Latest Odisha News

BREAKING NEWS

Browsing Category

ରାଜନୀତି

ଝାଡଖଣ୍ଡରେ ସିଟ ସେୟାରିଂ ଶେଷ କଲା ବିଜେପି

ନୂଆଦିଲ୍ଲୀ: ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ  ବିଜେପି ଶେଷ କରିଛି ସିଟି ସେୟାରିଂ। ଆଜସୁ ପାର୍ଟି, ଜେଡିୟୁ ଓ ଏଲଜେପି(ରାମ ବିଲାସ) ଦଳ ସହ ମେଣ୍ଟ କରି ଝାଡଖଣ୍ଡରେ ନିର୍ବାଚନ ଲଢ଼ିବ ଦଳ। ବିଜେପି ରାଜ୍ୟର ୮୧ଟି ଆସନରୁ ୬୮ଟିରେ ଏକାକୀ ଲଢ଼ିବାକୁ ନିଷ୍ପତ୍ତି ନେଇଥିବା ବେଳେ ଅନ୍ୟ ୧୩ଟି…

ଆପ୍‌ ନେତା ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ତାଙ୍କୁ ଗିରଫ ହୋଇଥିବା ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଦିଲ୍ଲୀର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ମିଳିଛି ଜାମିନ। ଦୀର୍ଘ ୨୮ ମାସ ହେଲା ସେ ଜେଲରେ ଥିଲେ।  ତାଙ୍କୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। …

ମହାରାଷ୍ଟ୍ର ନିର୍ବାଚନ : କଂଗ୍ରେସକୁ ଜଣା ନାହିଁ ରାଜନୀତିର କ-ଖ-ଗ-ଘ…

ମୁମ୍ବାଇ: ମହାରାଷ୍ଟ୍ର ମହା ବିକାଶ ଅଘାଡି (ଏମଭିଏ)ରେ ବିଳମ୍ବ ହୋଇଛି ସିଟ ସେୟାରିଂ। ଏହାକୁ ନେଇ ଶୁକ୍ରବାର ବିରୋଧୀ ଦଳକୁ ଟାର୍ଗେଟ କରିଛନ୍ତି ଶିବସେନା (ଉଦ୍ଧବ ବାଲାସାହେବ ଠାକରେ) ଗୋଷ୍ଠୀର ବରିଷ୍ଠ ନେତା ସଞ୍ଜୟ ରାଉତ। ରାଜ୍ୟର କଂଗ୍ରେସ ନେତା ନିଷ୍ପତ୍ତି ନେବାରେ ଅସଫଳ ବୋଲି ଦାବି…

ବିଜେଡିକୁ ନେଇ କ’ଣ କହିଲେ ଜୟନାରାୟଣ?

ଭୁବନେଶ୍ବର: ବିଜେଡିର ଆୟୁଷ କମ ଦିନ । ଖୁବ୍ ଶୀଘ୍ର ଭାଙ୍ଗି ଛିନଛତ୍ର ହୋଇଯିବ ଦଳ । ବିଜେଡିକୁ ନେଇ ଏଭଳି ଭବିଷ୍ୟବାଣୀ କରିଛନ୍ତି ବରିଷ୍ଠ ବିଜେପି ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର । ଅନେକ ବିଜେଡି ନେତା ବିଜେପି ସହ ଯୋଗାଯୋଗରେ ରହିଥିବା ବେଳେ ଦୁର୍ନୀତିମୁକ୍ତଙ୍କ କଥା…

ଷଡ଼ଯନ୍ତ୍ରକାରୀ କିଏ ?

ଭୁବନେଶ୍ବର: କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କ ବିରୋଧରେ କିଏ କରୁଛି ଷଡ଼ଯନ୍ତ୍ର? ଭରତପୁର ଥାନାରେ ଏତଲା । ଅଭିଯୋଗର ଟାଇମିଂକୁ ନେଇ ବର୍ଷିଲେ ଅଜୟ କୁମାର । ଆଗକୁ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ଥିବାରୁ ଜାଣିଶୁଣି ତାଙ୍କ ବିରୋଧରେ ଏତଲା ଦିଆଯାଇଥିବା ଅଜୟ କୁମାର କହିଛନ୍ତି। ରାଜନୈତିକ…

‘ପିସିସି ଗଠନ ପରେ କଂଗ୍ରେସରେ ସାମିଲ ହେବେ ବହୁ ବିଜେଡି ନେତା’

ଭୁବନେଶ୍ବର; ଦୀପାବଳି ସୁଦ୍ଧା ରାଜ୍ୟ କଂଗ୍ରେକୁ ମିଳିବ ମୁଖୁଆ । ଏନେଇ ପ୍ରତିକ୍ରିୟା ଦେଇ ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମ୍ କହିଛନ୍ତି, ହାଇକମାଣ୍ଡ ଖୁବଶୀଘ୍ର ପିସିସି ସଭାପତି ଚୟନ କରିବେ । ଏଥିପାଇଁ ଏଆଇସିସିର ଦୁଇ କେନ୍ଦ୍ରୀୟ ନେତାଙ୍କୁ ଦାୟିତ୍ବ ଦିଆଯାଇଛି ।  ଦଳର ତୃଣମୂଳ…

ଅଜୟଙ୍କ ନାଁରେ ଏତଲା ଘଟଣା; କହିଲେ, ‘ରାଜନୈତିକ ଷଡଯନ୍ତ୍ର ଚାଲିଛି’

ଭୁବନେଶ୍ବର: ଭରତପୁର ଥାନାରେ ଟଙ୍କା ଠକେଇ ଅଭିଯୋଗର ମାମଲା ରୁଜ୍ଜୁ ହେବା ଘଟଣାରେ ନିଜର ମୁହଁ ଖୋଲିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର । ଏନେଇ ତାଙ୍କ ବିରୁଦ୍ଧରେ ରାଜନୈତିକ ଷଡଯନ୍ତ୍ର ଚାଲିଥିବା ଅଭିଯୋଗ ଆଣିଛନ୍ତି ଅଜୟ । ତେବେ ଏନେଇ ଅଜୟ…

ବିଜେଡି ପାଇଁ କଣ ଭବିଷ୍ୟବାଣୀ କଲେ ଅମର ଶତପଥୀ?

ଭୁବନେଶ୍ବର: ତେଜୁଛି ବିଜେଡି କଳି । କେତେବେଳେ ଗଞ୍ଜାମ ତ କେତେବେଳେ ଭୁବନେଶ୍ବର । ବିଜେଡି ନେତାଙ୍କ ବୟାନବାଜିକୁ ନେଇ ସରଗରମ ହେଲାଣି ରାଜ୍ୟ ରାଜନୀତି । ବିଜେଡି ପରାଜୟକୁ ନେଇ ପ୍ରଶ୍ନ କରିଥିବା ବରିଷ୍ଠ ନେତା ଅମର ଶତପଥୀ ଦଳ ପାଇଁ ବଡ଼ ଭବିଷ୍ୟବାଣୀ କରିଛନ୍ତି । ଆଗକୁ ବିଜେଡିରେ ଅନେକ…

ହରିୟାଣାରେ ନାୟବ ସିଂହ ସୈନିଙ୍କ ସହ ଶପଥ ନେବେ ୧୦ କ୍ୟାବିନେଟ ମନ୍ତ୍ରୀ

ଚଣ୍ଡୀଗଡ: ହରିୟାଣାରେ ହ୍ୟାଟ୍ରିକ ମାରିଛି ବିଜେପି। ହରିୟାଣା ବିଧାନସଭା ନିର୍ବାଚନରେ ବିଜେପିର ବଡ ବିଜୟ ପରେ ଦଳ ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି। ବିଧାୟକ ଦଳ ବୈଠକରେ ପୁଣି ଥରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ନାୟବ ସିଂହ ସୈନିଙ୍କୁ ଚୟନ କରାଯାଇଛି। ସେ ଅକ୍ଟୋବର ୧୭ ତାରିଖ ଅର୍ଥାତ…

ୱାୟନାଡରେ ଲାଗିଲା ପ୍ରିୟଙ୍କାଙ୍କ ପୋଷ୍ଟର : ଲେଖା ଅଛି “ୱାୟନାଡିଣ୍ଟେ ପ୍ରିୟଙ୍କାରୀ”

ନୂଆଦିଲ୍ଲୀ : ପ୍ରିୟଙ୍କା ଗାନ୍ଧୀ କେରଳର ୱାୟନାଡରୁ ନିର୍ବାଚନ ଲଢିବେ। ଏହ ତାଙ୍କ ପ୍ରଥମ ନିର୍ବାଚନ ଏଣ୍ଟ୍ରି। ନିର୍ବାଚନ ଆୟୋଗ ମଙ୍ଗଳବାର ଦିନ ତାରିଖ ଘୋଷଣା କରିବାର କିଛି ଘଣ୍ଟା ମଧ୍ୟରେ ପ୍ରିୟଙ୍କାଙ୍କ ନାମ ଘୋଷଣା କରାଯାଇଥିଲା। ନଭେମ୍ବର ୧୩ରେ  ୱାୟନାଡରେ ନିର୍ବାଚନ ହେବ। ଏହି ଖବର…