Latest Odisha News

BREAKING NEWS

Browsing Category

ଅଲିମ୍ପିକସ୍

ଭାରତର ପ୍ରଥମ ଅଲିମ୍ପିକ୍ସ ପଦାର୍ପଣ

ଆଉ କିଛି ଦିନ ପରେ ପ୍ୟାରିସରେ ଆରମ୍ଭ ହୋଇଯିବ କ୍ରୀଡା ଜଗତର ମହାକୁମ୍ଭ । ଭାରତ ସ୍ୱାଧୀନତା ହାସଲ କରି ନ ଥିବା ବେଳେ ୧୯୦୦ରେ ନର୍ମାନ ପ୍ରିଚର୍ଡ ଭାରତ ପକ୍ଷରୁ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ଖେଳିବା ସୌଭାଗ୍ୟ ଅର୍ଜନ କରିଥିଲେ । ୧୯୨୦ରେ ଭାରତ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ ସମ୍ପୂର୍ଣ୍ଣ…

ପ୍ୟାରିସ ଅଲିମ୍ପିକ୍ସ: ନୀରଜ ନେବେ ଭାରତୀୟ ଆଥଲେଟିକ୍ସ ଟିମର ନେତୃତ୍ୱ

ନୂଆଦିଲ୍ଲୀ: ଆଉ ହତ ଗଣତି ଦିନ ପରେ ଆରମ୍ଭ ହେବ ପ୍ୟାରିସ ଗ୍ରୀଷ୍ମକାଳୀନ ଅଲିମ୍ପିକ୍ସ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି । ଇତି ମଧ୍ୟରେ ଟିମ ଇଣ୍ଡିଆର ୨୮ ସଦସ୍ୟ ବିଶିଷ୍ଟ ଆଥଲେଟିକ୍ସ ଟିମର ନେତୃତ୍ୱ ଦାୟିତ୍ୱ ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରାଙ୍କୁ ପ୍ରଦାନ କରାଯାଇଛି ।…

ପୁଣି ଅଲିମ୍ପିକ୍ସ ଫିଭର

ନୁଆଦିଲ୍ଲୀ: ଆଉ ମାତ୍ର କିଛି ଦିନର ଅପେକ୍ଷା । ଆରମ୍ଭ ହୋଇଯିବ ବିଶ୍ୱ କ୍ରୀଡାର ମହାକୁମ୍ଭ ଅଲିମ୍ପିକ୍ସ । ୩୩ତମ ଗ୍ରୀଷ୍ମକାଳୀନ ଅଲିମ୍ପିକ କ୍ରୀଡା ପାଇଁ ସଜେଇ ହୋଇଛି ପ୍ୟାରିସ ମହାନଗରୀ । ଜୁଲାଇ ୨୬ରୁ ଆରମ୍ଭ ହେବାକୁ ଥିବା କ୍ରୀଡା ମହାକୁମ୍ଭ ପାଇଁ କ୍ରୀଡାପ୍ରେମୀଙ୍କ ରୋମାଂଚ ବଢିବାରେ…