Latest Odisha News
Browsing Category

ଅଲିମ୍ପିକସ୍

ପ୍ରକାଶ ପାଦୁକୋନଙ୍କୁ ସମାଲୋଚନା କଲେ ଅଶ୍ୱୀନ ପୋନପ୍ପା

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଉଦୀୟମାନ ବ୍ୟାଡମିଂଟନ ଖେଳାଳି ଲକ୍ଷ୍ୟ ସେନ ଅଳ୍ପକେ ବ୍ରୋଞ୍ଜ ପଦକ ସୁଯୋଗ ହାତଛଡା କରିଥିଲେ । ସେମିରେ ଅଶ୍ୱୀନ ପ୍ରଥମ ଗେମରେ ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ବାକି ୨ଟି ଗେମ ହାତଛଡା କରିଥିଲେ । ଦ୍ୱିତୀୟ ଗେମ ଅବସରରେ ତାଙ୍କ ହାତ ଆଘାତପ୍ରାପ୍ତ…

ମହିଳା ରେସଲିଂ ସେମିରେ ଭିନେଶ

ପ୍ୟାରିସ: ପ୍ୟାରିସ ଅଲିମ୍ପକ୍ସରେ ଭାରତର ସିନିୟର ରେସଲର ଭିନେଶ ଫୋଗଟ ପ୍ରଭାବୀ ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି । ମହିଳା ୫୦ କିଗ୍ରା ଫ୍ରିଷ୍ଟାଇଲ ଇଂଭେଟର କ୍ୱାର୍ଟର ଫାଇନାଲରେ ସେ ରାଜ୍ୟଗୋଷ୍ଠୀ କ୍ରୀଡା ସ୍ୱର୍ଣ୍ଣ ପଦକ ବିଜେତା ୟୁକ୍ରେନର ଓକସାନା ଲିଭାଚଙ୍କୁ ୭-୫ରେ…

ପ୍ୟାରିସ ଅଲମ୍ପିକ୍ସ ୨୦୨୪: ଫାଇନାଲରେ ଏଣ୍ଟ୍ରି କଲେ ନୀରଜ ଚୋପ୍ରା

ପ୍ୟାରିସ: ଭାରତର ଗୋଲ୍ଡେନ ବଏ ନୀରଜ ଚୋପ୍ରା ଯୋଗ୍ୟତା ପର୍ଯ୍ୟାୟରେ ୮୯.୩୪ ମିଟର ଦୂରକୁ ଜାଭେଲିନ ଫିଙ୍ଗି ଫାଇନାଲରେ ଏଣ୍ଟ୍ରି ମାରିଛନ୍ତି। ଏହାପରେ ନୀରଜ ବର୍ତ୍ତମାନ ସ୍ୱର୍ଣ୍ଣ ପଦକ ପାଇଁ ଫାଇନାଲରେ ଜାଭେଲିନ୍ ପକାଇବେ। ଗ୍ରୁପ୍ ବିରେ ଯୋଗ୍ୟତା ଅର୍ଜନ କରିବାରେ ନୀରଜ ପ୍ରଥମ ଆଥଲେଟ୍…

ଉତ୍ତର କୋରିଆ ରେସଲର ଉଦ୍ଦେଶ୍ୟମୂଳକ ଭାବେ ନିଶାଙ୍କୁ ଆହତ କରିଛନ୍ତି: କୋଚ ବୀରେନ୍ଦ୍ର

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତର ମହିଳା ରେସଲର ୬୮ କିଗ୍ରା କ୍ୱାର୍ଟର ଫାଇନାଲ ମୁକାବିଲାରେ ଆଘାତସମସ୍ୟା ଯୋଗୁ ପରାଜିତ ହୋଇଛନ୍ତି । ମଙ୍ଗଳବାର ଜାତୀୟ କୋଚ ବୀରେନ୍ଦ୍ର ଦାହିୟା ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ନିଶାଙ୍କୁ ବିଜୟୀ ହେବାରେ ରୋକିବା ପାଇଁ ତାଙ୍କୁ…

ଲକ୍ଷ୍ୟଙ୍କ ପରେ ନିଶାଙ୍କ ପାଇଁ କାଳ ହେଲା ଆଘାତ ସମସ୍ୟା

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ସୋମବାର ଭାରତୀୟ ଆଥଲେଟଙ୍କ ପାଇଁ ଭଲ ଦିନ ନ ଥିଲା । ୨ଟି ବ୍ରୋଞ୍ଜ ପଦକ ସୁଯୋଗ ହାତଛଡା ହେବା ପରେ ରେସଲିଂରେ ନିଶା ମଧ୍ୟ କ୍ୱାର୍ଟର ଫାଇନାଲରେ ହାରି ଯାଇଛନ୍ତି । ବ୍ୟାଡମିଂନରେ ଲକ୍ଷ୍ୟ ଭଲ ପ୍ରଦର୍ଶନ କରୁଥିବା ବେଳେ ତାଙ୍କ ହାତରୁ ରକ୍ତ ବାହାରିଥିଲା ।…

ଶୁଟିଂରେ ମଧ୍ୟ ହାତଛଡା ହେଲା ଆଉ ଏକ ବ୍ରୋଞ୍ଜ, ରେସଲର ନିଶା କ୍ୱାର୍ଟରରେ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ଆଥଲେଟମାନେ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ପଦକ ମୁକାବିଲାରେ ପରାଜିତ ହୋଇ ପ୍ରଶଂସକଙ୍କୁ ନିରାଶ କରିଛନ୍ତି । ଶୁଟିଂ ସ୍କିଟ ମିକ୍ସଡ ଟିମ ଇଭେଂଟରେ ଭାରତ ଏକ ସୁବର୍ଣ୍ଣ ସୁଯୋଗ ହାତଛଡା କରିଛି । ଅନନ୍ତ ଜିତ ସିଂ ନରୁକ୍କା ଓ ମହେଶ୍ୱରୀ…

ପଦକ ହାସଲରେ ଲକ୍ଷ୍ୟଚ୍ୟୁତ ହେଲେ ସେନ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପୁରୁଷ ବ୍ୟାଡମିଂଟନରେ ବ୍ରୋଞ୍ଜ ପଦକ ସୁଯୋଗ ହାତଛଡା କରିଛି । ଲକ୍ଷ୍ୟ ସେନ ସୋମବାର ଅନୁଷ୍ଠିତ ବ୍ରୋଞ୍ଜ ପଦକ ମୁକାବିଲାରେ ମାଲେସିଆର ଜି ଜିଆଙ୍କ ନିକଟରୁ ୨୧-୧୨, ୧୬-୨୧ ଓ ୧୧-୨୧ରେ ପରାଜିତ ହୋଇଥିଲେ । ପ୍ରଥମ ଗେମରେ ସହଜ ବିଜୟ ହାସଲ କରିବା ପରେ…

ଟେବୁଲ ଟେନିସ କ୍ୱାର୍ଟର ଫାଇନାଲରେ ଭାରତୀୟ ମହିଳା ଟିମ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ମହିଳା ସିଙ୍ଗଲ୍ସ ବିଭାଗରେ ଟେବୁଲ ଟେନିସ ଷ୍ଟାର ମନିକା ବାତ୍ରା ନିରାଶ କରିବା ପରେ ଏବେ ଟିମ ଇଭେଂଟରେ ପଦକ ଆଶା ସୃଷ୍ଟି କରିଛନ୍ତି । ଭାରତ ମହିଳା ଟିମ ଇଭେଂଟରେ ୩-୨ରେ ରୋମାନିଆକୁ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ପ୍ରଥମ ଥର ପାଇଁ…

ଅଲିମ୍ପିିକ୍ସ ସମାପନ ଉତ୍ସବରେ ଭାରତର ଧ୍ୱଜବାହକ ହେବେ ମନୁ

ପ୍ୟାରିସ: ଷ୍ଟାର ମହିଳା ଶୁଟର ମନୁ ଭାକର ପ୍ୟାରିସ ଅଲିମ୍ପିକ୍ସ ସମାପନ ଉତ୍ସବରେ ଭାରତର ଧ୍ୱଜବାହକ ହେବେ । ଭାରତୀୟ ଅଲିମ୍ପିକ ସଂଘ ଅଧିକାରୀଙ୍କ ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି । ମନୁୂ ୨ଟି ବ୍ରୋଞ୍ଜ ପଦକ ଜିତି ଭାରତକୁ ଗୌରବନ୍ୱିତ କରିଛନ୍ତି । ସେ ୧୦ ମିଟର ଏୟାର ପିସ୍ତଲ ବ୍ୟକ୍ତିଗତ ଓ…

ପୁରୁଷ ୧୦୦ ମିଟର ରେସ ଜିିତିଲେ ଆମେରିକାର ଲାୟଲ୍ସ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଆମେରିକାର ଆଥଲେଟ ନୋଆ ଲାୟଲ୍ସ ପୁରୁଷ ୧୦୦ ମିଟର ରେସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଲାୟଲ୍ସ ଜାମାଇକାର କିଶାନ ଥମ୍ପସନଙ୍କୁ ପଛରେ ପକାଇ ଏହି ସଫଳତା ହାସଲ କରିଛନ୍ତି । ଆମେରିକାର ଫ୍ରେଡ କର୍ଲି ବ୍ରୋଞ୍ଜ ପଦକ ଜିତିଛନ୍ତି । ଟୋକିଓ…