Latest Odisha News

BREAKING NEWS

Browsing Category

ଅଲିମ୍ପିକସ୍

ଅଲିମ୍ପିକ୍ସରେ କଳିକେଶଙ୍କୁ ଗୁରୁ ଦାୟିତ୍ୱ

ଭୁବନେଶ୍ୱର: ଏଥର ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପକ୍ଷରୁ ୨ ଜଣ ଓଡିଆ ଖେଳାଳି ପ୍ରତିନିଧିତ୍ୱ କରୁଛନ୍ତି । ସେମାନେ ହେଲେ ହକି ଖେଳାଳି ଅମିତ ରୋହୀଦାସ ଓ ଜାଭେଲିନ ଥ୍ରୋୟର କିଶୋର ଜେନା । ତେବେ ଏମାନଙ୍କ ବ୍ୟତୀତ ଅନ୍ୟ ଓଡିଆମାନେ ମଧ୍ୟ ଅଲିମ୍ପିକ୍ସରେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ଭାବେ ସାମିଲ…

ମନୁଙ୍କ ପରେ ଲକ୍ଷ୍ୟ ସେନ, ସାଇରାଜ-ଚିରାଗ ଏବଂ ହକି ଟିମର ବିଜୟ

ପ୍ୟ।ରିସ: ପ୍ୟାରିସ ଅଲିମ୍ପିକ୍ସର ପ୍ରଥମ ଦିବସ ଭାରତକୁ ମିଶ୍ରିତ ଫଳ ପ୍ରଦାନ କରିଛି । ଶୁଟିଂରେ ମନୁ ଭାକର ଫାଇନାଲରେ ପ୍ରବେଶ କରିବା ପରେ ବ୍ୟାଡମିଂଟନ ଏବଂ ହକିରେ ଭାରତ ବିଜୟ ହାସଲ କରିଛି । ନ୍ୟୁଜିଲାଣ୍ଡ ବିପକ୍ଷ ହକି ମୁକାବିଲାକୁ ଟିମ ଇଣ୍ଡିଆ ୩-୨ ଗୋଲରେ ଜିତି ନେଇଛି । ଆରମ୍ଭରୁ…

ଅଲିମ୍ପିକ ଚାମ୍ପିୟନ ନଦୀରେ ହଜେଇ ଦେଲେ ବିବାହ ବେଳର ମୁଦି

ପ୍ୟାରିସ: ପ୍ରେମ କରିବ, ବିବାହ କରିବ ଏବଂ ଶେଷର ବିବାହ ବେଳର ମୁଦିକୁ ନଦୀରେ ହଜେଇଦେବ । ହଁ ଏ ଭଳି ଏକ ଘଟଣା ପ୍ୟାରିସ ଅଲିମ୍ପିକ୍ସରେ ଦେଖିବାକୁ ମିିଳିଛି । ଇଟାଲୀର ଅଲିମ୍ପିକ ଚାମ୍ପିୟନ (ହାଇଜମ୍ପ) ଜିୟାନମାର୍କୋ ଟେମ୍ବୋରୀ ଏ ଭଳି ମାରାତ୍ମକ ଭୁଲ କରଛନ୍ତି । ସେନ ନଦୀରେ ଅଲିମ୍ପିକ…

୫୮ ବର୍ଷ ବୟସରେ ଅଲିମ୍ପିକ୍ସ ପଦାର୍ପଣ କରିବେ ଏହି ମହିଳା

ପ୍ୟାରିସ: ଚଳିତ ପ୍ୟାରିସ ଅଲିମ୍ପିକ୍ସରେ ଚିଲିର ଟେବୁଲ ଟେନିସ ଖେଳାଳି ଝେଙ୍ଗ ଝିୟିଙ୍ଗଙ୍କ ଉପରେ ସମସ୍ତଙ୍କ ନଜର ରହିଛି । ସେ ୫୮ ବର୍ଷ ବୟସରେ ଅଲିମ୍ପିକ୍ସ ପଦାର୍ପଣ କରିବାକୁ ଯାଉଛନ୍ତି । ଚୀନରେ ଜନ୍ମ ଗ୍ରହଣ କରିଥିବା ଏହି ଆଥଲେଟ ୧୯୮୯ରେ ଦେଶ ଛାଡି ପଳାଇ ଯାଇଥିଲେ । ସେ ସମୟରେ ଟିଆନମେନ…

ଫାଇନାଲରେ ପ୍ରବେଶ କରି ପଦକ ସମ୍ଭାବନା ସୃଷ୍ଟି କଲେ ମନୁ ଭାକର

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର ପ୍ରଥମ ଦିବସରେ ଶୁଟର ମନୁ ଭାକର ଫାଇନାଲରେ ପ୍ରବେଶ କରି ଭାରତ ପାଇଁ ପଦକ ସମ୍ଭାବନା ସୃଷ୍ଟି କରିଛନ୍ତି । ୮ ଜଣ ଫାଇନାଲିଷ୍ଟ ମଧ୍ୟରେ ଏଥର ମୁକାବିଲା ହେବ । ମନୁ ମହିଳା ୧୦ମିଟର ଏୟାର ପିସ୍ତଲ ଇଭେଂଟରେ ୬୦୦ରୁ ୫୮୦ ପଂଏଟ ସ୍କୋର କରି ୪୫ ଶୁଟର୍ସଙ୍କ…

ନିରାଶ କଲେ ୧୦ମିଟର ଏୟାର ରାଇଫଲ ମିକ୍ସଡ ଟିମ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପ୍ରଥମ ଦିବସରେ ନୈରାଶ୍ୟଜନକ ଢ଼ଙ୍ଗରେ ଅଭିଯାନ ଆରମ୍ଭ କରିଛି । ୧୦ ମିଟର ଏୟାର ରାଇଫଲ ମିକ୍ସଡ ଟିମ ଇଭେଂଟରେ ଭାରତର ରମିତା ଜିନ୍ଦଲ ଓ ଅର୍ଜୁନ ବବୁତା ଯୋଡି ପଦକ ଦୌଡରୁ ବାଦ ପଡିଛନ୍ତି । ୬୨୮.୭ ପଂଏଟ ସହ ସେମାନେ ଷଷ୍ଠ ସ୍ଥାନରେ ରହିଥିଲେ । ଅନ୍ୟ…

ପ୍ୟାରିସ ଅଲିମ୍ପିକ୍ସ: ସାମ୍ନାକୁ ଆସିଲା ପ୍ରଥମ ଡୋପିଂ ମାମଲା

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ଆରମ୍ଭ ହୋଇଯାଇଛି । ତେବେ ଆରମ୍ଭରୁ ସାମ୍ନାକୁ ଆସିଛି ପ୍ରଥମ ଡୋପିଂ ମାମଲା । ରିପୋର୍ଟ ମୁତାବକ ଇରାକର ଜୁଡାକୋ ସଜାଦ ସେହେନଙ୍କ ଡୋପ ସାମ୍ପୁଲରୁ ପ୍ରତିବନ୍ଧ ଡ୍ରଗ୍ସର ନମୂନା ମିଳିଛି । ଫଳରେ ଇରାକକୁ ଶକ୍ତ ଧକ୍କା ଲାଗିଛି । ୨୮ ବର୍ଷୀୟ ସଜାଦ…

ପ୍ୟାରିସ ଅଲିମ୍ପିକ୍ସ: ଅଂଶଗ୍ରହଣ କରୁଥିବା ଭାରତୀୟ ଆଥଲେଟଙ୍କ ସମ୍ପର୍କରେ ଏ ଟୁ ଜେଡ

ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଏଥର ୧୧୭ ଆଥଲେଟ ଅଂଶଗ୍ରହଣ କରୁଛନ୍ତି । ୨୬ ଜୁଲାଇରୁ ଆରମ୍ଭ ହୋଇଥିବା ଏହି କ୍ରୀଡା ମହାକୂମ୍ଭରେ ଏଥର ଭାରତର ଦ୍ୱିତୀୟ ସର୍ବାଧିକ ଟିମ ଦକ୍ଷତା ପ୍ରଦର୍ଶନ କରିବେ । ଟୋକିଓ ଗେମ୍ସରେ ସର୍ବାଧିକ ୧୨୧ ଜଣ ଆଥଲେଟ ଅଂଶଗ୍ରହଣ କରିଥିଲେ । ୭୨: ପ୍ୟାରିସ ଗେମ୍ସରେ…

ଅବ୍ୟବସ୍ଥା ନେଇ ଭାରତୀୟ ଆଥଲେଟ ଅସନ୍ତୁଷ୍ଟ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ନିଜ ଦକ୍ଷତା ପ୍ରଦର୍ଶନ କରିବା ପାଇଁ ଭାରତୀୟ ଆଥଲେଟ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ । ଭାରତୀୟ ଆଥଲେଟଙ୍କୁ ୩୦ଟି ଆପାର୍ଟମେଂଟ ପ୍ରଦାନ କରାଯାଇଛି । ସାମ୍ନାରେ ସ୍ପେନ ଓ ଡାହଣ ପଟେ ଇଟାଲୀ ଆଥଲେଟଙ୍କ ରହିବା ବ୍ୟବସ୍ଥା କରାଯାଇଛି । ଭାରତୀୟ ଆଥଲେଟମାନେ…

ୱେଲକମ ବ୍ୟାଗରେ ଆଥଲେଟଙ୍କୁ କଣ୍ଡୋମ, ଫୋନ ସମେତ ଏହି ସବୁ ସାମଗ୍ରୀ ଦିଆଯାଉଛି

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ ଆରମ୍ଭ ହୋଇଯାଇଛି । ଏଥର ୧୦ ହଜାରରୁ ଊର୍ଦ୍ଧ୍ୱ ଆଥଲେଟ ଏଥିରେ ଅଂଶଗ୍ରହଣ କରୁଛନ୍ତି । ସେମାନଙ୍କ ରହିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । କ୍ରୀଡା ଭିଲେଜରେ ପଂହଚିବା ପରେ ଆଥଲେଟମାନଙ୍କୁ ୱେଲକମ ବ୍ୟାଗ ପ୍ରଦାନ କରାଯାଉଛି । ଏବେ ଏହା ମଧ୍ୟରେ…