Latest Odisha News

BREAKING NEWS

Browsing Category

ରାଜନୀତି

ସ୍ୱାମୀ ଲକ୍ଷ୍ମଣାନନ୍ଦ ହତ୍ୟା ମାମଲା ଫାଇଲ୍ ଗାଏବ ପ୍ରସଙ୍ଗ: ଦଳକୁ ବଦନାମୀରୁ ବଞ୍ଚାଇବା ପାଇଁ ବୟାନବାଜୀ କରୁଛନ୍ତି…

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ (ସିଏମ୍‌ଓ)ରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ହତ୍ୟା ମାମଲା ଫାଇଲ୍ ଚୋରି ଘଟଣାକୁ ନେଇ ରାଜ୍ୟ ରାଜନୀତି ଏବେ ସରଗରମ। ଏହି ଘଟଣାରେ ବିଜୁ ଜନତା ଦଳର ନେତାମାନେ ନବୀନ ସରକାରକୁ ବଦନାମୀରୁ ରକ୍ଷା କରିବା ପାଇଁ ସାମ୍ବାଦିକ ସମ୍ମିଳନୀ କରି ମିଥ୍ୟା…

ଖଣ୍ଡ ଖଣ୍ଡ ପାକିସ୍ତାନ, ଅଗଷ୍ଟ ୧୧ରେ ସ୍ୱାଧୀନତା ଦିବସ ପାଳିବ ବେଲୁଚିସ୍ତାନ

ଇସଲାମାବାଦ: ପାକିସ୍ତାନଠାରୁ ଅଲଗା ହେବା ପାଇଁ ବେଲୁଚିସ୍ତାନ ଅଗଷ୍ଟ ୧୧ ତାରିଖକୁ "ସ୍ୱାଧୀନତା ଦିବସ" ଭାବରେ ଘୋଷଣା କରିଛି। ବେଲୁଚିସ୍ତାନ ନେତାମାନେ ବିଶ୍ୱର ବିଭିନ୍ନ ଦେଶକୁ ସ୍ୱୀକୃତି ପାଇଁ ଆବେଦନ କରିଛନ୍ତି। ଭାରତ ବେଲୁଚିସ୍ତାନକୁ ଏକ ପୃଥକ ଦେଶ ଭାବରେ ମାନ୍ୟତା ଦେବ କି ନାହିଁ ସେ…

ଝାଡ଼ଖଣ୍ଡ ଓ କର୍ଣ୍ଣାଟକରେ ପ୍ରଶ୍ନପତ୍ର ଲିକ୍: ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲା ବିଜେପି

ନୂଆଦିଲ୍ଲୀ: ଝାଡ଼ଖଣ୍ଡ ଏବଂ କର୍ଣ୍ଣାଟକରେ ଘଟିଥିବା ପ୍ରଶ୍ନପତ୍ର ଲିକ୍ ବା ପେପର ଲିକ୍ ଘଟଣାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଉପରେ ପ୍ରବଳ ବର୍ଷିଛି ଭାରତୀୟ ଜନତା ପାର୍ଟି (ବିଜେପି)। ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ…

ଅଭିନେତ୍ରୀ ତ୍ରିଷାଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ: ତାମିଲନାଡୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଗିରଫ

ଚେନ୍ନାଇ: ଲୋକପ୍ରିୟ ଅଭିନେତ୍ରୀ ତ୍ରିଷାଙ୍କ ସମ୍ପର୍କରେ ଆପତ୍ତିଜନକ ତଥା ବିବାଦୀୟ ମନ୍ତବ୍ୟ ଦେବା ତାମିଲନାଡୁର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଉଦୟନିଧି ଷ୍ଟାଲିନଙ୍କୁ ମହଙ୍ଗା ପଡ଼ିଛି। ଏହି ମାମଲାରେ ତାମିଲନାଡୁ ପୋଲିସ ତାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତାଙ୍କୁ ଗିରଫ କରିଛି।…

ବିଜେପିକୁ ମାତ୍ ଦେଇଥିବା ପ୍ରଶାନ୍ତ କିଶୋର କେତେ ସମ୍ପତିର ମାଲିକ…

ନୂଆଦିଲ୍ଲୀ: ବିହାରର ବାଙ୍କିପୁର ଆସନରେ ଉପନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି। ଯେଉଁଥିରେ ସେ ବିଜେପିର ନୀରଜ କୁମାରଙ୍କୁ ୧୮,୯୫୩ ଭୋଟରେ ପରାସ୍ତ କରିଛନ୍ତି। ପାଟନାର ବୋରିଂ ରୋଡରେ ଥିବା ଏଏନ କଲେଜରେ ସକାଳ ୮ଟାରୁ ଗଣନା ଆରମ୍ଭ ହୋଇଥିଲା ଏବଂ ଜନ ସୂରଜ ପାର୍ଟି ପ୍ରାର୍ଥୀ ପ୍ରଶାନ୍ତ କିଶୋର…

ଆଜି ବ୍ରହ୍ମପୁର ଯିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଟ୍ରେନରେ ଯାତ୍ରା…

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭାରତର ପ୍ରଥମ ରାଷ୍ଟ୍ରପତି ଭାବରେ ବ୍ରହ୍ମପୁର ରେଳ ଷ୍ଟେସନକୁ ଟ୍ରେନରେ ଯାତ୍ରା କରି ଇତିହାସ ସୃଷ୍ଟି କରିବାକୁ ଯାଉଛନ୍ତି। ସେ ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଆଜି ଏକ ସ୍ୱତନ୍ତ୍ର ଟ୍ରେନରେ ଭୁବନେଶ୍ୱରରୁ ବ୍ରହ୍ମପୁରକୁ ଯାତ୍ରା…

ଟ୍ରମ୍ପ, ପୁଟିନ ଓ ଏମାନେ… ବିଶ୍ୱର ୧୦ ସବୁଠୁ ବଡ ଧନୀ ଶାସକ

ନୂଆଦିଲ୍ଲୀ: ଅନେକ ବିଶ୍ୱ ନେତା କେବଳ ସେମାନଙ୍କର ରାଜନୈତିକ କ୍ୟାରିଅର ପାଇଁ ନୁହେଁ ବରଂ ସେମାନଙ୍କର ଅମାପ ସମ୍ପତ୍ତି ଏବଂ ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି। ଆସନ୍ତୁ ଜାଣିବା ସେହିପରି ବିଶ୍ୱର କିଛି ସବୁଠାରୁ ଧନୀ ଶାସକ ଏବଂ ନେତାମାନଙ୍କ ବିଷୟରେ... ଆଉ…

ଇରାନ ଉପରେ ଆକ୍ରମଣକୁ ସ୍ଥଗିତ ରଖିଲେ ଟ୍ରମ୍ପ, ମୁଁ ମାରିବାକୁ ଚାହୁଁନି

ନୂଆଦିଲ୍ଲୀ: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ସୋମବାର ଅପରାହ୍ନରେ ମଧ୍ୟସ୍ଥତା ମାଧ୍ୟମରେ ଇରାନ ସହିତ ଆଲୋଚନା ଆରମ୍ଭ ହେବ। ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ,…

ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି; ସୁରକ୍ଷାରେ ୪୦ ପ୍ଲାଟୁନ୍ ପୋଲିସ…

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସିବେ। ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ସେ ଏହି ଗସ୍ତରେ ରହିବେ। ଯାହାକୁ ନଜରରେ ରଖି ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରାଯାଇଛି। ସୂଚନା ଅନୁଯାୟୀ, ଆସନ୍ତାକାଲି ରାଷ୍ଟ୍ରପତି କଟକରେ ଜଗଦଗୁରୁ କୃପାଳୁ ବିଶ୍ୱବିଦ୍ୟାଳୟର…

CJP ପ୍ରତିବାଦ ବେଳେ ପ୍ରଧାନମନ୍ତ୍ରୀଙ୍କୁ ଅପଶବ୍ଦ; କ୍ଷମା ମାଗିଲେ ଛାତ୍ରୀ…

ନୂଆଦିଲ୍ଲୀ: ଦିଲ୍ଲୀ ଜନ୍ତରମନ୍ତରରେ କକ୍ରୋଚ୍ ଜନତା ପାର୍ଟିର ପ୍ରତିବାଦ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି ଅପଶବ୍ଦ ବ୍ୟବହାର କରିଥିବା ଝିଅ ସାର୍ବଜନୀନ ଭାବରେ କ୍ଷମା ମାଗିଛନ୍ତି। ଶୁକ୍ରବାର ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ମୋଦି ଇନଷ୍ଟାଗ୍ରାମରେ ଏକ ଭିଡିଓ ଜାରି…