Latest Odisha News

BREAKING NEWS

Browsing Category

ରାଜନୀତି

ରାଜଭବନରେ କଳିଙ୍ଗ ଅତିଥି ନିବାସକୁ ଉଦଘାଟନ କଲେ ରାଷ୍ଟ୍ରପତି

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁରୁବାର ଦିନ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ଏହି ଅବସରରେ ଭୁବନେଶ୍ୱରର ରାଜଭବନ ପରିସରରେ ସେ କଳିଙ୍ଗ ଅତିଥି ନିବାସକୁ ଉଦଘାଟନ କରିଛନ୍ତି। ଏନେଇ ଅଧିକାରୀମାନେ କହିଛନ୍ତି ଯେ ନୂଆ ଭାବରେ ନିର୍ମିତ ଏହି ସୁବିଧା ଭିଭିଆଇପି ଏବଂ…

BJD: ‘ଲୋକଙ୍କ ସମସ୍ୟା ଓ ସରକାରଙ୍କ ଅପାରଗତା ଉପରେ ବିଧାନ ସଭାରେ ସ୍ୱର ଉଠାଇବ ବିଜେଡି’

ଭୁବନେଶ୍ୱର: ବିଜେଡି ବିଧାୟକ ଦଳର ବୈଠକ ଆଜି ଶଙ୍ଖ ଭବନଠାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟର ସାଂପ୍ରତିକ ରାଜନୈତିକ ପରିସ୍ଥିତି ଓ ଲୋକଙ୍କର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଉଦ୍‌ବୋଧନ ଦେଇ ବିରୋଧୀ ଦଳ…

ଅତିରିକ୍ତ ମୁଖ୍ୟ ସଚିବ ରାଙ୍କଙ୍କୁ ଆଇଏଏସ୍ ଅଧିକାରୀ ଚିତ୍ରା ଅରୁମୁଗମଙ୍କ ପଦୋନ୍ନତି

ଭୁବନେଶ୍ୱର: ଓଡ଼ିଶା ସରକାର ବରିଷ୍ଠ ଆଇଏଏସ୍ ଅଧିକାରୀ ଚିତ୍ରା ଅରୁମୁଗମଙ୍କୁ ଆପେକ୍ସ ଗ୍ରେଡ୍ (ପେ ମ୍ୟାଟ୍ରିକ୍ସର ସ୍ତର-୧୭)କୁ ପଦୋନ୍ନତି ଦେଇ ଅତିରିକ୍ତ ମୁଖ୍ୟ ସଚିବ ଭାବରେ କରିଛନ୍ତି। ତେବେ ନଭେମ୍ବର ୨୫ ତାରିଖରେ ସାଧାରଣ ପ୍ରଶାସନ ବିଭାଗ ଦ୍ୱାରା ଏକ ବିଜ୍ଞପ୍ତି ଜାରି କରାଯାଇ ଏହି…

କେନ୍ଦ୍ରକୁ ମମତାଙ୍କ ଖୋଲା ଚେତାବନୀ, ଆକ୍ରମଣ କଲେ ଦେଶକୁ ଦୋହଲାଇଦେବୁ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ଦିନ SIRକୁ କେନ୍ଦ୍ର କରି ବିଜେପି ଉପରେ ବର୍ଷିଛନ୍ତି। ସେ ବାଂଲାଦେଶ ସୀମାନ୍ତବର୍ତ୍ତୀ ଉତ୍ତର ୨୪ ପରଗନା ଜିଲ୍ଲାର ମାଟୁଆ ସମ୍ପ୍ରଦାୟର ଗଡ଼ ବନଗାଓଁରେ ଏକ ରାଲିକୁ ସମ୍ବୋଧନ କରି କହିଛନ୍ତି ଯେ ଯଦି ପଶ୍ଚିମବଙ୍ଗରୁ…

ଜୁବୀନ ଗର୍ଗଙ୍କ ମୃତ୍ୟୁ ଏକ ହତ୍ୟା ମାମଲା; କାହିଁକି ଏମିତି କହିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଗାୟକ ଜୁବୀନ ଗର୍ଗଙ୍କ ମୃତ୍ୟୁ ଏକ ହତ୍ୟା ମାମଲା।ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ମଙ୍ଗଳବାର ବିଧାନସଭାରେ କହିଛନ୍ତି। ତେବେ ସିଙ୍ଗାପୁର ସମୁଦ୍ରରେ ପହଁରିବା ସମୟରେ ଗାୟକଙ୍କ ମୃତ୍ୟୁର ତଦନ୍ତ କରୁଥିବା ସ୍ୱତନ୍ତ୍ର ତଦନ୍ତ ଦଳ (SIT) ଏହି ମାମଲାରେ ହତ୍ୟା ଅଭିଯୋଗ…

ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ୪ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା…

ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ। ଯାହାକୁ ନେଇ ସୋମବାର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବିମାନବନ୍ଦର ନିର୍ଦ୍ଦେଶକ, ଡେପୁଟି ପୋଲିସ କମିଶନର (ଟ୍ରାଫିକ୍) ଏବଂ ଡିଆଇଜି (CISF)ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରସ୍ତୁତି…

ମୁଖ୍ୟମନ୍ତ୍ରୀ ‘ଆମ ପାଇଁ ମସିହା’; କାହିଁକି ଏଭଳି କହିଲେ ମହିଳା

ଭୁବନେଶ୍ୱର: ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସେମାନଙ୍କ ସମସ୍ୟା ଶୁଣିବା ଏବଂ ସମାଧାନ ପାଇଁ ଉଦ୍ୟମ କରିଛନ୍ତି ସେ। ଏଥିପାଇଁ ଦୀର୍ଘ ଦିନ ପରେ ଅଭିଯୋଗ ଶୁଣାଣି ପ୍ରକ୍ରିୟା ପୁନଃସ୍ଥାପିତ କରିଛନ୍ତି। ଆଜି ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି…

ବିଜେଡି ପ୍ରତିଷ୍ଠା ଦିବସରେ ନବୀନ କରିବେ କି ବଡ଼ ଘୋଷଣା?

ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ପରେ ବିଜେଡିର ପରବର୍ତ୍ତୀ ନେତା କିଏ ହେବେ? ଏ ପ୍ରଶ୍ନକୁ ନେଇ ଏବେ ଦଳ ଭିତରେ ଓ ବାହାରେ ଜୋର୍‌ ଧରିଛି ଚର୍ଚ୍ଚା। ତେବେ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ରବିବାର ସ୍ପଷ୍ଟ କହିଛନ୍ତି, ନବୀନ ପଟ୍ଟନାୟକ ନିଜେ ଘୋଷଣା ନକଲା ଯାଏଁ କିଛି ନିଶ୍ଚିତ ହେବ…

ପଛୁଆ ବର୍ଗ ଆୟୋଗଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି, ଖଣ୍ଡାୟତ ସମେତ ଏହି ୧୩ ଜାତିକୁ ସାମିଲ…

ଭୁବନେଶ୍ୱର: ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଛୁଆ ବର୍ଗ ଆୟୋଗଙ୍କୁ ଚିଠି କରିଛନ୍ତି। ଓଡ଼ିଶାର ୧୪ଟି ସମ୍ପ୍ରଦାୟ ଯେଉଁଥିରେ ପ୍ରମୁଖ ଖଣ୍ଡାୟତ ଜାତି ଅନ୍ତର୍ଭୁକ୍ତ ରହିଅଛି ସେମାନଙ୍କୁ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ତାଲିକାରେ ଅନ୍ତର୍ଭୁକ୍ତ କରିବା…

ଟିକେଟ ନମିଳିବାରୁ ଇସ୍ତଫା ଦେଲେ କଂଗ୍ରେସ ନେତ୍ରୀ…

ବିହାର : ବିହାରରେ ନୂଆ ସରକାର ଗଠନ ହେବା ପରେ, ବିହାର କଂଗ୍ରେସ ଭିତରେ ଆଭ୍ୟନ୍ତରୀଣ କନ୍ଦଳ ପୁଣି ଥରେ ସାମ୍ନାକୁ ଆସିଛି। ଏହାରି ଭିତରେ ଇସ୍ତଫା ଦେଇଛନ୍ତି  ରାଜ୍ୟ ମହିଳା କଂଗ୍ରେସ ସଭାପତି ସରୱତ ଜାହାନ ଫାତିମା । ତାଙ୍କ ଇସ୍ତଫାପତ୍ରରେ, ଫାତିମା ଦଳୀୟ ନେତୃତ୍ୱ ଏବଂ ବିହାର କଂଗ୍ରେସ…