Latest Odisha News

BREAKING NEWS

Browsing Category

ରାଜନୀତି

ଦିଲ୍ଲୀ ଦରବାରରେ ଗର୍ଜିବ ଶଙ୍ଖ! ୪ ସାଂସଦଙ୍କ ହାତରେ ନବୀନ ଧରାଇଲେ ‘ସ୍ପେଶାଲ୍ ବ୍ଲୁ-ପ୍ରିଣ୍ଟ’, ରାଜ୍ୟର…

ଭୁବନେଶ୍ୱର: ସଂସଦର ଆସନ୍ତା ମୌସୁମୀ ଅଧିବେଶନ ପୂର୍ବରୁ ଓଡ଼ିଶା ରାଜନୀତିରେ ବଡ଼ ହଲଚଲ। ଦିଲ୍ଲୀରେ ବିରୋଧୀ ଦଳ ଭୂମିକାରେ ଥିବା ବିଜେଡି ଏଥର ସରକାରଙ୍କୁ ସହଜରେ ଛାଡ଼ିବା ମୁଡ୍‌ରେ ନାହିଁ। ରାଜ୍ୟ ସ୍ୱାର୍ଥ ସହ ଜଡ଼ିତ ଏକାଧିକ ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ସଂସଦରେ ଶାସକ ଦଳକୁ କୋଣଠେସା…

ଚୌଦ୍ୱାର ରାଜନୀତିକୁ ନେଇ ନବୀନ ନିବାସରେ ବଡ଼ ହଲଚଲ, ସାମ୍ନାକୁ ଆସିଲା ନୂଆ ରଣନୀତି…

ଭୁବନେଶ୍ୱର: ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ବିଜେପିରେ ସାମିଲ ହେବା ପରେ ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର ରାଜନୀତି ସରଗରମ ହୋଇଉଠିଛି। ଦଳ ଭିତରେ ବଡ଼ ଓଲଟପାଲଟ ଆଶଙ୍କା ପ୍ରକାଶ ପାଉଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ଶଙ୍ଖ ଭବନ ଓ ନବୀନ ନିବାସ ଏବେ ପୂରା ସକ୍ରିୟ। ଆଜି ନବୀନ…

ଆମେରିକା ଏବଂ ଇରାନ ସଂଘର୍ଷ; ୩% ବଢିଲା ଅଶୋଧିତ ତୈଳ ମୂଲ୍ୟ

ନୂଆଦିଲ୍ଲୀ: ସୋମବାର ଦିନ ଆମେରିକା ଏବଂ ଇରାନ ମଧ୍ୟରେ ନୂଆ ଆକ୍ରମଣ ପରେ ଅଶୋଧିତ ତୈଳ ମୂଲ୍ୟ ପୁଣି ଥରେ ବୃଦ୍ଧି ପାଇଛି। ଦୁଇ ଦେଶ ମଧ୍ୟରେ ସଂଘର୍ଷ ହର୍ମୁଜ୍ ପ୍ରଣାଳୀକୁ ପୁଣି ବନ୍ଦ କରିଛି। ତେବେ ଏହା ଶକ୍ତି ପରିବହନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ମାର୍ଗ। ଯାହା ବିଶ୍ୱର ପରିବହନର…

୨୪ ବର୍ଷ ବହୁ ପରିଶ୍ରମ କରିଛି, ବଣିଆ ହୋଇ ଖାଣ୍ଟି ସୁନାକୁ ଚିହିଁଲେ ନାହିଁ: ପ୍ରଭାତ ବିଶ୍ବାଳ

ଭୁବନେଶ୍ବର: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେଡିରୁ ବିତାଡ଼ିତ ହୋଇଥିବା କଟକ-ଚୌଦ୍ୱାରର ପୂର୍ବତନ ବିଧାୟକ ତଥା ବରିଷ୍ଠ ନେତା ପ୍ରଭାତ ରଞ୍ଜନ ବିଶ୍ୱାଳ ରବିବାର ବିଜେପିରେ ସାମିଲ ହୋଇଛନ୍ତି । ବିଧିବଦ୍ଧ ଭାବେ ଦଳରେ ସାମିଲ ହେବା ପରେ ପ୍ରଭାତ କହିଛନ୍ତି ଯେ, ବିଜେଡି ପାଇଁ ୨୪ ବର୍ଷ…

ପ୍ରଭାତ ବିଶ୍ବାଳ ବିଜେପିରେ ମିଶିବା ପରେ ବିଜେଡିକୁ କଡା ଟାର୍ଗେଟ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିଜେଡି ଛାଡିବା ପରେ ଆଜି ପଦ୍ମ ଧରିଛନ୍ତି ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ଦଳରେ ସାମିଲ ହୋଇଛନ୍ତି । ପ୍ରଭାତ ପଦ୍ମ ଧରିବା ପରେ ବିଜେଡିକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ…

ପୁଣି ହର୍ମୁଜ ବନ୍ଦ ଘୋଷଣା, ରାଗିଗଲା ଆମେରିକା…

ନୂଆଦିଲ୍ଲୀ: ପୁଣି ହର୍ମୁଜ ବନ୍ଦ ଘୋଷଣା କରିଛି ଇରାନ। ଏଥିସହିତ ଇରାନ ଦାବି କରିଛି ଯେ ଏହି ଅଞ୍ଚଳରେ ସାମରିକ କାର୍ଯ୍ୟକଳାପ ଏବଂ ସାମୁଦ୍ରିକ ସୁରକ୍ଷା ବିବାଦ ବୃଦ୍ଧି ପାଇବା ଯୋଗୁ ସେ ଏହି ନିଷ୍ପତ୍ତି ନେଇଛି। ଇରାନୀ ଅଧିକାରୀମାନେ ଦାବି କରିଛନ୍ତି ଯେ କିଛି ଜାହାଜ ନିର୍ଦ୍ଦିଷ୍ଟ…

କାହିଁକି ସାମ୍ବାଦିକ ସମ୍ମିଳନୀ କରନ୍ତି ନାହିଁ ପ୍ରଧାନମନ୍ତ୍ରୀ ମୋଦି, ଏଭଳି କହିଲେ ବୈଦେଶିକ ସଚିବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିଦେଶ ଗସ୍ତ ସମୟରେ ସାମ୍ବାଦିକ ସମ୍ମିଳନୀ ନେଇ ବିଦେଶୀ ଗଣମାଧ୍ୟମ ପୁଣି ଥରେ ପ୍ରଶ୍ନ ଉଠାଇଛି। ନ୍ୟୁଜିଲ୍ୟାଣ୍ଡ ଗସ୍ତ ସମୟରେ ଉଠାଯାଇଥିବା ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଏବେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଦେଇଛି। ବୈଦେଶିକ ସଚିବ…

ଥମୁନି ଯୁଦ୍ଧ! ଇରାନ ଉପରେ ପୁଣି ଆକ୍ରମଣ କଲା ଆମେରିକା

ନୂଆଦିଲ୍ଲୀ: ଇରାନ ଉପରେ ପୁଣି ବିମାନ ଆକ୍ରମଣ କରିଛି ଆମେରିକା। ଯାହା ପରେ ଇରାନ ପକ୍ଷରୁ ବାହାରିନ, କୁଏତ ଏବଂ କାତାର ଉପରେ ପ୍ରତିଶୋଧମୂଳକ ଆକ୍ରମଣ ଆରମ୍ଭ କରାଯାଇଛି। ତେବେ ଦୁଇ ଦେଶ ମଧ୍ୟରେ ଚାଲିଥିବା ମଧ୍ୟବର୍ତ୍ତୀକାଳୀନ ଚୁକ୍ତିକୁ ପୁଣି ଥରେ ବିପଦରେ ପକାଇଛି। ଆମେରିକା ରାଷ୍ଟ୍ରପତି…

ମୋଦିଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ; ‘ବିତାଙ୍ଗ ଆଦିପୂର୍ଣ୍ଣ’ ମେଡାଲରେ ସମ୍ମାନିତ…

ଜାକର୍ତ୍ତା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ସୋମବାର ଇଣ୍ଡୋନେସିଆ ଗସ୍ତ ପାଇଁ ଜାକର୍ତ୍ତାରେ ପହଞ୍ଚିଥିଲେ। ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରବୋଓ ସୁବିୟାଣ୍ଟୋ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଇଣ୍ଡୋନେସିଆ…

୩ ଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ଇଣ୍ଡୋନେସିଆ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡକୁ ତ୍ରିପାକ୍ଷିକ ଗସ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଏହି ଗସ୍ତ ଭାରତର ପୂର୍ବରେ କାର୍ଯ୍ୟ କରିବା ନୀତି, ମହାସାଗର…