Latest Odisha News

BREAKING NEWS

Browsing Category

ଅଲିମ୍ପିକସ୍

ଭାରତର ମହିଳା, ପୁରୁଷ ତୀରନ୍ଦାଜ ଟିମ କ୍ୱାର୍ଟରରେ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଗୁରୁବାର ଭାରତ ସମ୍ପୂର୍ଣ୍ଣ ଷ୍ଟାଇଲରେ ତାର ଅଭିଯାନ ଆରମ୍ଭ କରିଛି । ତୀରନ୍ଦାଜ କ୍ୱାଲିଫାୟର ରାଉଣ୍ଡରେ ଭାରତର ଉଭୟ ମହିଳା ଏବଂ ପୁରୁଷ ଟିମ କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ଉଦୀୟମାନ ଖେଳାଳି ଅଙ୍କିତା ଭକତଙ୍କ ଚମତ୍କାର ପ୍ରଦର୍ଶନ ସହାୟତାରେ…

ପ୍ରଥମ ଭାରତୀୟ ଭାବେ ହ୍ୟାଟ୍ରିକ ପଦକ ଲକ୍ଷ୍ୟରେ ପିଭି ସିନ୍ଧୁ

ପ୍ୟାରିସ: ଭାରତୀୟ ବ୍ୟାଡମିଂଟନ ଷ୍ଟାର ପିଭି ସିନ୍ଧୁ ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ପଦକ ହାସଲ କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରିବେ । ଯଦି ଏହା ସମ୍ଭବ ହୁଏ ତେବେ ପ୍ରଥମ ଭାରତୀୟ ଭାବେ ସେ ହ୍ୟାଟ୍ରିକ ଅଲିମ୍ପିକ ପସକ ହାସଲ କରିବାରେ ସୌଭାଗ୍ୟ ଅର୍ଜନ କରିବେ । ସିନ୍ଧୁ ରିଓ ଓ ଟୋକିଓ…

କାନାଡା ମହିଳା ଫୁଟବଲ ଟିମର ସହକାରୀ କୋଚ, ଆନାଲିଷ୍ଟକୁ ବିଦା କଲା ଆଇଓସି

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଯାଇଥିବା କାନାଡା ମହିଳା ଫୁଟବଲ ଟିମକୁ ଶକ୍ତ ଧକ୍କା ଲାଗିଛି । ଟିମର ସହକାରୀ କୋଚ ଜୋସେଫ ଲୋମ୍ବାର୍ଡି ଓ ଆନାଲିଷ୍ଟ ଜସ୍ମିନ ମନ୍ଦରକୁ ଙ୍କୁ ଆଇଓସି ଘରକୁ ପଠାଇ ଦେଇଛି । ମୂଖ୍ୟ କୋଚ ୱେବ ପ୍ରିଷ୍ଟମ୍ୟାନ ମଧ୍ୟ କାନାଡାର ପ୍ରଥମ…

ତୀରନ୍ଦାଜ: ଭାରତ କ୍ୱାର୍ଟର ଫାଇନାଲରେ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଗୁରୁବାର ମହିଳା ତୀରନ୍ଦାଜ ର‌୍ୟାଙ୍କିଙ୍ଗ ରାଉଣ୍ଡରେ ଭାରତ ୪ର୍ଥ ସ୍ଥାନ ହାସଲ କରିଛି । ୧୯୮୩ ପଂଏଟ ହାସଲ କରି ଭାରତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରି ପଦକ ସମ୍ଭାବନା ସୃଷ୍ଟି କରିଛି । ଏହି ରାଉଣ୍ଡରେ ଦକ୍ଷିଣ କୋରିଆ ଅଲିମ୍ପିକ୍ସ ରେକର୍ଡ ଭଙ୍ଗ କରିଛି…

ଅଲିମ୍ପିକ୍ସ ଅପବାଦ

ନୂଆଦିଲ୍ଲୀ: ଗ୍ରୀଷ୍ମକାଳୀନ ଅଲିମ୍ପିକ କ୍ରୀଡାର ଇତିହାସ ବିବାଦ ଓ ଅପବାଦରୁ ମୁକ୍ତ ନୁହେଁ । ରାଜନୈତିକ ହସ୍ତକ୍ଷପ, ବର୍ଣ୍ଣବୈଷମ୍ୟ, ବୟକଟ୍‌, ଆତଙ୍କବାଦୀ ଆକ୍ରମଣ ଓ ଡ୍ରଗ୍ସ ସ୍କାଣ୍ଡାଲ ଯୋଗୁଁ ମଳିନ ହୋଇଛି ଅଲିମ୍ପିକ୍ସ । ୧୯୩୬ ମସିହାରେ ବର୍ଲିନ ଅଲିମ୍ପିକ୍ସ କ୍ରୀଡାକୁ ନାଜି…

ନୀତା ଅମ୍ବାନୀ  ଆଇଓସିର ସଦସ୍ୟା ଭାବରେ ନିର୍ବାଚିତ

ପ୍ୟାରିସ୍‌: ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ପୁଣି ଥରେ ନୀତା ଅମ୍ବାନୀଙ୍କ ଉପରେ ବିଶ୍ୱାସ ପ୍ରକଟ କରିଛି । ସେ ସର୍ବସମ୍ମତି କ୍ରମେ ଆଇଓସିର ସଦସ୍ୟା ଭାବରେ ନିର୍ବାଚିତ ହୋଇଛନ୍ତି । ସମୁଦାୟ ୯୩ ଭୋଟର ସେମାନଙ୍କର ଭୋଟ୍ ଦେଇଛନ୍ତି ଏବଂ ସମସ୍ତ ୯୩ ଭୋଟ୍ ନୀତା ଅମ୍ବାନୀଙ୍କ ସପକ୍ଷରେ ରହିଛି,…

ଅଲିମ୍ପିକ୍ସ: ଯାହା ଆଜି ପର୍ଯ୍ୟନ୍ତ ହୋଇନି, ତାହା ଏଥର ହେବ କି

ନୂଆଦିଲ୍ଲୀ: ଆଉ କିଛି ଘଂଟା ପରେ ଆରମ୍ଭ ହୋଇଯିବ ବିଶ୍ୱର କ୍ରୀଡା ମହାକୁମ୍ଭ । ପ୍ୟାରିସରେ ଅଲିମ୍ପିକ୍ସର ବିଗୁଲ ବାଜିବା ମାତ୍ରେ ୧୦ ହଜାରରୁ ଊର୍ଦ୍ଧ୍ୱ ଆଥଲେଟ ପଦକ ହାସଲ ପାଇଁ ଦକ୍ଷତା ପ୍ରଦର୍ଶନ କରିବେ । ଭାରତ ପକ୍ଷରୁ ଏଥର ୧୧୭ ଆଥଲେଟ ଅଂଶଗ୍ରହଣ କରୁଛନ୍ତି । ଗତ ସଂସ୍କରଣରେ ଭାରତୀୟ…

୩୬ ବର୍ଷ ହେବ ତୀରନ୍ଦାଜୀରେ ପଦକ ହାସଲ ଲକ୍ଷ୍ୟରେ ଭାରତ

ପ୍ୟାରିସ ଅଲିମ୍ପିକ୍ସରେ ଭାରତ ଏଥର ତୀରନ୍ଦାଜୀରେ ପଦକ ହାସଲ ଲକ୍ଷ୍ୟରେ ରହିବ । ୩୬ ବର୍ଷ ହେବ ଭାରତ ଏଥିପାଇଁ ସଂଘର୍ଷ କରି ଆସୁଥିଲେ ମଧ୍ୟ ସଫଳ ହୋଇପାରି ନାହିଁ । ୧୯୮୮ରେ ତୀରନ୍ଦାଜୀକୁ ପ୍ରଥମ ଥର ପାଇଁ ସାମିଲ କରାଯାଇଥିଲା । ସେବେଠାରୁ ଭାରତ ସିଡନୀ ଗେମ୍ସକୁ ଛାଡିଦେଲେ ଅନ୍ୟ ସମସ୍ତ…

ଅଲିମ୍ପିକ୍ସରେ ଓଡିଶା ଆଥଲେଟ, ଦିଲୀପଙ୍କଠାରୁ କିଶୋର ପର୍ଯ୍ୟନ୍ତ

ଅଲିମ୍ପିକ୍ସରେ ଭାରତର ପ୍ରଦର୍ଶନସ୍ତର ସୁଧୁରିବା ଆରମ୍ଭ ହୋଇଛି । ପ୍ୟାରିସ ଅଲିମ୍ପିକ୍ସରେ ଭାରତ ଏହି ଧାରା ବଜାୟ ରଖିବ ବୋଲି ଆଶା କରାଯାଉଛି । ଭାରତ ପକ୍ଷରୁ ଓଡିଶାର ଅନେକ ଖେଳାଳି ଅଲିମ୍ପିକ୍ସ ଖେଳିବା ସୌଭାଗ୍ୟ ଅର୍ଜନ କରିଛନ୍ତି । ୨୮ ବର୍ଷ ମଧ୍ୟରେ ୧୫ଜଣ ଖେଳାଳି ଅଲିମ୍ପିକ୍ସରେ…

ଦିଲ୍ଲୀ ୟୁନିଭରସିଟିର ୯ ଛାତ୍ର ଅଲିମ୍ପିକ୍ସରେ ଭାଗ ନେବେ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଦିଲ୍ଲୀ ୟୁନିଭରସିଟିର ୯ ଛାତ୍ର କମାଲ କରିବାକୁ ଯାଉଛନ୍ତି । ଏମାନଙ୍କ ମଧ୍ୟରେ ୨ଜଣ ପଢ଼ୁଥିବା ବେଳେ ଅନ୍ୟମାନେ ପାଠ ଶେଷ କରି ସାରିଛନ୍ତି । ଡିୟୁର ଭାଇସ ଚ୍ୟାନ୍ସଲର ଯୋଗେଶ ସିଂ କହିଛନ୍ତି ଯେ, ୯ଜଣଙ୍କ ମଧ୍ୟରୁ ୬ଜଣ ଶୁଟିଂରେ, ଜଣେ ଆଥଲେଟିକ୍ସରେ ଓ…