Latest Odisha News

BREAKING NEWS

Browsing Category

ଓଡିଶା

Odisha

ଲଘୁଚାପ କ୍ଷେତ୍ର ପ୍ରଭାବରେ ୨୦ ଯାଏଁ ଏହି ସବୁ ଜିଲ୍ଲାରେ ଅତିପ୍ରବଳ ବର୍ଷା! ସମୁଦ୍ର ନଯିବାକୁ ମତ୍ସ୍ୟଜୀବୀଙ୍କୁ…

ଭୁବନେଶ୍ୱର: ଲଘୁଚାପ କ୍ଷେତ୍ର ପ୍ରଭାବରେ ୨୦ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା। ୧୮ ଓ ୧୯ ତାରିଖ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ। ୧୮ରେ ମାଲକାନଗିରି, କୋରାପୁଟ ଏବଂ ୧୯ ତାରିଖରେ କୋରାପୁଟ ଓ କଳାହାଣ୍ଡି ଜିଲ୍ଲାକୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ…

ଇକୋ ରିସର୍ଟ ସୁଇମିଂ ପୁଲରେ ଅଘଟଣ; ପର୍ଯ୍ୟଟକଙ୍କ ମୃତ୍ୟୁ

ଢେଙ୍କାନାଳ:ଢେଙ୍କାନାଳ ଜିଲ୍ଲା ସଦର ଥାନା ଧୀରପାଟଣା ନିକଟ ଇକୋ ରିସର୍ଟ ସୁଇମିଂ ପୁଲ୍‌ରେ ଅଘଟଣ । ସୁଇମିଂ ପୁଲ୍‌ରେ ବୁଡ଼ି ପର୍ଯ୍ୟଟକଙ୍କ ମୃତ୍ୟୁ । ମୃତକ ହେଲେ ଉତ୍ତରାଖଣ୍ଡର ୨୩ ବର୍ଷୀୟ ଯୁବ ପର୍ଯ୍ୟଟକ ତେଜସ୍ଵ ଆହୁଜା । ସୂଚନାମୁତାବକ, ସେ ପିକନିକ୍ ପାଇଁ ଓଡ଼ିଶା ଆସିଥିଲେ। ଆଜି…

ଶ୍ରୀମନ୍ଦିରକୁ ଚଢ଼ୁଥିଲା ବେଳେ ବ୍ୟକ୍ତିଙ୍କୁ କାବୁ କଲା ପୋଲିସ

ପୁରୀ: ପୁରୀ ଶ୍ରୀମନ୍ଦିର ଉପରକୁ ଚଢ଼ୁଥିବା ବେଳେ ଜଣେ ବ୍ୟକ୍ତିଙ୍କୁ କାବୁ କରିଛି ପୋଲିସ। ସୂଚନା ଅନୁଯାୟୀ, ଆଜି ଶ୍ରୀମନ୍ଦିର ବେହରଣ ଦ୍ୱାର ପଟରୁ ଜଣେ ବ୍ୟକ୍ତି ପ୍ରାୟ ୫ ଫୁଟ୍‌ ଉପରକୁ ଚଢ଼ି ଯାଇଥିଲେ। ମନ୍ଦିରକୁ ଚଢ଼ୁଥିବା ବେଳେ ସଂପୃକ୍ତ ବ୍ୟକ୍ତିଙ୍କୁ ଜେଟିପି ଓ ସେବାୟତ ଧରିଥିଲେ।…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଓଡ଼ିଶାରେ ଖୋଲିବ ଆଉ ୪ଟି ମେଡିକାଲ କଲେଜ

ଭୁବନେଶ୍ୱର: ସ୍ବାଧୀନତା ଦିବସ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା। ଓଡ଼ିଶାରେ ଖୋଲିବ ଆଉ ୪ଟି ମେଡିକାଲ କଲେଜ। ରାଜ୍ୟର ବିଭିନ୍ନ ଚିକିତ୍ସାଳୟର ଭିତ୍ତିଭୂମି ଗୁଡିକର ଉନ୍ନତିକରଣ କରାଯାଇ ସେଥିରେ ସମସ୍ତ ଆଧୁନିକ ଚିକିତ୍ସା ବ୍ୟବସ୍ଥା କରାଯାଉଛି। ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା…

ବିଧାୟକ ତାରା ବାହିନୀପତିଙ୍କୁ ଆକ୍ରମଣ, ଶୋଭାଯାତ୍ରା ବେଳେ ମାଡ ମାରିଥିବା ଅଭିଯୋଗ

ଜୟପୁର: ବିଧାୟକ ତାରା ବାହିନୀପତିଙ୍କୁ ଆକ୍ରମଣ। କୋରାପୁଟ ଜିଲ୍ଲାରେ ଗତ ୧୪ ତାରିଖରେ ଏକ ଶୋଭାଯାତ୍ରା ବେଳେ ତାରାଙ୍କୁ ଜଣେ ବ୍ୟକ୍ତି ମାଡ଼ ମାରିଥିବା ନେଇ ଥାନାରେ ଏତଲା ହୋଇଛି। ଏହି ଶୋଭାଯାତ୍ରାରେ ତାରାପ୍ରସାଦ ବାହିନୀପତି ଓ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଯୋଗ ଦେଇଥିଲେ।…

କାଲିମେଳାରେ ଲଗାଣ ବର୍ଷା, ବୁଡ଼ିଲା ଏମଭି ୯୬ ବ୍ରିଜ୍

ମାଲକାନଗିରି: ପୋଲ ଉପରେ ୨ଫୁଟର ପାଣି। ମାଲକାନଗିରି ଜିଲ୍ଲା କାଲିମେଳାରେ ଲଗାଣ ବର୍ଷାରେ ବୁଡ଼ିଲା ଏମ୍.ଭି-୯୬ ବ୍ରିଜ୍। କାଲିମେଳା-ମୋଟୁ ୩୨୬ ଜାତୀୟ ରାଜପଥରେ ଯାତାୟାତ ଠପ୍ ହୋଇଯାଇଛି। ଉଭୟ ପଟେ ଅନେକ ଯାନବାହାନ ଅଟକି ରହିଛି। ବ୍ରିଜ ଉପରେ ୨ ଫୁଟର ପାଣି ପ୍ରବାହିତ ହେଉଛି। ଫଳରେ…

ବାଲିପାଟଣା ଯୁବକଙ୍କ ମୃତ୍ୟୁ ପୂର୍ବରୁ ବିସ୍ଫୋରକ ବୟାନ: ବାପା, ଭାଇ ଜାଳି ଦେଇଥିବା ଅଭିଯୋଗ

ଭୁବନେଶ୍ୱର: ଶେଷରେ ଆଖି ବୁଜିଲେ ବାଲିପାଟଣାର ଜୀବନ ହରିବାକୁ ଉଦ୍ୟମ କରିଥିବା ଯୁବକ। ଗତକାଲି ପେଟ୍ରୋଲରେ ପୋଡ଼ି ହୋଇଥିବା ଗୁରୁତର ଯୁବକଙ୍କର ଚିକିତ୍ସାଧିନ ଅବସ୍ଥାରେ ଆଜି ଭୋର ପ୍ରାୟ ୪ ଟାରେ ଏମ୍ସରେ ତାଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଜ୍ୟୋତି ରଞ୍ଜନ ମଠିଆ (୪୦)। ପେଟ୍ରୋଲ ନିଆଁରେ…

ଜିଲ୍ଲା ସଭାପତି ଚୟନ ପାଇଁ କଂଗ୍ରେସ ଜାରି କଲା ୩୫ ଜଣିଆ ପର୍ଯ୍ୟବେକ୍ଷକ ତାଲିକା

ଭୁବନେଶ୍ୱର: ଓଡ଼ିଶାରେ ଜିଲ୍ଲା ସଭାପତି ବାଛିବାକୁ କଂଗ୍ରେସର କସରତ ଆରମ୍ଭ ହୋଇଯାଇଛି। ଏଥିପାଇଁ ଏଆଇସିସି ପକ୍ଷରୁ ଓଡ଼ିଶା ସମେତ ୪ ରାଜ୍ୟ ପାଇଁ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରାଯାଇଛି। ସଙ୍ଗଠନ ସୃଜନ କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲାକୁ ଜିଲ୍ଲା ବୁଲିବେ ଦାୟିତ୍ୱରେ ଥିବା ପର୍ଯ୍ୟବେକ୍ଷକ।…

ଢେଙ୍କାନାଳରେ ବାବାଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ, ଅଟକ ପରେ ତଦନ୍ତ ଜାରି

ଢେଙ୍କାନାଳ: କାମାକ୍ଷାନଗରରେ ଜଣେ ଆତ୍ମଘୋଷିତ ବାବାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଛି। ଅଭିଯୁକ୍ତ ଜଣକ ଆଶ୍ରମର ରୋଷେୟା ଭାବେ କାମ କରୁଥିବା ଜଣେ ମହିଳାଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ରହିଛି। ଏହି ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆକ୍ରୋଶ ସୃଷ୍ଟି କରିଛି। ମହିଳା ଜଣଙ୍କ…

ପାତ୍ରପଡ଼ା ହିଟ୍‌ ଆଣ୍ଡ୍ ରନ୍‌ ଘଟଣାରେ ୨ ଗିରଫ; ଏବେ ବି ଥାର୍ ଚାଳକ…

ଭୁବନେଶ୍ବର: ରାକ୍ଷୀ ପୂର୍ଣ୍ଣିମା ଦିନ ପାତ୍ରପଡ଼ା ଠାରେ ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ବନ୍ଧା ହେଲେ ୨ ଅଭିଯୁକ୍ତ । ଦୁଇ ଅଭିଯୁକ୍ତ ହେଲେ ଗଙ୍ଗାପଡ଼ାର ଅଙ୍କିତ ଓ ପେଣ୍ଠକଟାର କୃଷ୍ଣ ଚନ୍ଦ୍ର ପ୍ରଧାନ । ଅଙ୍କିତ ସାହୁ ଦୁର୍ଘଟଣା ଦିନ ସ୍କର୍ପିଓ ଗାଡ଼ିରେ ଥିଲେ । ୨ ଅଭିଯୁକ୍ତକୁ ଗିରଫ କରିଛି…