Latest Odisha News

BREAKING NEWS

Browsing Category

ଓଡିଶା

Odisha

ଦୁର୍ନୀତି…କେତେ ବାଟ ଗଲା ତଦନ୍ତ?

ଭୁବନେଶ୍ବର: ୨୦୨୪ ନିର୍ବାଚନ ବେଳେ ବିଜେପିର ଅନ୍ୟ ଏକ ବଡ଼ ପ୍ରସଙ୍ଗ ଥିଲା ଦୁର୍ନୀତି । ପୂର୍ବ ବିଜେଡି ସରକାର ନାଁରେ ଦୁର୍ନୀତି ଅଭିଯୋଗ ଆଣି ଲଗାତର ଟାର୍ଗେଟ୍ କରିଥିଲେ ବିଜେପି ନେତା । ନିର୍ବାଚନୀ ରାଲିରେ ବର୍ଷିଥିଲେ ଉଭୟ କେନ୍ଦ୍ର ଓ ରାଜ୍ୟ ନେତା । ଆଶା କରାଯାଉଥିଲା, ସରକାରକୁ ଆସିବା…

ବର୍ଷେ ପରେ ଏଇଠି ଓଡିଆ ଅସ୍ମିତା?

ଭୁବନେଶ୍ବର: ବର୍ଷେ ତଳେ ଐତିହାସିକ ରାୟ ଦେଇଥିଲା ଓଡିଶା। ଓଡିଆ ଅସ୍ମିତାର ନାରା ଲଗାଇଥିଲେ ବିଜେପି ନେତା, ତ ମନଖୋଲି ସମର୍ଥନ ଅଜାଡିଥିଲେ ଜନତା। ୨୦୨୪ ନିର୍ବାଚନରେ ଖୁବ୍ ଚର୍ଚ୍ଚାରେ ଥିଲା ଓଡିଆ ଅସ୍ମିତା। କହିବାକ ଗଲେ, ପୂରା ନିର୍ବାଚନରେ ପାଲଟିଥିଲା ଗେମଚେଞ୍ଜର। ଓଡିଆ ସ୍ବାଭିମାନ…

ରାଜ୍ୟରେ ୨-୩ ଡିଗ୍ରୀ ବଢିବ ତାପମାତ୍ରା

ଭୁବନେଶ୍ୱର: ଆଗାମୀ ପାଞ୍ଚ ଦିନ ମଧ୍ୟରେ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ଖରା ଅନୁଭୂତ ହେବାକୁ ଥିବା ବେଳେ ଆଉ କିଛି ଅଞ୍ଚଳରେ ବର୍ଷା, ବଜ୍ରପାତ ହେବାର ସମ୍ଭାବନା ଅଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଜୁନ୍ ୧୨ ତାରିଖ ପର୍ଯ୍ୟନ୍ତ ଏନେଇ ହଳଦିଆ ସତର୍କତା ଜାରି କରିଛି। ଆଗାମୀ ୩ ଦିନ…

୨ ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ୪ ଗିରଫ; ବିଶାଖାପାଟଣା ଫେରାର ବେଳେ ଧରିଲା ପୋଲିସ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅଞ୍ଚଳରେ ଦୁଇ ଜଣ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ବନ୍ଧୁତା ସ୍ଥାପନ କରି ବିଶ୍ୱାସ ଜନ୍ମାଇ ଯୁବକ ଜଣଙ୍କ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା ।୪ ଅଭିଯୁକ୍ତମାନେ ବିଶାଖାପାଟଣା ଫେରାର…

ଛତିଶଗଡ଼ରୁ ଛତ୍ରଭଙ୍ଗ ଦେଇଥିବା ମାଓବାଦୀ ଓଡ଼ିଶା ମୁହାଁ, ହାଇଆଲର୍ଟରେ ସୁରକ୍ଷାବାହିନୀ

ସମ୍ବଲପୁର: ଛତିଶଗଡ଼ରୁ ଛତ୍ରଭଙ୍ଗ ଦେଇଥିବା ମାଓବାଦୀ ଓଡ଼ିଶା ମୁହାଁ। ଦେଶରୁ ନକ୍ସଲବାଦ ମୂଳପୋଛ କରିବାକୁ ଚାଲିଛି ଜୋରଦାର୍ ଅପରେସନ୍। ଜଙ୍ଗଲରେ ଖୋଜି ଖୋଜି ନକ୍ସଲଙ୍କୁ ନିପାତ କରୁଛନ୍ତି ସୁରକ୍ଷାକର୍ମୀ। ଘଞ୍ଚ ଜଙ୍ଗଲରେ ବି ଆଉ ସୁରକ୍ଷିତ ନାହାଁନ୍ତି ମାଓବାଦୀ। ଅସ୍ତିତ୍ଵ ବଞ୍ଚାଇବାକୁ…

ବାଲେଶ୍ବରରେ ଏକସଙ୍ଗେ ୫ ପୋଲିସ ଅଧିକାରୀ ନିଲମ୍ବିତ

ବାଲେଶ୍ବର: କର୍ତ୍ତବ୍ୟରେ ଅବହେଳା ଏବଂ ବିଶୃଙ୍ଖଳା ଅଭିଯୋଗରେ ବାଲେଶ୍ବର ଜିଲ୍ଲାରେ ପାଞ୍ଚ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ସରକାରୀ ସୂତ୍ର ଅନୁଯାୟୀ, ବାଲେଶ୍ବରର ପୋଲିସ ସୁପରିଟେଣ୍ଡେଣ୍ଟ ସେମାନଙ୍କର କାର୍ଯ୍ୟରେ ଅବହେଳା ଦର୍ଶାଇ ଆଭ୍ୟନ୍ତରୀଣ ରିପୋର୍ଟ ପରେ ଜଣେ…

କପ୍ତିପଦାରେ ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ମାରିବା ଘଟଣା: ତଦନ୍ତରୁ କେହି ବର୍ତ୍ତିବେ ନାହିଁ କହିଲେ ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: କପ୍ତିପଦାରେ ଅତିରିକ୍ତ ତହସିଲଦାରଙ୍କୁ ମାଡ଼ ମାରିବା ଘଟଣା। ପ୍ରତିକ୍ରିୟା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ଯିଏ ବି ଏହି କାଣ୍ଡ କରିଛି ତାକୁ ଖୋଜି ଖୋଜି ଦଣ୍ଡ ଦିଆଯିବ। ପାତାଳରେ ଥିଲେ ବି ଅପରାଧିଙ୍କୁ ଧରାଯିବ ବୋଲି କହିଛନ୍ତି ମନ୍ତ୍ରୀ।…

ପିଏମ୍‌ ଆବାସ ଯୋଜନାରେ ଘର ପାଇଁ ମିଳିବ ମାଗଣା ବାଲି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଘର ଲାଗି ଦୁଇ ଟ୍ରାକ୍ଟର୍ ମାଗଣା ବାଲି ଦିଆଯିବ। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ପିଏମ୍‌ ଆବାସ ଘର ପାଇଁ ମାଗଣାରେ ବାଲି ଦିଆଯିବା ନେଇ ସରକାର ସ୍ଥିର କରିଛନ୍ତି। ବାଲି ଚେରାଚାଲାଣ ରୋକିବା ପାଇଁ ନୂଆ ଏସଓପି ଆସିବ। ଏଥିଲାଗି…

ଫୁଲବାଣୀ ମେଡିକାଲ କଲେଜ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଫୁଲବାଣୀ: ବହୁ ପ୍ରତୀକ୍ଷିତ ଫୁଲବାଣୀ ସରକାରୀ ଭେଷଜ ମହାବିଦ୍ୟାଳୟ ଓ ହସ୍ପିଟାଲ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଶନିବାର ମୁଖ୍ୟମନ୍ତ୍ରୀ ମାଦିକୁନ୍ଦାସ୍ଥିତ ରିଜର୍ଭ ପଡ଼ିଆରେ ଅବତରଣ କରିଥିଲେ। ଏହାପରେ ଫୁଲବାଣୀ ସହର ଉପକଣ୍ଠ ତିଲକପଡା ଠାରେ ନବନିର୍ମିତ ମେଡିକାଲ କଲେଜକୁ…

ଏନକାଉଣ୍ଟରରେ ମାଓବାଦୀ ନେତା ଭାସ୍କର ନିହତ, ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନରୁ ମୃତଦେହ ଉଦ୍ଧାର

ରାୟପୁର: ଛତିଶଗଡ଼ର ବିଜାପୁରର ଇନ୍ଦ୍ରାବତୀ ଜାତୀୟ ଉଦ୍ୟାନରେ ଗୁରୁବାର ଦିନ ହୋଇଥିବା ଏକ ଏନକାଉଣ୍ଟରରେ ଆଉ ଜଣେ ଶୀର୍ଷ ସିପିଆଇ (ମାଓବାଦୀ) କମାଣ୍ଡର ନିହତ ହୋଇଛନ୍ତି। ଶୁକ୍ରବାର ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି।ପୂର୍ବରୁ କେନ୍ଦ୍ରୀୟ କମିଟି ସଦସ୍ୟ ତଥା ଟପ୍ ମାଓବାଦୀ ନେତା ସୁଧାକର…