Latest Odisha News

BREAKING NEWS

Browsing Category

ଓଡିଶା

Odisha

୧୪ ଜିଲ୍ଲାରେ ୩ ଦିନ ବନ୍ଦ ରହିବ ବିଶ୍ୱବିଦ୍ୟାଳୟ ଓ କଲେଜ

ଭୁବନେଶ୍ବର:  ଆସନ୍ତା ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୧୪ଟି ଜିଲ୍ଲାରେ ଉଚ୍ଚ ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜ ବନ୍ଦ ରହିବ। ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ ଏନେଇ ମଙ୍ଗଳବାର ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବିଭାଗ ପକ୍ଷରୁ…

ସମ୍ଭାବ୍ୟ ବାତ୍ୟା ‘ଦାନା’ : ଟେରାକୋଟା ପ୍ରଦର୍ଶନୀ “ମୃତ୍ତିକା” ଘୁଞ୍ଚିଲା

ଭୁବନେଶ୍ୱର :  ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମାନ ମୋହିବ ଟେରାକୋଟା ପ୍ରଦର୍ଶନୀ " ମୃତ୍ତିକା"। ଭୁବନେଶ୍ୱର ୟୁନିଟ୍‌-୩ ସ୍ଥିତ  ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆ ଠାରେ ଅକ୍ଟୋବର ୨୫ରୁ ୩୦ ତାରିଖ ପର୍ଯ୍ୟନ୍ତ  "ମୃତ୍ତିକା-୨୦୨୪'  ଆୟୋଜନ ହେବ । ଦୀପାବଳିକୁ ଦୃଷ୍ଟିରେ ରଖି  ଅକ୍ଟୋବର ୨୨ରୁ ୨୯…

ବରିଷ୍ଠ ସାମ୍ବାଦିକ ବିଜୟ ଦ୍ୱିବେଦିଙ୍କ ପରଲୋକ

ଭବାନୀପାଟଣା: କଳାହାଣ୍ଡି ଜିଲା ଭବାନୀପାଟଣା ସହରର ବରିଷ୍ଠ ସାମ୍ବାଦିକ ବିଜୟ ଦ୍ୱିବେଦିଙ୍କ ୬୪ ବର୍ଷ ବୟସରେ ମଙ୍ଗଳବାର ସକାଳରେ ପରଲୋକ ହୋଇଛି। ସୂଚନା ଅନୁଯାୟୀ, ସୋମବାର ଦେହ ଅସୁସ୍ଥ  କାରଣରୁ ଭବାନୀପାଟଣା ସ୍ଥିତ ଜିଲା ମୁଖ୍ୟ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ…

ବାତ୍ଯା ‘ଦାନା’; ୧୦ ଜିଲ୍ଲାକୁ ଗଲେ ଓଡ୍ରାଫ ଟିମ୍

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ଯା 'ଦାନା' ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକୁ ଓଡ଼ିଶା ସରକାର ୨୦ଟି ଓଡ୍ରାଫ ଟିମ୍ ପଠାଇଛନ୍ତି। ଏହି ବାତ୍ୟା ପାଇଁ ଅକ୍ଟୋବର ୨୩ରୁ ଉପକୂଳ ତଥା ସଂଲଗ୍ନ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ପାଣିପାଗ ବିଭାଗ…

‘ଦାନା’ ମୁକାବିଲା ପ୍ଲାନ୍…ସ୍କୁଲ ବନ୍ଦ, ଛୁଟି ବାତିଲ୍

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ଦାନାର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି। ପ୍ରଭାବିତ ହେବାକୁ ଥିବା ଅଞ୍ଚଳରେ ଓଡ୍ରାଫ୍, ଏନଡିଆରଏଫ୍ ଟିମ୍ । ଡାକ୍ତରଙ୍କ ଛୁଟି ବାତିଲ, ଷ୍ଟାଣ୍ଡବାଏ ମୋଡରେ ହସପିଟାଲ । କାଲି ରାତି ସୁଦ୍ଧା ସ୍ଥାନାନ୍ତର ହେବେ ଲୋକ । ଆସନ୍ତାକାଲିଠୁ ସମ୍ଭାବ୍ୟ ବାତ୍ୟା…

ଆସୁଛି ଦାନା ! ଏଇଠି କରିବ ଲ୍ୟାଣ୍ଡଫଲ୍

ଭୁବନେଶ୍ବର: ଉପକୂଳମୁହାଁ ସମ୍ଭାବ୍ୟ ବାତ୍ୟା। ୨୪ ଓ ୨୫ତାରିଖ ମଧ୍ୟରେ କରିବ ଲ୍ୟାଣ୍ଡଫଲ୍ । ଆଇଏମଡିର ଆକଳନ, ଉତ୍ତର ଓଡିଶାରେ ପଡିବ ବେଶୀ ପ୍ରଭାବ। ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହୋଇଛି ଓ୍ବେଲମାର୍କ ଲୋ ପ୍ରେସର । ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତାକାଲି…

ଶୀଘ୍ର ପୂଜା ମଣ୍ଡପ ଖାଲି କରି, କାଲି ସୁଦ୍ଧା ଭସାଣୀ ସାରିବାକୁ ନିର୍ଦ୍ଦେଶ

ଭୁବେନେଶ୍ବର: ସମୁଦ୍ରରେ ବଳ ଗୋଟାଉଛି ସମ୍ଭାବ୍ୟ ବାତ୍ୟା ‘ଦାନା’। ଆସନ୍ତାକାଲି ବାତ୍ୟାର ରୂପ ନେବ । ଏହାକୁ ନେଇ ସବୁ ଜିଲ୍ଳା ପ୍ରଶାସନକୁ ସତର୍କ କରାଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ଯେପରି କୌଣସି ଅଘଟଣ ନଘଟେ ସେଥିପାଇଁ ସବୁ ପଦକ୍ଷେପ ଗ୍ରହଣ କରୁଛନ୍ତି ରାଜ୍ୟ ସରକାର ।…

ମାଡି ଆସୁଛି ବାତ୍ୟା, ଉତ୍ତର ଓଡିଶାରେ ବେଶୀ ପ୍ରଭାବ

ଭୁବନେଶ୍ବର: ଧୀରେ ଧୀରେ ତାର କରାଳ ରୂପ ନେଉଛି ସାମୁଦ୍ରିକ ଝଡ । ଆସନ୍ତାକାଲି ବାତ୍ୟା ରୂପ ନେବ । ଏହା ପରେ ଭୀଷଣ ବାତ୍ୟା ରୂପ ନେଇ ଉପକୂଳ ଛୁଇଁବ ‘ଦାନା’ । ତେବେ ଏହି ବାତ୍ୟାରେ ସବୁଠୁ ବେଶୀ ପ୍ରଭାବିତ ହେବ ଉତ୍ତର ଓଡିଶା । ଏନେଇ ସୂଚନା ଦେଇଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ…

ବାତ୍ୟା ପାଇଁ ସବୁ ଡାକ୍ତରଙ୍କ ଛୁଟି ବାତିଲ

ଭୁବନେଶ୍ୱର: ବାତ୍ୟା ଯୋଗୁଁ ସବୁ ଡାକ୍ତରଙ୍କ ଛୁଟି ବାତିଲ କଲେ ସରକାର l ସମ୍ଭାବ୍ୟ ବାତ୍ୟା ଦାନା ପାଇଁ ସମସ୍ତ ଡାକ୍ତରଙ୍କ ଛୁଟି ବାତିଲ କରାଯାଇଛି l ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର l ସେହିପରି ଡାଇରିଆ ଓ ସର୍ପାଘାତ ଔଷଧ ସବୁ ମେଡିକାଲରେ ମହଜୁଦ…

କାଲିଠୁ ପ୍ରବଳ ବର୍ଷିବ; ସବୁ ବନ୍ଦରକୁ ୧ନଂ ବିପଦ ସଙ୍କେତ ଜାରି

ଭୁବନେଶ୍ବର: ଧୀରେ ଧୀରେ ଘନାଉଛି ସମ୍ଭାବ୍ୟ ବାତ୍ୟା ଦାନା । ଆଜି ସକାଳେ ସୁଦୃଶ୍ୟ ଲଘୁଚାପ ଅବପାତରେ ପରିଣତ ହୋଇଛି ।  ଏବେ ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି । ପରେ ଏହା ଗଭୀର ଅବପାତର ରୂପ ନେଇ ଆସନ୍ତାକାଲି ବାତ୍ୟାର ରୂପ ନେବ । ଏହି ବାତ୍ୟା ୨୪ ସକାଳ ଆଡକୁ…