Latest Odisha News

BREAKING NEWS

Browsing Category

ଅଲିମ୍ପିକସ୍

ଅଲିମ୍ପିକ୍ସରେ ଭାରତୀୟ ବଂଶୋଦ୍ଭବ

ପ୍ୟାରିସ ଅଲିମ୍ପିକ୍ସରେ ଭାରତ ୧୧୭ଜଣିଆ ଦଳ ପଠାଇଛି । ଅନ୍ୟ ସଂସ୍କରଣ ତୁଳନାରେ ଏଥର ଟିମ ଇଣ୍ଡିଆ ଅଧିକ ପଦକ ଜିତିବ ବୋଲି ପ୍ରଶଂସକମାନେ ଆଶା ବାନ୍ଧି ବସିଛନ୍ତି । ତେବେ କେତେକ ଭାରତୀୟ ବଂଶୋଦ୍ଭବ ଭିନ୍ନ ଭିନ୍ନ ଦେଶ ପକ୍ଷରୁ ଖେଳୁଛନ୍ତି । ସେମାନଙ୍କ ପ୍ରଦର୍ଶନ ମଧ୍ୟ ଆମକୁ ପରୋକ୍ଷରେ…

ପୂନର୍ବାର ଭାରତ ପାଇଁ ଶୁଭ ସାବ୍ୟସ୍ତ ହେବ କି ଅଗଷ୍ଟ ୭

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସର କ୍ରୀଡା ଭିଲେଜରେ ଭାରତୀୟ ଆଥଲେଟମାନେ ପଂହଚିବା ଆରମ୍ଭ କରିଛନ୍ତି । ଭାରତ ଏଥର ଭଲ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଛି । ଟିମ ଇଣ୍ଡିଆ ଅଗଷ୍ଟ ୭ ପୂନର୍ବାର ଶୁଭ ସାବ୍ୟସ୍ତ ହେବାକୁ ଯାଉଛି । ୨୦୨୧ ଅଲିମ୍ପିକ୍ସରେ ଏହି ଦିନରେ ନୀରଜ ଚୋପ୍ରା ଭାରତ ପାଇଁ…

ଅଲିମ୍ପିକ୍ସରେ ବ୍ରେକ ଡ୍ୟାନସିଂ

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ଲୋକପ୍ରିୟ ବ୍ରେକ ଡ୍ୟାନ୍‌ସିଂ ଏବେ ଏକ ଅଲିମ୍ପିକ କ୍ରୀଡା । ଏଥରର ପ୍ୟାରିସ ଅଲିମ୍ପିକ୍ସରେ କ୍ରୀଡା ଭାବେ ପଦାର୍ପଣ କରିବ ବ୍ରେକ୍ ଡ୍ୟାନସିଂ ବା ବ୍ରେକିଂ । ଗତ ଶତାବ୍ଦୀର ସତୁରୀ ଦଶକରେ ନ୍ୟୁୟର୍କର ବ୍ରନ୍‌ସ୍କର ସାହିଗଳିରେ ବ୍ରେକ ଡ୍ୟାନସିଂର ସୃଷ୍ଟି ।…

ଅଲିମ୍ପିକ୍ସରେ ଏ ଭଳି ଘଟଣା ଥରେ ହୋଇଛି, ଗୋଟିଏ ଇଭେଂଟରେ ୨ଜଣଙ୍କୁ ସ୍ୱର୍ଣ୍ଣ

ପ୍ୟାରିସ: ଅଲିମ୍ପିକ୍ସ ୨୦୨୪ ସଂସ୍କରଣ ଏଥର ପ୍ୟାରିସରେ ଆୟୋଜିତ ହେବ । ଏଥର ୨୦୪ ଦେଶର ୧୦୦୦୦ରୁ ଅଧିକ ଆଥଲେଟ ବିଭିନ୍ନ ବର୍ଗରେ ଅଂଶଗ୍ରହଣ କରୁଛନ୍ତି । ୨୬ ଜୁଲାଇରୁ ଏହି କ୍ରୀଡା ମହାକୁମ୍ଭ ଆରମ୍ଭ ହେବ । ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଗୋଟିଏ ଇଭେଂଟରେ ୨ଜଣ ଆଥଲେଟଙ୍କୁ ସ୍ୱର୍ଣ୍ଣ ପଦକ…

ଅବସର ଘୋଷଣା କଲେ ଭାରତୀୟ ହକିର ମହାନ ଗୋଲକିପର ପିଆର ଶ୍ରୀଜେଶ

ନୂଆଦିଲ୍ଲୀ: ଭାରତୀୟ ପୁରୁଷ ହକିର ମହାନ ଗୋଲକିପର ପିଆର ଶ୍ରୀଜେଶ ସୋମବାର ଅବସର କେବେ ନେବେ ଘୋଷଣା କରିଛନ୍ତି । ଶ୍ରୀଜେଶ କହିଛନ୍ତି ପ୍ୟାରିସ ଅଲିମ୍ପିକ୍ସ ମୋର ଶେଷ ଆନ୍ତର୍ଜାତୀୟ ଗସ୍ତ ହେବ । ୩୬ ବର୍ଷୀୟ ଶ୍ରୀଜେଶ ୪ର୍ଥ ଥର ପାଇଁ ଅଲିମ୍ପିକ୍ସ ଖେଳୁଛନ୍ତି । ତାଙ୍କ ନେତୃତ୍ୱରେ ଭାରତ ରିଓ…

ଭାରତ ପାଇଁ ଅଲିମ୍ପିକ୍ସ ପଦକ ଜିତିଥିବା ବାପ, ପୁଅ ଯୋଡି

ଅଲିମ୍ପିକ୍ସରେ ପଦକ ଜିତିବା ସମସ୍ତ ଆଥଲେଟଙ୍କ ସ୍ୱପ୍ନ ରହିଥାଏ । ଆଉ ଗୋଟିଏ ପରିବାରରେ ଯଦି ବାପାଙ୍କ ପରେ ପୁଅ ଏହି ସଫଳତା ଆଣିଥାଏ ତାହାହେଲେ ଖୁସି ଦ୍ୱିଗୁଣିତ ହୋଇଯାଏ । ଭାରତ ଅଲିମ୍ପିକ୍ସ ଇତିହାସରେ ୧୯୦୦ ଓ ୨୦୨୧ ମଧ୍ୟରୁ ୩୫ ପଦକ ଜିତିଛି । ଏହା ମଧ୍ୟରେ ୧୦ ସ୍ୱର୍ଣ୍ଣ ପଦକ ରହିଛି ।…

ପ୍ୟାରିସ ଅଲିମ୍ପିକ୍ସ: ଆଇଓଏକୁ ଆର୍ଥୀକ ସହାୟତା ଯୋଗାଇଲା ବିସିସିଆଇ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ଆରମ୍ଭ ହେବାକୁ ସପ୍ତାହରୁ କମ ଦିନ ବାକି ରହିଛି । ଭାରତ ଏଥର ଶ୍ରେଷ୍ଠ ପ୍ରଦର୍ଶନ ଆଶାରେ ୧୧୭ ଜଣ ଆଥଲେଟଙ୍କୁ ଅଲିମ୍ପିକ୍ସ ପାଇଁ ପଠାଇଛି । ଇତି ମଧ୍ୟରେ ଆଥଲେଟଙ୍କ ମନୋବଳ ବଢ଼ାଇବା ପାଇଁ ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ୮.୫ କୋଟି ଟଙ୍କାର ଆର୍ଥୀକ…

ଏଥର ଭାରତୀୟ ୱେଟଲିଫ୍ଟରଙ୍କ ସମସ୍ତ ଭାର ଏକାକୀ ଉଠାଇବେ ମୀରବାଇ ଚାନୁ

ନୂଆଦିଲ୍ଲୀ: ଆଗାମୀ ପ୍ୟାରିସ ଅଲିମ୍ପିକ୍ସ ପାଇଁ ୱେଟଲିଫ୍ଟିଂରେ ଭାରତର ଏକମାତ୍ର ଆଥଲେଟ ପାଇଁ ମୀରାବାଇ ଚାନୁ ଯୋଗ୍ୟତା ହାସଲ କରିଛନ୍ତି । ମହିଳା ୪୯ କିଗ୍ରା ୱେଟ କିଗ୍ରାରେ ସେ କ୍ୱାଲିଫାଇ କରିଛନ୍ତି । ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତି ଭାରତକୁ ଗୌରବାନ୍ୱିତ କରିଥିବା ମୀରାବାଇ ଏଥର…

ବକ୍ସିଂରେ ଏଥର ଭାରତ ଲଗାଇ ପାରିବ କି ଗୋଲ୍ଡେନ ପଂଚ

ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ବକ୍ସରଙ୍କଠାରୁ ଏଥର ଗୋଲ୍ଡେନ ପଂଚ ଆଶା କରାଯାଉଛି । ରେସଲିଂ ପରି ଏଥର ପୁରୁଷଙ୍କ ତୁଳନାରେ ଏଥର ଅଧିକ ମହିଳା ଅଲିମ୍ପିକ କୋଟା ହାସଲ କରିଛନ୍ତି । ଅନ୍ତିମ ପଙ୍ଘାଲ (୫୧ କିଗ୍ରା) ଓ ନିଶାନ୍ତ ଦେବ(୭୧ କିଗ୍ରା) ବ୍ୟତୀତ ନିଖତ ଜରୀନ, ପ୍ରୀତି ପାୱାର, ଜସ୍ମିନ…

ଅଲିମ୍ପିକ୍ସରେ ଖେଳିବା ପାଇଁ ଆଙ୍ଗୁଳି କାଟିବାକୁ ପଛେଇ ନ ଥିଲେ ଏହି ହକି ଖେଳାଳି

ପ୍ୟାରିସ: ଆଉ କିଛି ଦିନ ପରେ ଆରମ୍ଭ ହୋଇଯିବ ପ୍ୟାରିସ ଅଲିମ୍ପିକ୍ସ । ବିଶ୍ୱର ଏହି କ୍ରୀଡା ମହାକୁମ୍ଭରେ ଅଂଶଗ୍ରହଣ କରିବା ସମସ୍ତ ଖେଳାଳିଙ୍କ ସ୍ୱପ୍ନ ରହିଥାଏ । ଅଷ୍ଟ୍ରେଲିଆର ହକି ଖେଳାଳି ପ୍ୟାରିସ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ପାଇଁ ନିଜ ଆଙ୍ଗୁଳିକୁ ବଳି ପକାଇବାକୁ ପଛେଇ ନ ଥିଲେ ।…