Latest Odisha News

BREAKING NEWS

Browsing Category

ରାଜନୀତି

କାହାର ହେବ ପଟ୍ଟାଙ୍ଗୀ ?

ଭୁବନେଶ୍ବର: ପଟ୍ଟାଙ୍ଗୀରେ ବିଜେଡି ପ୍ରଫୁଲ୍ଲ ପାଙ୍ଗିଙ୍କୁ ପ୍ରାର୍ଥୀ କରିଛି ତ ବିଜେପି ଚୈତନ୍ୟ ନନ୍ଦିବାଲି ଓ କଂଗ୍ରେସ ରାମଚନ୍ଦ୍ର କାଡାମଙ୍କୁ ମଇଦାନକୁ ଓହ୍ଲାଇଛି। କେତେବେଳେ  କଂଗ୍ରେସ ତ କେତେବେଳେ ବିଜେଡିକୁ ବାଛିଛି ପଟ୍ଟାଙ୍ଗୀ । କଂଗ୍ରେସ ପ୍ରାର୍ଥୀ ରାମଚନ୍ଦ୍ର କାଡାମ ପଟ୍ଟାଙ୍ଗୀରୁ…

ଟିକେଟ ଫେରାଇଲେ କଂଗ୍ରେସ ପ୍ରାର୍ଥୀ ମେହବୁବ ଅହମ୍ମଦ ଖାଁ

କଟକ: ଟିକେଟ ଫେରାଇଲେ କଂଗ୍ରେସ ପ୍ରାର୍ଥୀ । ଟିକେଟ ଫେରାଇଲେ ଆଠଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ ମେହବୁବ ଅହମ୍ମଦ ଖାଁ । ବିଭୁତି ମିଶ୍ରଙ୍କୁ ଲୋକସଭା ପ୍ରାର୍ଥୀ କରାନଯିବାରୁ ମେହବୁବ ପ୍ରତିବାଦ କରିଛନ୍ତି। ବିଭୁତିଙ୍କୁ କାହିଁକି ପ୍ରାର୍ଥୀ କରାଗଲାନି କହି ଟିକେଟ ଫେରାଇଛନ୍ତି ଅହମ୍ମଦ ।…

ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ନାମାଙ୍କନ ଭରିଲେ କଂଗ୍ରେସ ପ୍ରାର୍ଥୀ ମନୋଜ ରଥ

ପୁରୀ: ଏବେ ଚାଲିଛି ନାମାଙ୍କନ ପର୍ବ । ଗତକାଲି ଅନ୍ୟ ଦଳ ଗୁଡିକ ପରେ ଆଜି ସତ୍ୟବାଦୀ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ପ୍ରାର୍ଥୀ ମନୋଜ ରଥ ନିଜର ପାର୍ଥିପତ୍ର ଦାଖଲ କରିଛନ୍ତି । ପୁରୀ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସେ ତାଙ୍କର ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ।…

ଲକ୍ଷ୍ମୀପୁର ଲଢେଇ “କୁଲେସିକା” ଟୁଇଷ୍ଟ

ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ହିଁ ଧୋକା, ପ୍ରତାରଣାକୁ ନେଇ ଚର୍ଚ୍ଚାରେ ରହିଛି ଲକ୍ଷ୍ମୀପୁର ବିଧାନସଭା ଆସନ । ବିଜେଡି ଟିକେଟ୍ ଘୋଷଣା  ପରେ ବିସ୍ଫୋରକ ବୟାନ ଦେଇଥିଲେ ଆଶାୟୀ ପ୍ରାର୍ଥୀ ତଥା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା । ୨୦୨୨ ପଞ୍ଚାୟତ ନିର୍ବାଚନ ପୂର୍ବରୁ ସେ…

ଚିକିଟିରେ ଭାଇ ଭାଇ ମୁହାଁମୁହିଁ

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲାର ଚିକିଟି ନିର୍ବାଚନ ମଣ୍ଡଳୀ ବିଜେଡିର ଗଡ ରହିଛି । ଚିକିଟିରୁ ଛଅ ଛଅ ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ଉଷା ଦେବୀ । କେବଳ ୧୯୯୫କୁ ଛାଡିଦେଲେ ୧୯୯୦ରୁ ଏପର୍ଯ୍ୟନ୍ତ ହୋଇଥିବା ସବୁ ନିର୍ବାଚନ ଜିତିଛନ୍ତି ଉଷା ଦେବୀ । ହେଲେ ଏଥର ମଇଦାନରେ ଉଷାଙ୍କ ବଦଳରେ…

ବିଷମକଟକରେ ଜଗନ୍ନାଥ ବନାମ ଜଗନ୍ନାଥ

ଭୁବନେଶ୍ବର: ରାୟଗଡା ଜିଲ୍ଲା ବିଷମକଟକ ନିର୍ବାଚନମଣ୍ଡଳୀରେ ଏଥର ଦେଖିବାକୁ ମିଳିବ ଦୁଇ ଜଗନ୍ନାଥଙ୍କ ଲଢେଇ । ବିଜେଡିରୁ ଜଗନ୍ନାଥ ସାରକା ପ୍ରାର୍ଥୀ ହୋଇଛନ୍ତି ତ ବିଜେପିରୁ ଜଗନ୍ନାଥ ନୁଣ୍ଡରୁକା ଓ କଂଗ୍ରେସରୁ ନୀଳମାଧବ ହିକ୍କାଙ୍କୁ ମିଳିଛି ଟିକେଟ । ଗତ ଦୁଇଟି ନିର୍ବାଚନରେ ବିଷମକଟକରୁ…

ଘସିପୁରାରୁ ନିର୍ବାଚନ ଲଢିବେ କି ସୌମ୍ୟ ?

ଭୁବନେଶ୍ବର: ଘସିପୁରା ବିଧାନସଭା ଆସନରୁ ନିର୍ବାଚନ ଲଢିବେ କି ସୌମ୍ୟରଞ୍ଜନ ପଟ୍ଟନାୟକ। ଘଟଗାଁରେ ମାଆ ତାରିଣୀଙ୍କ ଦର୍ଶନ କରିବା ଅବସରରେ ଏନେଇ ଇଙ୍ଗିତ କରିଛନ୍ତି ସୌମ୍ୟ । ଘସିପୁରାରୁ ଲଢିବାକୁ ତାଙ୍କୁ ବିଜେପି ତରଫରୁ ପ୍ରସ୍ତାବ ଆସିଛି । ଏପରିକି ସ୍ଥାନୀୟ ଲୋକେ ବି ତାଙ୍କୁ ଲଢିବାକୁ…

ବିରାଟ ପଟୁଆରରେ ଆସି ନାମାଙ୍କନ ଭରିଲେ ବିଜେଡି ବିଧାନସଭା ପ୍ରାର୍ଥୀନି ସ୍ନେହାଙ୍ଗିନୀ ଛୁରିଆ

ବରଗଡ: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ଏହାରି ଭିତରେ ନିର୍ବାଚନ ମହୋଲ ମଧ୍ୟ ବେସ ସରଗରମ ହେବାରେ ଲାଗିଛି । କେଉଁଠି ପ୍ରଚାର ଚାଲିଛି ତ ଆଉ କେଉଁଠି ନାମାଙ୍କନ ଦାଖଲ କରୁଛନ୍ତି ପ୍ରାର୍ଥୀ । ଏହାରି ଭିତରେ ଆଜି ବରଗଡ ଜିଲ୍ଲାରେ ୪୨ ଡିଗ୍ରୀ ଖରାକୁ ଭ୍ରୁକ୍ଷେପ ନ କରି…

ବିଜେପି ଛାଡିବା ପରେ ଅପରାଜିତାଙ୍କୁ ଟାର୍ଗେଟ କଲେ କାଳୁଚରଣ; ‘ସ୍ବାଧୀନ ଭାବେ ଲଢି ତାଙ୍କୁ ଖୋର୍ଦ୍ଧାରୁ ବିଦାୟ…

ଭୁବନେଶ୍ବର: ବିଜେପି ରୁ ଇସ୍ତଫା ଦେଲେ କାଳୁଚରଣ ଖଣ୍ଡାୟତରାୟ । ସେ ଆଜି ତାଙ୍କ ଶହ ଶହ ସମର୍ଥକଙ୍କ ସହ ବିଜେପି ଛାଡିଛନ୍ତି । ଖୋର୍ଦ୍ଧା ବିଧାନସଭା ବିଜେପି ଆଶାୟୀ ପ୍ରାର୍ଥୀ ଥିଲେ କାଳୁଚରଣ । ହେଲେ ଦଳ ତାଙ୍କୁ ଟିକେଟ୍ ନଦେଇ ତାଙ୍କ ସ୍ଥାନରେ ବିଜେଡିରୁ ସଦ୍ୟ ଆସି ବିଜେପିରେ ମିଶିଥିବା…

ଅପରାଜିତା ଷଡଙ୍ଗୀ ଜଣେ ମିଛେଇ ରାଣୀ: ଅଭିନେତା ଅଖିଳ ପଟ୍ଟନାୟକ

ଭୁବନେଶ୍ୱର: ନିର୍ବାଚନ ଯେତିକି ପାଖେଇ ଆସୁଛି ଭୁବନେଶ୍ୱର ଲୋକସଭା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ଉଷ୍ମତା ସେତେ ବଢ଼ିବାରେ ଲାଗିଛି। ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀରେ ବିଜେପି ଟିକେଟ୍ ଆଶାୟୀମାନଙ୍କ ନାଁ କଟିବାରୁ ଅପରାଜିତାଙ୍କ ଉପରେ ବର୍ଷିଛନ୍ତି ନେତା। ଯୁଗାଂଶୁ ପଣ୍ଡା ଏବଂ କାଳୁ…