Latest Odisha News
Browsing Category

ଅଲିମ୍ପିକସ୍

ପ୍ୟାରିସ୍‌ରେ ଅସହ୍ୟ ଗରମ; ଭାରତୀୟ ଖେଳାଳିଙ୍କ ପାଇଁ ଗଲା ୪୦ଟି ପୋର୍ଟେବଲ ଏସି

ପ୍ୟାରିସ୍‌: ପ୍ୟାରିସ୍‌ରେ ଚାଲିଛି କ୍ରୀଡା ମହାକୁମ୍ଭ। ଚଳିତବର୍ଷ ଅଲିମ୍ପିକ୍ସକୁ ନେଇ ଅନେକ ଚର୍ଚ୍ଚା ଚାଲିଛି। କାହିଁକି ନା କ୍ରୀଡା ଗ୍ରାମରେ କେତେବେଳେ ଛୋଟ ରୁମ୍, ବେଡ, ବାଥରୁମ ଆଦିକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ଖେଳାଳି। ଏହାରି ମଧ୍ୟରେ ପ୍ୟାରିସ୍‌ରେ ଜାରି ରହିଛି ଅସହ୍ୟ…

ଅଲିମ୍ପିକ୍ସ: ବ୍ୟାଡମିଂଟନରେ ପ୍ରଥମ ଭାରତୀୟ ପୁରୁଷ ଖେଳାଳି ଭାବେ ସେମିରେ ପ୍ରବେଶ କଲେ ଲକ୍ଷ୍ୟ

ପ୍ୟାରିସ: ଭାରତର ଉଦୀୟମାନ ବ୍ୟାଡମିଂଟନ ଖେଳାଳି ଲକ୍ଷ୍ୟ ସେନ ଶୁକ୍ରବାର ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି । ସେ ପ୍ରଥମ ଭାରତୀୟ ପୁରୁଷ ଖେଳାଳି ଭାବେ ଅଲିମ୍ପିକ୍ସର ସେମିଫାଇନାଲରେ ପ୍ରବେଶ କରିବା ଗୌରବ ଅର୍ଜନ କରିଛନ୍ତି । କ୍ୱାର୍ଟର ଫାଇନାଲରେ ସେ ଚାଇନିଜ ତାଇପେର ଚୋଉ ସିଏନ…

ତୀରନ୍ଦାଜୀରେ ବ୍ରୋଞ୍ଜ ପଦକ ସୁଯୋଗ ହାତଛଡା କଲେ ଅଙ୍କିତା-ଧୀରଜ

ପ୍ୟାରିସ: ତୀରନ୍ଦାଜ ମିକ୍ସଡ ଇଭେଂଟରେ ଭାରତୀୟ ଯୋଡି ଅଙ୍କିତା ଭକତ ଓ ଧୀରଜ ବୋମ୍ମାଦେଭରା ପ୍ରଭାବୀ ପ୍ରଦର୍ଶନ ସତ୍ୱେ ବ୍ରୋଞ୍ଜ ପଦକ ସୁଯୋଗ ହାତଛଡା କରିଛନ୍ତି । ବ୍ରୋଞ୍ଜ ପଦକ ପାଇଁ ଉଦ୍ଦିଷ୍ଟ ମୁକାବିଲାରେ ଭାରତୀୟ ଯୋଡି ଆମେରିକାର କାସେ କାଉଥୋଲ୍ଡ ଓ ବ୍ରାଡି ଏଲିସନଙ୍କ ନିକଟରୁ ୬-୨ରେ…

ଅଙ୍କିତା-ଧୀରଜ ସେମିଫାଇନାଲରେ, ୫୨ ବର୍ଷ ପରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ପ୍ୟାରିସ: ତୀରନ୍ଦାଜୀରେ ଭାରତର ଅଙ୍କିତା ଭକତ ଓ ଧୀରଜ ବୋମ୍ମାଦେଭରା ମିକ୍ସଡ ଟିମ ଇଭେଂଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ସେମାନେ ପଦକଠାରୁ ଆଉ ମାତ୍ର ଗୋଟିଏ ପାଦ ଦୂରରେ ରହିଛନ୍ତି । ଭାରତୀୟ ଯୋଡି କ୍ୱାର୍ଟର ଫାଇନାଲ ମୁକାବିଲାରେ ସ୍ପେନକୁ ୫-୩ରେ ପରାଜିତ କରିଥିଲେ । ଇଟାଲୀ ଓ…

ମନୁଙ୍କ ମନ ମାନୁନି, ହ୍ୟାଟ୍ରିକ ପଦକ ହାସଲ ଲକ୍ଷ୍ୟରେ

ପ୍ୟାରିସ: ଭାରତୀୟ ଶୁଟର ମନୁ ଭାକରଙ୍କ ପାଇଁ ପ୍ୟାରିସ ୨୦୨୪ ଅଲିମ୍ପିକ୍ସ ସ୍ମରଣୀୟ ହେବାକୁ ଯାଉଛି । ୨ଟି ପଦକ ହାସଲ କରିବା ପରେ ମନୁ ମନ ବୁଝୁ ନ ଥିବାରୁ ସେ ଏବେ ୨୫ ମିଟର ପିସ୍ତଲ ଇଭେଂଟର ଫାଇନାଲରେ ପ୍ରବେଶ କରିଛି । ଯଦି ଏଥିରେ ସେ ପଦକ ଜିତିବେ ତାହାହେଲେ ପ୍ରଥମ ଆଥଲେଟ ଭାବେ ଭାରତ…

ପ୍ୟାରିସ ଅଲିମ୍ପିକ୍ସରେ ଏ ପର୍ଯ୍ୟନ୍ତ ଭାଙ୍ଗିଥିବା ଗେମ୍ସ ଓ ବିଶ୍ୱରେକର୍ଡ

ପ୍ୟାରିସ: ଦିନକୁ ଦିନ ପ୍ୟାରିସ ଅଲିମ୍ପିକ୍ସରେ ଆଥଲେଟଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱୀତା ତୀବ୍ର ହେବାରେ ଲାଗିଛି । ଏହା ମଧ୍ୟରେ କେତେକ ଗେମ୍ସ ରେକର୍ଡ ଓ ବିଶ୍ୱ ରେକର୍ଡ ମଧ୍ୟ ସ୍ଥାପନ ହୋଇଛି । ଆସନ୍ତୁ ନଜର ପକାଇବା ଏହି ରେକର୍ଡଗୁଡିକ ଉପରେ । ତୀରନ୍ଦାଜରେ ଦକ୍ଷିଣ କୋରିଆର ଲିମ ସି ହେୟନ…

ଆଲଜେରିଆର ବିବାଦୀୟ ବକ୍ସର ଖେଲୀଫ ପୁଅ ନାଁ ଝିଅ !

ପ୍ୟାରିସ: ଚଳିତ ଅଲିମ୍ପିକ୍ସରେ ଆଲଜେରିଆର ବିବାଦୀୟ ବକ୍ସର ଇମାନେ ଖେଲୀଫଙ୍କୁ ନେଇ ପୂନର୍ବାର ଚର୍ଚ୍ଚା ଜୋର ଧରିଛି । ୨୫ ବର୍ଷୀୟା ଖେଲୀଫ ମହିଳା ୱେଲଟରୱେଟ ବିଭାଗରେ ଅଂଶଗ୍ରହଣ କରିଛନ୍ତି । ରାଉଣ୍ଡ ଅଫ ୧୬ ମୁକାବିଲାରେ ସେ ଇଟାଲୀର ଆଞ୍ଜେଲା କ୍ୟାରିନାଙ୍କୁ ମାତ୍ର ୪୬ ସେକେଣ୍ଡରେ ପରାଜିତ…

ଅଙ୍କିତା-ଧୀରଜ କ୍ୱାର୍ଟର ଫାଇନାଲରେ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଅଙ୍କିତା ଭକତ ଓ ଧୀରଜ ବି ତୀରନ୍ଦାଜୀ ମିକ୍ସଡ ଇଭେଂଟରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଭାରତୀୟ ଯୋଡି ଇଣ୍ଡୋନେସିଆର ଡିଆନନ୍ଦା କ୍ୟୁରୁନସିଆ ଓ ଆରିଫ ପାଙ୍ଗେସୁଙ୍କୁ ଏଲିମିନେଶନ ରାଉଣ୍ଡରେ ପରାସ୍ତ କରିଥିଲେ । ଉଭୟ ୧୦ ପଂଏଟ ସ୍କୋର…

ପଦକ ଲକ୍ଷ୍ୟ ଦିଗରେ ଅଗ୍ରସର ହେଉଛନ୍ତି ସେନ

ପ୍ୟାରିସ: ଭାରତର ଉଦୀୟମାନ ବ୍ୟାଡମିଂଟନ ଖେଳାଳି ଲକ୍ଷ୍ୟ ସେନ ଧିରେ ଧିରେ ପଦକ ହାସଲ ଦିଗରେ ଅଗ୍ରସର ହେଉଛନ୍ତି । ଗୁରୁବାର ଅନୁଷ୍ଠିତ ପ୍ରିକ୍ୱାର୍ଟର ଫାଇନାଲ ମୁକାବିଲାରେ ସେ ନିଜ ଦେଶର ଏଚଏସ ପ୍ରଣୟଙ୍କୁ ସହଜରେ ପରାସ୍ତ କରିଛନ୍ତି । କ୍ରମାଗତ ୨ଟି ଗେମରେ ୨୧-୧୨ ଓ ୨୧-୬ରେ ସେ ମ୍ୟାଚକୁ…

ଭାଇରାଲ ହେଉଛନ୍ତି ତୁର୍କିର ଏହି ଶୁଟର

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସ ଅବସରରେ ହଠାତ ତୁର୍କୀର ଶୁଟର ୟୁସୁଫ ଡିକେକ ଭାଇରାଲ ହେବାରେ ଲାଗିଛନ୍ତି । ୫୧ ବର୍ଷୀୟ ଏହି ଶୁଟର ଯେଉଁ ଶୈଳୀରେ ଆସି ପ୍ରତିଯୋଗିତାରେ ଅଂଶଗ୍ରହଣ କଲେ ଏବଂ ଐତିହାସିକ ରୌପ୍ୟ ପଦକ ହାସଲ କଲେ ତାହା ସମସ୍ତଙ୍କୁ ପସନ୍ଦ ଆସିଛି । ୧୦ ମିଟର ପିସ୍ତଲ ମିକ୍ସଡ ଟିମ…