Latest Odisha News

BREAKING NEWS

Browsing Category

ରାଜନୀତି

କଟକରେ ଜଳବନ୍ଦୀ ସମସ୍ୟାକୁ ନେଇ ରାଜନୀତି ସରଗରମ: ସିଏମ୍‌ସି ଘେରାଉ କଲା ଓଜେସି, ମେୟର ଓ ଗିରିବାଳାଙ୍କ ମଧ୍ୟରେ…

କଟକ: ସହରର ଡ୍ରେନେଜ୍ ବ୍ୟବସ୍ଥା ତଥା କୃତ୍ରିମ ଜଳବନ୍ଦୀ ସମସ୍ୟାକୁ ନେଇ ଆଜି ସହରରେ ଏକ ଅଭାବନୀୟ ରାଜନୈତିକ ଉଷ୍ମତା ଦେଖିବାକୁ ମିଳିଛି। କଟକ ମହାନଗର ନିଗମ (ସିଏମ୍‌ସି)ର ଅପାରଗତା ବିରୋଧରେ ନବଗଠିତ ଓଡ଼ିଶା ଜନତା କଂଗ୍ରେସ (ଓଜେସି) ପକ୍ଷରୁ ମଙ୍ଗଳବାର ସିଏମ୍‌ସି କାର୍ଯ୍ୟାଳୟ ସମ୍ମୁଖରେ…

ପୂରା ଦୁନିଆର ଭାର ଉଠାଉଛନ୍ତି ଟ୍ରମ୍ପ…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ନିଜର ଏକ AI ଫଟୋ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏଥର ସେ Truth Social ରେ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଗ୍ରୀକ୍ ପୌରାଣିକ ଚରିତ୍ର ଆଟଲାସ୍ ପରି ଗୋଟିଏ ଆଣ୍ଠୁ ମାଡ଼ି ବସି ସମଗ୍ର ପୃଥିବୀକୁ ତାଙ୍କ କାନ୍ଧରେ…

ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଜିଲ୍ଲା କମିଟି ଘୋଷଣା, ୯ ଜଣ ଦକ୍ଷ ସଂଗଠକଙ୍କୁ ସଭାପତି ଭାବେ ନିଯୁକ୍ତ

ଭୁବନେଶ୍ବର: ଆଜି ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ବିଭିନ୍ନ ସାଂଗଠନିକ ଜିଲ୍ଲାର ଜିଲ୍ଲା ସଭାପତିଙ୍କ ନାଁ ଘୋଷଣା ହୋଇଛି । ଓଜେସି ସଭାପତି ଇଂ ମହମ୍ମଦ ମୋକିମଙ୍କ ଅନୁମୋଦନ କ୍ରମେ, ୯ ଜଣ ଦକ୍ଷ ଓ ଦୃଢ ସଂଗଠକଙ୍କୁ ୯ଟି ସାଂଗଠନିକ ଜିଲ୍ଲାର ଜିଲ୍ଲା ସଭାପତି ଭାବେ ନିଯୁକ୍ତ କରାଯାଇଛି ।…

ଜନ୍ମଦିନ ଶୁଭେଚ୍ଛା ପଛରେ ବଡ଼ ସଂକେତ: ମୋଦୀଙ୍କ ଗୋଟିଏ ‘ଟ୍ୱିଟ୍’ରେ ଥମିଗଲା କି ଧର୍ମେନ୍ଦ୍ରଙ୍କ ଉପରୁ ବିପଦର ବାଦଲ?

ନୂଆଦିଲ୍ଲୀ: ଗୋଟିଏ ପଟେ ଦେଶବ୍ୟାପୀ ନିଟ୍ (NEET-UG) ପ୍ରଶ୍ନପତ୍ର ଲିକ୍‌କୁ ନେଇ ଆକ୍ରୋଶର ନିଆଁ ଜଳୁଛି, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଛାତ୍ରଛାତ୍ରୀ। ଅନ୍ୟପଟେ କେନ୍ଦ୍ର କ୍ୟାବିନେଟରୁ ତାଙ୍କୁ ଆଉ ସ୍ଥାନ ମିଳିନପାରେ…

ପ୍ରସନ୍ନଙ୍କ ବାସଭବନରେ ଭୂପିନ୍ଦର: ଦୁଇ ବରିଷ୍ଠ ନେତାଙ୍କ ‘ଗୁପ୍ତ ଭେଟଘାଟ’କୁ ନେଇ ଶଙ୍ଖ ଶିବିରରେ କମ୍ପନ

ଭୁବନେଶ୍ୱର: ଓଡ଼ିଶା ରାଜନୀତି ବିଶେଷ କରି ବିଜୁ ଜନତା ଦଳ (ବିଜେଡି) ଭିତରେ ଏବେ ଏକ ବଡ଼ଧରଣର ଅସନ୍ତୋଷର ନିଆଁ କୁହୁଳୁଥିବା ସ୍ପଷ୍ଟ ହୋଇଛି। ପୂର୍ବତନ ଆଇଏଏସ୍ ଅଧିକାରୀ ସୁଜାତା କାର୍ତିକେୟନ (ସୁଜାତା ରାଉତ) ଶଙ୍ଖ ଭବନରେ ବିଧିବଦ୍ଧ ଭାବେ ଦଳରେ ଯୋଗ ଦେବା ଦିନ ଯେଉଁ ବରିଷ୍ଠ ନେତାମାନେ…

ଇରାନ ଉପରେ ପୁଣି ଏୟାର ଷ୍ଟ୍ରାଇକ କଲା ଆମେରିକା

ନୂଆଦିଲ୍ଲୀ: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇଛି। ଆମେରିକୀୟ ସେନା ଇରାନୀ କ୍ଷେପଣାସ୍ତ୍ର ଏବଂ ଡ୍ରୋନ୍ ଆଡ୍ଡା ଏବଂ ରାଡାର ସ୍ଥାନଗୁଡ଼ିକ ଉପରେ ବିମାନ ଆକ୍ରମଣ କରିଥିବା ଦାବି କରିଛି। ହର୍ମୁଜ୍ ପ୍ରଣାଳୀ ଦେଇ ଯାଉଥିବା ଏକ ବାଣିଜ୍ୟ ଜାହାଜ ଉପରେ ଆକ୍ରମଣ…

କଂଗ୍ରେସର ବିଶୃଙ୍ଖଳା ଷଡ଼ଯନ୍ତ୍ର ବିଫଳ; ପବନ ଖେଡ଼ାଙ୍କ ମିଥ୍ୟା ସ୍ଲୋଗାନ ହତାଶର ପ୍ରତିଫଳନ: ଅନିଲ ବିଶ୍ୱାଳ

ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରୁଥିବା କଂଗ୍ରେସ ଦଳ ନିଜ ଦାୟିତ୍ୱ ସମ୍ପୂର୍ଣ୍ଣ ଭୁଲି ଯାଇଛି। ଆଜି ସାରା ଦେଶ ଯେତେବେଳେ ‘ସମ୍ବିଧାନ ହତ୍ୟା ଦିବସ’ ପାଳନ କରୁଛି, ସେତେବେଳେ ସମ୍ବିଧାନକୁ ହତ୍ୟା କରିଥିବା କଂଗ୍ରେସ ଏବଂ ଏହାର ନେତା ପବନ ଖେଡ଼ା ଦେଶବାସୀଙ୍କ ନଜର ଏଡ଼ାଇବା…

ଟଳିଗଲା କି ବିଜେଡି ସଂକଟ? କାଲି ଆସିନଥିଲେ, ଆଜି ସୁଜାତାଙ୍କୁ ଭେଟିଲେ ବବି ଦାସ

ଭୁବନେଶ୍ୱର: ଶଙ୍ଖ ଭବନରେ ବବି ଦାସ-ସୁଜାତା କାର୍ତ୍ତିକେୟନଙ୍କ ବୈଠକ। କାଲି ସୁଜାତାଙ୍କ ଯୋଗଦାନ କାର୍ଯ୍ୟକ୍ରମରେ ଅନୁପସ୍ଥିତ ଥିଲେ ବବି। ଯାହାକୁ ନେଇ ବିଜେଡି ରାଜନୀତିରେ ପୁଣି ଆରମ୍ଭ ହୋଇଥିଲା ଚର୍ଚ୍ଚା। ସୁଜାତାଙ୍କ ବିଜେଡିରେ ସାମିଲ ଉତ୍ସବକୁ ବିଜେଡି ନେତା ବବି ଦାସ, ବଦ୍ରି ନାରାୟଣ…

ମଜଭୁତ ହେବ ‘ଓଡ଼ିଶା ଜନତା କଂଗ୍ରେସ’ର ସଙ୍ଗଠନ, ରାଜ୍ୟ କମିଟି ଘୋଷଣା…

ଭୁବନେଶ୍ବର: ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ପ୍ରଥମ ରାଜ୍ୟ କମିଟି ଘୋଷଣା କରାଯାଇଛି । ଓଜେସି ସଭାପତି ମହମ୍ମଦ ମୋକିମଙ୍କ ଅନୁମୋଦନ କ୍ରମେ ଓଜେସିର ଏକ ୨୬ ଜଣିଆ ରାଜ୍ୟ କମିଟି ଘୋଷଣା ହୋଇଛି । ଉକ୍ତ କମିଟିରେ ୬ ଜଣ ରାଜ୍ୟ ଉପସଭାପତି, ୧୦ଜଣ ସାଧାରଣ ସମ୍ପାଦକ ଏବଂ ୧୦ ଜଣ ସମ୍ପାଦକ…

ପ୍ରତ୍ୟୁଷା ନନ୍ଦଙ୍କ ହାତ ଧରିଲେ ତିର୍ତ୍ତୋଲର ପୂର୍ବତନ ବିଧାୟକ ବିଜୟ ଶଙ୍କର ଦାସ, ପ୍ରେମ ସମ୍ପର୍କକୁ ନେଇ ବିବାଦରେ…

ଭୁବନେଶ୍ୱର: ଭୁବନେଶ୍ୱରରେ ବୁଧବାର ଦିନ ତିର୍ତ୍ତୋଲର ପୂର୍ବତନ ବିଧାୟକ ବିଜୟ ଶଙ୍କର ଦାସ ତାଙ୍କ ପ୍ରେମିକା ପ୍ରତ୍ୟୁଷା ନନ୍ଦଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସହରର କଳ୍ପନା ସ୍କୋୟାର ନିକଟସ୍ଥ ଏକ ହୋଟେଲରେ ବିବାହ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ପାରିବାରିକ…