Latest Odisha News

BREAKING NEWS

Browsing Category

ରାଜନୀତି

ବଦଳିଲା ଭୁବନେଶ୍ବର ଓ ପୁରୀ ରାଜଭବନର ନାଁ

ଭୁବନେଶ୍ୱର: ଭୁବନେଶ୍ୱର ଏବଂ ପୁରୀରେ ଥିବା ରାଜଭବନଗୁଡ଼ିକୁ ସୋମବାର ଦିନ ଆନୁଷ୍ଠାନିକ ଭାବରେ ଲୋକଭବନ ଭାବେ ନାମିତ କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ ପରେ ଏହି ପରିବର୍ତ୍ତନ କରାଯାଇଛି। ଯାହା ଦେଶବ୍ୟାପୀ ରାଜଭବନଗୁଡ଼ିକୁ ଲୋକଭବନ ଏବଂ ରାଜ ନିବାସକୁ ଲୋକ ନିବାସ…

୭ ଓଏଏସ ଅଧିକାରୀଙ୍କୁ ନୂଆ ଦାୟିତ୍ଵ…

ଭୁବନେଶ୍ୱର: ଓଡ଼ିଶା ସରକାର ୭ ଜଣ ଓଏଏସ ଅଧିକାରୀଙ୍କୁ ବ୍ଲକ ଉନ୍ନୟନ ଅଧିକାରୀ (ବିଡ଼ିଓ) ଭାବରେ ନିଯୁକ୍ତି ଦିଆଯାଇଥିବା ନେଇ ଓଡ଼ିଶା ସରକାର ସୂଚନା ଦେଇଛନ୍ତି। ଏଥିସହିତ ଅନ୍ୟ ତିନି ଜଣଙ୍କୁ ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା (R&DM) ବିଭାଗକୁ ଫେରାଇ ଆଣିଥିବା ନେଇ ମଧ୍ୟ ସୂଚନା…

କର୍ମଚାରୀଙ୍କୁ କଡ଼ା ନିର୍ଦ୍ଦେଶ; ସମ୍ପତ୍ତି ବିବରଣୀ ନଦେଲେ ହେବନି ପଦୋନ୍ନତି…

ଭୁବନେଶ୍ୱର: ରାଜ୍ୟ କର୍ମଚାରୀଙ୍କ ପଦୋନ୍ନତି ପାଇଁ ସେମାନଙ୍କର ବାର୍ଷିକ ସମ୍ପତ୍ତିର ବିବରଣୀ ଦାଖଲ କରିବାକୁ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। ବାରମ୍ବାର ମନେ ପକାଇବା ସତ୍ତ୍ୱେ ମଧ୍ୟ ନିର୍ଦ୍ଦେଶ ପାଳନ କରାଯାଉନଥିବାରୁ ସରକାର ଏହି ନିଷ୍ପତ୍ତି ନେଇଥିବା…

ବିଜେଡିରୁ ଇସ୍ତଫା ଦେଲେ ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡ଼େଇଙ୍କ ସମେତ ଏହି ଦୁଇ ଅଧ୍ୟକ୍ଷା..

ଭଦ୍ରକ: ବିଜେଡି ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି ମନୋରଞ୍ଜନ ଘଡେଇ । ଭଦ୍ରକ ବନ୍ତ ବ୍ଲକ ଚେୟାରମ୍ୟାନ ମନୋରଞ୍ଜନ ବିଜେଡି ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତକାରଣ ଦର୍ଶାଇ ବିଜେଡି ସଭ୍ୟ ପଦରୁ ଇସ୍ତଫା ଦେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି । ତାଙ୍କର ଇସ୍ତଫା…

ରକ୍ତରେ ରଙ୍ଗୀନ ସିଇସିଙ୍କ ହାତ; କାହିଁକି ଏଭଳି କହିଲା ଟିଏମସି

କୋଲକାତା: ପଶ୍ଚିମବଙ୍ଗରେ ଚାଲିଥିବା SIR ପ୍ରକ୍ରିୟା ଏବଂ ଅନେକ BLOଙ୍କ ମୃତ୍ୟୁ ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଭେଟିଥିଲା ଟିଏମସି। ଏହା ପରେ ବରିଷ୍ଠ ଟିଏମସି ସାଂସଦ ଡେରେକ୍ ଓ'ବ୍ରାଏନ୍ କହିଛନ୍ତି, "ଆମେ ପାଞ୍ଚଟି ପ୍ରସଙ୍ଗ ଉଠାଇଥିଲୁ କିନ୍ତୁ ନିର୍ବାଚନ କମିଶନ ଆମର କୌଣସି…

ରାଜ୍ୟ ବିଧାନସଭାରେ ୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ୍‌ ଆଗତ

ଭୁବନେଶ୍ୱର: ଅର୍ଥ ବିଭାଗ ସମ୍ଭାଳିଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଶୁକ୍ରବାର ଦିନ ଓଡ଼ିଶା ବିଧାନସଭାରେ ଚଳିତ ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ୧୭,୪୪୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି। ୨୦୨୫-୨୬ ପାଇଁ ମୁଖ୍ୟ ବଜେଟରେ ୨.୯୦ ଲକ୍ଷ କୋଟି ଟଙ୍କା ବ୍ୟୟବରାଦ ହୋଇଥିବା…

ରାଜଭବନରେ କଳିଙ୍ଗ ଅତିଥି ନିବାସକୁ ଉଦଘାଟନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦିନ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ ଭୁବନେଶ୍ୱରର ରାଜଭବନ ପରିସରରେ ସେ କଳିଙ୍ଗ ଅତିଥି ନିବାସକୁ ଉଦଘାଟନ କରିଛନ୍ତି। ଏନେଇ ଅଧିକାରୀମାନେ କହିଛନ୍ତି ଯେ ନୂଆ ଭାବରେ ନିର୍ମିତ ଏହି ସୁବିଧା ଭିଭିଆଇପି ଏବଂ…

BJD: ‘ଲୋକଙ୍କ ସମସ୍ୟା ଓ ସରକାରଙ୍କ ଅପାରଗତା ଉପରେ ବିଧାନ ସଭାରେ ସ୍ୱର ଉଠାଇବ ବିଜେଡି’

ଭୁବନେଶ୍ୱର: ବିଜେଡି ବିଧାୟକ ଦଳର ବୈଠକ ଆଜି ଶଙ୍ଖ ଭବନଠାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟର ସାଂପ୍ରତିକ ରାଜନୈତିକ ପରିସ୍ଥିତି ଓ ଲୋକଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଉଦ୍‌ବୋଧନ ଦେଇ ବିରୋଧୀ ଦଳ…

ଅତିରିକ୍ତ ମୁଖ୍ୟ ସଚିବ ରାଙ୍କଙ୍କୁ ଆଇଏଏସ୍ ଅଧିକାରୀ ଚିତ୍ରା ଅରୁମୁଗମଙ୍କ ପଦୋନ୍ନତି

ଭୁବନେଶ୍ୱର: ଓଡ଼ିଶା ସରକାର ବରିଷ୍ଠ ଆଇଏଏସ୍ ଅଧିକାରୀ ଚିତ୍ରା ଅରୁମୁଗମଙ୍କୁ ଆପେକ୍ସ ଗ୍ରେଡ୍ (ପେ ମ୍ୟାଟ୍ରିକ୍ସର ସ୍ତର-୧୭)କୁ ପଦୋନ୍ନତି ଦେଇ ଅତିରିକ୍ତ ମୁଖ୍ୟ ସଚିବ ଭାବରେ କରିଛନ୍ତି। ତେବେ ନଭେମ୍ବର ୨୫ ତାରିଖରେ ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଏକ ବିଜ୍ଞପ୍ତି ଜାରି କରାଯାଇ ଏହି…

କେନ୍ଦ୍ରକୁ ମମତାଙ୍କ ଖୋଲା ଚେତାବନୀ, ଆକ୍ରମଣ କଲେ ଦେଶକୁ ଦୋହଲାଇଦେବୁ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଦିନ SIRକୁ କେନ୍ଦ୍ର କରି ବିଜେପି ଉପରେ ବର୍ଷିଛନ୍ତି। ସେ ବାଂଲାଦେଶ ସୀମାନ୍ତବର୍ତ୍ତୀ ଉତ୍ତର ୨୪ ପରଗନା ଜିଲ୍ଲାର ମାଟୁଆ ସମ୍ପ୍ରଦାୟର ଗଡ଼ ବନଗାଓଁରେ ଏକ ରାଲିକୁ ସମ୍ବୋଧନ କରି କହିଛନ୍ତି ଯେ ଯଦି ପଶ୍ଚିମବଙ୍ଗରୁ…