Latest Odisha News

BREAKING NEWS

Browsing Category

ରାଜନୀତି

ପୁଣି ଭିଡିଓ ଭାଇରାଲ୍ ପୁଣି ବିବାଦ

ପୁରୀ: ପୁଣି ବିବାଦରେ ସତ୍ୟବାଦୀ ବିଜେପି ବିଧାୟକ ଓମପ୍ରକାଶ ମିଶ୍ର। ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ ହେବା ପରେ ତେଜିଲାଣି ରାଜନୀତି । ଯୁବତୀଙ୍କ ସହ ବିଧାୟକଙ୍କ ସଂପର୍କ କଣ? ଭିଡିଓରେ ବ୍ଲାକମେଲିଂ କଥା କୁହାଯାଉଥିବା ବେଳେ, କିଏ କାହାକୁ ବ୍ଲାକମେଲିଂ କରୁଛି? ଭିଡିଓକୁ ନେଇ ଓମପ୍ରକାଶ…

କଟା ଘା’ ରେ ଚୁନ ଲଗେଇଲା ବିଜେପି, ରାହୁଲଙ୍କ ଘରକୁ ପଠାଇଲା ଜଲେବି

ନୂଆଦିଲ୍ଲୀ: କଟା ଘା' ରେ ଲୁଣ ଛିଟା ପକଉଛି ବିଜେପି l ଗତକାଲି ପ୍ରକାଶ ପାଇଛି ହରିୟାଣା ବିଧାନସଭା ନିର୍ବାଚନ l ନିର୍ବାଚନରେ ବିଜେପିର ହ୍ୟାଟ୍ରିକ ବିଜୟ ପରେ ହରିୟାଣାର ବିଜେପି ୟୁନିଟି ଭିନ୍ନ ରୂପରେ ନିଜର ବିଜୟ ଉତ୍ସବ ମନାଇଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ପାଇଁ ଜଲେବି ପଠାଇଛି…

ଲୋକସଭା ନିର୍ବାଚନରେ କେତେ କୋଟି ଖର୍ଚ୍ଚ କରିଛି କଂଗ୍ରେସ…

ନୂଆଦିଲ୍ଲୀ: ଚଳିତ ବର୍ଷର ଲୋକସଭା ଓ ଓଡିଶା ସମେତ କିଛି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ଦଳୀୟ ପ୍ରଚାର ପାଇଁ ପାଣି ଭଳି ପଇସା ଖର୍ଚ୍ଚ କରିଛି କଂଗ୍ରେସ । ନିର୍ବାଚନ ପ୍ରଚାର ପାଇଁ ପଇସା ନାହିଁ ବୋଲି ଭୋଟ୍ ପୂର୍ବରୁ କହି ବୁଲୁଥିଲେ କଂଗ୍ରେସ ନେତା । ଆୟକର ବିଭାଗ ଉପରେ ଦୋଷ…

ହରିୟାଣାରେ ହ୍ୟାଟ୍ରିକ : ବିଜେପି ପାଇଁ ବୁଷ୍ଟର ଡୋଜ୍‌

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ନେଇ ସବୁ ପୂର୍ବାନୁମାନ ଭୁଲ । ବାଜି ମାରିନେଇଛି ବିଜେପି । ଲଗାତର ତୃତୀୟ ଥର ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛି ଗୈରିକ ପାର୍ଟି । ହରିୟାଣା ନିର୍ବାଚନରେ ଏଥର କଂଗ୍ରେସ କ୍ଷମତାକୁ ପ୍ରତ୍ୟାବର୍ତ୍ତନ କରିବ ବୋଲି ସବୁ ଏକଜିଟ ପୋଲ୍ ଆକଳନ…

ହରିୟାଣା ବିଜୟ ପରେ ଧର୍ମେନ୍ଦ୍ରଙ୍କୁ ପୁରସ୍କାର !

ନୂଆଦିଲ୍ଲୀ: ନା ଏକଜିଟ୍ ପୋଲ ସର୍ଭେ ସତ ହେଲା ନା ଠିକ୍ ହେଲା ନିର୍ବାଚନ ବିଶେଷଜ୍ଞଙ୍କ ଆକଳନ । କୁହାଯାଉଛି, ଧର୍ମେନ୍ଦ୍ରଙ୍କ ରଣନୀତି ଆଗରେ ଆଣ୍ଠେଇଲା କଂଗ୍ରେସର ସବୁ ପ୍ଲାନ୍ । ହରିୟାଣାରେ ବିଜେପି ମାରିଛି ବିଜୟର ହ୍ୟାଟ୍ରିକ୍ । ଏକଜିଟ୍ ପୋଲର ସବୁ ଆକଳନକୁ ଭୁଲ ପ୍ରମାଣିତ କରି ଲଗାତର…

କେନ୍ଦ୍ରକୁ ସୁପ୍ରିମ ଛାଟ…ଓଡିଶା ହେବ ମାଲେମାଲ

ଭୁବନେଶ୍ବର: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ। ଆଉ ଫାଙ୍କି ପାରିବନି କେନ୍ଦ୍ର । ଖଣିଜ ସଂପଦରେ ଭରପୂର ଓଡିଶା ହେବ ମାଲେମାଲ୍। ପୂର୍ବରୁ ଖଣି କ୍ଷେତ୍ରରୁ ଆଦାୟ ହେଉଥିବା ସେସରୁ କେନ୍ଦ୍ର ବିପୁଳ ଲାଭ ପାଉଥିବା ବେଳେ ରାଜ୍ୟ କାଣି କଉଡିଟିଏ ବି ପାଉନଥିଲେ। ହେଲେ ଏବେ ସର୍ବୋଚ୍ଚ କୋର୍ଟଙ୍କ…

ବିଜେଡିକୁ ଟାର୍ଗେଟ୍, ସରକାରୀ କୋଠାର ରଙ୍ଗ କାହିଁକି ବଦଳାଇ ସବୁଜ କରିଥିଲ

ଭୁବନେଶ୍ୱର: ସରକାରୀ କୋଠାକୁ କମଳା ଏବଂ ନାଲି ରଙ୍ଗ କରିବା ନେଇ ବିଜେପିକୁ ସମାଲୋଚନା କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ କହିଛନ୍ତି ଯେ "ଅନ୍ୟକୁ କହିବା ପୂର୍ବରୁ ଜଣେ ନିଜ କାର୍ଯ୍ୟକୁ ଦେଖିବା ଉଚିତ୍। ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଏବଂ…

ଜମ୍ମୁ କାଶ୍ମୀରର ନୂଆ ମୁଖ୍ୟମନ୍ତ୍ରୀ ହେବେ ଓମାର ଅବଦୁଲ୍ଲା

ଶ୍ରୀନଗର: ଜମ୍ମୁ କାଶ୍ମୀରରେ କଂଗ୍ରେସ ଏବଂ ନ୍ୟାସନାଲ ମେଣ୍ଟ ସରକାର ଗଠନ କରିବାକୁ ଯାଉଛି। ନ୍ୟାସନାଲ କନଫରେନ୍ସ ର ନେତା ଫାରୁକ୍ ଅବଦୁଲ୍ଲା କହିଛନ୍ତି ଯେ ଓମାର ଅବଦୁଲ୍ଲା ଜାମ୍ମୁ କାଶ୍ମୀରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ସେ ଆହୁରି ମଧ୍ଯ କହିଛନ୍ତି ଯେ ଜନସାଧାରଣ ଧାରା ୩୭୦…

‘ଅତ୍ୟଧିକ ଆତ୍ମବିଶ୍ବାସ ଠିକ୍ ନୁହଁ; ହରିୟାଣାରେ କଂଗ୍ରେସର ପରାଜୟକୁ ନେଇ କହିଲେ କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ଏବେ ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ପୂରା ସ୍ପଷ୍ଟ । ପୁଣି ତୃତୀୟ ଥର ପାଇଁ ଗାଦି ବଜାୟ ରଖିବାକୁ ଯାଉଛି ବିଜେପି । ଏଥିର ହରିୟାଣାରେ କଂଗ୍ରେସ ବିଜୟର ଆଶା ରଖିଥିବା ବେଳେ ତାର ସ୍ବପ୍ନକୁ ପାଣି ଫୋଟକା ଭଳି ମିଲାଇ ଦେଇଛି ବିଜେପି । ୩୫ ଆସନ ସହ ବହୁ ପଛରେ ପଡିଛି…

ହରିୟାଣାରେ ଖାତା ଖୋଲିନି ଆପ୍ ; କାମ କଲାନି ଝାଡୁ ମ୍ୟାଜିକ

ଚଣ୍ଡିଗଡ: ହରିୟାଣା ରାଜନୀତିରେ ପଛରେ ପଡିଛି ଆମ ଆଦମୀ ପାର୍ଟି। କାମ କଲାନି  କେଜ୍ରିୱାଲଙ୍କ ଝାଡୁର ମ୍ୟାଜିକ। କଂଗ୍ରେସ ସହିତ ମେଣ୍ଟ ନହେବା  ପରେ ଆପ୍ ହରିୟାଣାର ମୋଟ ୯୦ ସିଟରୁ ୮୯ ସିଟରେ ଲଢିଥିଲା ନିର୍ବାଚନ।  ହେଲେ ଆପକୁ ମାତ୍ର ୧.୬୫ ପ୍ରତିଶତ ଭୋଟ ମିଳିଥିବା କହିଛି ନିର୍ବାଚନ ଆୟୋଗ।…