Latest Odisha News

BREAKING NEWS

Browsing Category

ଓଡିଶା

Odisha

ସରିଲା ଛତର ଯାତ୍ରା: ଏଥର ମା’ଙ୍କୁ ୧୦ ହଜାର ବଳି

ଭବାନୀପାଟଣା: ସଂପନ୍ନ ହେଲା ମାଆ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା। ଜେନାଖାଲରୁ ଛତର ବାହାରି ଦିନ ୧୨ଟାରେ ମନ୍ଦିରରେ ପହଞ୍ଚିଥିଲା। ତେବେ ଏଥର ପାଖାପାଖି ୧୦ ହଜାରରୁ ଊର୍ଦ୍ଧ୍ବ ପଶୁବଳି ଦିଆଯାଇଥିବା ସୂଚନା ମିଳିଛି। କଳାହାଣ୍ଡିରେ ଶାରଦୀୟ ଦଶହରା କହିଲେ ଇଷ୍ଟଦେବୀ ମା…

ମା’ ଦୁର୍ଗାଙ୍କ ଶରଣରେ ମୋହନ, ନବୀନ

ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜାରେ ଜମୁଛି ପୂଜା ବଜାର। ଏହାରି ଭିତରେ ଆଜି ମହାଅଷ୍ଟମୀରେ ଭୁବନେଶ୍ଵରରେ ପୂଜା ମଣ୍ଡପ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ଭୁବନେଶ୍ଵରର ଓଲ୍ଡ ଟାଉନ ସ୍ଥିତ ପାଟଣା ସାହି ପୂଜା ପେଣ୍ଡାଲ ବୁଲି ଦେଖିଛନ୍ତି। ଏହାପରେ ରସୁଲଗଡ, ନୟାପଲ୍ଲୀ,…

୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି 

ପୁରୀ: ଆସନ୍ତା ୨୩ ତାରିଖରେ ୨ ଦୁନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଯୋଗ ଦେବା ପାଇଁ କାର୍ଯ୍ୟକ୍ରମ ରହିଛି। ତେବେ ଆସନ୍ତା ୨୩ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି । ସେଦିନ ମୟୂରଭଞ୍ଜରେ ଘରେ…

ଭାଇ ଜିଉନ୍ତିଆ ପର୍ବ: ବ୍ରତ ରଖନ୍ତି ଦୁର୍ଗତନାଶିନୀ ମା’ ଦୁର୍ଗା

ସୁବର୍ଣ୍ଣପୁର: ଆଜି ଭାଇ ଜିଉନ୍ତିଆ ଓଷା। ପଶ୍ଚିମ ଓଡ଼ିଶାର ଅନେକ ପର୍ବ ମଧ୍ୟରୁ ଆଉ ଏକ ମହାନ ପର୍ବ ହେଉଛି ଏହି ଓଷା । ଭାଇର ମଙ୍ଗଳ ପାଇଁ ଉପବାସ କରି ମା’ ଦୁର୍ଗାଙ୍କ ଠାରେ ପୂଜାର୍ଚ୍ଚନା କରିଥାନ୍ତି ଭଉଣୀ ମାନେ । ଭାଇ ଭଉଣୀର ପବିତ୍ର ସଂପର୍କ ଭିତରେ ଭଉଣୀର ରକ୍ଷା କବଚ ପାଲଟିଥାଏ ଭାଇ ।…

ରାଜଧାନୀରେ ପର୍ଯ୍ୟଟକଙ୍କ ମନମୋହୁଛି ଦୁବାଇର ମିରାକଲ୍ ଗାର୍ଡେନ

ଭୁବନେଶ୍ଵର: ମଣ୍ଡପେ ବିରାଜମାନ କରିଛି ମାଆ ଦୁର୍ଗା। ଏଥିପାଇଁ ଚଳଚଞ୍ଚଳ ରାଜଧାନୀ ଭୁବନେଶ୍ୱରରୁ ପୁରପଲ୍ଲୀର କୋଣ ଅନୁକୋଣ । ଆଜି ଶାରଦୀୟ ଦୁର୍ଗାପୂଜାରେ ପୀଠରେ ମହାନବମୀ ଚାଲିଥିବା ବେଳେ ମଣ୍ଡପମାନଙ୍କରେ ମୁଣ୍ମୟୀ ଦେବୀ ପ୍ରତିମାଙ୍କର ମହାଷ୍ଟମୀ ଚାଲିଛି । ବେଦମନ୍ତ୍ରରେ ପ୍ରକମ୍ପିତ ହେଇଛି…

ନିଶାସକ୍ତ ପ୍ରଧାନ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି

ଯାଜପୁର: ଯାଜପୁର ଜିଲ୍ଲାର ଏକ ସରକାରୀ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଡ୍ୟୁଟିରେ ନିଶାସକ୍ତ ଭାବେ କାର୍ଯ୍ୟ କରିବା ନେଇ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଖବର ଅନୁଯାୟୀ, ଧର୍ମଶାଳାର ଏକ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ନୋଟିସ ଜାରି କରାଯାଇଛି। ବିଦ୍ୟାଳୟ ପରିଚାଳନା…

ଏଣିକି ଦେବାକୁ ପଡ଼ିବନି ପେଣ୍ଡାଲ ଭଡ଼ା

ଭୁବନେଶ୍ଵର:ଏଣିକି ଆଉ ଦେବାକୁ ପଡ଼ିବନି ଭଡ଼ା। ନିଶୁଳ୍କ ହେଲା ପୂଜା ପେଣ୍ଡାଲ। ରାଜ୍ୟବ୍ୟାପୀ ସବୁ ଦୁର୍ଗା ପୂଜା ପେଣ୍ଡାଲର ଭଡ଼ା ଛାଡ଼ କରାଯାଇଛି। ଭୁବନେଶ୍ବର ସମେତ ରାଜ୍ୟର ସବୁ ପୂଜା ପେଣ୍ଡାଲର ଭଡ଼ା ଛାଡ଼ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ଫଳରେ…

ଆଦିବାସୀଙ୍କ ଆଶା, ବିଶ୍ୱାସ ଓ ସଂସ୍କୃତିର ପ୍ରତୀକ ଛତର ଯାତ୍ରା, ପୂଜା ପାଇବେ ଧରଣୀ ପେନୁ

କଳାହାଣ୍ଡି: ଓଡ଼ିଶାର ସଂସ୍କୃତି ଓ ପରମ୍ପରା ବହୁତ୍ ପୁରୁଣା ଓ ଗଭୀର। ଏହାର ଅନେକ କିମ୍ବଦନ୍ତୀ ରହିଛି, ଯାହାକି ଦେଶର କୋଣ ଅନୁକୋଣରୁ ଅନେକ ଲୋକଙ୍କୁ ଏହାର କଳା, କୀର୍ତ୍ତି ଓ ସଂସ୍କୃତି ପ୍ରତି ଆକର୍ଷିତ କରିଥାଏ। ୧୨ ମାସରେ ତେର ପର୍ବ ପୁଣି ଆୟୋଜନ ହୁଏ ଅନେକ ଯାନିଯାତ୍ରା। କଳାହାଣ୍ଡି…

ପୋଲସରାର ପୂର୍ବତନ ବିଧାୟକ ତଥା ବିଜେପି ନେତା ନିରଞ୍ଜନ ପ୍ରଧାନଙ୍କ ପରଲୋକ

ଭୁବନେଶ୍ଵର: ପରଲୋକରେ ପୋଲସରାର ପୂର୍ବତନ ବିଧାୟକ ତଥା ବିଜେପି ନେତା ନିରଞ୍ଜନ ପ୍ରଧାନ । ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ଦେହାନ୍ତ ହୋଇଥିବା ନେଇ ସୂଚନା ମିଳିଛି । ୨୦୦୪ରୁ ୨୦୧୪ ପୋଲସରା ନିର୍ବାଚନ ମଣ୍ଡଳୀରେ ବିଜେଡି ବିଧାୟକ ଥିଲେ ନିରଞ୍ଜନ ପ୍ରଧାନ । ଦୀର୍ଘ ଦିନ ହେବ ସେ ଅସୁସ୍ଥ…

ସଜେଇ ହୋଇଛି ଟ୍ଵିନ୍ ସିଟି: ସୁନାଚାନ୍ଦି ମେଢରେ ଝଟକୁଛନ୍ତି ମା’

ଭୁବନେଶ୍ଵର: ପାର୍ବଣ ପାଇଁ ଉତ୍ସବ ମୁଖର ସାରା ରାଜ୍ୟ। ଧରାପୃଷ୍ଠରେ ଅବତରଣ କରିଛନ୍ତି ଜଗଦଜନନୀ। ମା’ଙ୍କ ଆଗମନରେ ଭକ୍ତିମୟ ପରିବେଶ। ପୀଠ ହେଉ କି ମଣ୍ଡପ ସବୁଠି ଭିଡ଼। ମହାମାୟାଙ୍କ ମହାନବମୀ ପୂଜା ପାଇଁ ଚଳଚଞ୍ଚଳ ରାଜ୍ୟର ସବୁ ଶକ୍ତିପୀଠ। ସେପଟେ ପୂଜା ମଣ୍ଡପରେ ଚାଲିଛି ଦେବୀ ଦଶଭୁଜାଙ୍କ…