Latest Odisha News

BREAKING NEWS

Browsing Category

ରାଜନୀତି

ପ୍ରସନ୍ନଙ୍କ ବିସ୍ଫୋରକ ବୟାନ, କହିଲେ ପାଣ୍ଡିଆନଙ୍କ ପାଇଁ ମୁଁ ବିଜେଡି ଛାଡ଼ିଛି

ଭୁବନେଶ୍ୱର: ଅମର ଶତପଥୀଙ୍କ ପରେ ବିସ୍ଫୋରକ ବୟାନ ଦେଲେ ପ୍ରସନ୍ନ ପାଟ୍ଟଶାଣୀ l କହିଲେ ମୋର ବିଜେଡି ଛାଡିବାର ମୁଖ୍ୟ କାରଣ ପାଣ୍ଡିଆନ l ପାଣ୍ଡିଆନଙ୍କ ପାଇଁ ମୁଁ ବିଜେଡି ଛାଡ଼ିଛି l ଯେତେ ପର୍ଯ୍ୟନ୍ତ ଦଳରେ ପାଣ୍ଡିଆନ ଥିବେ, ସେ ପର୍ଯ୍ୟନ୍ତ ବିଜେଡି ଆସିବନି l ପାଣ୍ଡିଆନଙ୍କ ପାଇଁ…

ବିଜେପି ହାତର କାଠ କଣ୍ଢେଇ ନିର୍ବାଚନ ଆୟୋଗ, ପୂର୍ବରୁ ଜାଣିଥିଲା ସବୁକିଛି: ଝାଡଖଣ୍ଡ ସିଏମ୍

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ଘୋଷଣା ହେବାକୁ ଯାଉଛି ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ତାରିଖ । ତେବେ ଏହାକୁ ନେଇ ଏବେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦଳ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ନିର୍ବାଚନ ଆୟୋଗକୁ ଟାର୍ଗେଟ କରିଛି। ଏହାସହ ବିଜେପି ଉପରେ…

ବିଜେପି ସକ୍ରିୟ ସଦସ୍ୟତା କର୍ମଶାଳାରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଆଜି ଦଳର ସକ୍ରିୟ ସଦସ୍ୟତା କାର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ  ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ଅଭିନନ୍ଦନ…

ବିଷ୍ଣୋଇ ଗ୍ୟାଙ୍ଗର ହିଟଲିଷ୍ଟରେ ସିଦ୍ଦିକିଙ୍କ ପୁଅ ଜିଶାନ ସିଦ୍ଦିକି

ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକୀଙ୍କୁ ଶନିବାର ମୁମ୍ବାଇରେ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣା ସାରା ଦେଶରେ ହଇଚଇ ସୃଷ୍ଟି କରିଛି। ତାଙ୍କୁ ହତ୍ୟା କରିଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ। ଏବେ ଏକ ନୂଆ ତଥ୍ୟ ସାମନାକୁ ଆସିଛି। ବାବା ସିଦ୍ଦିକିଙ୍କ ପୁଅ ତଥା…

କ’ଣ କରିବେ ଅମର ଶତପଥୀ?

ଭୁବନେଶ୍ବର: ବଢିଲା ବିଜେଡି କଳି। ଅମର ଶତପଥୀ ବନାମ ଲେନିନ ମହାନ୍ତି । ବରିଷ୍ଠ ନେତା ଅମର ଶତପଥୀଙ୍କୁ ଦଳ ଛାଡି ଚାଲିଯିବାକୁ କହିଲେ ଲେନିନ ମହାନ୍ତି । ଅମର ଶତପଥୀ କହିଲେ, ସେ ଦଳରେ ନାହାନ୍ତି । ନିର୍ବାଚନରେ ହାରିବା ପରଠୁ ବିଜେଡି ଘରକଳି ଥମିବାର ନାଁ ନେଉନି । ନିର୍ବାଚନ ପରାଜୟର…

ଆଉ ରିସ୍କ୍ ନେବେନି ରାହୁଲ: ଏଥର ମହାରାଷ୍ଟ୍ର ପାଇଁ ମହାରଣନୀତି

ନୂଆଦିଲ୍ଲୀ: ହରିୟାଣା ହାରିବା ପରେ ଏବେ ଆଉ ରିକ୍ସ ନେବାକୁ ଚାହୁଁନାହାନ୍ତି ରାହୁଲ । ଯେଉଁ ଭୁଲ୍ ପାଇଁ ହରିୟାଣା ହାତରୁ ଖସିଗଲା ତାହାର ଯେପରି ପୁନରାବୃତ୍ତି ମହାରାଷ୍ଟ୍ରରେ ନ ହେଉ ସେଥିପାଇଁ ଆଗୁଆ ଅଣ୍ଟା ଭିଡିଲେଣି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଏଥିପାଇଁ ଆଜି କଂଗ୍ରେସ ସାଂସଦ…

ବାବା ସିଦ୍ଦିକୀଙ୍କ ହତ୍ୟା ଘଟଣା : କିପରି ଥିଲା ସୁଟରମାନଙ୍କ ପ୍ଲାନିଂ

ମୁମ୍ବାଇ : ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକୀଙ୍କୁ ଶନିବାର ରାତି ପ୍ରାୟ 9 ଟା 30 ସମୟରେ ଗୁଳିକରି ହତ୍ୟା କରାଯାଇଛି। ଏହି ସମୟରେ ସେହି ଅଞ୍ଚଳରେ ଦଶହରା ଅବସରରେ ଏକ ଶୋଭାଯାତ୍ରା ଯାଉଥିବା ସମୟରେ ଏହି ଅଘଟଣ ଘଟିଛି। ସୂଚନା ଅନୁସାରେ, ବାବା ସିଦ୍ଦିକୀ ମୁମ୍ବାଇ ବାନ୍ଦ୍ରା…

କର୍ଣ୍ଣାଟକରେ ମୁଦା ସ୍କାମ: ଜମି ଫେରାଇବେ ଖଡଗେ ପରିବାର

ବେଙ୍ଗାଲୁରୁ : କର୍ଣ୍ଣାଟକରେ ଚାଳିଛି  ମହୀଶୂର ଅର୍ବାନ ଡେଭଲପମେଣ୍ଟ ପ୍ରାଧିକରଣ(ମୁଦା) ସ୍କାମ। ଜମି ଫେରାଇବାକୁ ନିଷ୍ପତ୍ତି ନେଇଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଓ ତାଙ୍କ ପରିବାର ସରକାରଙ୍କ ପକ୍ଷରୁ ପାଇଥିବା ୫ ଏକର ଜମିକୁ ଫେରାଇ…

କିଏ ପାରାଦୀପର ରାବଣ? ଶାଣିତ ଆକ୍ରମଣ କରି କହିଲେ ମନ୍ତ୍ରୀ

ପାରାଦୀପ: ଆଜି ଦଶହରାରେ ରାବଣ ପୋଡ଼ି ସହିତ ତୁଳନା କରି ବିରୋଧୀଙ୍କୁ ତେର୍ଚ୍ଛା ଟାର୍ଗେଟ କରିଛନ୍ତି ମନ୍ତ୍ରୀ ସମ୍ପଦ ସ୍ୱାଇଁ। ଆଜି ପାରାଦୀପ ରାବଣ ପୋଡ଼ି ଉତ୍ସବରେ ଯୋଗ ଦେଇ ଏନେଇ ମନ୍ତ୍ରୀ କହିଛନ୍ତି, ପାରାଦୀପରେ ରାବଣ କିଏ, ଏଠାକାର ଲୋକେ ଜାଣିଛନ୍ତି । ମୁନ୍ନା ପତି, ମହେନ୍ଦ୍ର ସ୍ବାଇଁ…

ବିଜେଡି କଳି ! ନବୀନ ହେବେ କି ସଂକଟମୋଚକ ?

ଭୁବନେଶ୍ବର: ପରାଜୟ ପରଠୁ ବିଜେଡିରେ କଳି ବଢିବାରେ ଲାଗିଛି। କ୍ଷମତାରେ ଥିବା ବେଳେ ମୁହଁ ଖୋଲୁନଥିବା ନେତା ଏବେ ସିଧାସଳଖ ଜବାବ ମାଗିଲେଣି । ବରିଷ୍ଠ ନେତା ଅମର ଶତପଥୀ ପରାଜୟର ଦାୟିତ୍ବ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ନେବାକୁ କହିବା ପରେ ସରଗରମ ହେଲାଣି ରାଜନୀତି। ପୂର୍ବରୁ ଗୋଷ୍ଠୀ…