Latest Odisha News

BREAKING NEWS

Browsing Category

ରାଜନୀତି

ମୋଦି ୩.୦ରେ ସାମିଲ ହେବେ ଉଦ୍ଧବ ଠାକରେ?, ଭବିଷ୍ୟବାଣୀ କଲେ ରବି ରାଣା….

ନୂଆଦିଲ୍ଲୀ: ସରିଯାଇଛି ୨୪ ନିର୍ବାଚନ । ଆସନ୍ତାକାଲି ଅର୍ଥାତ ଜୁନ୍ ୪ରେ ବାହାରିବ ଫଳ । ଏହାରି ଭିତରେ ଏକ ବଡ ବୟାନ ଦେଇଛନ୍ତି ମହାରାଷ୍ଟ୍ରର ଅମରାବତୀ ବିଧାୟକ ରବି ରାଣା  । ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଜେପି ସହ ହାତ ମିଳାଇବେ ବୋଲି କହି ସେ ଦୃଢୋକ୍ତି…

ରାହୁଲଙ୍କୁ ଝଟକା; ଓ୍ବାୟନାଡରେ ୨୦୧୯ ତୁଳନାରେ କମ୍ ଲୋକ ଦେଇଛନ୍ତି ଭୋଟ୍

ନୂଆଦିଲ୍ଲୀ: ଏକଜିଟ୍ ପୋଲ ଆକଳନକୁ ନେଇ ଏବେ ଦେଶରେ ହଇଚଇ ସୃଷ୍ଟି ହୋଇଛି । ତେବେ କେରଳର ଓ୍ବାୟନାଡ ନିର୍ବାଚନମଣ୍ଡଳୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭୋଟ୍ ୨୦୧୯ ତୁଳନାରେ ଏଥର ହ୍ରାସ ପାଇବ ବୋଲି କେରଳର ଏକଜିଟ୍ ପୋଲ ଆକଳନ କରିଛି । କେରଳର ଏକଜିଟ୍ ପୋଲ ରେ କେରଳ ଲୋକସଭା…

ସତ କହିଥିଲେ ଅଖିଳେଶ, ସିଇସି କହିଲେ ଏତେ ଖରାରେ ନିର୍ବାଚନ କରିବା ଉଚିତ ନଥିଲା

ନୂଆଦିଲ୍ଲୀ: ସରିଛି ଲୋକସଭା ନିର୍ବାଚନ । ଫଳ ଅପେକ୍ଷାରେ ସମସ୍ତ ରାଜନୈତିକ ଦଳ । ଆସନ୍ତା ଜୁନ 4ତାରିଖରେ ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା କରାଯିବ। ତେବେ ଫଳାଫଳ ଘୋଷଣା ହେବା ପୂର୍ବରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ଏହି ସାମ୍ବାଦିକ…

ମୋଦୀ ସରକାର ୩.୦’ ପ୍ରସ୍ତୁତି: ଜୁନ୍ ୪ରେ ଦିଲ୍ଲୀରେ ମେଗା ରୋଡ୍ ସୋ’ ପାଇଁ ଯୋଜନା

ନୂଆଦିଲ୍ଲୀ: ଗଣତନ୍ତ୍ରର ମହାପର୍ବରେ ସପ୍ତମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ଏକଜିଟ ପୋଲ ମଧ୍ୟ ଆସି ସାରିଛି। ବଡ଼ ବଡ଼ ଗଣମାଧ୍ୟମ ଅଧିକାଂଶ ଏକଜିଟ ପୋଲରେ ବିଜେପିର ବିଜୟ ପ୍ରଦର୍ଶନ କରାଯାଉଛି। ନରେନ୍ଦ୍ର ମୋଦୀ ପୁଣି ଥରେ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି। ଯଦି…

୧୦୦ରୁ ୧୧୫ ଆସନ ଜିତିବ ବିଜେଡି, ବିଜେପିର ଗ୍ରାଫ ବି ଉପରମୁହାଁ

ଭୁବନେଶ୍ବର: ଏକ୍ସିଟ ପୋଲ ଆକଳନକୁ ନେଇ ଏବେ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି । ଦୁଇ ପ୍ରମୁଖ ଦଳ ବିଜେଡି ଓ ବିଜେପିର ପୂରାପୂରି କଡା ଟକ୍କର ଚାଲିଛି । ତେବେ ବିଧାନସଭା ଆସନରେ ବିଜେପିର ଗ୍ରାଫ ଏଥର ଉପର ମୁହାଁ ରହିଛି । ଯେଉଁଠି ଶାସକ ଦଳ ବିଜେଡି ୧୦୦ ରୁ ୧୧୫ ଆସନ ହାତେଇବ ସେଠି…

ଏକଜିଟ୍ ପୋଲ୍‌କୁ ଜାଲ୍ କହିଲେ ମମତା, ଟିଭିରେ ଦେଖାଯାଉଥିବା ଆସନ ସଂଖ୍ୟାଠାରୁ ଟିଏମସି ଦୁଇଗୁଣ ଜିତିବ

କୋଲକାତା: ସମଗ୍ର ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ଭୋଟ୍ ଶାନ୍ତିପୂର୍ଣ୍ଣ ଭାବରେ ସମାପ୍ତ ହୋଇଛି। ଜୁନ୍ ୪ରେ ନିର୍ବାଚନ ଫଳାଫଳ ଘୋଷଣା ହେବାକୁ ଯାଉଛି। କିନ୍ତୁ ଏହାପୂର୍ବରୁ, ଏକଜିଟ୍ ପୋଲ୍ ଆକଳନ ଆସିବା ସହିତ ଦେଶର ରାଜନୈତିକ ମାହଲରେ ଚର୍ଚ୍ଚା ବୃଦ୍ଧି ପାଇଛି। ଏନଡିଏ ଏବଂ ଇଣ୍ଡିଆ…

ଆକ୍ସିସ ମାଇ ଇଣ୍ଡିଆ ରିପୋର୍ଟ ପ୍ରତିଷ୍ଠାତା କହିଲେ ବିଜେଡି କେଉଁ ଦୁଇଟି ଲୋକସଭା ଆସନରେ ଜିତିବ?

ଭୁବନେଶ୍ୱର: ଇଣ୍ଡିଆ ଟୁଡେ ଆକ୍ସିସ ମାଇ ଇଣ୍ଡିଆ ଆକଳନ କରିଛି ଯେ ଚଳିତ ସାଧାରଣ ନିର୍ବାଚନରେ ଓଡ଼ିଶାରେ ବିଜେପି ୧୮ରୁ ୨୦ଟି ଲୋକସଭା ଆସନ ଜିତିପାରେ। ଶାସକ ବିଜୁ ଜନତା ଦଳ ମାତ୍ର ସର୍ବାଧିକ ୨ଟି ଆସନରେ ବିଜୟୀ ହୋଇପାରେ। ଏହାବ୍ୟତୀତ କଂଗ୍ରେସକୁ ଗୋଟିଏ ଆସନ ମିଳିବାର ସମ୍ଭାବନା ରହିଛି।…

ସତ ହେଲା ଅରୁଣାଚଳ ପ୍ରଦେଶ ଏବଂ ସିକିମ୍ ବିଧାନସଭା ନିର୍ବାଚନର ଏକଜିଟ୍ ପୋଲ ରିପୋର୍ଟ!

ନୂଆଦିଲ୍ଲୀ: ଜୁନ ୪ ତାରିଖରେ ପ୍ରକାଶ ପାଇବ ଲୋକସଭା ନିର୍ବାଚନ ଫଳାଫଳ। ହେଲେ ଏକଜିଟ ପୋଲର ବିଶ୍ବସନୀୟତାକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକଜିଟ ପୋଲକୁ ମୋଦୀ ମିଡିଆର ଫଳାଫଳ ବୋଲି କହି କଟାକ୍ଷ କରିଥିବା ବେଳେ ଓଡ଼ିଶାରେ ବିଜେଡି ମଧ୍ୟ ଦୃଢୋକ୍ତି…

ଦେଶରେ ସର୍ବାଧିକ ଥର ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ଚାମଲିଂ ଦୁଇଟି ଯାକ ଆସନରୁ ହାରିଲେ

ଗାଙ୍ଗଟକ: ରାଜନୀତିରେ କେହି ଅପରାଜୟ ଏବଂ ସବୁବେଳେ କ୍ଷମତାରେ ରହିବେ ବୋଲି ଦମ୍ବୋକ୍ତି ଦେଖାଇପାରିବେ ନାହିଁ। ଯାହା ଆଜି ସିକିମ ବିଧାନସଭା ନିର୍ବାଚନ ଫଳଫାଳରୁ ପ୍ରମାଣିତ ହୋଇଛି। ଭାରତର ସବୁଠାରୁ ଦୀର୍ଘ ସମୟ ଧରି ମୁଖ୍ୟମନ୍ତ୍ରୀ ଆସନରେ ବସିଥିବା ପବନ ଚାମଲିଂ ଏଥର ଦୁଇଟି ଯାକ ବିଧାନସଭା…

ଏକଜିଟ୍ ପୋଲ ରିପୋର୍ଟ: କମିବ ବିଜେଡିର ବିଧାୟକ ସଂଖ୍ୟା, ବଢ଼ିବ ବିଜେପି

ଭୁବନେଶ୍ୱର: କେବଳ ୨୧ ଲୋକସଭା ଆସନ ନୁହେଁ ଚଳିତଥର ୧୪୭ ବିଧାନସଭା ଆସନରେ ମଧ୍ୟ ବିଜେପି ଭଲ ପ୍ରଦର୍ଶନ କରିବ। ଇଣ୍ଡିଆ ଟୁଡେ ଆକ୍ସିସ ମାଇ ଇଣ୍ଡିଆ ଏଭଳି କିଛି ଅନୁମାନ କରିଛି। ରିପୋର୍ଟ ଅନୁଯାୟୀ ୧୪୭ ବିଧାନସଭା ଆସନରୁ ବିଜେପି ୬୨ରୁ ୮୦ ଆସନ ଜିତିପାରେ। ବିଜୁ ଜନତା ଦଳର ଆସନ ସଂଖ୍ୟା…