Latest Odisha News

BREAKING NEWS

Browsing Category

ରାଜନୀତି

ପୁତୁରା ଆକାଶ ଆନନ୍ଦଙ୍କୁ ପୁଣିଥରେ ଉତ୍ତରାଧିକାରୀ କଲେ ବିଏସପି ସୁପ୍ରିମୋ ମାୟାବତୀ

ଲକ୍ଷ୍ନୌ: ଲୋକସଭା ନିର୍ବାଚନ ପରେ ବାହୁଜନ ସମାଜ ପାର୍ଟି (ବିଏସପି) ର ଫଳାଫଳ ସମୀକ୍ଷା କରିବା ପାଇଁ ରବିବାର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବିଏସପି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଲକ୍ଷ୍ନୌ ଦଳୀୟ କାର୍ଯ୍ୟାଳୟରେ ଦଳର କେନ୍ଦ୍ରୀୟ କାର୍ଯ୍ୟନିର୍ବାହୀ, ରାଜ୍ୟ ସଭାପତି ତଥା…

ଏଆଇସିସି ଅଧ୍ୟକ୍ଷ ଖଡ଼ଗେଙ୍କୁ ଭେଟିଲେ ଓଡ଼ିଶାର ୬ ବିଧାୟକ

ଭୁବନେଶ୍ୱର: ରାଜ୍ୟରେ ନୂଆ ସରକାର ଆରମ୍ଭ ହୋଇଥିବା ବେଳେ ବିଧାୟକ ଦଳ ନେତା କିଏ ହେବ ସେନେଇ ଚାଲିଛି ଜୋରଦାର ଚର୍ଚ୍ଚା। ଏହାରି ଭିତରେ ଏଆଇସିସି ଅଧ୍ୟକ୍ଷ ମଲିକାର୍ଜୁନ ଖଡ଼ଗେଙ୍କୁ ଭେଟିଲେ ଓଡ଼ିଶାର ୬ ବିଧାୟକ। କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କ ନେତୃତ୍ୱରେ ଖଡ଼ଗେଙ୍କୁ ଭେଟିଛନ୍ତି ଏହି…

ଭାରତୀୟ ରାଜନୀତିରେ ନିଖୋଜ ମହିଳା

ଭୁବନେଶ୍ବର: ସାଧାରଣ ନିର୍ବାଚନ ପରେ ଗଠିତ ହୋଇଛି ଅଷ୍ଟାଦଶ ଲୋକସଭା । ଭାରତୀୟ ସଂସଦର ଶକ୍ତିଶାଳୀ ନିମ୍ନ ସଦନ ଲୋକସଭାର ୫୪୩ ସଦସ୍ୟଙ୍କ ମଧ୍ୟରୁ ଏଥର ମଧ୍ୟ ମହିଳା ପ୍ରତିନିଧିଙ୍କ ସଂଖ୍ୟା ଆଶାନୁରୂପକ ହୋଇନାହିଁ । ବରଂ ପୂର୍ବ ଲୋକସଭା ଅପେକ୍ଷା ଏଥର କମ୍ ସଂଖ୍ୟକ ମହିଳା ନିର୍ବାଚିତ ହୋଇଛନ୍ତି…

ରାଜ୍ୟର ସବୁ ନିଗମ ଅଧ୍ୟକ୍ଷଙ୍କୁ ହଟାଇଲେ ସରକାର

ଭୁବନେଶ୍ଵର: ବିଭିନ୍ନ ନିଗମ ଅଧ୍ୟକ୍ଷଙ୍କୁ ଦାୟିତ୍ବରୁ ଅବ୍ୟାହତି ଦେଲେ ରାଜ୍ୟ ସରକାର । ପୂର୍ବ ସରକାରଙ୍କ ସମୟରେ ନିଯୁକ୍ତ ଅଧ୍ୟକ୍ଷଙ୍କୁ ଅବ୍ୟାହତି ଦେଲେ ରାଜ୍ୟର ନୂତନ ସରକାର । ନିଗମଗୁଡ଼ିକର ପରିଚାଳନାରେ ଗୁଣାତ୍ମକ ଉନ୍ନତି ହେଉ ନଥିବାରୁ ଏପରି ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ।…

ପ୍ରତିଶୋଧ ନେଲେ ନାଇଡୁ ସରକାର, ଓ୍ବଇଏସଆର କଂଗ୍ରେସର କାର୍ଯ୍ୟାଳୟ ଉପରେ ଚାଲିଲା ବୁଲଡୋଜର

ଅମରାବତୀ: ସରକାରକୁ ଫେରିଛନ୍ତି ଚନ୍ଦ୍ରବାବୁ ନାଇଡୁ । ଆନ୍ଧ୍ରପ୍ରଦେଶରେ ସରକାର ବଦଳିବା ପରେ ଏବେ ସରଗରମ ହୋଇଛି ରାଜ୍ୟ ରାଜନୀତି । ନୂଆ ସରକାର ଗଢିବା ପରେ ତେଲୁଗ ଦେଶମ ପାର୍ଟି(ଟିଡିପି)ର ଚନ୍ଦ୍ରବାବୁ ନାଇଡ଼ୁଙ୍କ ସରକାର ପୂର୍ବତନ ଓ୍ବାଇଏସଆର କଂଗ୍ରେସ ପାର୍ଟି ସରକାରର ନିର୍ମାଣାଧୀନ…

୬ ମାସ ନ ପୁରୁଣୁ ଫାଟିଲାଣି ଅଟଳ ସେତୁ, ମିଥ୍ୟା ଆରୋପ କହି କଂଗ୍ରେସ ଉପରେ ବର୍ଷିଲା ବିଜେପି

ମୁମ୍ବାଇ: ଅଟଳ ସେତୁ ଉଦ୍ଘାଟନ ହେବାର ୬ ମାସ ବି ପୁରିନି, ହେଲେ ଅଟଳ ସେତୁରେ ଦେଖାଦେଲଣି ଫାଟ । କିଛି ଏମିତି ଆରୋପ ଲଗାଇ ବିଜେପିକୁ ଘେରିଛି କଂଗ୍ରେସ । ମହାରାଷ୍ଟ୍ର ପ୍ରଦେଶ କଂଗ୍ରେସ ସଭାପତି ନାନା ପାଟୋଲେ ନଭି ମୁମ୍ବାଇରେ ଅଟଳ ସେତୁର ଯାଞ୍ଚ କରିବାପରେ ଅଟଳ ସେତୁ ନିର୍ମାଣରେ…

କେ ସୁରେଶ ନୁହେଁ, ଭର୍ତ୍ତୃହରି କାହିଁକି କାମଚଳା ବାଚସ୍ପତି, କଂଗ୍ରେସକୁ ଜବାବ ଦେଲେ କିରଣ ରିଜଜୁ

ନୂଆଦିଲ୍ଲୀ: କେ. ସୁରେଶଙ୍କ ଭଳି ବରିଷ୍ଠ ସାଂସଦ ରହିଥିବା ବେଳେ କାମଚଳା ବାଚସ୍ପତି ଭାବେ ଭର୍ତ୍ତୃହରି ମହତାବ କାହିଁକି ନିଯୁକ୍ତ ହେଲେ କଂଗ୍ରେସ ଏପରି ପ୍ରଶ୍ନ କରି ଏନଡିଏ ସରକାରକୁ ପ୍ରଶ୍ନ କରିଛି। ଏହାର ଏବେ ଜବାବ ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜଜୁ। ସେ କହିଛନ୍ତି,…

ଝାରସୁଗୁଡ଼ାର ୧୩ଟି ମତଦାନ କେନ୍ଦ୍ରର ଭୋଟ୍ ଯାଞ୍ଚ ହେବ, ଦୀପାଳିଙ୍କ ଆବେଦନ ଗ୍ରହଣ କଲେ ଇସି

ଭୁବନେଶ୍ୱର: ଝାରସୁଗୁଡାର ବିଧାନସଭା ଅଧୀନରେ ହୋଇଥିବା ଭୋଟିଂ ମେସିନର ପୁନଃ ଯାଂଚ ହେବ। ଝାରସୁଗୁଡ଼ାର ବିଜେଡି ବିଧାୟକ ପ୍ରାର୍ଥୀ ଦୀପାଲି ଦାସ ଏ ନେଇ କରିଥିବା ଆବେଦନକୁ ନିର୍ବାଚନ କମିଶନ ଗ୍ରହଣ କରିଛନ୍ତି। ଝାରସୁଗୁଡ଼ାରୁ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ୧୩୩୩ ଖଣ୍ଡ…

କାମଚଳା ବାଚସ୍ପତି ଭାବେ ଭର୍ତ୍ତୃହରୀଙ୍କ ନିଯୁକ୍ତିକୁ ନେଇ କଂଗ୍ରେସର ବିରୋଧ

ନୂଆଦିଲ୍ଲୀ: ବିଜେପି ସାଂସଦ ଭର୍ତ୍ତୁହରି ମହତାବଙ୍କୁ ଲୋକସଭାର କାମଚଳା ବାଚସ୍ପତି ଭାବେ ନିଯୁକ୍ତ କରାଯାଇଛି । ଏହି ନିଯୁକ୍ତି କୁ ନେଇ ଏବେ ଆରମ୍ଭ ହୋଇଯାଇଛି ରାଜନୀତି । କଂଗ୍ରେସ ଦଳର ବରିଷ୍ଠ ନେତା ଜୟରାମ ରମେଶ ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହା ସଂସଦର ପରମ୍ପରା…

ପିସିସି ସଭାପତିଙ୍କୁ କାଳିମାଡ଼ ପଛରେ କିଏ?

ଭୁବନେଶ୍ବର: ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ଚାମ୍ବରରେ ବସିଥିବା ବେଳେ ଶରତଙ୍କ ଉପରକୁ ଅସନ୍ତୁଷ୍ଟ ଗୋଷ୍ଠୀ କାଳିମାଡ଼ କରିଥିବା କୁହାଯାଉଛି । କାଳିମାଡ ସାଙ୍ଗକୁ ନାରାବାଜି ବି କରିଛନ୍ତି କିଛି ଯୁବକ । ତେବେ କଂଗ୍ରେସ ପକ୍ଷରୁ ନିଟ୍ ପ୍ରଶ୍ନପତ୍ର ଲିକ୍…