Latest Odisha News

BREAKING NEWS

Browsing Category

ରାଜନୀତି

ପୂର୍ବତନ ଓଡ଼ିଶା କ୍ୟାଡରର ଆଇଏଏସ ନୀତୀଶଙ୍କ ଦଳର ମହାସଚିବ ନିଯୁକ୍ତ

ପାଟଣା: ଆରସିପି ସିଂହଙ୍କ ଇସ୍ତଫା ପରେ ଜନତା ଦଳ (ୟୁନାଇଟେଡ୍)ରେ ପରବର୍ତ୍ତୀ ଅଧିକାରୀ ଭାବେ ଯୋଗଦେବାର ୪୮ ଘଣ୍ଟା ମଧ୍ୟରେ ପୂର୍ବତନ ଓଡ଼ିଶା କ୍ୟାଡରର ଆଇଏଏସ୍ ମନୀଷ ବର୍ମାଙ୍କୁ ବଡ଼ ଦାୟିତ୍ୱ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନିର୍ଦ୍ଦେଶକ୍ରମେ ମନୀଷ ବର୍ମାଙ୍କୁ ଜେଡିୟୁର…

ଜୟନାରାୟଣଙ୍କୁ କେମିତି ମନାଇବ ବିଜେପି ?

ଭୁବନେଶ୍ବର: ବିଜେପି ବିରୋଧୀ ସିଟରେ ଥିବା ବେଲେ ଗର୍ଜୁଥିଲେ ଜୟନାରାୟଣ । କଥା କଥାରେ ବିଜେଡି ସରକାର ଓ ଭିକେ ପାଣ୍ଡିଆନଙ୍କୁ ଦେଉଥିଲେ କଡା ଟକ୍କର । ବିରୋଧୀ ଦଳ ନେତା ଭାବେ ବିଜେଡି ଟାର୍ଗେଟରେ ବି ରହିଥିଲେ। ବିଜେପି ସରକାର କ୍ଷମତାକୁ ଆସିବାର ବହୁ ପୂର୍ବରୁ ବିଜେପିର ସ୍ବର ପାଲଟିଥିଲେ ।…

ଓଡିଶାରେ କାମ କଲେ ଓଡିଆ ଶିଖ

ଭୁବନେଶ୍ବର: ଓଡିଶାରେ କାମ କରିବାକୁ ହେଲେ ଶିଖିବାକୁ ପଡିବ ଓଡିଆ ଭାଷା । ଗାଁ ଗହଳି ଲୋକ ହିନ୍ଦୀ ବୁଝନ୍ତିନି । ଗାଁରୁ ଜଣେ କେହି ଆସିଲେ ସେ କେମିତି ଶିଖିବ? ଏମିତି ଚାଲିବନି, ଓଡିଆ ଶିଖିବାକୁ ପଡିବ ବୋଲି ସିଧା ସିଧା କହିଛନ୍ତି ଏମଏସଏମଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ରାଜ୍ୟର…

ନର୍ଲାର ବିଜେଡି ବିଧାୟିକା ମନୋରମା ମହାନ୍ତିଙ୍କ ଅଡ଼ୁଆ ବଢ଼ିଲା, ପଦ ରଦ୍ଦ ପାଇଁ ଦାବି

ଭୁବନେଶ୍ୱର: ନର୍ଲାର ବିଜେଡି ବିଧାୟିକା ମନୋରମା ମହାନ୍ତି ନିର୍ବାଚନୀ ସତ୍ୟପାଠରେ ଦେଇଥିବା ତଥ୍ୟ ମିଛ ଅଟେ। ଏପରି ଦାବି କରି ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ନର୍ଲା ବିଧାନସଭା ଆସନର ପରାଜିତ କଂଗ୍ରେସ ପ୍ରାର୍ଥୀ ଭକ୍ତ ଚରଣ ଦାସ। ପଦ ରଦ୍ଦ ହେଉ ବୋଲି ଦାବି କରି ସେ ହାଇକୋର୍ଟଙ୍କ…

ତେଜୁଛି ଦେବାଶିଷ ଏବଂ ସମ୍ବିତ କଳି, ପୁଣି ଗୋହି ଖୋଳି କଟା ଘା’ର ଚୂନ ମାରିଲେ ପୂର୍ବତନ ବିଧାୟକ

ଭୁବନେଶ୍ୱର: ବିଜେଡିର ଦୁଇ ନେତା ଦେବାଶିଷ ସାମନ୍ତରାୟ ଓ ସମ୍ବିତ ରାଉତରାୟଙ୍କ ମଧ୍ୟରେ ତେଜୁଛି କଳି। ଗତକାଲି ଦେବାଶିଷଙ୍କ ଏକ ମନ୍ତବ୍ୟର ଜବାବ ଦେଇ ସମ୍ବିତ ପୁଣିଥରେ ଗୋହି ଖୋଳିବା ଆରମ୍ଭ କରିଛନ୍ତି। ଦେବାଶିଷ ସୋମବାର କହିଥିଲେ ଯେ ସେ ସମ୍ବିତଙ୍କୁ କେବେ ବି ନିଜ ରାଜନୈତିକ ସ୍ତର ସହ…

ଧର୍ମଶାଳାରେ ବଲ୍ଲେ ବଲ୍ଲେ ପରେ ରାଜନଗରରେ ସ୍ବାଦ !

ଭୁବନେଶ୍ବର: ବଲ୍ଲେ ବଲ୍ଲେ ପରେ ସ୍ବାଦ । ଯାଜପୁର ପରେ କେନ୍ଦ୍ରାପଡା ରାଜନଗର ବିଜେଡି ବିଧାୟକ ଧ୍ରୁବ ସାହୁଙ୍କ ନାଁରେ ଆସିଛି ଅଭିଯୋଗ । ଧ୍ରୁବ ସାହୁଙ୍କ ପୃଷ୍ଠପୋଷକତାରେ ଭିତରକନିକାଠାରୁ ମାତ୍ର ୬ଶହ ମିଟର ଦୂରରେ ଦେଢ ଏକର ଜଙ୍ଗଲ ଜମିରେ ହୋଟେଲ ଓ ଲଜ୍ ତିଆରି ହୋଇଥିବା ଅଭିଯୋଗ କରିଥିଲେ…

କ୍ରୀଡା ସଂଘଗୁଡ଼ିକରେ ବି ପରିବର୍ତ୍ତନର ସ୍ବର !

ଭୁବନେଶ୍ବର: ରାଜ୍ୟରେ ବଦଳିଛି ସରକାର । ୨୪ବର୍ଷ ପରେ ବିଜେଡି କ୍ଷମତାଚ୍ୟୁତ ହୋଇଛି ତ ପ୍ରଥମ ଥର ପାଇଁ ଶାସନ ଗାଦିରେ ବସିଛି ବିଜେପି । ସରକାର ବଦଳର ପ୍ରଭାବ କ୍ରୀଡା ସଂଘଗୁଡିକ ଉପରେ ବି ଦେଖିବାକୁ ମିଳିଲାଣି । ଚର୍ଚ୍ଚା ହେଉଛି ରାଜ୍ୟର ବିଭିନ୍ନ କ୍ରୀଡା ସଂଘରେ ପଦପଦବୀରେ ରହିଥିବା…

ଆଶ୍ୱସ୍ତି ପାଇଁ ଯାଇଥିଲେ, କିନ୍ତୁ କଡ଼ା ପ୍ରଶ୍ନ ପଚାରି ମମତା ସରକାରକୁ ଘାଇଲା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ରାସନ ଦୁର୍ନୀତି ଏବଂ ସନ୍ଦେଶଖାଲି ଯୌନ ନିର୍ଯାତନା ଏବଂ ଜମି ଜବରଦଖଲ ମାମଲାରେ ସମସ୍ତ ୪୨ଟି ଏଫଆଇଆର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ହସ୍ତାନ୍ତର କରିବାକୁ କଲିକତା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରୁଥିବା ପଶ୍ଚିମବଙ୍ଗ ସରକାରଙ୍କ ଆବେଦନକୁ ସୋମବାର…

କଟକ ବିଜେଡିରେ କନ୍ଦଳ! ସିବିଆଇ ଭୟରେ କଡ଼ ଲେଉଟାଛନ୍ତି କି ପ୍ରଭାତ ବିଶ୍ୱାଳ?

କଟକ: ଜିଲ୍ଲା ବିଜୁ ଜନତା ଦଳର ଦୁଇ ପ୍ରଭାବଶାଳୀ ନେତାଙ୍କ ମଧ୍ୟରେ କନ୍ଦଳ ସାମ୍ନାକୁ ଆସିଛି। ଜଣେ ନିର୍ବାଚନରେ ପରାଜୟ ବାବଦରେ ମୁହଁ ଖୋଲି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ଟାର୍ଗେଟ୍ କରିଛନ୍ତି। ଆଉ ଅନ୍ୟ ଜଣେ ପରାଜୟ ବେଳେ ଏଭଳି ଗୋହି ଖୋଳିବା ପଛରେ ସିବିଆଇ ତଦନ୍ତ ଭୟ ବୋଲି କହି…

ହେମନ୍ତ ସରକାରରେ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଲେ ଚମ୍ପାଇ ସୋରେନ

ରାଞ୍ଚି: ହେମନ୍ତ ସୋରେନ ସରକାରରେ ସୋମବାର ଦିନ ଝ‌ାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଚମ୍ପାଇ ସୋରେନଙ୍କ ସହ ଅନ୍ୟ ୧୦ ଜଣ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ଜେଏମଏମ ନେତୃତ୍ୱାଧୀନ ମିଳିତ ମଞ୍ଚର ବରିଷ୍ଠ ନେତା ତଥା ଅନ୍ୟାନ୍ୟ…