Latest Odisha News
Browsing Category

ଅଲିମ୍ପିକସ୍

ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତି ଗୋଲ୍ଡେନ ସ୍ଲାମ ସମ୍ପୂର୍ଣ୍ଣ କଲେ ଜୋକୋଭିଚ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ସର୍ବିୟାର ନୋଭାକ ଜୋକୋଭିଚ ଇତିହାସ ରଚିଛନ୍ତି । ପୁରୁଷ ସିଙ୍ଗଲ୍ସ ବିଭାଗରେ ସେ ସ୍ୱର୍ଣ୍ଣ ପଦକ ଜିିତିବା ସହ ଗୋଲ୍ଡେନ ସ୍ଳାମ ସମ୍ପୂର୍ଣ୍ଣ କରିଛନ୍ତି । ୫ମ ଖେଳାଳି ଭାବେ ସେ ଏହି ସଫଳତା ହାସଲ କରିଛନ୍ତି । ଫାଇନାଲରେ ସେ ସ୍ପେନର କାର୍ଲୋସ…

ହକି ସେମିରେ ଭାରତ, ବ୍ରୋଞ୍ଜ ପଦକ ପାଇଁ ସଂଘର୍ଷ କରିବେ ଲକ୍ଷ୍ୟ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତ ୨ଟି ପଦକର ନିକଟତର ହୋଇଛି । ପୁରୁଷ ହକି ସେମିଫାଇନାଲରେ ଟିମ ଇଣ୍ଡିଆ ଏକ ରୋମାଂଚକ ମୁକାବିଲାରେ ଗ୍ରେଟ ବ୍ରିଟେନକୁ ଶୁଟଆଉଟରେ ୪-୨ ଗୋଲରେ ପରାସ୍ତ କରିଛି । ନିର୍ଦ୍ଧାରିତ ସମୟରେ ଉଭୟ ଦଳ ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ । ଅମୀତ ରୋହିଦାସ…

ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪: ପୁରୁଷ ବ୍ୟାଡମିଣ୍ଟନ ସେମିରେ ହାରିଲେ ଲକ୍ଷ୍ୟ ସେନ

ପ୍ୟାରିସ: ପ୍ୟାରିସ୍ ଅଲିମ୍ପିକ୍ସ-୨୦୨୪ରେ ସିଙ୍ଗଲ୍ସରେ ସେମି ଫାଇନାଲରେ ପରାଜିତ ହେଲେ ଲକ୍ଷ୍ୟ ସେନ। ସୂଚନା ଅନୁଯାୟୀ, ଡେନମାର୍କ ପ୍ରତିଦ୍ବିନ୍ଦୀ ଭିକ୍ଟର ଆକ୍ସେଲସେନଙ୍କ ଠାରୁ ୨୦-୨୨, ୨୧-୧୪ରେ ହାରିଯାଇଛନ୍ତି ଲକ୍ଷ୍ୟ। ବ୍ରୋଞ୍ଜ ପଦକ ପାଇଁ ଭାଗ୍ୟ ପରୀକ୍ଷା କରିବେ ଲକ୍ଷ୍ୟ। ଏହି…

ବିବାଦ ସତ୍ୱେ ସେମିଫାଇନାଲରେ ପ୍ରବେଶ କରି ପଦକ ନିଶ୍ଚିତ କଲେ ଇମାନେ ଖେଲୀଫେ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସର ମହିଳା ବକ୍ସିଂରେ ଆଲଜେରିଆର ଇମାନେ ଖେଲୀଫେଙ୍କୁ ନେଇ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି । ଏହା ସତ୍ୱେ ସେ ଚମତ୍କାର ପ୍ରଦର୍ଶନ ଜାରୀ ରଖି ୬୬ କିଗ୍ରା ବିଭାଗର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଏଥିସହ ସେ ନିଜ ଦେଶ ପକ୍ଷରୁ ୭ମ ଖେଳାଳି ଭାବେ…

ମହିଳା ୧୦୦ ମିଟର ରେସରୁ ଓହରିଲେ ଶୈଲୀ ଫ୍ରେଜର

ପ୍ୟାରିସ: ଜାମାଇକାର ଷ୍ଟାର ଆଥଲେଟ ଶୈଲୀ ଆନ ଫ୍ରେଜର ମହିଳା ୧୦୦ ମିଟର ରେସରୁ ଓହରି ଯାଇଛନ୍ତି । ସେମିଫାଇନାଲ ରେସ ପୂର୍ବରୁ ସେ ହଠାତ କାହିଁକି ଓହରିଲେ ତାହା ସ୍ପଷ୍ଟ କରି ନାହାନ୍ତି । ତେବେ ସାଥୀ ଆଥଲେଟଙ୍କ ମତରେ ୫ ଥର ବିଶ୍ୱ ଓ ୨ ଥର ଅଲିମ୍ପିକ ଚାମ୍ପିୟନ ଫ୍ରେଜରଙ୍କୁ ଟ୍ରେନିଂ ଅଂଚଳକୁ…

୩୬ ବର୍ଷ ଅପେକ୍ଷା ପରେ ବି ଭାରତ ତୀରନ୍ଦାଜୀରେ ଜିତିପାରିଲା ନାହିଁ ପଦକ

ପ୍ୟାରିସ: ଅଲିମ୍ପିକ୍ସରେ ଭାରତ ୩୬ ବର୍ଷ ପରେ ବି ତୀରନ୍ଦାଜୀରେ ପଦକ ଜିତିବାରେ ସଫଳ ହୋଇପାରି ନାହିଁ । ଦୀପିକା କୁମାରୀ ଓ ଭଜନ ଓ କୌରଙ୍କ ଉପରେ ଶେଷ ଆଶା ଥିଲା । ମାତ୍ର ତାହା ଆଶାରେ ହିଁ ରହିଗଲା । ସେମାନେ ପଦକ ରାଉଣ୍ଡରେ ପଂହଚିବାରେ ସଫଳ ହୋଇପାରି ନ ଥିଲେ । ମହିଳା ବ୍ୟକ୍ତିଗତ ଇଭେଂଟର…

ପଦକଠାରୁ ୨ ପାଦ ଦୂରରେ ଭାରତୀୟ ହକି ଟିମ

ପ୍ୟାରିସ: ଭାରତୀୟ ହକି ଟିମ ପ୍ୟାରିସ ଅଲିମ୍ପିକ୍ସରେ ଜବରଦସ୍ତ ପ୍ରଦର୍ଶନ ଜାରୀ ରଖି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଦଳ ଏବେ ପଦକ ହାସଲଠାରୁ ୨ ପାଦ ଦୂରରେ ରହିଛି । ଚଳିତ ଅଲିମ୍ପିକ୍ସରେ ବେଲଜିୟମ ବ୍ୟତୀତ ଟିମ ଇଣ୍ଡିଆ ଅନ୍ୟ କାହାଠାରୁ ପରାଜିତ ହୋଇନି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ…

ମନୁଙ୍କ ପଛରେ ପଡିଛନ୍ତି ୪୦ରୁ ଊର୍ଦ୍ଧ୍ୱ ବ୍ରାଣ୍ଡସ

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସ ପ୍ରଦର୍ଶନ ମାଧ୍ୟମରେ ଭାରତୀୟ ଶୁଟର ମନୁ ଭାକେର ଏବେ ଷ୍ଟାର ପାଲଟି ଯାଇଛନ୍ତି । ଅଲିମ୍ପିକ୍ସରେ ସେ ୨ଟି ବ୍ରୋଞ୍ଜ ପଦକ ଜିତିବା ସହ ଅନ୍ୟ ଏକ ମୁକାବିଲାରେ ୪ର୍ଥ ସ୍ଥାନରେ ରହିଥିଲେ । ରିପୋର୍ଟ ମୁତାବକ ୪୦ରୁ ଅଧିକ ବ୍ରାଣ୍ଡ ମନୁଙ୍କ ପଛରେ ପଡିଛନ୍ତି ।…

କ୍ୱାର୍ଟର ଫାଇନାଲରେ ହାରିଲେ ଦୀପିକା

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଅଭିଜ୍ଞ ତୀରନ୍ଦାଜ ଦୀପିକା କୁମାରୀ କ୍ୱାର୍ଟର ଫାଇନାଲ ହାରି ପଦକ ଦୌଡରୁ ବାଦ ପଡିଛନ୍ତି । ମହିଳା ବ୍ୟକ୍ତିଗତ ଇଭେଂଟରେ ଦୀପିକା କୋରିଆର ନ୍ୟାମ ସୁ ୟୋନଙ୍କ ନିକଟରୁ ୬-୪ରେ ହାରିଥିଲେ । ଏଥିସହ ଦୀପିକାଙ୍କ ଅଭିଯାନ ଶେଷ ହୋଇଛି । ଭାରତ ପାଇଁ…

ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪: ଗୋଲ୍ଡ ମେଡାଲ୍ ଜିତିବା ପରେ ନିଆରା ଢଙ୍ଗରେ ପ୍ରପୋଜ କଲେ ବଏଫ୍ରେଣ୍ଡ

ପ୍ୟାରିସ୍: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ଗେମ୍ସରେ ଚାଇନାର ଅଲିମ୍ପିଆନ୍ ହୁଆଙ୍ଗ ୟ କିଓନଗ ଏକ ସ୍ୱର୍ଣ୍ଣ ପଦକ ହାସଲ କରିବା ସହ ତାଙ୍କୁ ବିବାହ ପ୍ରସ୍ତାବ ମିଳିଛି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ୩୦ ବର୍ଷୀୟ ବ୍ୟାଡମିଣ୍ଟନ ଖେଳାଳି ଏବଂ ତାଙ୍କ ଡବଲ୍ସ ପାର୍ଟନର ଜେଙ୍ଗ ସିୱାଇ ଅଗଷ୍ଟ…