Latest Odisha News

BREAKING NEWS

Browsing Category

ରାଜନୀତି

ବ୍ରଜରାଜନଗରରେ ବିଜେପିର ବଡ ବିଜୟ, ହାରିଲେ ଅଳକା ଜିତିଲେ ସୁରେଶ

ବ୍ରଜରାଜନଗର: ବ୍ରଜରାଜନଗରରେ ବିଜେପିର ବିଜୟ । ବିଜେଡିର ଅଳକା ମହାନ୍ତିଙ୍କୁ ହରାଇ ବିଜୟ ହାସଲ କଲେ ବିଜେପିର ସୁରେଶ ପୂଜାରୀ । ଅଳକା ମହାନ୍ତିଙ୍କୁ ୨୨,୦୦୨ ଭୋଟ ବ୍ୟବଧାନରେ ହରାଇ ବଡ଼ ବିଜୟ ହାସଲ କରିଛନ୍ତି ସୁରେଶ । ସେ ୭୧,୭୯୭ ଭୋଟରେ ବିଜୟୀ ହୋଇ ଶଙ୍ଖ ଗଡରେ ପଦ୍ମ ଫୁଟାଇଛନ୍ତି ।

ବଡ଼ ବିଜୟ ଅଭିମୁଖେ ରାହୁଲ, ୧ ଲକ୍ଷରୁ ଅଧିକ ଭୋଟ୍ ରେ ଆଗୁଆ ରହିଛନ୍ତି

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଭୋଟ୍ ଗଣନା ଆରମ୍ଭ ହୋଇଛି । ଏଥର କେରଳର ଓ୍ୱାୟନାଡ ଓ ଉତ୍ତର ପ୍ରଦେଶର ରାୟବରେଲି ଦୁଇଟି ଯାକ ଆସନ ଦଖଲ କରିବା ଦିଗରେ ଆଗକୁ ବଢ଼ି ଚାଲିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ୱାୟନାଡରେ ୧ ଲକ୍ଷରୁ ଅଧିକ ଭୋଟ୍ ଏବଂ ରାବେରେଲିରେ ୫୦,୦୦୦ରୁ ଅଧିକ ଭୋଟରେ…

ଓଡିଶା ବିଧାନସଭାରେ ଟ୍ରେଣ୍ଡରେ ବିଜେପି,ଓଡ଼ିଶାରେ ବଦଳିପାରେ ସମୀକରଣ !

ଭୁବନେଶ୍ବର: ୨୨୦୨୪ ସାଧାରଣ ନିର୍ବାଚନ ପାଇଁ ଚାଲିଛି ଭୋଟ୍‌ ଗଣତି  । ତେବେ ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ ବିଜେପି ଆଗକୁ ଆଗକୁ ମାଡ଼ି ଚାଲିଛି । ସିଟ ସଂଖ୍ୟା ତୁଳନାରେ ବିଜେଡି ବହୁ ପଛରେ ଚାଲିଛି । ଏପର୍ଯ୍ୟନ୍ତ ଓଡିଶା ବିଧାନସଭାରେ ବିଜେପିର ଆସନ: ଭୁବନେଶ୍ବର ଏକାମ୍ରରେ ବିଜେପି…

କଣ୍ଟାବାଞ୍ଜିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଛୁଆ

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ଫଳ ପାଇଁ ଭୋଟ୍‌ ଗଣତି ଚାଲିଛି । କଣ୍ଟାବାଞ୍ଜିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଛୁଆ ଅଛନ୍ତି ।  ଯାହା ବିଜେଡିକୁ ଏକ ପ୍ରକାର  ଝଟକା ଲାଗିପାରେ । କଣ୍ଟାବାଂଜି ବିଧାନସଭା ଆସନରେ ପଛରେ ପଡ଼ି ଯାଇଛନ୍ତି ବିଜେଡି ସୁପ୍ରିମୋ ନିଜେ ନବୀନ ପଟ୍ଟନାୟକ ।…

ଆଉ ମାତ୍ର କିଛି ସମୟର ଅପେକ୍ଷା, ଖୋଲିବ ପ୍ରର୍ଥୀଙ୍କ ଭାଗ୍ୟ ପେଡି

ଭୁବନେଶ୍ଵର: ସମସ୍ତ ପ୍ରତୀକ୍ଷାରେ ପଡିବ ପୂର୍ଣ୍ଣଚ୍ଛେଦ । ଆଉ ମାତ୍ର କିଛି ସମୟର ଅପେକ୍ଷା । ଖୋଲିବ ଇଭିଏମ ପେଡି । ତା ସହ ଖୋଲିବ ପ୍ରାର୍ଥୀ ମାନଙ୍କ ଭାଗ୍ୟର ଚାବି । କିଏ ପିନ୍ଧିବ ବିଜୟ ମୁକୁଟ । ଆଶା ଆଶଙ୍କାରେ ନେତା । କେନ୍ଦ୍ରରେ କିଏ ଗଢ଼ିବ ସରକାର ? ଓଡ଼ିଶାରେ କାହା ଦଖଲକୁ ଯିବ…

ଖୁବ୍ ଶ୍ରୀଘ୍ର ହେବ ଜାମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: ଖୁବ ଶ୍ରୀଘ୍ର ହେବ ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ । ଏନେଇ ସୂଚନା ଦେଇଛନ୍ତି ନିର୍ବାଚନ କମିଶନର ରାଜୀବ କୁମାର । ନିର୍ବାଚନ କମିଶନର କହିଛନ୍ତି ଯେ, ଖୁବ ଶୀଘ୍ର ଜାମ୍ମୁ କାଶ୍ମୀର ବିଧାନସଭା ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରିବାକୁ ନିର୍ବାଚନ ଆୟୋଗ ପ୍ରସ୍ତୁତ…

୨୦୧୯ ତୁଳନାରେ ୨୦୨୪ରେ ମତଦାର ହାର ବୃଦ୍ଧି ପାଇଛି

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନରେ ସାରା ବିଶ୍ୱରେ ଐତିହାସିକ ରେକର୍ଡ ସୃଷ୍ଟି କରିଛି ଭାରତ । ଚଳିତ ନିର୍ବାଚନରେ ୬୪ କୋଟିରୁ ଅଧିକ ମତଦାତା ନିଜର ମତାଧିକାର ସାବ୍ଯସ୍ତ କରିଥିବାବେଳେ ୩୧ କୋଟିରୁ ଅଧିକ ମହିଳା ଭୋଟର ମତଦାନ ପର୍ବରେ ସାମିଲ ହୋଇଛନ୍ତି । ଏହି ସଂଖ୍ୟା ଜି-୭ ଦେଶର ଭୋଟରଙ୍କ…

ରାତି ପାହିଲେ ନିର୍ବାଚନ ଫଳ, ପ୍ରାର୍ଥୀଙ୍କ ମନରେ ଛନକା, ସୁରକ୍ଷା ବ୍ୟବସ୍ଥା କଡାକଡି

ଭୁବନେଶ୍ଵର: ରାତି ପାହିଲେ ବାହାରିବ ନିର୍ବାଚନ ଫଳ । କିଏ ପିନ୍ଧିବ ବିଜୟ ମୁକୁଟ । ଫୋକସରେ ସମସ୍ତ ରାଜନୈତୀକ ଦଳ । ଏବେଠୁ ସମସ୍ତ ରାଜନୈତୀକ ଦଳର ପ୍ରାର୍ଥୀଙ୍କ ମନରେ ଛନକା ପଶିଲାଣି । ସେପଟେ ଷ୍ଟ୍ରଙ୍ଗ ରୁମ ସୁରକ୍ଷା ଠାରୁ ଆରମ୍ଭ କରି ଆଇନ ଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା…

ଓଡିଶାରେ କାହାର ସରକାର ?

ଭୁବନେଶ୍ବର: ଓଡିଶାରେ ଏଥର କାହାର ସରକାର? ପୁଣି ନବୀନ ନା କ୍ଷମତା ପରିବର୍ତ୍ତନ ? ବିଜେପି ପ୍ରଥମ ଥର ପାଇଁ ଏକା ଗଠନ କରିପାରିବ କି ସରକାର? ନା ରାଜ୍ୟରେ କୌଣସି ଦଳକୁ ମିଳିବନି ବହୁମତ ! ଏକଜିଟ୍ ପୋଲରେ ଓଡିଶା ବିଧାନସଭା ଫଳାଫଳ ନେଇ ଆସୁଛି ଭିନ୍ନ ଭିନ୍ନ ତଥ୍ୟ। କେଉଁ ସର୍ଭେରେ କାଣ୍ଟେ କି…

ଏକଜିଟ୍ ପୋଲକୁ ନେଇ ସୋନିଆ ଗାନ୍ଧୀଙ୍କ ପ୍ରତିକ୍ରିୟା; କହିଲେ, ଜୁନ୍ ୪ କୁ ଅପେକ୍ଷା କରନ୍ତୁ

ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ଜୁନ୍ ୪ ରେ ଆସିବ ନିର୍ବାଚନ ଫଳାଫଳ । କିଏ ଗଢିବ ସରକାର ତାହା କାଲି ହେବ ସ୍ପଷ୍ଟ । ସମଗ୍ର ଦେଶରେ ଏକଜିଟ୍ ପୋଲ କୁ ନେଇ ଜୋର ଧରିଛି ଚର୍ଚ୍ଚା । ଏହା ଭିତରେ ଏକଜିଟ୍ ପୋଲ ସର୍ଭେ କୁ ନେଇ ପ୍ରଥମଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ପୂର୍ବତନ…