Latest Odisha News

BREAKING NEWS

Browsing Category

ଓଡିଶା

Odisha

ହବିଷ୍ୟାଳୀଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ, ପ୍ରଦାନ କଲେ ଏହି ସବୁ ସାମଗ୍ରୀ

ପୁରୀ: ପୁରୀରେ ବୃନ୍ଦାବତୀ ନିବାସ ହବିଷ୍ୟାଳୀ ଶିବିର ପରିଦର୍ଶନ କରିବା ସହ ବୃନ୍ଦାବତୀ ନିବାସ ଶିବିରରେ ଆନୁସଙ୍ଗିକ ବ୍ୟବସ୍ଥାର ସମୀକ୍ଷା ସହ ବ୍ରତଧାରୀ ମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀଙ୍କୁ ହୁଳହୁଳି ଦେଇ ସ୍ବାଗତ କରିଥିଲେ ବ୍ରତଧାରୀ…

ବାତ୍ଯା ‘ଦାନା’; ଏନଆରଟିଏସ୍ ଓ ସ୍କଲାରସିପ ପରୀକ୍ଷା ସ୍ଥଗିତ କଲା ବିଏସଇ

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ (ବିଏସଇ) ବାତ୍ଯା 'ଦାନା' କାରଣରୁ ଏନଆରଟିଏସ୍ ଏବଂ ପ୍ରାଥମିକ ସ୍କଲାରସିପ ପରୀକ୍ଷାକୁ ସ୍ଥଗିତ ରଖିଛନ୍ତି। ସୋମବାର ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି। ବୋର୍ଡ ପକ୍ଷରୁ କୁହାଯାଇଛି ଯେ ନ୍ୟାସନାଲ ରୁରାଲ୍ ଟାଲେଣ୍ଟ ସ୍କଲାରସିପ୍ (ଏନଆରଟିଏସ୍)…

ବାଲିଗୁଡ଼ାରେ ଟିକା ନେଇ ୫୦ରୁ ଉର୍ଦ୍ଧ୍ୱ ଅସୁସ୍ଥ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରେ ଅଘଟଣ। ଯକ୍ଷ୍ମା (ଟିବି)ରୁ ରକ୍ଷା ପାଇଁ ଦିଆଯାଉଥିବା ବିସିଜି ଟିକା ନେଇ ୫୦ରୁ ଉଦ୍ଧ୍ବ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ହୋଇଛି । ଟିକା ନେବାର ୨ ରୁ ୩ ଦିନ ଯନ୍ତ୍ରଣା ପରେ ଉକ୍ତ ସ୍ଥାନରେ ଘା’ ସଂକ୍ରମଣ ହୋଇ ଯାଉଥିବା ଜଣାପଡିଛି ।…

ବାତ୍ୟା ‘ଦାନା’ର ମୁକାବିଲା ପାଇଁ ଟିପିଏସ୍ଓଡିଏଲ ପକ୍ଷରୁ ପ୍ରସ୍ତୁତି

ବ୍ରହ୍ମପୁର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ 'ଦାନା'କୁ ଦୃଷ୍ଟିରେ ରଖି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ତତ୍ପରତା ଦେଖାଇଛି। ନିରବଚ୍ଛିନ୍ନ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ସହ ବିଦ୍ୟୁତ ସରବରାହରେ ବାଧାବିଘ୍ନକୁ ହ୍ରାସ କରିବା…

କେଉଁଠି ଲ୍ୟାଣ୍ଡଫଲ୍ କରିବ ‘ଦାନା’?

ଭୁବନେଶ୍ବର: ଭୀଷଣ ରୂପ ନେଇ ମାଡି ଆସୁଛି ସମ୍ଭାବ୍ୟ ବାତ୍ୟା ଦାନା। କେଉଁଠି କରିବ ଲ୍ୟାଣ୍ଡଫଲ୍? କେଉଁ ଜିଲ୍ଲା ହେବ ପ୍ରଭାବିତ? ସମ୍ଭାବ୍ୟ ବାତ୍ୟାର ଗତିପଥ ସଂପର୍କରେ ସ୍ପଷ୍ଟ ରୂପରେଖ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ଘୂର୍ଣ୍ଣିବଳୟ ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରର…

ଭୁଲ୍ ମାଗିଲେ ବୁଦ୍ଧାଦିତ୍ୟ, ‘ଆଉ ଏମିତି ଭୁଲ୍ ହେବନି’

ଭୁବନେଶ୍ବର: ଭୁଲ୍ ମାଗିଲେ ବୁଦ୍ଧାଦିତ୍ୟ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ସୋସିଆଲ ମିଡିଆରେ ଯେଉଁ ପୋଷ୍ଟ ଜାରି କରିଥିଲେ ତାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି ଅଭିନେତା ବୁଦ୍ଧାଦିତ୍ୟ । ଏହାକୁ ନେଇ ବୁଦ୍ଧାଦିତ୍ୟ କହିଛନ୍ତି, ପୋଷ୍ଟକୁ ନେଇ ବିବାଦ ସୃଷ୍ଟି ହେବା ପରେ ସେ…

କୁଆଡେ ମୁହାଁଇବ?, କେଉଁଠି ସ୍ଥଳଭାଗ ଛୁଇଁବ ବାତ୍ୟା?; ଜାରି ହେଲା ଗତିପଥ…

ଭୁବନେଶ୍ବର: କେଉଁଆଡେ ମୁହାଁଇବ ବାତ୍ୟା ‘ଦାନା’? କେଉଁଠି ସ୍ଥଳଭାଗ ଛୁଇଁବ? ଓଡିଶାର କେଉଁ ଜିଲ୍ଲା ବେଶୀ ପ୍ରଭାବିତ ହେବ? ନାଁ ସ୍ଥଳଭାଗ ଛୁଇଁଲା ବେଳକୁ ଦୁର୍ବଳ ହୋଇଯିବ ‘ଦାନା’? ଏ ସବୁକୁ ନେଇ ଏବେ ଓଡିଶାବାସୀଙ୍କ ମନରେ ଛନକା ପଶିଥିବା ବେଳେ ସମ୍ଭାବ୍ୟ ବାତ୍ୟାର ଗତିପଥ ଜାରି କରିଛି…

ଭୀଷଣ ବାତ୍ୟାର ରୂପ ନେବ ‘ଦାନା’, ଖୋଲିଲା ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌‌

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ସ୍ଥଳଭାଗ ଛୁଇଁଲା ବେଳକୁ ଭୀଷଣ ରୂପ ନେଇପାରେ ବୋଲି ସତର୍କ କରାଇଲାଣି ପାଣିପାଗ ବିଭାଗ । ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆସନ୍ତା ୨୪ ତାରିଖରେ ଭୀଷଣ ବାତ୍ୟାର ରୂପ ନେବାକୁ ଥିବା ବେଳେ ଏହା ଭୀଷଣ ବାତ୍ୟା ରୂପ ନେଇ ସ୍ଥଳଭାଗ…

“‘ଦାନା’ ପାଇଁ ୩୦ ଜିଲ୍ଲାରେ ମୁତୟନ ରହିବେ ଓଡ୍ରାଫ୍‌ ଟିମ୍‌, ଭୟଭୀତ ହୁଅନ୍ତୁ ନାହିଁ”

ଭୁବନେଶ୍ବର: ଆଣ୍ଡାମାନ ସାଗରରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଏହି ଲଘୁଚାପ କ୍ଷେତ୍ରଟି ପଶ୍ଚିମ-ଉତ୍ତର ପଶ୍ଚିମକୁ ଗତି କରି ଅଧିକ ଘନୀଭୂତ ହୋଇ ୨୨ରେ ଅର୍ଥାତ୍ ଆସନ୍ତାକାଲି ଅବପାତର ରୂପ ନେବ। ପରେ ୨୩ ତାରିଖରେ…

ସ୍ପା’ ସେଣ୍ଟରରେ ଅନୈତିକ କାରବାର ଘଟଣା: ଚେତିଲା କମିସନରେଟ୍‌ ପୁଲିସ, ହେବ ଧରପଗଡ଼

ଭୁବନେଶ୍ୱର: ଭୁବନେଶ୍ୱରରେ ସ୍ପା ସେଣ୍ଟର, ସେଲୁନ୍ ଏବଂ ମସାଜ୍ ପାର୍ଲର ନାମରେ କାର୍ଯ୍ୟ କରୁଥିବା ସେକ୍ସ ରାକେଟ୍ ଉପରେ କମିଶନର୍ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ରାଜଧାନୀରେ ସ୍ପା’ ସେଣ୍ଟର ନାମରେ ଅନୈତିକ କାରବାର ଘଟଣା ପ୍ରଘଟ ହେବା ପରେ ଚେତିଛି କମିସନରେଟ୍‌ ପୁଲିସ। ସ୍ପା’…