Latest Odisha News

BREAKING NEWS

Browsing Category

ରାଜନୀତି

ନବୀନଙ୍କ ନିର୍ବାଚନ ଲଢ଼ିବା ଘୋଷଣା ଉପରେ ବିଶେଶ୍ୱରଙ୍କ କଟାକ୍ଷ: “ଲୋକ ଆଉ ଗ୍ରହଣ କରିବେ ତ?”

ଭୁବନେଶ୍ବର: ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗାମୀ ଦିନରେ ପୁଣି ଥରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ସ୍ପଷ୍ଟ କରିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏହି ପ୍ରସଙ୍ଗକୁ ନେଇ ଏବେ ଶାସକ ଦଳର ନେତାଙ୍କ ତେରେଛା ବାଣ ଦେଖିବାକୁ ମିଳିଛି। ପୂର୍ବତନ…

ବିଜେଡିରେ ସୁଜାତା ମିଶିବା ପରେ ନବୀନଙ୍କ ବଡ଼ ଘୋଷଣା, ମୁଁ ନିର୍ବାଚନ…

ଭୁବନେଶ୍ବର: ବିଜେଡିରେ ଆନୁଷ୍ଠାନିକ ଭାବେ ସାମିଲ ହେଲେ ପୂର୍ବତନ ଆଇଏଏସ୍ ଅଧିକାରୀ ତଥା ପୂର୍ବତନ ବ୍ୟୁରୋକ୍ରାଟ ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ। ଆଜି ଶଙ୍ଖ ଭବନରେ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ଦଳୀୟ ନେତାଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ…

୮ ବର୍ଷ ପୁରୁଣା ସେହି ଗୋଟିଏ ‘ଭୁଲ୍‌’; ହାଇକୋର୍ଟରେ ପହଞ୍ଚିବା ପରେ ବଦଳିଗଲା ରାହୁଲ ଗାନ୍ଧୀଙ୍କ…

ଭୁବନେଶ୍ୱର: କଂଗ୍ରେସର ବରିଷ୍ଠ ନେତା ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏକ ପୁରୁଣା ମାନହାନି ମାମଲାରେ ମଧ୍ୟପ୍ରଦେଶ ହାଇକୋର୍ଟରେ ଲିଖିତ ଭାବେ ନିଜର ‘ଅନୁତାପ ଓ ଦୁଃଖ’ ପ୍ରକାଶ କରିଛନ୍ତି। ବର୍ତ୍ତମାନର କେନ୍ଦ୍ର କୃଷି ମନ୍ତ୍ରୀ ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ…

ବିଜେଡିରେ ମିଶିଲେ ସୁଜାତା କାର୍ତ୍ତିକେୟନ, ସରଗରମ ରାଜନୀତି…

ଭୁବନେଶ୍ବର: ବିଜେଡିରେ ସାମିଲ ହେଲେ ପୂର୍ବତନ ଆଇଏଏସ୍ ଅଧିକାରୀ ତଥା ପୂର୍ବତନ ବ୍ୟୁରୋକ୍ରାଟ ଭିକେ ପାଣ୍ଡିଆନଙ୍କ ପତ୍ନୀ ସୁଜାତା କାର୍ତ୍ତିକେୟନ। ଆଜି ଶଙ୍ଖ ଭବନରେ ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ଦଳୀୟ ନେତାଙ୍କ ଉପସ୍ଥିତିରେ ସେ ବିଜେଡିରେ ସାମିଲ ହୋଇଛନ୍ତି। ତେବେ…

ଇତିହାସର ସବୁଠାରୁ ବଡ଼ ପ୍ରତିଶୋଧ? ବିରୋଧୀଙ୍କୁ ଘେରିବା ପାଇଁ ପିଏମ ମୋଦି ଆଜି କାହିଁକି ଖୋଲିଲେ ୫୦ ବର୍ଷ ପୁରୁଣା…

ନୂଆଦିଲ୍ଲୀ: ଭାରତୀୟ ଗଣତନ୍ତ୍ରର ଇତିହାସରେ ଆଜିର ଦିନଟି ଏକ କଳା ଅଧ୍ୟାୟ ଭାବେ ସ୍ମରଣୀୟ। ୧୯୭୫ ମସିହା ଜୁନ୍ ୨୫ ତାରିଖ ବିଳମ୍ବିତ ରାତିରେ ଦେଶରେ ଜାରି ହୋଇଥିବା ଜରୁରୀକାଳୀନ ପରିସ୍ଥିତିକୁ ଆଜି ବରାବର ୫୦ ବର୍ଷ ପୂରିଛି। ଏହି କଳା ଦିବସର ୫୦ତମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ…

ରାତି ଅଧିଆ ଯୋଗାଯୋଗ ଏବଂ ଦଳ ଡିଆଁ ଅଭିଯାନ; ବିଜେପି ଶିବିରର ସାଂଘାତିକ ଦାବି ପରେ ସରଗରମ ରାଜନୀତି!

ଭୁବନେଶ୍ୱର: ବିଧାନସଭା ନିର୍ବାଚନ ପରେ ରାଜ୍ୟର ଶାସନ ଗାଦି ବଦଳି ସାରିଛି, କିନ୍ତୁ ଭିତରେ ଭିତରେ ଚାଲିଥିବା ରାଜନୈତିକ ସମୀକରଣ ଏବେ ବି ସ୍ଥିର ହୋଇନାହିଁ। କ୍ଷମତାରୁ ଦୂରେଇବା ପରେ ବିଜୁ ଜନତା ଦଳ ଭିତରେ ବଢ଼ୁଥିବା ଅସନ୍ତୋଷକୁ ନେଇ ଶାସକ ଭାରତୀୟ ଜନତା ପାର୍ଟି ଏକ ବିସ୍ଫୋରକ ଦାବି କରିଛି।…

ନବୀନଙ୍କ ବଡ଼ ଗୋଟି ଚାଳନା; ରାତି ଅଧିଆ ଆଲୋଚନା ପରେ ଆଜି ଆନୁଷ୍ଠାନିକ ଭାବେ ବଦଳିବ ବିଜେଡିର ଗଣିତ!

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଆଜି ଏକ ବଡ଼ ଧରଣର ବିକାଶ ଦେଖିବାକୁ ମିଳିପାରେ, ଯାହାକୁ ନେଇ ସାରା ରାଜ୍ୟର ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଦଳର ମୁଖ୍ୟାଳୟ ‘ଶଙ୍ଖ ଭବନ’ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବାକୁ ଯାଉଛି।…

ଓଡ଼ିଶା ଗସ୍ତରେ ଆସିବେ ଉପରାଷ୍ଟ୍ରପତି ସି ପି ରାଧାକ୍ରିଷ୍ଣନ୍

ଭୁବନେଶ୍ୱର: ଉପରାଷ୍ଟ୍ରପତି ସି ପି ରାଧାକ୍ରିଷ୍ଣନ୍ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଜୁଲାଇ ୯ ତାରିଖରେ ଦିନିକିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ସୂତ୍ର ଅନୁଯାୟୀ, ଉପରାଷ୍ଟ୍ରପତି ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ…

ହର୍ମୁଜରେ ହେବ ହଟ ଲାଇନ୍; କାହିଁକି ଏଭଳି କହିଲା ଇରାନ…

ନୂଆଦିଲ୍ଲୀ: ସ୍ୱିଜରଲ୍ୟାଣ୍ଡରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ସମୟରେ ଆମେରିକା ଏବଂ ଇରାନ ଅନେକ ପ୍ରସଙ୍ଗରେ ସହମତିରେ ପହଞ୍ଚିଥିଲେ ମଧ୍ୟ ହର୍ମୁଜ ପ୍ରଣାଳୀ ଉପରେ ଇରାନର ମତ ପ୍ରାୟତଃ ଅପରିବର୍ତ୍ତିତ ଥିବା ପରି ମନେ ହେଉଛି। ତେହେରାନର ମୁଖ୍ୟ ଆଲୋଚନାକାରୀ ମହମ୍ମଦ ବାଘେର ଗାଲିବାଫ ସୋମବାର…