Latest Odisha News

BREAKING NEWS

Browsing Category

ଓଡିଶା

Odisha

ଭୀମସାରରେ ଛାତ୍ର ସଂଘର୍ଷ, ୩ ଆହତ

ସମ୍ବଲପୁର: ବୁର୍ଲା ଭୀମସାରରେ ଛାତ୍ର ସଂଘର୍ଷ । ୨ ଡାକ୍ତରୀ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ୟୁଜି ଛାତ୍ର ସଂଘର ବାର୍ଷିକ ଉତ୍ସବ ବେଳେ ଗଣ୍ଡଗୋଳ ହୋଇଥିବା ନେଇ ସୂଚନା ମିଳିଛି । ଗଣ୍ଡଗୋଳରେ ୩ ଜଣ ଆହତ ହୋଇଛନ୍ତି । ହାଉସ୍‌ ସର୍ଜନ ଓ ପିଜି ଛାତ୍ରଙ୍କ ମଧ୍ୟରେ ମାଡ଼ପିଟ୍‌ । ହାଉସ୍‌…

ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନଶିପ: ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଲେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର…

ଭୁବନେଶ୍ୱର: ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର ଗଣିତ ବିଭାଗର ପ୍ରଥମ ବର୍ଷର ଛାତ୍ର ରୋହିତ ପାତ୍ର ଦକ୍ଷିଣ ଆଫ୍ରିକାର ସନ୍ ସିଟିରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନଶିପରେ ୧୨୦ କିଲୋଗ୍ରାମ+ ସବ୍ ଜୁନିୟର ବର୍ଗରେ ଡେଡ ଲିଫ୍ଟରେ ସ୍ୱର୍ଣ୍ଣ ପଦକ ଏବଂ ବେଞ୍ଚ…

କଟକରେ ଅଟୋ ଚାଳକଙ୍କ ବେକ କାଟିଲେ ମଦ୍ୟପ

କଟକ:ଆରମ୍ଭ ହୋଇଛି ପାର୍ବଣ ଋତୁ। ଅଟୋ ପାର୍କିଂକୁ ନେଇ ୨ ଜଣ ମଦ୍ୟପ ଅଟୋ ଡ୍ରାଇଭରଙ୍କ ବେକ କାଟିଦେଇଛନ୍ତି। ଆଜି ସନ୍ଧ୍ୟା ବେଳେ ଏପରି ଘଟଣା କଟକ ଟାଉନ୍‌ରେ ଘଟିଛି। ଆହତ ଡ୍ରାଇଭରଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ମଧୁପାଟଣା ଥାନା ପୋଲିସ ଘଟଣାର ତଦନ୍ତ ଚଳାଇଛି। …

ରାଉରକେଲାରେ ଲକ୍ଷାଧିକ ଟଙ୍କାର ବେଆଇନ ବାଣ ଜବତ

ରାଉରକେଲା: ରାଉରକେଲାରେ ବଡ ଧରଣର ଚୋରା ବାଣ ଜବତ ହୋଇଛି । ଡେଲି ମାର୍କେଟର ଦୁଇଟି ସ୍ଥାନରୁ ବାଣ ଜବତ କରାଯାଇଛି । ଘଟଣାସ୍ଥଳରେ ରାଉରକେଲା ପ୍ଲାଣ୍ଟ ସାଇଟ୍ ପୋଲିସ ଚଢାଉ କରି ଚୋରା ବାଣ ଜବତ କରିଛି। ଜବତ ବାଣର ମୂଲ୍ୟ ପ୍ରାୟ ୧୫ରୁ ୨୦ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି । ଦୁଇ ବ୍ୟବସାୟୀ…

ଜଳିଗଲା ଟ୍ରକ୍‌-କଣ୍ଟେନର, ଚାଳକ ଜୀବନ୍ତ ଦଗ୍ଧ

ସମ୍ବଲପୁର: ଜମନକିରା ଥାନା ୫୩ ନମ୍ବର ଜାତୀୟର କଦଳୀପାଳ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଟ୍ରକ୍‌-କଣ୍ଟେନର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣା ପରେ ଉଭୟ ଗାଡ଼ିରେ ଲାଗିଲା ନିଆଁ। ଘଟଣାରେ କଣ୍ଟେନର ଚାଳକ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ଖଲାସୀ ଗୁରୁତର ଆହତ ହୋଇଛି।…

ଲକ୍ଷ୍ମୀ ବସକୁ ବିରୋଧ କରି ବନ୍ଦ ଡାକରା ପ୍ରସଙ୍ଗ: ବସ୍ ମାଲିକଙ୍କୁ ଆଲୋଚନା ପାଇଁ ଡାକିଲେ ପରିବହନ ମନ୍ତ୍ରୀ

ଭୁବନେଶ୍ୱର: ଲକ୍ଷ୍ମୀ ବସ୍‌ ସେବାକୁ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ବିରୋଧ କରାଯାଇଛି। ୭ ତାରିଖ ଅର୍ଥାତ୍ ଆସନ୍ତାକାଲି ସନ୍ଧ୍ୟାରୁ ୨୪ ଘଣ୍ଟିଆ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଘରୋଇ ବସ୍‌ ସେବା ବନ୍ଦ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଦକ୍ଷିଣ ଓ ପଶ୍ଚିମାଞ୍ଚଳ ଘରୋଇ ବସ୍ ମାଲିକ ସଂଘର…

ରାଜଧାନୀରେ ପ୍ରବଳ ବର୍ଷାରେ ଭାଙ୍ଗିଗଲା ପୂଜା ପେଣ୍ଡାଲ୍

ଭୁବନେଶ୍ୱର: ଦୁର୍ଗା ପୂଜା ପାଇଁ ସାରା ଓଡିଶାରେ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ରବିବାର ଦିନ ଭୁବନେଶ୍ୱରରେ ପ୍ରବଳ ବର୍ଷା ହୋଇଛି। ପ୍ରବଳ ବର୍ଷା ଯୋଗୁଁ ରସୁଲଗଡରେ ଏକ ନିର୍ମାଣାଧୀନ ପେଣ୍ଡାଲ୍ ଭୁଶୁଡି ପଡିଛି। ପ୍ରବଳ ବର୍ଷା ହେତୁ ୩୦ ଫୁଟ ଉଚ୍ଚ ଏବଂ ୨୦ ଫୁଟ ଚଉଡା ଲାଇଟ୍ ଗେଟ୍…

ବାତିଲ୍ ହେଲା ପିଜିଟି ଲିଖିତ ପରୀକ୍ଷା

ଭୁବନେଶ୍ବର: ବାତିଲ୍ ହେଲା ପିଜିଟି ଲିଖିତ ପରୀକ୍ଷା । ପିଜିଟି ନିଯୁକ୍ତି ନେଇ ଆଜି ହେବାକୁ ଥିବା ୩ଟି ବର୍ଗର ଲିଖିତ ପରୀକ୍ଷା ବାତିଲ୍‌ କରିଛି ଓପିଏସସି । ତେବେ ଆଜି ଓପିଏସସି ପରୀକ୍ଷାର ପଦାର୍ଥ ବିଜ୍ଞାନ, ଗଣିତ, ଓଡ଼ିଆ ପଦବୀ ପାଇଁ ପରୀକ୍ଷା ଲିଖିତ ପରୀକ୍ଷା ହେବାକୁ ଥିବା ବେଳେ ଏବେ…

ଅଧା ରାସ୍ତାରେ ହାତ ଛାଡିଲେ ପତ୍ନୀ, ସ୍ତ୍ରୀଙ୍କ ସ୍ମୃତିରେ କିଛି ଏମିତି କଲେ ସ୍ବାମୀ….ଯାହା ଆପଣଙ୍କୁ ବି ଆଶ୍ଚର୍ଯ୍ୟ…

ବ୍ରହ୍ମପୁର: ପତ୍ନୀଙ୍କ ବିୟୋଗରେ ଅନେକ ସ୍ବାମୀ ତାଙ୍କ ସ୍ମୃତିରେ ତାଙ୍କୁ ମନେରଖିବା ପାଇଁ ବିଭିନ୍ନ କାରୁକାର୍ଯ୍ୟ ନିର୍ମାଣ କରନ୍ତି । ଯାହାର ନିଦର୍ଶନ ଆମେ ଅନେକ ଦେଖିଛେ । ସେଥିମଧ୍ୟରୁ ତାଜମହଲ ଅନ୍ୟତମ  । ହେଲେ ବ୍ରହ୍ମପୁରର ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କ ବିୟୋଗ ପରେ କିଛି ଏମିତି…

ମୂର୍ତ୍ତି ଚୋରି ରାକେଟରେ ୩ ଭାଇ ଗିରଫ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ପ୍ରାଚୀନ ମୂର୍ତ୍ତି ଚୋରି ରାକେଟରେ ୩ ଭାଇ ଗିରଫ ହୋଇଛନ୍ତି। ଏଥିସହିତ ୫୦ରୁ ଅଧିକ ମୂର୍ତ୍ତି ଉଦ୍ଧାର କରାଯାଇଛି। ଏହି ତିନି ଅଭିଯୁକ୍ତ ଭାଇମାନେ ହେଲେ ବରଦା ପ୍ରସନ୍ନ ଆଚାର୍ଯ୍ୟ, ଆନନ୍ଦ ପ୍ରସନ୍ନ ଆଚାର୍ଯ୍ୟ ଏବଂ ତାଙ୍କ ବଡ଼ ଭାଇ ସାରଦା ପ୍ରସନ୍ନ…