Latest Odisha News

BREAKING NEWS

Browsing Category

ପାଣିପାଗ

ପୁଣି ବଢିପାରେ ଶୀତ!, ୧୪ ଯାଏଁ ୧୦ ଜିଲ୍ଲାକୁ କୁହୁଡି ଚେତାବନୀ

ଭୁବନେଶ୍ବର: ରାଜ୍ୟରେ ପୁଣି ବଢିପାରେ ଶୀତ । ଶୀତ ସାଙ୍ଗକୁହ ଘନ କୁହୁଡି ନେଇ ସତର୍କ ସୂଚନା ଜାରି କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତା ୩ ଦିନ ପରେ ରାଜ୍ୟର ଅନେକ ଜିଲାରେ ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ କମିବ । ଫଳରେ ରାଜ୍ୟରେ ବିଭିନ୍ନ ସ୍ଥାନରେ…

ଆହୁରି ୩ ଦିନ ଥରାଇବ ଶୀତ, କୁହୁଡି ପାଇଁ ଆଲର୍ଟ ଜାରି

ଭୁବନେଶ୍ବର:  ରାଜ୍ୟରେ ଜାରି ରହିଛି ଶୀତ ଲହରି । ସକାଳୁ ସକାଳୁ କୁହୁଡି ସାଙ୍ଗକୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ତେବେ ଆଗ ଅପେକ୍ଷା ତାପମାତ୍ରା ବଢିଥିବା ବେଳେ ଶୀତର ପ୍ରକୋପ ମଧ୍ୟ କମିଛି । ଗତ ଦୁଇଦିନ ହେବ ରାତି ତାପମାତ୍ରା ବୃଦ୍ଧି ପାଇଛି । ଆସନ୍ତା ୩ ଯାଏଁ ରାତି ତାପମାତ୍ରାରେ…

୩ ଦିନ ଯାଏଁ ଏହି ସବୁ ଜିଲ୍ଲାରେ କୁହୁଡି, ଜାରି ହେଲା ଆଲର୍ଟ

ଭୁବନେଶ୍ବର: ରାଜ୍ୟରେ ଏବେ ଶୀତର ଲହରି ଟିକେ କମିଛି । କିଛି କିଛି ସ୍ଥାନରେ କୁହୁଡି ଦେଖାଦେବା ବେଳେ ଶୀତ ପ୍ରାୟ କମ୍ ଅନୂଭୂତ ହେଉଛି । ଏଥିପାଇଁ ଆଗାମୀ ୩ ଦିନ ଯାଏଁ ୫ ଜିଲ୍ଲାକୁ କୁହୁଡି ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୩ ଦିନ ଯାଏଁ ୫ ଜିଲ୍ଲାରେ କୁହୁଡି ନେଇ ଆଲର୍ଟ…

୧୦ ଡିଗ୍ରୀ ତଳେ ୯ ସହର; ସବୁଠୁ ଥଣ୍ଡା ଜି.ଉଦୟଗିରି

ଭୁବନେଶ୍ବର: ରାଜ୍ୟରେ ଏବେ ଜାରି ରହିଛି ଶୀତର ଲହରି। ବିଭିନ୍ନ ସହରମାନଙ୍କରେ ଘନ କୁହୁଡି ସାଙ୍ଗକୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଖସୁଛି ରାତି ତାପମାତ୍ରା । ଏବେ ପ୍ରବଳ ଜାଡ଼ରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ୧୦ ଡିଗ୍ରୀ ତଳେ ରହିଛି ୯ ସହରର ତାପମାତ୍ରା । ୫ ଡିଗ୍ରୀ ତାପମାତ୍ରା ସହ…

ଖସୁଛି ରାତି ତାପମାତ୍ରା; ୧୦ ଡିଗ୍ରୀ ତଳେ ୯ ସହର

ଭୁବନେଶ୍ୱର: ରାଜ୍ୟରେ ଏବେ ଜାରି ରହିଛି ଶୀତର ପ୍ରକୋପ। ଘନ କୁହୁଡି ସାଙ୍ଗକୁ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ଖସୁଛି ରାତି ତାପମାତ୍ରା । ଏବେ ପ୍ରବଳ ଜାଡ଼ରେ ଅସ୍ତବ୍ୟସ୍ତ ହୋଇଛି ଜନଜୀବନ । ୧୦ ଡିଗ୍ରୀ ତଳେ ରହିଛି ୯ ସହରର ତାପମାତ୍ରା । ୭.୫ ଡିଗ୍ରୀ ସହ ଫୁଲବାଣୀ ସବୁଠୁ ଥଣ୍ଡା ସହର…

୫ ତାରିଖ ପରେ ରାଜ୍ୟରେ କମିବ ଶୀତ!

ଭୁବନେଶ୍ୱର: ରାଜ୍ୟରେ କମିବ ଶୀତ। ଆସନ୍ତା ୫ ତାରିଖ ବେଳକୁ ରାଜ୍ୟରେ ଶୀତ କମିବା ସମ୍ଭାବନା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ସକ୍ରିୟ ହେବାକୁ ଥିବା ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟରେ ଶୀତର ପ୍ରଭାବ କମିବ। ପଶ୍ଚିମା ଝଡ଼ ପ୍ରଭାବରେ ଶୁଷ୍କ ଥଣ୍ଡା ବାୟୁ ଦୁର୍ବଳ ହେବ। ଏଥିସହ…

ଜାଡ ଭାଙ୍ଗୁଛି ହାଡ: ରାଉଲକେଲା ସବୁଠୁ ଥଣ୍ଡା ସହର

ଭୁବନେଶ୍ବର: ରାଜ୍ୟରେ ଏବେ ଶୀତ ଲହରି ଜାରି ରହିଛି । ଜାଡରେ ଜଡସଡ ସାରା ଓଡିଶା । ଆଗକୁ ଆହୁରି ଶୀତ ବଢିବା ନେଇ ସତର୍କ କରାଇଛି ପାଣିପାଗ ବିଭାଗ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ। ଉପକୂଳରୁ ଆଭ୍ୟନ୍ତରୀଣ ଓଡ଼ିଶା, ସବୁଠି…

୨୪ର ରେକର୍ଡକୁ କାଟିବ ୨୦୨୫, ପାଲଟିବ ଉତ୍ତପ୍ତ ବର୍ଷ!

ଭୁବନେଶ୍ବର: ୨୦୨୪ ଅର୍ଥାତ୍ ଚଳିତ ବର୍ଷ ଥିଲା ବିଶ୍ବର ସବୁଠାରୁ ଉତ୍ତପ୍ତ ବର୍ଷ । ଜଳିଥିଲା ପୃଥିବୀ । ଆଉ ଜଳେଇଥିଲା ମଧ୍ୟ । ତାପମାତ୍ରା ପାରଦ ଡେଇଁବାରେ ରେକର୍ଡ ସୃଷ୍ଟି କରିଥିବା ବେଳେ ହାହାକାରରେ ଫାଟିଥିଲା ପୃଥିବୀ । କିନ୍ତୁ ଏବେ ୨୪ର ରେକର୍ଡକୁ କାଟି ଆହୁରି ଉତ୍ତପ୍ତ ହେବାକୁ ଯାଉଛି…

ରେକର୍ଡ ଭାଙ୍ଗୁଛି ରାଜଧାନୀ, ଏବେ ବର୍ଷାରେ ବି ମିଟର ପାର୍

ନୂଆଦିଲ୍ଲୀ: ସବୁଥିରେ ରେକର୍ଡ ଭାଙ୍ଗୁଛି ଜାତୀୟ ରାଜଧାନୀ ଦିଲ୍ଲୀ । ଖରା- ବର୍ଷା- ଶୀତ ସବୁଥିରେ ରାଜଧାନୀ ବାସୀଙ୍କୁ ଅତିଶୟ କରି ରଖିଛି । ଏବେ ଅଦିନିଆ ବର୍ଷାରେ ବି ବେହାଲ ଦିଲ୍ଲୀ । ୧୦୧ ବର୍ଷର ରେକର୍ଡକୁ ଭାଙ୍ଗିଛି ଡିସେମ୍ବର ବର୍ଷା । ତେବେ ଏବେ ଦିଲ୍ଲୀ ଏନସିଆରର ବିଭିନ୍ନ…

ଦୁର୍ବଳ ହେଲା ଲଘୁଚାପ: କାଲିଠୁ ଘନ କୁହୁଡି, ୮ ଜିଲ୍ଲାକୁ ଚେତାବନୀ

ଭୁବନେଶ୍ବର: ଆଜିଠାରୁ କମିବ ବର୍ଷାର ପ୍ରଭାବ । ବଙ୍ଗୋପସାଗରରେ ସୃଷ୍ଟ ସଦୃଶ ଲଘୁଚାପ ସାମାନ୍ୟ ପଶ୍ଚିମ ଦିଗକୁ ଗତିକରି, ଦୁର୍ବଳ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି । ଯାହାର ପ୍ରଭାବରେ ରାଜ୍ୟରୁ ଧିରେ ଧିରେ ବର୍ଷାର ପରିମାଣ କମିବ। ଏହା ସହ ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇବ। ଏଥିସହ…