Latest Odisha News

BREAKING NEWS

Browsing Category

ଅଲିମ୍ପିକସ୍

ହକି: ଆୟର୍ଲାଣ୍ଡକୁ ହରାଇଲା ଭାରତ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଟିମର ପ୍ରଶଂସନୀୟ ପ୍ରଦର୍ଶନ ଜାରୀ ରଖିଛି । ମଙ୍ଗଳବାର ଭାରତ ୨-୦ ଗୋଲରେ ଆୟର୍ଲାଣ୍ଡକୁ ପରାସ୍ତ କରିଛି । ୧୧ତମ ମିନିଟରେ ହରମନପ୍ରୀତ ସିଂ ୧୧ତମ ମିନିଟରେ ପେନାଲ୍ଟି ଷ୍ଟ୍ରୋକ ମାଧ୍ୟମରେ ଭାରତକୁ ୧-୦ରେ ଅଗ୍ରଣୀ କରାଇଥିଲେ । ୧୯ତମ…

ଭାରତ ପାଇଁ ଅଲିମ୍ପିକ୍ସରେ ଏକାଧିକ ପଦକ ଜିତିଥିବା ଆଥଲେଟ

ପ୍ୟାରିସ: ଶୁଟର ମନୁ ଭାକର ପ୍ୟାରିସ ଅଲିମ୍ପିକ୍ସରେ ୨ଟି ପଦକ ଜିତି ଇତିହାସ ରଚିଛନ୍ତି । ସେ ପ୍ରଥମ ଭାରତୀୟ ମହିଳା ଭାବେ ଗୋଟିଏ ଅଲିମ୍ପିକ୍ସରେ ଏକାଧିକ ପଦକ ଜିତିଛନ୍ତି । ୧୦ ମିଟର ଏୟାର ପିସ୍ତଲ ବ୍ୟକ୍ତିଗତ ବିଭାଗ ଏବଂ ମିକ୍ସଡ ଇଭେଂଟରେ ସେ ଏହି ସଫଳତା ଅର୍ଜନ କରିଛନ୍ତି । ଭାରତ ପକ୍ଷରୁ…

ଦୁଇଟି ପଦକ, ଅନେକ ରେକର୍ଡ

ନୂଆଦିଲ୍ଲୀ: ମାତ୍ର ତିନି ବର୍ଷ ତଳେ ଟୋକିଓ ଅଲିମ୍ପିକ୍ସରେ ନିରାଶ ହୋଇ ଖାଲି ହାତରେ ଫେରିଥିଲେ ସୁଟର ମନୁ ଭାକର । ମନୁଙ୍କଠାରୁ ପଦକ ଆଶା ରଖିଥିଲେ ଭାରତୀୟ କ୍ରୀଡାପ୍ରେମୀ । କିନ୍ତୁ ଭାଗ୍ୟ ସାହାରା ହେଲା ନାହିଁ । ୧୦ ମିଟର ଏୟାର ପିସ୍ତଲ ଇଭେଂଟରେ ଭାଗ ନେଉଥିବା ବେଳେ ଜାମ୍ ହୋଇଯାଇଥିଲା…

ଭାରତକୁ ଆଉ ଏକ ବ୍ରୋଞ୍ଜ ପଦକ: ଇତିହାସ ରଚିଲେ ମନୁ, ମନିକା

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଭାରତୀୟ ଶୁଟର ମନୁ ଭାକର । ୧୦ମିଟର ଏୟାର ପିସ୍ତଲ ମିକ୍ସଡ ଟିମ ଇଭେଂଟରେ ଭାରତୀୟ ଯୋଡି ମନୁ ଭାକର ଓ ସରବଜିତ ସିଂ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ସେମାନେ ଦକ୍ଷିଣ କୋରିଆକୁ ୧୬-୧୦ରେ ପରାସ୍ତ କରିଛନ୍ତି । ଏଥିସହ ମନୁ ପ୍ରଥମ…

ଗୋଟିଏ ପଟେ ଦିଆଯାଉଛି କଣ୍ଡୋମ, ଅନ୍ୟ ପଟେ ରୁମରେ ରହିଛି କାର୍ଡବୋର୍ଡ ବେଡ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଏକ ନୂଆ ବିବାଦ ସମ୍ମୁଖକୁ ଆସିଛି । ଏହି ମେଗା ଇଭେଂଟରେ ୧୧୦୦୦ରୁ ଅଧିକ ଆଥଲେଟ ୩୨ଟି କ୍ରୀଡାରେ ଅଂଶଗ୍ରହଣ କରୁଛନ୍ତି । ଆଥଲେଟମାନେ ଯେତେବେଳେ କ୍ରୀଡା ଭିଲେଜରେ ପଂହଚିଲେ ତାଙ୍କୁ ସ୍ୱାଗତ କରାଯିବା ସହ ସ୍ୱତନ୍ତ୍ର ପ୍ୟାକେଟ ପ୍ରଦାନ କରାଯାଇଥିଲା ।…

କ୍ୱାର୍ଟରରେ ପ୍ରବେଶ କରି ଇତିହାସ ରଚିଲେ ସାଇରାଜ-ଚିରାଗ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ବ୍ୟାଡମିଂଟନ ଯୋଡି ସାତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ଇତିହାସ ରଚିଛନ୍ତି । ପୁରୁଷ ଡବଲ୍ସ ବିଭାଗର କ୍ୱାର୍ଟରରେ ପ୍ରବେଶ କରି ସେମାନେ ଏହି ସଫଳତା ହାସଲ ରଚିଛନ୍ତି । ବିଶ୍ୱର ୩ ନମ୍ବର ଯୋଡି ଲୁକାସ କୋର୍ଭି ଓ ରୋନାନ…

ହକିରେ ରିଓ ଗେମ୍ସ ଚାମ୍ପିୟନ ସହ ମ୍ୟାଚ ଡ୍ର ରଖିଲା ଭାରତ

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ହକି ଟିମ ଦ୍ୱିତୀୟ ମୁକାବିଲାରେ ଆର୍ଜେଂଟିନା ସହ ମ୍ୟାଚ ଡ୍ର ରଖିଛନ୍ତି । ରିଓ ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ଆର୍ଜେଂଟିନା ଓ ଭାରତ ମଧ୍ୟରେ ଅନୁଷ୍ଠିତ ଏହି ସଂଘର୍ଷପୂର୍ଣ୍ଣ ମୁକାବିଲା ୧-୧ରେ ଡ୍ର ରହିଥିଲା । ପ୍ରଥମରୁ ଆର୍ଜେଂଟିନା…

କାହିଁକି ଅଲିମ୍ପିକ୍ସରେ ଖେଳାଳିଙ୍କ ଡ୍ରେସକୁ ନେଇ ବିବାଦ?

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସର ଉଦଘାଟନୀ ଉତ୍ସବରେ ଖେଳାଳିଙ୍କ ଡ୍ରେସକୁ ନେଇ ବିବାଦ। ଡ୍ରେସ ଡିଜାଇନ କରିଥିବା ଡିଜାଇନର ତରୁଣ ତେହଲାନୀଙ୍କୁ ସୋସିଆଲ୍ ମିଡିଆରେ ଜବରଦସ୍ତ ଟ୍ରୋଲ କରାଯାଉଛି । ଡ୍ରେସ ଡିଜାଇନିଂ ଅଧିକାଂଶ ୟୁଜର୍ସଙ୍କୁ ପସନ୍ଦ ଆସିନଥିବା ବେଳେ ଡ୍ରେସରେ ତରୁଣଙ୍କ…

ପ୍ୟାରିସ ଗେମ୍ସରେ ଡୋପ କଳଙ୍କ ପିଛା ଛାଡୁନି

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଡୋପ କଳଙ୍କ ପିଛା ଛାଡୁନି । ଇରାନର ଜୁଡୋକା ସେହେନ ଡୋପ ଟେଷ୍ଟରେ ବିଫଳ ହେବା ପରେ ଏବେ ନାଇଜେରିଆର ବକ୍ସର ସନ୍ଥିଆ ଓଗୁନ ସେମିଲାରଙ୍କ ଶରୀରରୁ ନିଷିଦ୍ଧ ଡ୍ରଗ୍ସର ମାତ୍ରା ମିଳିଛି । ତାଙ୍କୁ ମହିଳା ବକ୍ସିଂ ପ୍ରତିଯୋଗିତାରୁ ସସପେଣ୍ଡ କରାଯାଇଛି ।…

ଟିଟି, ବକ୍ସିଂ,ରୋଇଂରେ ଭାରତୀୟ ଆଥଲେଟଙ୍କ ପ୍ରଭାବୀ ପ୍ରଦର୍ଶନ

ପ୍ୟାରିସ: ଶୁଟିଂରେ ମନୁ ଭାକର ଭାରତ ପାଇଁ ପଦକ ଖାତା ଖୋଲିଦେବା ପରେ ଏବେ ଅନ୍ୟ ଆଥଲେଟମାନେ ଉତ୍ସାହିତ ହୋଇ ପଡିଛନ୍ତି । ଦ୍ୱିତୀୟ ଦିବସରେ ଷ୍ଟାର ମହିଳା ଟେବୁଲ ଟେନିସ ଖେଳାଳି ମନିକା ବାତ୍ରା ଗ୍ରେଟ ବ୍ରିଟେନର ଅନ୍ନା ହାର୍ସଙ୍କୁ ୪-୧ରେ ହରାଇଛନ୍ତି । ଏଥିସହ ସେ ରାଉଣ୍ଡ ଅଫ ୩୨ରେ ପ୍ରବେଶ…