Latest Odisha News

BREAKING NEWS

Browsing Category

ରାଜନୀତି

ଦିଲ୍ଲୀ ନିର୍ବାଚନ ପାଇଁ ଆତିଶୀ ଆରମ୍ଭ କଲେ କ୍ରାଉଡଫଣ୍ଡିଂ: କହିଲେ, ‘ଆପ୍ ପାଖରେ ନାହିଁ କଳାଧନ’

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନ ପାଇଁ ଆପ୍ ଜାରି କଲା କ୍ରାଉଡଫଣ୍ଡିଂ । ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା କାଲକାଜୀ ସିଟରୁ ଲଢୁଥିବା ଆପ୍ ପ୍ରାର୍ଥୀ ଆତିଶୀ ଆଗାମୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ​​ଲଢ଼ିବା ପାଇଁ କ୍ରାଉଡଫଣ୍ଡିଂ ଅଭିଯାନ ଆରମ୍ଭ କରିଛନ୍ତି । ତେବେ କ୍ରାଉଡଫଣ୍ଡିଂ ଅଭିଯାନ…

କଂଗ୍ରେସର ବଡ ଘୋଷଣା: ଶିକ୍ଷିତ ବେକାରୀଙ୍କୁ ମାସକୁ ମିଳିବ ୮୫୦୦ ଟଙ୍କା

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ରାଜନୀତି ସରଗରମ ହେଉଛି। ରାଜନୈତିକ ଦଳମାନେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ଲାଗି ପଡିଥିବା ବେଳେ, ଦୁଇ ମୁଖ୍ୟ ଦଳ ବିଜେପି ଏବଂ ଆପ ମଧ୍ୟରେ କଥା କଟାକଟି ଚାଲିଛି। ଏହାର ଫାଇଦା ନେଉଛି କଂଗ୍ରେସ। କଂଗ୍ରେସ ନେତାମାନେ ଦିଲ୍ଲୀରେ ଛୋଟ-ବଡ଼ ସଭା…

ନିର୍ବାଚନ ପୂର୍ବରୁ ତେଜିଲା ଦିଲ୍ଲୀରେ ପୋଷ୍ଟର ଓ୍ବାର୍: ‘ଗାଲିବାଜ ବନାମ ଆପଦା’

ଭୁବନେଶ୍ବର: ମୁଣ୍ଡ ଉପରେ ଦିଲ୍ଲୀ ବିଧାନସଭା ନିର୍ବାଚନ । ମଇଦାନରେ ତିନି ପ୍ରମୁଖ ଦଳ ଏବେ ରଣନୀତି କରୁଛନ୍ତି । ଏଥର ଶାସନ ଭାର କିଏ ମୁଣ୍ଡେଇବ ? ଯାହାକୁ ବେଶୀ ରୋଚକ କରିଛି ପ୍ରମୁଖ ଦଳଙ୍କ ପୋଷ୍ଟ ଓ୍ବାର୍ । ପୂର୍ବରୁ ଦିଲ୍ଲୀରେ ବିଜେପି ଏବଂ ଶାସକ ଦଳ ଆମ ଆଦମୀ ପାର୍ଟି ମଧ୍ୟରେ ପୋଷ୍ଟର…

ଦିଲ୍ଲୀ ନିର୍ବାଚନ ପାଇଁ ବିଜେପିର ଦ୍ୱିତୀୟ ପ୍ରାର୍ଥୀ ତାଲିକା, କରାୱଲ ଆସନରୁ ଲଢିବେ କପିଲ୍ ମିଶ୍ର

ନୂଆଦିଲ୍ଲୀ: ବିଜେପି ଜାରି କରିଛି ଦ୍ଵିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ଜାରି କରିଛି। ଏହି ତାଲିକାରେ ୨୯ ଜଣଙ୍କ ନାଁ ଘୋଷଣା କରାଯାଇଛି । କରାୱଲ ନଗର ଆସନରୁ କପିଲ୍ ମିଶ୍ରଙ୍କୁ ମିଳିଛି ଟିକେଟ । ସେହିପରି…

ଫେରିଲେ ରଘୁବର…ଝାଡ଼ଖଣ୍ଡରେ ବଡ଼ ପରିବର୍ତ୍ତନ !

ନୂଆଦିଲ୍ଲୀ: ବିଜେପିକୁ ଫେରିବା ପରେ ଝାଡ଼ଖଣ୍ଡରେ ବିଜେପି କ୍ଷମତାକୁ ଫେରିବା ନେଇ ହୁଙ୍କାର ଭରିଛନ୍ତି ରଘୁବର ଦାସ । ଓଡିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ ବିଜେପିରେ ସାମିଲ ହେବା ସହ ପୁଣି ସକ୍ରିୟ ରାଜନୀତିକୁ ଫେରିଛନ୍ତି । ଝାଡ଼ଖଣ୍ଡ ରାଜ୍ୟ ବିଜେପି ସଭାପତି ବାବୁଲାଲ ମାରାଣ୍ଡିଙ୍କୁ…

୨୦୨୬ କୋଟିର ମଦ ଦୁର୍ନୀତି, ସିଏଜି ରିପୋର୍ଟକୁ ନେଇ ଆପକୁ ଘେରିଲେ ବିଜେପି ଓ କଂଗ୍ରେସ… 

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ​​ମଦ ଦୁର୍ନୀତିକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ସିଏଜି ରିପୋର୍ଟକୁ ଆଧାର କରି ବିଜେପି ଆପ ଆଦମୀ ପାର୍ଟି ଏବଂ ଅରବିନ୍ଦ କେଜ୍ରିୱାଲଙ୍କୁ ଘେରିଛି। ଭାଇରାଲ ସିଏଜି ରିପୋର୍ଟକୁ ଆଧାର କରି ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର…

ଅନାସ୍ଥା ଭୋଟକୁ ଡରିଗଲା ବିଜେପି !

ଭୁବନେଶ୍ବର: ଗଣତନ୍ତ୍ରର କଣ୍ଠରୋଧ ! କିର୍ମିରା ଅନାସ୍ଥା ଭୋଟକୁ ନେଇ ଭୟଭୀତ ସରକାର ! ବେଆଇନ୍ ଭାବେ ବିଶାଳ ଦାସ ଅଟକ ! ବିନା କାରଣରେ ଲୋକପ୍ରତିନିଧି ଅଟକ ! ଛତିଶଗଡ଼ ପୋଲିସ ସହ ଓଡିଶା ପୋଲିସର ଷଡ଼ଯନ୍ତ୍ର ! ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକ ଅଧ୍ୟକ୍ଷାଙ୍କ ପଦ ବଞ୍ଚାଇବାକୁ ଶାସକ…

କିଏ ଜିତିବ ଦିଲ୍ଲୀ…ଚମକାଇଲା ସଟ୍ଟାବଜାର ଭବିଷ୍ୟବାଣୀ

ନୂଆଦିଲ୍ଲୀ: କିଏ ଜିତିବ ଦିଲ୍ଲୀ ଦଙ୍ଗଲ? ଆମ ଆଦମୀ ପାର୍ଟି, ବିଜେପି ନା କଂଗ୍ରେସ ? ଚମକାଇଲା ସଟ୍ଟାବଜାର ଭବିଷ୍ୟବାଣୀ । ଫଲୋଦି ସଟ୍ଟା ବଜାର ଭବିଷ୍ୟବାଣୀ ଅନୁସାରେ ଏଥର ଖସିପାରେ ଆପ ସିଟ୍ । ବିଜେପିର ସିଟ୍ ବଢିପାରେ  । ତେବେ କଂଗ୍ରେସ ସ୍ଥିତିରେ ସେଭଳି ପରିବର୍ତ୍ତନ ହେବନି । ଦିଲ୍ଲୀରେ…

‘ରାଜ୍ୟପାଳ ଲୋକଙ୍କ ରାଜ୍ୟପାଳ, ଲାଟସାହେବ ନୁହନ୍ତି’, ରାଜନୀତିକୁ ଫେରିବା ପରେ ଏମିତି କହିଲେ ରଘୁବର..

ରାଞ୍ଚି: ପୁଣି ଥରେ ବିଜେପିକୁ ଫେରି ସକ୍ରିୟ ରାଜନୀତିରେ ଯୋଗ ଦେଇଛନ୍ତି ବିଜେପି ନେତା ତଥା ଓଡିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ ।  ପୁଣି ଥରେ ସକ୍ରିୟ ରାଜନୀତି ମଇଦାନକୁ ଓହ୍ଲାଇବା ପରେ ଏହାକୁ ନେଇ ରଘୁବର କହିଛନ୍ତି, ରାଜ୍ୟପାଳ ପଦବୀକୁ ସମସ୍ତେ ଲାଟ୍ ସାହେବ ପଦ ବୋଲି ଭାବନ୍ତି ।…

ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ଜିନପିଙ୍ଗ ସାମିଲ, ମୋଦିଙ୍କ ନାଁ ନାହିଁ!

ନୂଆଦିଲ୍ଲୀ: ଜାନୁଆରୀ ୨୦ରେ ଆମେରିକାର ରାଷ୍ଟ୍ରପତି ଭାବରେ ଡୋନାଲ୍ଡ ଟ୍ରମ୍ପଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବାକୁ ଯାଉଛି। ଟ୍ରମ୍ପ ତାଙ୍କ ଶପଥ ଗ୍ରହଣ ସମାରୋହକୁ ବିଶ୍ୱର ଅନେକ ପ୍ରମୁଖ ନେତାମାନଙ୍କୁ ନିମନ୍ତ୍ରଣ କରିଛନ୍ତି। ଏହି ସମାରୋହ ପାଇଁ ଟ୍ରମ୍ପଙ୍କ କଡ଼ା ବିରୋଧୀ…