Latest Odisha News

BREAKING NEWS

Browsing Category

ଓଡିଶା

Odisha

ଆସନ୍ତା ମାସରେ ହେବ ରତ୍ନ ଭଣ୍ଡାରର ଗଣତିମଣତି କାର୍ଯ୍ୟ

ଭୁବନେଶ୍ୱର: ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ) ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ରତ୍ନ ଭଣ୍ଡାରର ଢାଞ୍ଚାଗତ ସଂରକ୍ଷଣ ସମ୍ପୂର୍ଣ୍ଣ କରି ମନ୍ଦିର ପ୍ରଶାସନକୁ ହସ୍ତାନ୍ତର କରିଛି। ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ମଙ୍ଗଳବାର ଦିନ ସୂଚନା ଦେଇଛନ୍ତି। ସଂରକ୍ଷଣ କାର୍ଯ୍ୟ…

ଦିଗପହଣ୍ଡିରେ ଅଣାୟତ୍ତ ଝାଡ଼ାବାନ୍ତି, ଆଉ ୧୦ ଆକ୍ରାନ୍ତ ଚିହ୍ନଟ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଦିଗପହଣ୍ଡି ବ୍ଲକର ଉସ୍ତପଲ୍ଲୀ ଗ୍ରାମରେ ବ୍ୟାପୁଛି ଡାଇରିଆ। ସାନଖେମୁଣ୍ଡି ପରେ ପାତ୍ରପୁରରେ ଆଉ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସମସ୍ତ ଆକ୍ରାନ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତ । ଚିକିତ୍ସା ପରେ ସେମାନେ ସୁସ୍ଥ ହୋଇ…

ହଇଚଇ ସୃଷ୍ଟି କରିଛି ‘ବୋଉ ବୁଟୁ ଭୂତ’: ବଲିଉଡର ଏହି ସିନେମାକୁ ପଛରେ ପକାଇଲା….

ଭୁବନେଶ୍ବର: ବାବୁସାନ ମହାନ୍ତିଙ୍କ ଅଭିନୀତ ଫିଲ୍ମ ବୋଉ ବୁଟୁ ଭୂତ ଏବେ ବକ୍ସ ଅଫିସରେ ଧମାକା ରଚିଛି । ସର୍ବାଧିକ ଆୟକାରୀ ଓଡ଼ିଆ ଫିଲ୍ମ ଭାବେ ଓଡିଆ ସିନେମା ଜଗତରେ ଇତିହାସ ସୃଷ୍ଟି କରିଥିବା ବେଳେ ଏବେ ବଲିଉଡ ଡାଇରିରେ ବି ସିନେମାକୁ ବୟରେ ପଛରେ ପକାଇଛି । ତାହା ପୁଣି କୋଉ ଏମିତି ସେମିତି…

ନାରାୟଣଡଙ୍ଗର ସଂରକ୍ଷିତ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ, ଛତ୍ରଭଙ୍ଗ ଦେଲେ ମାଓବାଦୀ

ନୂଆପଡ଼ା: ସୁରକ୍ଷାକର୍ମୀଙ୍କୁ ମିଳିଛି ସଫଳତା। ଓଡ଼ିଶା-ଛତିଶଗଡ଼ ସୀମାରେ ଠାବ କଲେ ମାଓ କ୍ୟାମ୍ପ। କିନ୍ତୁ ଛତ୍ରଭଙ୍ଗ ଦେଲେ ମାଓବାଦୀ। କମ୍ବିଂ ଅପରେସନ୍ ବେଳେ ମାଓ କ୍ୟାମ୍ପ ଠାବ ହୋଇଥିବା ସୂଚନା ରହିଛି। ସିନାପାଲି ଥାନା ନାରାୟଣଡଙ୍ଗର ସଂରକ୍ଷିତ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ ହୋଇଛି।…

ଫିଲ୍ମ ‘ଅନନ୍ତା’ ଦେଖିବେ ଡିଏଭି ସ୍କୁଲ ଛାତ୍ରଛାତ୍ରୀ

ଭୁବନେଶ୍ୱର: ସାରା ଓଡିଶାରେ ଥିବା ୬୩ ଡିଏଭି ସ୍କୁଲର ୭୫୦୦୦ ଇଂରାଜୀ ମିଡିୟମ ଛାତ୍ରଛାତ୍ରୀଙ୍କୁ ଅନନ୍ତା ଦେଖାଇବାକୁ ସର୍କୁଲାର ଜାରି କରିଛନ୍ତି ଡିଏଭି ସ୍କୁଲ ନେଟୱର୍କର ରିଜିଓନାଲ ଡାଇରେକ୍ଟୋର DR K C Satapathy। ଅନନ୍ତା ସିନେମାରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ସାହିତ୍ୟ ଓ…

‘ସମ୍ବିଧାନ ବଞ୍ଚାଅ ସମାବେଶ’ ପାଇଁ ଓଡ଼ିଶା କଂଗ୍ରେସ ପକ୍ଷରୁ ସଂଯୋଜକ ନିଯୁକ୍ତ

ଭୁବନେଶ୍ୱର: ସମ୍ବିଧାନ ବଞ୍ଚାଅ ସମାବେଶ ପାଇଁ ଓଡ଼ିଶା କଂଗ୍ରେସ ପକ୍ଷରୁ ସଂଯୋଜକମାନଙ୍କୁ ନିଯୁକ୍ତ କରାଯାଇଛି। ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାର୍ଗେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଏଆଇସିସି ସାଧାରଣ ସମ୍ପାଦକ (ସଂଗଠନ) କେ.ସି. ଭେଣୁଗୋପାଳଙ୍କ ଗସ୍ତ ସମୟରେ 'ସମ୍ବିଧାନ…

ରାଜ୍ୟରେ ଟ୍ରିପଲ୍‌ ‘M’ ସରକାର ଚାଲିଛି: ସଭାପତି ହେବା ପରେ ମନମୋହନଙ୍କୁ ପ୍ରଶଂସାରେ ପୋତିଲେ ନେତା, ମନ୍ତ୍ରୀ

ଭୁବନେଶ୍ୱର: ପୁଣି ଥରେ ରାଜ୍ୟ ବିଜେପି ସଭାପତି ପଦରେ ବସିଲେ ମନମୋହନ ସାମଲ। ଏନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ବିଧିବଦ୍ଧ ଭାବେ ଘୋଷଣା କଲେ ନିର୍ବାଚନ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ବାଲଁ। ତେବେ ମନମୋହନ ବିଜେପି ସଭାପତି ଭାବେ ପାଇବା ପରେ ମନମୋହନଙ୍କୁ ପ୍ରଶଂସାରେ ପୋତିଲେ…

ରାଜ୍ୟ ସଭାପତି ଭାବେ ମନମୋହନଙ୍କ ନାଁରେ ବାଜିଲା ମୋହର

ଭୁବନେଶ୍ୱର: ପୁଣି ଥରେ ରାଜ୍ୟ ବିଜେପି ସଭାପତି ପଦରେ ବସିଲେ ମନମୋହନ ସାମଲ। ଏନେଇ ଆଜି ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ବିଧିବଦ୍ଧ ଭାବେ ଘୋଷଣା କଲେ ନିର୍ବାଚନ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ବାଲ। ସୂଚନା ଅନୁଯାୟୀ, ଲଗାତର ଦ୍ବିତୀୟ ଏବଂ ମୋଟ୍ ଚତୁର୍ଥ ଥର ପାଇଁ ନିର୍ଦ୍ବନ୍ଦ୍ବରେ ରାଜ୍ୟ…

ମୁଣ୍ଡଳୀ ଛୁଇଁଲା ହୀରାକୁଦରୁ ନିଷ୍କାସିତ ଜଳ: ପ୍ରବାହିତ ହେଉଛି ୮୭ ହଜାରରୁ ଅଧିକ କ୍ୟୁସେକ ଜଳ

ଭୁବନେଶ୍ବର: ମୁଣ୍ଡଳୀ ଛୁଇଁଲା ହୀରାକୁଦ ବନ୍ୟା ଜଳ । ହୀରାକୁଦ ୨୦ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଥିବା ବେଳେ ମହାନଦୀ ଫୁଲିବାରେ ଲାଗିଛି । ଧୀରେ ଧୀରେ କଟକ ମୁଣ୍ଡଳି ଜଳସ୍ତର ମଧ୍ୟ ବଢ଼ିବାରେ ଲାଗିଛି ଆଜି ସକାଳ ୮ଟା ସୁଦ୍ଧା ମୁଣ୍ଡଳି ଜଳସ୍ତର ୮୭,୭୦୦ କ୍ୟୁସେକ ଜଳ ପ୍ରବାହିତ ହେୁଛି…

ଆଗାମୀ ୩ ଦିନ ପ୍ରବଳ ଛେଚିବ: ଏହି ସବୁ ଜିଲ୍ଲାକୁ ରେଡ୍ ଓ୍ବାର୍ଣ୍ଣିଂ….

ଭୁବନେଶ୍ବର: ଆଗାମୀ ୩ ଦିନ ପାଇଁ ରାଜ୍ୟରେ ପ୍ରବଳ ବର୍ଷିବ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମଧ୍ୟାହ୍ନ/ସନ୍ଧ୍ୟା ସମୟରେ ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା, ଘଡ଼ଘଡ଼ି ସହ କାଳବୈଶାଖୀର ସମ୍ଭାବନା ରହିଛି । ତେଣୁ ବିଭିନ୍ନ ଜିଲ୍ଲାକୁ ରେଡ୍, ଅରେଞ୍ଜ ଓ ୟେଲୋ…