶ୍ୱର: ବାତ୍ୟାକୁ ନେଇ ଧୀରେ ଧୀରେ ଚିତ୍ର ସ୍ପଷ୍ଟ ହେଉଛି। ଯେତେ ଯେତେ ସ୍ଥଳଭାଗ ମୁହାଁ ପାଖେଇ ଆସୁଛି ଦାନା, ସେତେ ସେତେ ଗତିପଥ ସ୍ଫଷ୍ଟ ହେଉଛି। ତେବେ ସ୍ଥଳଭାଗ ଛୁଇଁଲା ପରେ ଦାନା ସାମାନ୍ୟ ଗତିପଥ ବଦଳାଇ ପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ହେଲେ ଏହାର ଭିତରେ…

ଦିପାବଳୀରେ ଦିଅନ୍ତୁ ଏହି ସବୁ ଗିପ୍ଟ, ଟ୍ରେଣ୍ଡ ସହ ଚାଲିଛି ଭଲ ଅଫର

ଭୁବନେଶ୍ୱର: ଦିପାବଳୀରେ ସାଧାରଣତଃ ପରସ୍ପରକୁ ଉପହାର ଦେବା ଗୋଟେ ଆନନ୍ଦ ଦେଇଥାଏ। ତେବେ ଦିପାବଳୀ ରେ ମିଠା, ଶୋନପାମ୍ପୁଡ଼ି ଏବଂ ଡ୍ରାଏଫ୍ରୁଟ ଗିଫ୍ଟ ରେ ଦେବା ଏବେ ପୁରୁଣା ହୋଇଯାଇଛି । ଯଦି ଆପଣ କାହାକୁ ଭଲ ଉପହାର ଦେବାକୁ ଯୋଜନା କରୁଛନ୍ତି, ତେବେ ଏଥିପାଇଁ ଅନେକ ଭଲ ବିକଳ୍ପ ଅଛି ।…

ବାତ୍ୟା ‘ଦାନା’ ପାଇଁ ୨୮ ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ବର: ଆଗାମୀ ୨୮ ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି। ବାତ୍ୟା 'ଦାନା' ଓ ପରବର୍ତ୍ତୀ ସାହାଯ୍ୟ ଏବଂ ପୁନରୁଦ୍ଧାର କାର୍ଯ୍ୟକୁ ଦୃଷ୍ଟିରେ ରଖି ଅକ୍ଟୋବର ୨୮ରେ ଭୁବନେଶ୍ବର, ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିବ। ଯେଉଁମାନେ ଏହି…

ମାଡି ଆସୁଛି ଦାନା !

ଭୁବନେଶ୍ୱର: ଭୀଷଣ ରୂପ ନେଇ ଓଡିଶା ଉପକୂଳ ଆଡକୁ ମାଡିଆସୁଛି ଦାନା । ବାତ୍ୟା ପ୍ରଭାବରେ ଉପକୂଳ ଓଡିଶାରେ ବର୍ଷା ହେଉଛି । ଏବେ ୬୦ରୁ ୭୦କିଲୋମିଟର ବେଗରେ ପବନ ବହୁଥିବା ବେଳେ ଆଗକୁ ପବନର ବେଗ ଏହା ଆହୁରି ବଢିବ । ଲ୍ୟାଣ୍ଡଫଲ୍ ପରେ ବାତ୍ୟା ସାମାନ୍ୟ ରିକର୍ଭ କରିପାରେ । ଏନେଇ ଭାରତୀୟ…

ବାତ୍ୟା ପାଇଁ ପ୍ରଭାବିତ ହେବ ୪୦ ବିମାନ ସେବା

ଭୁବନେଶ୍ୱର: ବାତ୍ୟା ପାଇଁ ଭୁବନେଶ୍ବରରେ ୪୦ ବିମାନ ସେବା ପ୍ରଭାବିତ ହେବ l ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ l ଆଜି କ୍ବାଲାଲାମ୍ପୁରକୁ ବିମାନ ସେବା ବନ୍ଦ ରହିବ l ବାତ୍ୟା ପାଇଁ ଭୁବନେଶ୍ବରରେ ପବନର ବେଗ ୩୫ରୁ ୪୦ କିମି ରହିବ l ଏହି ତୀବ୍ରତାରେ ବିମାନ ଉଡ଼ିବା…

ସ୍ଥଳଭାଗ ମୁହାଁ ବାତ୍ୟା ଦାନା: ଏଯାବତ୍ ୩ ଲକ୍ଷ୍ୟ ଲୋକ ସ୍ଥାନାନ୍ତର 

ଭୁବନେଶ୍ୱର: ବଳ ଗୋଟାଇ ସ୍ଥଳଭାଗ ମୁହାଁ ଅଗ୍ରସର ହେଉଛି ବାତ୍ୟା ଦାନା । ଆଜି ବିଳମ୍ୱିତ ରାତିରୁ କାଲି ସକାଳ ଭିତରେ ସ୍ଥଳଭାଗ ଛୁଇଁବ। ଏଥିପାଇଁ ମୁଖ୍ୟ ୩ ଜିଲ୍ଲାକୁ ରେଡ ଆଲର୍ଟ ଜାରି କରାଯାଇଛି। କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ଵର ଜିଲ୍ଲାରେ ବାତ୍ୟାର ପ୍ରଭାବ ସବୁଠୁ ଅଧିକ ରହିବା ନେଇ…

୨୦ ଟଙ୍କା ପାଇଁ ଝିଅକୁ ମାରିଦେଲା ସାବତ ମା’

ଭୁବନେଶ୍ୱର: ନୟାଗଡ଼ ଜିଲ୍ଲା ଫତେଗଡ ଥାନା ଅନ୍ତର୍ଗତ ପୋଡାସାହି ଗ୍ରାମରେ ୨୦ ଟଙ୍କାର ଦହି ବରା ଖାଇଦେବାରୁ ଜଣେ ନାବାଳିକା ଝିଅକୁ ପିଟିପିଟି ହତ୍ୟା କରିଛି ସାବତ ମା'। ପୋଲିସ ଏହି ଘଟଣାରେ ଗୁରୁବାର ମହିଳାଙ୍କୁ ଅଟକ ରଖିଛି। ମୃତକ ଜଣକ ନବମ ଶ୍ରେଣୀର ଛାତ୍ରୀ ତୁଳସୀ (୧୪) ବୋଲି…

ବାତ୍ୟା ନେଇ ବଡ଼ ସୂଚନା: ତାଳଚୁଆରେ ଲ୍ୟାଣ୍ଡଫଲ୍! 

ଭୁବନେଶ୍ୱର: ବାତ୍ୟାର ଗତିପଥକୁ ନେଇ ଧୀରେ ଧୀରେ ଚିତ୍ର ସ୍ପଷ୍ଟ ହେଉଛି। ଯେତେ ଯେତେ ସ୍ଥଳଭାଗ ମୁହାଁ ପାଖେଇ ଆସୁଛି ଦାନା, ସେତେ ସେତେ ଗତିପଥ ସ୍ଫଷ୍ଟ ହେଉଛି। ତେବେ ସ୍ଥଳଭାଗ ଛୁଇଁଲା ପରେ ଦାନା ସାମାନ୍ୟ ଗତିପଥ ବଦଳାଇ ପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ତେବେ ଓଡ଼ିଶା…