Latest Odisha News

BREAKING NEWS

Browsing Category

ରାଜନୀତି

ବଡ଼ଚଣାରେ ବର୍ଷା ପ୍ରିୟଦର୍ଶିନୀଙ୍କୁ ହରାଇ ପଦ୍ମ ଫୁଟାଇଲେ ବିଜେପି ପ୍ରାର୍ଥୀ ଅମର ନାୟକ

ବଡ଼ଚଣା: କେନ୍ଦ୍ରାପଡା ଜିଲ୍ଲା ବଡଚଣାରେ ବିଜେପିର ମାଜିମାତ୍ । ଅଭିନେତ୍ରୀ ତଥା ବିଜେଡି ପ୍ରାର୍ଥୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପରାସ୍ତ କରି ବିଜୟ ହାସଲ କରିଛନ୍ତି ବିଜେପି ପ୍ରାର୍ଥୀ ଅମର କୁମାର ନାୟକ । ଅମରଙ୍କ ଠାରୁ ୭ ହଜାର ୩୮୩ ଭୋଟ ବ୍ୟବଧାନରେ ପରାଜିତ ହୋଇଛନ୍ତି…

ଚିତ୍ରକୋଣ୍ଡାରେ ବିଜୟୀ ହେଲେ କଂଗ୍ରେସ ପ୍ରାର୍ଥୀ ମଙ୍ଗୁ ଖିଲ

ମାଲକାନଗିରି: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି । ଏହା ଭିତରେ ଚିତ୍ରକୋଣ୍ଡାର ବିଜୟ ହାସଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ମଙ୍ଗୁ ଖିଲା । ୯ ହଜାର ୩୯୮ ଭୋଟରେ ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ଡମ୍ବରୁ ସିସାଙ୍କୁ ପରାସ୍ତ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ମଙ୍ଗୁ ଖିଲ ।…

ମାଲକାନଗିରିରେ ବାଜିମାତ୍ କଲା ବିଜେପି

ମାଲକାନଗିରି: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗଣତି । ଏହାରି ଭିତରେ ମାଲକାନଗିରିରେ ବାଜିମାତ୍ କଲା ବିଜେପି । ମାଲକାନଗିରିରେ ଜିତିଲା ବିଜେପି । ମାଲକାନଗିରି ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ନରସିଂହ ମାଡକାମୀ ବିଜୟ ହୋଇଛନ୍ତି। କଂଗ୍ରେସର ମାଳା ମାଢିଙ୍କୁ ହରାଇଛନ୍ତି…

ସମ୍ବଲପୁରରେ ବିଜେପି ପ୍ରାର୍ଥୀ ଜୟନାରାୟଣ ମିଶ୍ର ବିଜୟୀ

ସମ୍ବଲପୁର: ସମ୍ବଲପୁରରେ ବିଜେପିର ବିଜୟ । ସମ୍ବଲପୁର ବିଧାସଭା ଆସନରୁ ବିଜୟ ଲାଭ କଲେ ବିଜେପି ନେତା ଜୟନାରାୟଣ ମିଶ୍ର । ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ କଡା ଟକ୍କର ଦେଇ ବିଜେୟ ହୋଇଛନ୍ତି ଜୟନାରାୟଣ । ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ପରାସ୍ତ…

ବାଙ୍କୀରୁ ବିଜେଡି ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀ ବିଜୟୀ

କଟକ: କଟକ ଜିଲ୍ଲା ବାଙ୍କୀରେ ଜିତିଲା ବିଜେଡି । ବାଙ୍କୀ ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପ୍ରାର୍ଥୀ ଦେବୀରଞ୍ଜନ ତ୍ରିପାଠୀଙ୍କ ବିଜୟ । ୧୬ ହଜାର ୮୬୪ ଖଣ୍ଡ ଭୋଟରେ ଦେବୀରଞ୍ଜନ ତ୍ରିପାଠୀ ବିଜେପିର ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କୁ ପରାସ୍ତ କରିଛନ୍ତି । ୬୮ ହଜାର ୭୫୨ ଭୋଟରେ…

ବିଜେପି ଉଡାଇଲା ବିଜୟ ଧ୍ୱଜା ,ଅନୁଗୁଳରେ ପ୍ରତାପ ପ୍ରଧାନ ବିଜୟୀ

ଅନୁଗୁଳ: ଅନୁଗୁଳରେ ବାଜିମାତ୍ କଲା  ବିଜେପି । ଓଡ଼ିଶା ବିଧାନସଭା ନିର୍ବାଚନ ଫଳାଫଳ ନେଇ ଭୋଟ ଗଣତି ଜାରି ରହିଛି। ଶାସକ ଦଳ ବିଜେଡ଼ିକୁ ବିଜେପି ଚଳିତ ଥର କଡ଼ା ଟକ୍କର ଦେଇଛି। ଅନୁଗୁଳରେ ବିଜୟୀ ହୋଇଛନ୍ତି ପ୍ରତାପ ପ୍ରଧାନ । ପ୍ରାରମ୍ଭିକ ପର୍ଯ୍ୟାୟରୁ ହିଁ ସେ ବିଜେଡି ପ୍ରାର୍ଥୀ…

ରଘୁନାଥପାଲ୍ଲୀରେ ବିଜେପି ,ବିଜେଡିର ଅର୍ଚ୍ଚନା ରେଖା ବେହେରାଙ୍କୁ ହରାଇ ଦୁର୍ଗାଚରଣ ତନ୍ତୀ ବିଜୟୀ

ସୁନ୍ଦରଗଡ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଚାଲିଛି ଭୋଟ୍‌ ଗଣତି  । ଓଡିଶା ବିଧାନସଭାରେ ଦେଖିବାକୁ ମିଳୁଛି  ବିଜେପିର ଦବଦବା  । ଏହାରି ଭିତରେ ରଘୁନାଥପାଲ୍ଲୀ ବିଧାନସଭାରେ ବିଜେପି ବିଜୟୀ ହୋଇଛି । ବିଜେପି ପ୍ରାର୍ଥୀ ଦୁର୍ଗାଚରଣ ତନ୍ତୀ ବିଜୟୀ ହୋଇଛନ୍ତି । ବିଜେଡିର ଅର୍ଚ୍ଚନା ରେଖା…

ଜଗତସିଂହପୁର ବିଧାନସଭାରେ ବିଜେପିର ବାଜିମାତ୍, ଅମରେନ୍ଦ୍ର ଦାସ ବିଜୟୀ

ଜଗତସିଂହପୁର: ଜଗତସିଂହପୁରରେ ଫୁଟିଲା ପଦ୍ମ । ବିଜୟ ହାସଲ କଲେ ଅମରେନ୍ଦ୍ର ଦାସ । କିଛି ଦିନ ତଳେ ବିଜେଡି ଛାଡି ବିଜେପିରେ ମିଶିଥିଲେ ଅମରେନ୍ଦ୍ର ଦାସ । ଅମରେନ୍ଦ୍ର ପ୍ରାୟ ୩୩ ହାଜର ରୁ ଅଧିକ ଭୋଟ୍ ରେ ବିଜୟୀ ହୋଇଛନ୍ତି । ସେ ବିଜେଡି ପ୍ରାର୍ଥୀ ପ୍ରଶାନ୍ତ କୁମାର ମୁଦୁଲିଙ୍କୁ ହରାଇ…

ଭୁବନେଶ୍ୱର (ମଧ୍ୟ)ରୁ ବିଜେଡି ପ୍ରାର୍ଥୀ ଜିତିଲେ ଅନନ୍ତ ନାରାୟଣ ଜେନା

ଭୁବନେଶ୍ବର: ମଧ୍ୟ ଭୁବନେଶ୍ୱରରେ ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କଠାରୁ ମାତ୍ର ଅଳ୍ପ କିଛି ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଛନ୍ତି  ଅନନ୍ତ । ଆଜି ଆରମ୍ଭରୁ ଭୁବନେଶ୍ୱର ମଧ୍ୟ ଆସନରେ ଦେଖିବାକୁ ମିଳିଥିଲା କଡା ମୁକାବିଲା…

କେନ୍ଦ୍ରାପଡା ଆଳିରେ ପ୍ରତାପ ଦେବ ବିଜୟୀ

କେନ୍ଦ୍ରାପଡ଼ା: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଚାଲିଛି ଭୋଟ୍ ଗଣତି । ଏହାରି ଭିତରେ କେନ୍ଦ୍ରାପଡା ଜିଲ୍ଲା ଆଳିରେ ବାଜିମାତ୍ କଲା ବିଜେଡି । ଆଳି ବିଧାନସଭାରୁ ବିଜେଡି ପ୍ରାର୍ଥୀ ପ୍ରତାପ କେଶରୀ ଦେବ ବିଜୟ ହୋଇଛନ୍ତି । ସେ ୧୯ ହଜାର ୫୫୪ ଖଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ଆଳିରେ ପ୍ରତାପ…