Latest Odisha News

BREAKING NEWS

Browsing Category

ରାଜନୀତି

ଚୀନ ଭିସା ଦୁର୍ନୀତି ମାମଲାରେ କାର୍ତ୍ତି ଚିଦାମ୍ବରମଙ୍କୁ ଝଟକା

ନୂଆଦିଲ୍ଲୀ: ଚୀନ ଭିସା ଦୁର୍ନୀତି ମାମଲାକୁ ନେଇ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ କଂଗ୍ରେସ ସାଂସଦ କାର୍ତ୍ତି ଚିଦାମ୍ବରମ୍‌ଙ୍କ ବିରୋଧରେ ଶୁଣାଣି କରିଛନ୍ତି। ଯାହା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ବିଚାରପତି ପ୍ରମାଣକୁ ଦୃଷ୍ଟିରେ ରଖି କାର୍ତ୍ତି ଚିଦାମ୍ବରମ୍‌, ତାଙ୍କ…

ବିଜେପିକୁ ମିଳିଛି ୬୬୫୪ କୋଟି; ଜାଣନ୍ତୁ ଆଉ କେଉଁ ଦଳକୁ କେତେ ମିଳିଛି ଚାନ୍ଦା…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ନିର୍ବାଚନୀ ବଣ୍ଡ ଯୋଜନାକୁ ଉଚ୍ଛେଦ କରିବା ପରେ ଭାରତୀୟ ଜନତା ପାର୍ଟି ନିର୍ବାଚନ କମିଶନଙ୍କୁ ଏକ ରିପୋର୍ଟ ଦାଖଲ କରିଥିଲା। ଯେଉଁଥିରେ ୨୦୨୪-୨୫ ଆର୍ଥିକ ବର୍ଷରେ ବିଜେପିକୁ ୬,୬୫୪.୯୩ କୋଟି ଟଙ୍କା ଚାନ୍ଦା ମିଳିଥିବା ନେଇ ସୂଚନା ଦିଆଯାଇଛି। ଯାହାକି ପୂର୍ବ ବର୍ଷ…

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଐତିହାସିକ ବାଣିଜ୍ୟିକ ଚୁକ୍ତି; ୯୫ ସାମଗ୍ରୀ…

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଏକ ନୂଆ ମୁକ୍ତ ବାଣିଜ୍ୟିକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଯାହା ନ୍ୟୁଜିଲାଣ୍ଡର ୯୫ ପ୍ରତିଶତ ସାମଗ୍ରୀ ଉପରେ ଶୁଳ୍କ ହ୍ରାସ କରୁଛି। ଏହି ଚୁକ୍ତିନାମା ୧.୪ ବିଲିୟନ ଭାରତୀୟ ଗ୍ରାହକଙ୍କ ନିକଟରେ ପହଞ୍ଚିବା ପାଇଁ ନ୍ୟୁଜିଲାଣ୍ଡକୁ ଏକ ପ୍ରମୁଖ…

ଆରାବଳି ବଞ୍ଚିଲେ ଦିଲ୍ଲୀ ବଞ୍ଚିବ; କାହିଁକି ଏଭଳି କହିଲେ ଅଖିଳେଶ ଯାଦବ

ନୂଆଦିଲ୍ଲୀ: ଆରାବଳି ବଞ୍ଚିଲେ ଦିଲ୍ଲୀ ବଞ୍ଚିବ। ସପା ଅଧ୍ୟକ୍ଷ ଅଖିଳେଶ ଯାଦବ ଆରାବଳି ପାହାଡ଼କୁ ରକ୍ଷା କରିବା ପାଇଁ ଦିଲ୍ଲୀବାସୀଙ୍କୁ ଏକ ବାର୍ତ୍ତା ପଠାଇ କହିଛନ୍ତି ଯେ, ଏହା ଏକ ବିକଳ୍ପ ନୁହେଁ ବରଂ ସଂକଳ୍ପ ହେବା ଉଚିତ। ଯଦି ଆରାବଳି ପାହାଡ଼ ବଞ୍ଚି ରହିବ ତାହେଲେ ଦିଲ୍ଲୀ ସବୁଜମୟ…

ବାଂଲାଦେଶରେ ବଢୁଛି ହିଂସା; ଚିଟାଗଙ୍ଗର ଭିସା ଆବେଦନ କେନ୍ଦ୍ର ବନ୍ଦ କଲା ଭାରତ

ନୂଆଦିଲ୍ଲୀ: ବାଂଲାଦେଶରେ ବୃଦ୍ଧି ପାଉଥିବା ରାଜନୈତିକ ହିଂସା ଏବଂ ଭାରତ ବିରୋଧୀ ଘଟଣା ମଧ୍ୟରେ ସୁରକ୍ଷାକୁ ନେଇ ଭାରତର ଚିନ୍ତା ବୃଦ୍ଧି ପାଇଛି। ଯାହାଫଳରେ ବାଂଲାଦେଶର ଦ୍ୱିତୀୟ ବୃହତ୍ତମ ସହର ଚିଟାଗଙ୍ଗରେ ଥିବା ଭାରତୀୟ ଭିସା ଆବେଦନ କେନ୍ଦ୍ର (IVAC)ରେ ସମସ୍ତ ଭିସା ସେବା ପରବର୍ତ୍ତୀ…

ଅବତରଣ କରିପାରିଲାନି ପ୍ରଧାନମନ୍ତ୍ରୀ ମୋଦିଙ୍କ ହେଲିକପ୍ଟର, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହେଲିକପ୍ଟର ଶନିବାର ପଶ୍ଚିମବଙ୍ଗର ତାହେରପୁର ହେଲିପ୍ୟାଡରେ ଅବତରଣ କରିବାରେ ବିଫଳ ହୋଇଛି। ଅଧିକାରୀଙ୍କ ଅନୁଯାୟୀ, ଘନ କୁହୁଡ଼ି ଦୃଶ୍ୟମାନ କ୍ଷମତା ହ୍ରାସ କରିଥିଲା। ଯାହା ଫଳରେ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଲ୍ୟାଣ୍ଡିଂ…

ବିଧାୟକଙ୍କ ଦରମା ବୃଦ୍ଧିର ପୁନଃ ବିଚାର ପାଇଁ ପ୍ରସ୍ତାବ: ମନ୍ତ୍ରୀ

ଭୁବନେଶ୍ୱର: ଗତ ଡିସେମ୍ବର ୧୦ ତାରିଖରେ ଶୀତକାଳୀନ ଅଧିବେଶନର ଶେଷ ଦିନରେ ବିଧାୟକମାନଙ୍କ ଦରମା ଏବଂ ଭତ୍ତା ତିନିଗୁଣ ବୃଦ୍ଧି କରିବା ନେଇ ବିଧାନସଭାରେ ପ୍ରସ୍ତାବ ଗୃହୀତ ହୋଇଥିଲା। ତେବେ ବର୍ତ୍ତମାନ ଏହି ନିଷ୍ପତ୍ତିର ପୁନର୍ବିଚାର କରିବାକୁ ଗୁରୁବାର ବିଜେପି ବିଧାୟକମାନେ ମୁଖ୍ୟମନ୍ତ୍ରୀ…

ଓଡ଼ିଶାର ତୀର୍ଥଙ୍କର ଦାସ ଲୋକସଭାର ଯୁଗ୍ମ ସଚିବ ପାହ୍ୟାକୁ ପଦୋନ୍ନତି 

ନୂଆଦିଲ୍ଲୀ: ଲୋକସଭା ସଚିବାଳୟ ବାଲେଶ୍ବରର ତୀର୍ଥଙ୍କର ଦାସଙ୍କୁ ଯୁଗ୍ମ ସଚିବ ପାହ୍ୟାକୁ ପଦୋନ୍ନତି କରିଛନ୍ତି। ଡିସେମ୍ବର ୧୬ରେ ଜାରି ଏକ ସରକାରୀ ବିଜ୍ଞପ୍ତି ଅନୁଯାୟୀ, "ତୀର୍ଥଙ୍କର ଦାସଙ୍କୁ ଡିସେମ୍ବର ୧୨, ୨୦୨୫ ଠାରୁ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପେ ମ୍ୟାଟ୍ରିକ୍ସର ସ୍ତର ୧୪ରେ…

ମହମ୍ମଦ ମୋକିମଙ୍କୁ କଂଗ୍ରେସରୁ ବହିଷ୍କାର ନେଇ ମୁହଁ ଖୋଲିଲେ ପିସିସି ସଭାପତି

ଭୁବନେଶ୍ବର: ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ କଂଗ୍ରେସରୁ ବହିଷ୍କାର କରାଯିବା ପରେ ଆଜି ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସାମ୍ବାଦିକଙ୍କ ପ୍ରଶ୍ନରେ ସେ କିଏ କହି ପଚାରିଲେ ଭକ୍ତ ଦାସ । ସେ କିଏ, ମାତ୍ର ଗୋଟିଏ ଥର ବିଧାନସଭା ନିର୍ବାଚନ ଜିତିଛନ୍ତି । ନିଜ କଥା…

ପୂର୍ବତନ ବିଧାୟକ ମହମ୍ମଦ ମୋକିମ କଂଗ୍ରେସରୁ ବହିଷ୍କୃତ

ଭୁବନେଶ୍ବର: କଂଗ୍ରେସରୁ ବହିଷ୍କୃତ ହେଲେ ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍ । ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋକିମ୍ ଙ୍କୁ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କୃତ କରାଯାଇଥିବା ଜଣାପଡିଛି । ପିସିସି ସଭାପତି ଭକ୍ତ ଦାସଙ୍କ ପ୍ରସ୍ତାବକୁ AICC ଅନୁମୋଦନ କରିଛି । ଦଳୀୟ ନେତୃତ୍ୱକୁ…