Latest Odisha News

BREAKING NEWS

Browsing Category

ରାଜନୀତି

ଜିଓର୍ଜିଆ ମେଲୋନୀଙ୍କ ସାମ୍ନାରେ ଆଣ୍ଠୁମାଡି ଗୀତ ଗାଇଲେ ଆଲବାନିଆ ପ୍ରଧାନମନ୍ତ୍ରୀ… 

ଆବୁଧାବି: ଆଲବାନିଆର ପ୍ରଧାନମନ୍ତ୍ରୀ ଏଡି ରାମା ପ୍ରତିପକ୍ଷ ଇଟାଲୀୟ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କୁ ଏକ ସ୍କାର୍ଫ ଉପହାର ସ୍ବରୂପ ଦେଇଛନ୍ତି। ଏଥିସହ ତାଙ୍କ ସାମ୍ନାରେ ଫିଲ୍ମ ଷ୍ଟାଇଲରେ ଆଣ୍ଠୁମାଡି ବସିବା ସହ ଗୀତ ଗାଇଥିଲେ। ଯାହାର ଭିଡିଓ ଭାଇରାଲ ହେବାରେ ଲାଗିଛି ଏହି ଘଟଣାଟି…

ଦିଲ୍ଲୀ କଂଗ୍ରେସ: ନେତୃତ୍ବ ସଂକଟ, ଖସୁଛି ଭୋଟ୍ ପ୍ରତିଶତ

ନୂଆଦିଲ୍ଲୀ: ୧୫ବର୍ଷ ଧରି ଦିଲ୍ଲୀରେ ଶାସନରେ ରହିଥିଲା କଂଗ୍ରେସ । ୨୦୧୩ରେ ଆପର ଅଭ୍ୟୁଦୟ କଂଗ୍ରେସ ଭାଗ୍ୟରେ ଲଗାଇଥିଲା ଗ୍ରହଣ। ମାତ୍ର ୮ଟି ସିଟ୍ ଜିତିବାରେ ସକ୍ଷମ ହୋଇଥିଲା ଦଳ । ଏହା ପରର ସ୍ଥିତି ଆହୁରି ସଂଗୀନ ହୋଇଥିଲା । ୨୦୧୫ ଓ ୨୦୨୦ରେ ଗୋଟିଏ ବି ସିଟରେ ବିଜୟୀ ହୋଇପାରିଲାନି…

ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ: ଦୀପାଳିଙ୍କ ଦାବିର ଜବାବ ରଖିଲେ ମନ୍ତ୍ରୀ

ଭୁବନେଶ୍ବର: ପୁଣି ତେଜିଛି ନବ ଦାସ ହତ୍ୟାକାଣ୍ଡ ପ୍ରସଙ୍ଗ । ବିଜେପିର ସମାଲୋଚନା ପରେ ଦୀପାଳି ସରକାରଙ୍କୁ ସିବିଆଇ ତଦନ୍ତ ଉପରେ ପ୍ରଶ୍ନ କରିବାକୁ ନେଇ, ଏବେ ଜବାବ ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଲିଖିତ ଭାବେ ମୁଖ୍ରମନ୍ତ୍ରୀଙ୍କୁ ଏଥିପାଇଁ ଅପିଲ୍ କଲେ, ସରକାର…

ଖୋଲିବ କି ନବ ଦାସଙ୍କ ଫାଇଲ? ସିବିଆଇ ତଦନ୍ତ ଦାବି କଲେ ଝିଅ ଦୀପାଳି…

ଭୁବନେଶ୍ବର: ପୁଣି ଖୋଲିବ କି ନବ ଦାସ ହାଇପ୍ରୋଫାଇଲ ମର୍ଡର ମିଷ୍ଟ୍ରି? ସତକୁ ଲୋକଲୋଚନକୁ ଆଣିବ କି ସିବିଆଇ ? ଏନେଇ କି ଆଭିମୁଖ୍ୟ ରଖିବେ ରାଜ୍ୟ ସରକାର? କାରଣ ଏବେ ଦୁଇ ବର୍ଷ ପରେ ଦୀପାଳିଙ୍କର ମନେ ପଡିଛି ମୃତ ବାପାଙ୍କ କଥା..ବହୁ ଚର୍ଚ୍ଚିତ ଦିବଙ୍ଗତ ସ୍ବାସ୍ଥ୍ୟ ମନ୍ତ୍ରୀ ନବ…

ଦିଲ୍ଲୀ ରାଜନୀତି : ବିନା ନିର୍ବାଚନରେ ବି ହୋଇଥିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଅଷ୍ଟମ ବିଧାନ ସଭା ନିର୍ବାଚନ ପାଇଁ ରାଜଧାନୀ ଦିଲ୍ଲୀରେ ନିର୍ବାଚନୀ ପ୍ରଚାର ଜୋର ଧରିଛି। ୧୯୯୩ ରେ ଦିଲ୍ଲୀରେ ପୂର୍ଣ୍ଣ ବିଧାନସଭା ବ୍ୟବସ୍ଥା ହେବା ପରେ ଏବେ ସୁଦ୍ଧା ଦିଲ୍ଲୀରେ ୬ ଜଣ ମୁଖ୍ୟମନ୍ତ୍ରୀ ପଦ ପାଇ ସାରିଛନ୍ତି। ଏମାନଙ୍କ ମଧ୍ୟରୁ ୨ ମୁଖ୍ୟମନ୍ତ୍ରୀ ଏମିତି ଅଛନ୍ତି…

ରିପିଟ୍ ହେବେ ମନମୋହନ !

ଭୁବନେଶ୍ବର: କିଏ ହେବେ ପରବର୍ତ୍ତୀ ରାଜ୍ୟ ବିଜେପି ସଭାପତି? ପୁଣି ରିପିଟ୍ ହେବେ କି ମନମୋହନ ସାମଲ୍ ! ନା ନୂଆ ଚେହେରାକୁ  ଦାୟିତ୍ବ ଦେବ ବିଜେପି ? ରାଜ୍ୟ ବିଜେପି ସଭାପତି ଦୌଡ଼ରେ ଏକାଧିକ ବରିଷ୍ଠ ନେତାଙ୍କ ନାଁ ରହିଛି । ବିଜେପିର ବିଭିନ୍ନ ଗୋଷ୍ଠୀ ପକ୍ଷରୁ ବି ଜୋରଦାର ଲବି ଚାଲିଛି ।…

ଦିଲ୍ଲୀରେ ହ୍ୟାଟ୍ରିକ୍ ମାରିବ ଆପ୍ !

ନୂଆଦିଲ୍ଲୀ: ପୁଣି ଦିଲ୍ଲୀ ଦଖଲ କରିବ କି ଆମ ଆଦମୀ ପାର୍ଟି ! ଦଳ ଗଠନ ପରଠୁ ସବୁଠୁ ବଡ଼ ପରୀକ୍ଷା ଦେଉଛି ଆପ୍ । ଦୁଇଥର ପ୍ରଚଣ୍ଡ ବିଜୟ ପରେ ଏଥର ବିଜୟର ହ୍ୟାଟ୍ରିକ ମାରିବାକୁ ଉଦ୍ୟମ କରୁଛି ଆପ୍ । ଦିଲ୍ଲୀରେ ଆପ୍, ବିଜେପି ଓ କଂଗ୍ରେସ ମଧ୍ୟରେ ତ୍ରିକୋଣୀୟ ମୁକାବିଲା ହେଉଛି । ଦୁର୍ନୀତି…

ନାମାଙ୍କନ ଭରିଲେ କେଜ୍ରିଓ୍ବାଲ; କହିଲେ, ‘ଲୋକଙ୍କ ଉପରେ ପୂରା ବିଶ୍ବାସ’

ନୂଆଦିଲ୍ଲୀ: ପାଖେଇ ପାଖେଇ ଆସୁଛି ଦିଲ୍ଲୀ ନିର୍ବାଚନ । ଫେବୃଆରୀ ୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆପ୍ ନୂଆଦିଲ୍ଲୀ ପ୍ରାର୍ଥୀ ଅରବିନ୍ଦ କେଜ୍ରିଓ୍ବାଲ । ଆଜି ନିଜର ଦଳୀୟ ନେତାଙ୍କ ସମର୍ଥନରେ…

ଦିଲ୍ଲୀରେ ରାହୁଲଙ୍କ ଏଣ୍ଟ୍ରି…କଂଗ୍ରେସକୁ କେତେ ଫାଇଦା?

ନୂଆଦିଲ୍ଲୀ: କମ୍ପୁଛି ଦିଲ୍ଲୀ ପ୍ରଚାର ମଇଦାନ । ଆମ ଆଦମୀ ପାର୍ଟି, ବିଜେପି ଓ କଂଗ୍ରେସ ମୁହାଁମୁହିଁ। ଦିଲ୍ଲୀ ଦଙ୍ଗଲରେ ଏଣ୍ଟ୍ରି ମାରିଛନ୍ତି କଂଗ୍ରେସର ଷ୍ଟାର କ୍ୟାମ୍ପେନର ରାହୁଲ ଗାନ୍ଧୀ । ତେବେ ପ୍ରଶ୍ନ ଉଠୁଛି, ଦିଲ୍ଲୀରେ କଂଗ୍ରେସକୁ କେତେ ଫାଇଦା ଦେବ ରାହୁଲଙ୍କ କ୍ୟାମ୍ପେନିଂ?…

ଦିଲ୍ଲୀରୁ ଫେରି ସିଧା ପୂର୍ବ ସରକାରଙ୍କୁ ନିଶାନା କଲେ ମୁଖ୍ୟମନ୍ତ୍ରୀ, କହିଲେ ‘ହୀନ ମାନସିକତା….’

ଭୁବନେଶ୍ବର: ରାଜ୍ୟରେ ଖୁବ୍ ଶୀଘ୍ର ଲାଗୁ ହେବ ଆୟୁଷ୍ମାନ ଭାରତ । ଏଥିପାଇଁ ସୋମବାର ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇ କେନ୍ଦ୍ର ସରକାରଙ୍କ ସହ ଏମଓୟୁ ସ୍ବାକ୍ଷର କରିଛନ୍ତି । ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓଡ଼ିଶାରେ ଲାଗୁ କରିବା ପାଇଁ ନୂଆଦିଲ୍ଲୀରେ ଚୁକ୍ତି ପତ୍ର…