Latest Odisha News

BREAKING NEWS

Browsing Category

ରାଜନୀତି

ପୁଣି ହର୍ମୁଜ ବନ୍ଦ ଘୋଷଣା, ରାଗିଗଲା ଆମେରିକା…

ନୂଆଦିଲ୍ଲୀ: ପୁଣି ହର୍ମୁଜ ବନ୍ଦ ଘୋଷଣା କରିଛି ଇରାନ। ଏଥିସହିତ ଇରାନ ଦାବି କରିଛି ଯେ ଏହି ଅଞ୍ଚଳରେ ସାମରିକ କାର୍ଯ୍ୟକଳାପ ଏବଂ ସାମୁଦ୍ରିକ ସୁରକ୍ଷା ବିବାଦ ବୃଦ୍ଧି ପାଇବା ଯୋଗୁ ସେ ଏହି ନିଷ୍ପତ୍ତି ନେଇଛି। ଇରାନୀ ଅଧିକାରୀମାନେ ଦାବି କରିଛନ୍ତି ଯେ କିଛି ଜାହାଜ ନିର୍ଦ୍ଦିଷ୍ଟ…

କାହିଁକି ସାମ୍ବାଦିକ ସମ୍ମିଳନୀ କରନ୍ତି ନାହିଁ ପ୍ରଧାନମନ୍ତ୍ରୀ ମୋଦି, ଏଭଳି କହିଲେ ବୈଦେଶିକ ସଚିବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଗସ୍ତ ସମୟରେ ସାମ୍ବାଦିକ ସମ୍ମିଳନୀ ନେଇ ବିଦେଶୀ ଗଣମାଧ୍ୟମ ପୁଣି ଥରେ ପ୍ରଶ୍ନ ଉଠାଇଛି। ନ୍ୟୁଜିଲ୍ୟାଣ୍ଡ ଗସ୍ତ ସମୟରେ ଉଠାଯାଇଥିବା ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଏବେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଛି। ବୈଦେଶିକ ସଚିବ…

ଥମୁନି ଯୁଦ୍ଧ! ଇରାନ ଉପରେ ପୁଣି ଆକ୍ରମଣ କଲା ଆମେରିକା

ନୂଆଦିଲ୍ଲୀ: ଇରାନ ଉପରେ ପୁଣି ବିମାନ ଆକ୍ରମଣ କରିଛି ଆମେରିକା। ଯାହା ପରେ ଇରାନ ପକ୍ଷରୁ ବାହାରିନ, କୁଏତ ଏବଂ କାତାର ଉପରେ ପ୍ରତିଶୋଧମୂଳକ ଆକ୍ରମଣ ଆରମ୍ଭ କରାଯାଇଛି। ତେବେ ଦୁଇ ଦେଶ ମଧ୍ୟରେ ଚାଲିଥିବା ମଧ୍ୟବର୍ତ୍ତୀକାଳୀନ ଚୁକ୍ତିକୁ ପୁଣି ଥରେ ବିପଦରେ ପକାଇଛି। ଆମେରିକା ରାଷ୍ଟ୍ରପତି…

ମୋଦିଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ; ‘ବିତାଙ୍ଗ ଆଦିପୂର୍ଣ୍ଣ’ ମେଡାଲରେ ସମ୍ମାନିତ…

ଜାକର୍ତ୍ତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ସୋମବାର ଇଣ୍ଡୋନେସିଆ ଗସ୍ତ ପାଇଁ ଜାକର୍ତ୍ତାରେ ପହଞ୍ଚିଥିଲେ। ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିୟାଣ୍ଟୋ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଇଣ୍ଡୋନେସିଆ…

୩ ଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡକୁ ତ୍ରିପାକ୍ଷିକ ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଏହି ଗସ୍ତ ଭାରତର ପୂର୍ବରେ କାର୍ଯ୍ୟ କରିବା ନୀତି, ମହାସାଗର…

ମଇଦାନକୁ ଓହ୍ଲାଇବେ ପ୍ରଶାନ୍ତ କିଶୋର; ବାଙ୍କିପୁରରୁ ଲଢ଼ିବେ ନିର୍ବାଚନ

ପାଟନା: ବିହାରର ସବୁଠାରୁ ଚର୍ଚ୍ଚିତ ବିଧାନସଭା ଆସନ ମଧ୍ୟରୁ ଗୋଟିଏ ବୋଲାଉଥିବା ବାଙ୍କିପୁର ଉପନିର୍ବାଚନରେ ପ୍ରତିଯୋଗିତା ଆହୁରି ଜୋରଦାର ହୋଇଛି। ଜନ ସୂରଜ ପାର୍ଟିର ନିର୍ମାତା ପ୍ରଶାନ୍ତ କିଶୋର ଏବେ ନିର୍ବାଚନ ଲଢ଼ିବେ। ରବିବାର ଦଳର କୋର କମିଟି ବୈଠକରେ ତାଙ୍କ ନାମକୁ ଆନୁଷ୍ଠାନିକ ଭାବରେ…

ନବରଙ୍ଗପୁର ରାଜନୀତିରେ ହଟଚମଟ: ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେଡି ଓ କଂଗ୍ରେସକୁ ଶକ୍ତ ଝଟ୍‌କା, ପଦ୍ମ ଧରିଲେ ୫୦୦ରୁ…

ନବରଙ୍ଗପୁର: ରାଜ୍ୟରେ ଆଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ସବୁ ରାଜନୈତିକ ଦଳ ନିଜର ତୃଣମୂଳ ସଙ୍ଗଠନକୁ ମଜବୁତ କରିବା ପାଇଁ ଗାଁ ମୁହାଁ ହେଉଥିବା ବେଳେ ନବରଙ୍ଗପୁର ଜିଲ୍ଲାରେ ବିଜୁ ଜନତା ଦଳ ଏବଂ କଂଗ୍ରେସକୁ ଏକ ବଡ଼ ଝଟ୍‌କା…

ମମତା ବାନାର୍ଜୀଙ୍କୁ ପୁଣି ବଡ ଝଟକା; ସମସ୍ତ ପଦବୀରୁ ଇସ୍ତଫା ଦେଲେ ଦଳର ବରିଷ୍ଠ ନେତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ

କୋଲକାତା: ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ପୁଣି ଝଟକା । ସମସ୍ତ ଦଳୀୟ ପଦବୀରୁ ଇସ୍ତଫା ଦେଲେ ବାନାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଏବଂ ବଙ୍ଗ ଟିଏମସିର ରାଜ୍ୟ ସଭାପତି ଭାବରେ ବିବେଚିତ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ । ସେ ମମତା ବାନାର୍ଜୀଙ୍କୁ ଏକ ଚିଠି ମାଧ୍ୟମରେ ଜଣାଇଛନ୍ତି ଯେ, ସେ ଜୁନ୍ ୩…

ହସ୍ପିଟାଲରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ

ମୁମ୍ବାଇ: ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ତଥା ଶିବସେନା ମୁଖ୍ୟ ଏକନାଥ ସିନ୍ଦେଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହେବାରୁ ତାଙ୍କୁ ଥାଣେର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସୂଚନା ଅନୁଯାୟୀ, ବିଶେଷଜ୍ଞ ଡାକ୍ତରଙ୍କ ଏକ ଟିମ୍ ତାଙ୍କ ଉପରେ ନଜର ରଖିଥିବା ବେଳେ ତାଙ୍କ…

ମୃତ୍ୟୁର ୪ ମାସ ପରେ ଦିଆଯିବ କବର; ଅଲି ଖାମେନିଙ୍କ ଅନ୍ତିମ ସଂସ୍କାରରେ ସାମିଲ ୨ କୋଟି!

ତେହେରାନ: ଫେବୃଆରୀ ୨୮ ତାରିଖରେ ଯୁଦ୍ଧ ଆରମ୍ଭ ହେବା ସମୟରେ ଇସ୍ରାଏଲୀ ଏୟାର ଷ୍ଟ୍ରାଇକରେ ମୃତ୍ୟୁବରଣ କରିଥିବା ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନିଙ୍କୁ ଦୀର୍ଘ ୪ ମାସ ପରେ ଦିଆଯିବ କବର। ଯେଉଁଥିପାଇଁ ଶନିବାର ଦିନ ଇରାନ ତାଙ୍କର ଅନ୍ତିମ ସଂସ୍କାର ଆରମ୍ଭ କରିଥିଲା। ମୃତ୍ୟୁ ବେଳକୁ…